Breaking News

ସମୟରେ ମାନବିକ ମୂଲ୍ୟବୋଧର ଅବକ୍ଷୟ ଘଟିଛି। ଏହି ଅବକ୍ଷୟକୁ ନୂତନ ଶିକ୍ଷାନୀତି ଦୂର କରିପାରିବ ଓ ନୂତନ ଶିକ୍ଷାନୀତି…

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆଜି ଓଡ଼ିଶାର ପ୍ରଥମ ଦିବସ ଗସ୍ତ କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ଚ୍ୟାମ୍ବର ଅଫ କମର୍ସ ଓ ଆସୋସିଏସନ ଅଫ ଇଣ୍ଡିଆନ ୟୁନିଭରସିଟିର ମିଳିତ ଆନୁକୂଲ୍ୟରେ ଶିକ୍ଷା ଉପରେ ଅଧାରିତ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଆନ୍ଧ୍ର…

ଓଡ଼ିଶା ହସ୍ତତନ୍ତର ଆଦିଭୂମି ଭାବେ ବିଶ୍ୱପ୍ରସିଦ୍ଧ: ମନ୍ତ୍ରୀ

ଭୁବନେଶ୍ୱର: ଆଜି ୭ ଅଗଷ୍ଟ ୨୦୨୨। ସମଗ୍ର ଦେଶରେ ପାଳିତ ହେଉଛି ‘ଅଷ୍ଟମ ଜାତୀୟ ହସ୍ତତନ୍ତ ଦିବସ’। ପ୍ରତ୍ୟେକ ଭାରତୀୟ ଭିତରେ ଆମର ଐତିହ୍ୟସଂପନ୍ନ ଓ ବହୁପୁରାତନ ପାରମ୍ପରିକ ହସ୍ତତନ୍ତ କଳା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ଏହି ସଂସ୍କୃତି ଓ କଳା ସହିତ ବଂଶାନୁକ୍ରମେ ଜଡ଼ିତ ବୁଣାକାରମାନଙ୍କ…

ଗାନ୍ଧୀ ଶିଳ୍ପ ବଜାର ଉଦ୍‌ଘାଟିତ, ୩୦ରୁ ଊର୍ଦ୍ଧ୍ୱ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ

ଭୁବନେଶ୍ୱର: ଓଡିଶା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନସ୍ଥ ଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା) ଦ୍ୱାରା ବିକାଶ ଆୟୁକ୍ତ (ହସ୍ତଶିଳ୍ପ), ନୂଆଦିଲ୍ଲୀ ଭାରତ ସରକାରଙ୍କ ଆର୍ଥିକ ସହାୟତାରେ ୧୦ ଦିନ ବ୍ୟାପୀ ଏକ ସର୍ବଭାରତୀୟ ସ୍ତରର ପ୍ରଦର୍ଶନୀ…

ରାୟଗଡ଼ାରେ ବର୍ଷା ବିତ୍ପାତ; ଶହ ଶହ ଏକର ଜମି ଜଳମଗ୍ନ, ପୋଡାମରା-କୁମ୍ଭିକୋଟା ବିଚ୍ଛିନ୍ନ

ରାୟଗଡ଼ା: ଲଘୁଚାପ ବର୍ଷାରେ ବେହାଲ୍ ହୋଇ ପଡିଛି ରାୟଗଡ଼ା। ଶୁକ୍ରବାର ରାତିରୁ ଲାଗି ରହିଥିବା ବର୍ଷା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପଦ୍ମପୁର, ରାମନାଗୁଡ଼ା ତହସିଲର ଶହ ଶହ ଏକର ଜମି ଜଳମଗ୍ନ ଯୋଗୁ ଫସଲ ନଷ୍ଟ ହୋଇଛି। ପଦ୍ମପୁରରେ ୧୪ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ରାୟଗଡ଼ା…

କ୍ୟାନ୍‌ସର ସନ୍ଦେହରେ ଘରୁ ବାହାର କରିଦେଲେ ଶାଶୁ ଘର ଲୋକେ, ଜୀବନ ହାରିଦେଲେ ନବବଧୂ

ଭୁବନେଶ୍ୱର :ଜୁନ୍‌ ମାସରେ ବାହାଘର, ଅଗଷ୍ଟରେ ଆତ୍ମହତ୍ୟା। ଶାଶୁ ଘର ଲୋକଙ୍କ ନିର୍ଯ୍ୟାତନା ସହିନପାରି ଶେଷରେ ଜୀବନ ହାରିଲେ ନବବଧୂ। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀରୁ ଏଭଳି ଅଭିଯୋଗ ଆସିଛି। ବାହାଘରର ମାତ୍ର ୧୨ ଦିନ ଭିତରେ କ୍ୟାନସର ହୋଇଛି କହି ବୋହୂକୁ ତା’ ବାପ…

ଯଶୱନ୍ତ ଗିଲଙ୍କ ବାୟୋପିକରେ ଅକ୍ଷୟଙ୍କ ବିପକ୍ଷର ନାୟିକା ସାଜିବେ ପରିଣୀତି ଚୋପ୍ରା

ଯଶୱନ୍ତ ଗିଲଙ୍କ ଜୀବନୀ ଆଧାରିତ ସିନେମାରେ ଅକ୍ଷୟ କୁମାର ନାୟକ ସାଜୁଥିବା ବେଳେ ତାଙ୍କ ବିପକ୍ଷର ନାୟିକା ସାଜୁଛନ୍ତି ପରିଣୀତି ଚୋପ୍ରା। ଏବେ ଅକ୍ଷୟ କୁମାର ତାଙ୍କର ଏହି ନୂଆ ଚଳଚ୍ଚିତ୍ରର ସୁଟିଂ ପାଇଁ ଲଣ୍ଡନ ଓ ୟର୍କସାୟାରରେ ପହଞ୍ଚିଥିବା ଜଣାପଡ଼ିଛି । କୋଇଲା ଖଣି ଅଞ୍ଚଳରେ ଯଶୱନ୍ତ ଗିଲ୍…

ବୀରତ୍ବ ଓ ବିଜୟର ଗାଥା ବଖାଣୁଛି କାରଗିଲ ବିଜୟ ଦିବସ-ନିଖିଳ ଓଡିଶା ପାଇକ ମହାସଂଘ

ଅମର ଯବାନଙ୍କ ବଳିଦାନ ତଥା ତ୍ୟାଗ ହେତୁ ଆମେ ଆଜି ସୁରକ୍ଷିତ ଓ ଗର୍ବିତ।ସେହି ଅମର ଜବାନଙ୍କ କାଳଜୟୀ ଆତ୍ମାର ସଦ୍‌ଗତି ନିମନ୍ତେ ନିଖିଳ ଓଡିଶା ପାଇକ ମହାସଂଘ ତରଫରୁ ଅମର ଜବାନ ସ୍ମାରକୀରେ ନିଖିଳ ଓଡିଶା ପାଇକ ମହାସଂଘର ସଭାପତି ଆଶୋକ ପାଲଟାସିଂହ,ଉପଦେଷ୍ଟା ଶ୍ରୀ ବିଭୂତି ଭୂଷଣ…

ଆଜାଦି କା ଅମୃତ ମହୋତ୍ସବରେ ଓଡ଼ିଶାର ବ୍ଲୁ-ପ୍ରିଣ୍ଟ ରଖିଲେ ନବୀନ

ନୂଆଦିଲ୍ଲୀ: ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜାଦି କା ଅମୃତ ମହୋତ୍ସବ ବୈଠକରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭୫ତମ ସ୍ୱାଧିନତା ଅବସରରେ ଦେଶରେ ପାଳନ କରାଯାଉଛି ଆଜାଦି କା ଅମୃତ ମହୋତ୍ସବ । ଏହି ପ୍ରସଙ୍ଗରେ ରାଷ୍ଟ୍ରପତି ଭବନରେ ଏକ…

ଭୁଶୁଡ଼ିଲା ନିର୍ମାଣଧୀନ କୋଠା

ରାଉରକେଲା:  ରାଉରକେଲା ପାନପୋଷ ଛକ ନିକଟରେ ସ୍ମାର୍ଟସିଟି ଦ୍ଵାରା ନିର୍ମାଣଧୀନ ମାର୍କେଟ କମ୍ପ୍ଲେକ୍ସ କୋଠା ଭୁଶୁଡିଛି । କିଛି ଶ୍ରମିକ ଆହତ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଘଟଣାକୁ  ଚାପିବାକୁ ଚେଷ୍ଟା କରୁଛନ୍ତି ସ୍ମାର୍ଟ ସିଟି ଅଧିକାରୀ। ଗତକାଲି ରାତି ପ୍ରାୟ ସାଢ଼େ 8 ବେଳେ…

ଇଣ୍ଡିଆନ ମ୍ୟୁଜିୟମରେ ସିଆଇଏସଏଫ ହେଡ କନେଷ୍ଟବଳଙ୍କ ଉନ୍ମତକାଣ୍ଡ: ଛୁଟି ନ ମିଳିବାରୁ ଏକେ-୪୭ରୁ ଗୁଳିବର୍ଷା: ଏଏସଆଇ…

କଲକାତା: କଲକାତାରେ ଥିବା ଦେଶର ସର୍ବପୁରାତନ ମ୍ୟୁଜିୟମରେ ସିଆଇଏସଏଫର ଜଣେ ଓଡିଆ ହେଡକନଷ୍ଟେବଳ ଏକେ-୪୭ରେ ଆଖିବୁଜା ଗୁଳିମାଡ କରିଛନ୍ତି । ଏଥିରେ ସିଆଇଏସଏଫର ଜଣେ ଏଏସଆଇ ପ୍ରାଣ ହରାଇଥିବାବେଳେ ଜଣେ କମାଣ୍ଡାଣ୍ଟ ଗୁରୁତର ଆହତ ହୋଇଛନ୍ତି। ଗୁଳିମାଡ କରିଥିବା କନଷ୍ଟେବଳ ଓଡିଆ ହୋଇଥିବାବେଳେ…