Breaking News

‘ହିଜବ୍‌-ଉତ୍‌-ତହରିର୍‌’କୁ ନିଷିଦ୍ଧ କଲା ଭାରତ ଜେରୁଜେଲମରେ ୧୯୫୩ ମସିହାରେ ସ୍ଥାପିତ ବିଶ୍ୱସ୍ତରୀୟ ପାନ୍-ଇସଲାମିକ

ନୂଆଦିଲ୍ଲୀ: ଜେରୁଜେଲମରେ ୧୯୫୩ ମସିହାରେ ସ୍ଥାପିତ ବିଶ୍ୱସ୍ତରୀୟ ପାନ୍-ଇସଲାମିକ ସଙ୍ଗଠନ ହିଜବ୍‌ ଉତ୍‌ ତହରିର୍‌ (ଏଚ୍‌ୟୁଟି)କୁ ଆଜି ଭାରତ  ନିଷିଦ୍ଧ ଘୋଷଣା କରିଛି।  ଜିହାଦ ଓ ଆତଙ୍କବାଦୀ କାର୍ଯ୍ୟକଳାପ ମାଧ୍ୟମରେ ଭାରତ ସମେତ ସମଗ୍ର ବିଶ୍ୱରେ ‘ଇସ୍‌ଲାମିକ୍‌ ରାଷ୍ଟ୍ର’ ସ୍ଥାପନ କରିବା…

ରତନ ଟାଟା ଧ୍ବନିରେ କମ୍ପିଲା ୱର୍ଲି ଶ୍ମଶାନ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ

ମୁମ୍ବାଇ: ଦେଶର ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କର ଆଜି ମୁମ୍ବାଇର ୱର୍ଲିସ୍ଥିତ ଶ୍ମଶାନରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି। ଗତକାଲି ରାତିରେ ବ୍ରିଚ୍‌କ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିଲା। ଏହି ଖବର ସାରା ଦେଶରେ ବିଦ୍ୟୁତ୍‌ ବେଗରେ…

ଆମେରିକା ଫ୍ଲୋରିଡା ସହରରେ ଆଲର୍ଟ: ମାଡ଼ିଆସୁଛି ବାତ୍ୟା ମିଲ୍ଟନ୍

ୱାଶିଂଟନ: ମାଡ଼ିଆସୁଛି ବାତ୍ୟା ମିଲ୍ଟନ୍ । ଆମେରିକା ଫ୍ଲୋରିଡା ସହରରେ ଆଲର୍ଟ ।  ୧୦୦ ବର୍ଷରେ ସବୁଠାରୁ ଭୟଙ୍କର ବାତ୍ୟା ଆସୁଥିବା ସୂଚନା । ଲୋକଙ୍କୁ ବିପଜ୍ଜନକ ସ୍ଥାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି  । ୧୦ ଦିନ ମଧ୍ୟରେ ଆମେରିକାରେ ଏହା ହେଉଛି ଦ୍ୱିତୀୟ ବଡ଼ ଝଡ଼ । ଅନ୍ତର୍ଜାତୀୟ…

ଦ୍ବିତୀୟ ଟ୍ବେଣ୍ଟି-୨୦ରେ ବାଂଲାଦେଶ ୮୬ ରନ୍‌ରେ ପରାସ୍ତ: ଭାରତ ଶୃଙ୍ଖଳା ଜିତିଲା

ନୂଆଦିଲ୍ଲୀ: ଦ୍ବିତୀୟ ଟ୍ବେଣ୍ଟି-୨୦ରେ ବାଂଲାଦେଶକୁ ୮୬ ରନ୍‌ରେ ପରାସ୍ତ କରି ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୨-୦ରେ ଆଗୁଆ ଜିତିନେଇଛି। ଭାରତର ୨୨୧/୯ ସ୍କୋରକୁ ପିଛା କରି ବାଂଲାଦେଶ ନିମୟିତ ଅନ୍ତରାଳରେ ୱିକେଟ୍‌ ହରାଇବା ସହ ୯ ୱିକେଟ୍ ବିନିମୟରେ ୧୩୫ ରନ୍‌ରେ ଅଟକି ଯାଇଥିଲା।…

ରତନ ଟାଟାଙ୍କ ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ବିଜନେସ୍‌ ଟାଇକୁନ୍‌ ରତନ ଟାଟାଙ୍କ ପରଲୋକ ଘଟିଛି । ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରତନ ଟାଟାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ସେ ସୋସିଆଲ୍ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ  ସମବେଦନା ଜଣାଇଛନ୍ତି। ସେ ‘ଏକ୍ସ’ରେ କହିଛନ୍ତି, ରତନ ଟାଟାଙ୍କ…

ଅକ୍ଟୋବରରେ ଫେରିଲା ଉତ୍ସାହ: ରାଜ୍ୟରେ ୪୭,୧୩୩ ଗାଡ଼ି ବିକ୍ରି

ଭୁବନେଶ୍ବର: କିଛି ଦିନ ତଳେ ଶେଷ ହୋଇଥିବା ସେପ୍ଟେମ୍ବର ମାସ ଗାଡ଼ି ବଜାର ଲାଗି ଏକ ଅତ୍ୟନ୍ତ ଜଟିଳ ସମୟ ଥିଲା। ତିନିଚକିଆ ଗାଡ଼ିକୁ ବାଦ ଦେଲେ ଅନ୍ୟ ସବୁ ପ୍ରକାର ଗାଡ଼ି ବିକ୍ରି ଏହି ମାସରେ କମିଥିଲା। ଦୁଇଚକିଆ, କମର୍ସିଆଲ, କାର୍, ଟ୍ରାକ୍ଟର ଆଦିର ବିକ୍ରି ହ୍ରାସ ପାଇଥିଲା। ସର୍ବଭାରତୀୟ…

ଦୁର୍ଘଟଣାର ପ୍ରଥମ ୧ ଘଣ୍ଟା ଗୁରୁତ୍ବପୂର୍ଣ୍ଣ

ପ୍ରତିଦିନ ରାସ୍ତା ଦୁର୍ଘଟଣା ଖବର ଆମେ ଆଖପାଖରୁ ଶୁଣିବାକୁ ପାଉ ଅଥବା ସମ୍ବାଦପତ୍ରରେ ପଢ଼ିଥାଉ। ହେଲେ ଏତେ ଦୁର୍ଘଟଣା ଘଟୁଛି କାହିଁକି ଓ ରାସ୍ତାରେ ଜଣେ ଦୁର୍ଘଟଣାଗ୍ରସ୍ତଙ୍କୁ ଦେଖିଲେ ସାଧାରଣ ଲୋକଟିଏ କ’ଣ କରିପାରିବ? ଭୁବନେଶ୍ବର କ୍ୟାପିଟାଲ ହସ୍‌ପିଟାଲ୍‌ର ପୂର୍ବତନ ନିର୍ଦ୍ଦେଶକ…

ଚତୁର୍ଦଶ ଦିନରେ ମା’ ବିରଜାଙ୍କ ଶାରଦୀୟ ଉତ୍ସବ

ଯାଜପୁରଟାଉନ: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ଉତ୍ସବର ଚତୁର୍ଦଶ ଦିବସ ରୀତିନୀତି ସହ ପାଳିତ ହୋଇଛି। ଷଷ୍ଠଦିନରେ ଶ୍ରଦ୍ଧାଳୁମାନେ ପାଦ ଦର୍ଶନ କରିବା ସହ ମା’ଙ୍କ ରଥ ଟାଣିଥିଲେ। ମୁଖ୍ୟ ମନ୍ଦିର ସମ୍ମୁଖ ଯଜ୍ଞ ମଣ୍ଡପରେ ଚାଲିଥିବା ମହାଯଜ୍ଞର ଆଜି ଥିଲା ଦ୍ବିତୀୟ ଦିନ।…

‘ଆମ ଓଡ଼ିଶା’ ନିଶା ନିବାରଣ ବ୍ରତ ଅଭିଯାନ ପକ୍ଷରୁ ସମୂହ ଦୀପଦାନ ଓ ପ୍ରାର୍ଥନାସଭା

ଭୁବନେଶ୍ୱର: ‘ଆମ ଓଡ଼ିଶା’ ନିଶା ନିବାରଣ ବ୍ରତ ଅଭିଯାନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ସମୂହ ଦୀପଦାନ ଓ ପ୍ରାର୍ଥନାସଭା ବିଭିନ୍ନ ବ୍ଲକ, ଗ୍ରାମ ପଞ୍ଚାୟତ ଓ ଗ୍ରାମସ୍ତରରେ ଅନୁଷ୍ଠିତ ହୋଇଯାଇଛି। ଆବାହିକା ଅପର୍ଣ୍ଣା ନାୟକଙ୍କ ନେତୃତ୍ୱରେ ଏଥିରେ ଉଭୟ ପୁରୁଷ ଓ ମହିଳା ନିଶାନିବାରଣ…

ବିଦ୍ୟାଳୟରେ ତାଲା, ଗଛମୂଳେ ପିଲା: ଜିଲ୍ଲାଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ ଜାରି

ଝରିଗାଁ: ଜିଲ୍ଲାଭିତ୍ତିକ ଶିକ୍ଷକ ନିଯୁକ୍ତିକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ଆନ୍ଦୋଳନ, ଧାରଣା ଓ ପ୍ରତିବାଦ ଏବେ ପିଲାଙ୍କ ପାଠପଢ଼ାକୁ ପ୍ରଭାବିତ କଲାଣି। ଆନ୍ଦୋଳନ ନାଁରେ ବିଦ୍ୟାଳୟରେ ତାଲା ପକାଇଛି ମିଳିତ କ୍ରିୟାନୁଷ୍ଠାନ କମିଟି। ଯାହାଫଳରେ ଝରିଗାଁ ବ୍ଲକ ଧୋଡ଼୍ରା ପଞ୍ଚାୟତ…