Breaking News

ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ପ୍ରତିବନ୍ଧକ, ଦିବ୍ୟାଙ୍ଗ ହୋଇ ମଧ୍ୟ ଗୋଡ଼ରେ ଲେଖୁଛନ୍ତି ଯଶୋଦା

ବୋରିଗୁମ୍ମା: କଥାରେ ଅଛି ମନରେ ଦୃଢ଼ ଇଛାଶକ୍ତି ଥିଲେ ପଙ୍ଗୁ ବି ଭରା ନଈ ପାର ହୋଇଯାଏ। ଏହାକୁ ସତ କରି ଦେଖାଇଛନ୍ତି ନବମ ଶ୍ରେଣୀର ଦିବ୍ୟାଙ୍ଗ ଛାତ୍ରୀ ଯଶୋଦା। ଦୁଇ ହାତର ପାପୁଲିରେ କୌଣସି କାମ କରିପାରୁ ନାହାନ୍ତି କି ନିଜେ ନିଜ ଗୋଡ଼ରେ ଠିଆହୋଇ ପାରୁନାହାନ୍ତି। ତଥାପି ମନରେ ରହିଛି ଅନେକ…

‘୯ରୁ ୯୦ ମିଶନ’ ନେଇ ଲଢିବ କଂଗ୍ରେସ । ଓଡିଶାରେ ପଡିବନି ଶାହାଙ୍କ ପ୍ରଭାବ

ଭୁବନେଶ୍ବର:୨୦୨୪ ନିର୍ବାଚନ ପାଇଁ ଏବେଠୁ ସଜବାଜ ହେଲାଣି କଂଗ୍ରେସ । ୯ରୁ ୯୦ ମିଶନକୁ ନେଇ ଦଳ କାର୍ଯ୍ୟ  କରୁଛି । ବୁଥ ସ୍ତରରୁ ସଂଗଠନକୁ ମଜଭୁତ କରିବା ପାଇଁ ଦଳ ପ୍ରୟାସ ଆରମ୍ଭ କରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ତୁଙ୍ଗ ନେତାମାନଙ୍କୁ ଦଳ ନଛାଡି ଦଳରେ ରହି କାମ କରିବାକୁ ଆହ୍ୱାନ୍…

ଅମିତ ଶାହାଙ୍କ ଦମ୍ଭୋକ୍ତି-କହିଲେ ଆଗକୁ ବିଜେପି ଦଖଲ କରିବାକୁ ଯାଉଛି ଓଡିଶା , ଓଡ଼ିଶାରେ ହେବ ଆମ ସରକାର

ଭୁବନେଶ୍ବର: ଓଡ଼ିଶାରେ ବି ଆମ ସରକାର ହେବାକୁ ଯାଉଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପ୍ରକାଶ କରିଛନ୍ତି। ‘ମୋଦୀ@୨୦-ଡ୍ରିମ୍ସ ମିଟ ଡେଲିଭରି’ ପୁସ୍ତକ ଲୋକାର୍ପଣ ଅବସରରେ କହିଛନ୍ତି ଯେ ଦିନେ ଆମ ପାର୍ଟିକୁ ହିନ୍ଦୀ ଭାଷୀ ପାର୍ଟି ବୋଲି କୁହାଯାଉଥିଲା। ଏବେ ସାରା ଉତ୍ତର…

“ମୋଦି@୨୦” ପୁସ୍ତକର ଓଡ଼ିଶା ଚାପ୍ଟର ଲୋକାର୍ପଣ କଲେ କେନ୍ଦ୍ର ଗୃହ ମନ୍ତ୍ରୀ, ମୋଦି @୨୦ ପୁସ୍ତକ ତୁଳନାରେ ମୋଦିଙ୍କ…

• ଓଡ଼ିଶାରେ ବିଜେପି ସରକାର ଆସିବ ବୋଲି କହିଲେ ଶାହା • ମୋଦିଙ୍କ ବଳିଷ୍ଠ ନେତୃତ୍ୱ ଓ ବିଚାର ଉପରେ ଓଡ଼ିଶାବାସୀଙ୍କୁ ମାର୍ଗଦର୍ଶନ ଦେଇଥିବାରୁ ଗୃହ ମନ୍ତ୍ରୀଙ୍କୁ ଧନ୍ୟବାଦ • ଶାହଙ୍କ ଆଗମନ ଦ୍ୱାରା ଆମ ଓଡ଼ିଆ ସମାଜର ସ୍ୱାଧୀନତା ଲଢେଇ ଓ ଐତିହ୍ୟର ସ୍ମୃତି ଉଜ୍ଜିବୀତ ହୋଇଛି •…

ଓଡିଶାରେ ‘ହର୍ ଘର୍ ତ୍ରିରଙ୍ଗା ଅଭିଯାନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା

ଭୁବନେଶ୍ୱର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ  ଅମିତ ଶାହା ଆଜି ସଂଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତନ କରିଛନ୍ତି। ଶ୍ରୀ ଶାହା ଆଜି ସକାଳେ ପ୍ରଭୁ ଶ୍ରୀ ଲିଙ୍ଗରାଜ ଦର୍ଶନ କରିବା ପରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ବାସଭନରେ ଜଳପାନ କରିଥିଲେ। ଏହା…

ଆଗାମୀ ଦିନରେ ମୁଁ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ଦେଖିପାରୁଛି- ଅମିତ ଶାହ

‘ପ୍ରଜାତନ୍ତ୍ର’ ଓଡ଼ିଆ ଜନଜୀବନ ଓ ଜନ ଆକାଂକ୍ଷାର ସଠିକ୍ ଦର୍ପଣ-ଧର୍ମେନ୍ଦ୍ର ପ୍ରଧାନ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ଲିଙ୍ଗରାଜ ମନ୍ଦିର ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଓଡ଼ିଆ ବଜାର ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ପରିଦର୍ଶନ କଲେ ପ୍ରଜାତନ୍ତ୍ର ସମାରୋହରେ…

ବିନା ଭୟ ଓ ଅନୁଗ୍ରହରେ କାର୍ଯ୍ୟ କରୁ ଗଣମାଧ୍ୟମ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଟକ: ଗଣତାନ୍ତ୍ରିକ ସମାଜରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । ଆମର ବିଶାଳ ସାଂସ୍କୃତିକ ଐତିହ୍ୟ କୁ ବଜାୟ ରଖିବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ବିନା ଭୟ ଓ ଅନୁଗ୍ରହରେ କର୍ତ୍ତବ୍ୟ ସମ୍ପନ୍ନ କରୁ ଗଣମାଧ୍ୟମ । ପ୍ରଜାତନ୍ତ୍ରର ୭୫ତମ ପୂର୍ତ୍ତି…

ପ୍ରକାଶ ପାଇଲା ଯୁକ୍ତ-୨ କଳା ପରୀକ୍ଷା ଫଳ, ପାସ ହାର ୮୨.୧୦%

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଦ୍ୱାରା ପରିଚାଳିତ ଯୁକ୍ତ-୨ କଳା ସ୍ରୋତର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏହି ପରୀକ୍ଷା ଫଳକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରି ପରିଷଦର ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ କୁମାର ମିଶ୍ରକୃତୀ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ…

ଶିକ୍ଷାଦାନକୁ ନିଜର ବ୍ରତ ଭାବରେ ଗ୍ରହଣ କରନ୍ତୁ ଶିକ୍ଷକ, ଆଗାମୀ ଶିକ୍ଷା ବର୍ଷରୁ ପାଠ୍ୟ ପୁସ୍ତକରେ ଲିଙ୍ଗଗତ ସମାନତା…

ଭୁବନେଶ୍ବର: ରାଜ୍ୟର ସମସ୍ତ ଜିଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀମାନଙ୍କୁ ଏକ ଦିନିକିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଜି ପୂର୍ବାହ୍ନରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦାନ କରି…

ଭୁବନେଶ୍ୱର ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭବ୍ୟ ସ୍ୱାଗତ

• ଶାହଙ୍କ ଆଗମନରେ ଉତ୍ସବମୁଖର ହେଲା ଭୁବନେଶ୍ୱର ବିମାନବନ୍ଦର • ତ୍ରିରଙ୍ଗା, ପାରମ୍ପରିକ ପୋଷାକ, କଳା, ନୃତ୍ୟ ଓ ବାଦ୍ୟ ଯନ୍ତ୍ର ବଜାଇ ସ୍ୱାଗତ ଜଣାଇଲେ କାର୍ଯ୍ୟକର୍ତ୍ତା ଓ ହଜାର ହଜାର ଜନସାଧାରଣ • ହାତ ହଲାଇ ଅଭିବାଦନ ଗ୍ରହଣ କଲେ ଶାହା • ଆସନ୍ତାକାଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ…