Breaking News

ଇସ୍ରାଏଲ ପାଇଲା ବଡ଼ ସୁରାକ: ହମାସ ମୁଖ୍ୟ ବଞ୍ଚିଥିବା ସୂଚନା

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୧ ତାରିଖରେ ହମାସ ମୁଖ୍ୟ ୟାହା ସିନୱାର ନିହତ ହୋଇଛି ବୋଲି ଇସ୍ରାଏଲ ସେନା ପକ୍ଷରୁ ବିବୃତି ଜାରି କରାଯାଇଥିଲା। ଶୀର୍ଷ କମାଣ୍ଡର ମୃତ୍ୟୁକୁ ଏକ ବଡ଼ ସଫଳତା ବୋଲି କହିଥିଲା ଇସ୍ରାଏଲ। ଏପରିକି ସେନାର ମିସନ ଗାଜାକୁ ଅଧିକ ସହଜ କରିଥିଲା ସିନୱାରର ମୃତ୍ୟୁ । କିନ୍ତୁ…

ହରିୟାଣା ନିର୍ବାଚନ: ଅସମ୍ଭବକୁ ବିଜେପି ସମ୍ଭବ କଲା କେମିତି?

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିଦେଇଛି। କାରଣ ଏଠାରେ କଂଗ୍ରେସ ଜିତିବ ବୋଲି ବୁଥ୍‌ବାହୁଡ଼ା ମତଠାରୁ ଆରମ୍ଭ କରି ସମସ୍ତ ରାଜନୈତିକ ବିଶ୍ଳେଷକ ପୂର୍ବାନୁମାନ କରିଥିବା ବେଳେ କଂଗ୍ରେସଠାରୁ ବିଜୟ ଛଡ଼ାଇ ନେଇଛି ବିଜେପି। ୧୦ ବର୍ଷ ଧରି ଶାସନ କରି…

ପଟିଆଗଡ଼ ମହାବୀର ଦୁର୍ଗାପୂଜା କମିଟି: ଅମ୍ବର ପ୍ୟାଲେସ୍‌ରେ ବିରାଜିବେ ମା’

ଚନ୍ଦ୍ରଶେଖରପୁର: ପଟିଆଗଡ଼ ମହାବୀର ଦୁର୍ଗାପୂଜା କମିଟି ପକ୍ଷରୁ ଏଥର ସାର୍ବଜନୀନ ଦୁର୍ଗାପୂଜା ମହାସମାରୋହରେ ପାଳିତ ହେବାକୁ ଯାଉଛି। ଚଳିତବର୍ଷ ପାଇଁ ୪୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି। କମିଟି ଏଥର ରାଜସ୍ଥାନର ଅମ୍ବର ପ୍ୟାଲେସ୍ ନିର୍ମାଣ କରିଛି, ଯାହାର ଉଚ୍ଚତା ୭୨ ଫୁଟ୍‌ ଓ ଓସାର ୮୦…

ଜୁଲନା ନିର୍ବାଚନ ମଣ୍ଡଳୀରେ ଭିନେଶ ଫୋଗଟ୍‌ ପଛୁଆ; ଆଗରେ ଯୋଗେଶ ବୈରାଗୀ

ଝୁଲନା: ଜୁଲନା ନିର୍ବାଚନ ମଣ୍ଡଳୀରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍‌ ଗଣନାରେ କଂଗ୍ରେସର ଭିନେଶ ଫୋଗଟ୍‌ ୩୦୦୦ ଭୋଟ୍‌ରେ ପଛୁଆ ଅଛନ୍ତି। ଏହି ଆସନରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଯୋଗେଶ ବୈରାଗୀ ଆଗୁଆ ଅଛନ୍ତି। ସମସ୍ତ ପର୍ଯ୍ୟାୟ ଭୋଟ୍‌ ଗଣନାରେ ଭିନେଶଙ୍କୁ ପଛରେ ପକାଇଛନ୍ତି ଯୋଗେଶ।…

ସହରୀ ଯୋଜନା ବାଟବଣା: ବିନା ଟାଉନ୍‌ ପ୍ଲାନରରେ ଟାଉନ୍‌ ପ୍ଲାନିଂ ନିର୍ଦ୍ଦେଶାଳୟ

ବିଶ୍ବଜିତ ଦାଶ ଭୁବନେଶ୍ବର: ରାଜ୍ୟର ୧୧୫ଟି ପୌରାଞ୍ଚଳରେ ପ୍ରାୟ ୧କୋଟିରୁ ଅଧିକ ଲୋକ ବାସ କରୁଛନ୍ତି। ସହରବାସୀଙ୍କୁ ବିଭିନ୍ନ ସୁବିଧା ଯୋଗାଇବାକୁ ବର୍ଷକୁ ପ୍ରାୟ ୧୦ହଜାର କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ ହେଉଛି। ବିଡମ୍ବନାର ବିଷୟ କୌଣସି ଗୋଟିଏ ବି ସହର ଯୋଜନାବଦ୍ଧ ଭାବେ ବିକଶିତ…

ଭୋଟ୍‌ ଗଣନା ପୂର୍ବରୁ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ସବ ମନାଉଛି କଂଗ୍ରେସ

ଶ୍ରୀନଗର: ଜମ୍ମୁ-କଶ୍ମୀର ଏବଂ ହରିଆଣାରେ ରାଜ୍ୟ ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହେବାର ବହୁ ପୂର୍ବରୁ ଦିଲ୍ଲୀର କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ବାହାରେ ଉତ୍ସବ ଆରମ୍ଭ ହୋଇଯାଇଛି। ଭୂପିନ୍ଦର ହୁଡାଙ୍କ ନେତୃତ୍ୱାଧୀନ କଂଗ୍ରେସ ହରିଆଣାରେ କ୍ଷମତାକୁ ଫେରିବ ବୋଲି ଦୃଢ଼…

ଓୟୁଟିଆର୍‌ କ୍ୟାମ୍ପସ୍‌ ‌ହେବ ପ୍ରଦୂଷଣମୁକ୍ତ: ପ୍ରତିଷ୍ଠା ହେବ ଇ-ବାଇକ୍‌ ସେୟାରିଂ ଷ୍ଟେସନ୍‌

ଭୁବନେଶ୍ବର: ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ(ଓୟୁଟିଆର୍) କ୍ୟାମ୍ପସ ‌ହେବ ପ୍ରଦୂଷଣମୁକ୍ତ। ପେଟ୍ରୋଲ ଚାଳିତ ବାଇକ୍‌ ଓ ସ୍କୁଟିର ବ୍ୟବହାର କମ୍‌ କରାଯିବ। ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ କ୍ୟାମ୍ପସ ଭିତରେ କିମ୍ବା ବାହାରକୁ ଯିବା ଆସିବା କରିବା ସମୟରେ ଇ-ବାଇକ୍‌ ବ୍ୟବହାର କରିବେ।…

କେରାଣ୍ଡିମାଳ ପାହାଡ଼ରେ ବିରାଜିତ ମା’ ବାଳକୁମାରୀ

ଚିକିଟି: ଗଞ୍ଜାମ ଜିଲ୍ଲାର ପ୍ରମୁଖ‌ ଦେବୀ ପୀଠଗୁଡ଼ିକ ମଧ୍ୟରେ ମା’ ବାଳକୁମାରୀ ପୀଠ ହେଉଛି ଅନ୍ୟତମ। ବ୍ରହ୍ମପୁର ସହରଠୁ ୨୭ କିଲୋମିଟର ଦୂରରେ ଅବସ୍ଥିତ ଏହି ପୀଠକୁ ବର୍ଷସାରା ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। କେରାଣ୍ଡିମାଳ ପାହାଡ଼ ଉପରେ ବିରାଜିତ ମା’…

ବୀରଭୂମି କୋଇଲା ଖଣି ବିସ୍ଫୋରଣରେ ୭ ମୃତ

କୋଲକାତା: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାସ୍ଥିତ ଏକ କୋଇଲାଖଣିରେ ବିସ୍ଫୋରଣ ଘଟି ୭ଜଣଙ୍କର ମୃତ୍ୟୁ ହୋଇଛି। ୩ଜଣ ଗୁରୁତର ଆହତ ହୋଇଛନ୍ତି। ବୀରଭୂମ ଖ୍ୟାରାସୋଲ୍‌ର ଗଙ୍ଗାରାମଚକ-ଭଦୁଲିଆ କୋଇଲା ଖଣିରେ ଆଜି ପୂର୍ବାହ୍‌ଣ ୧୦ଟାରେ ଏହି ଦୁର୍ଘଟଣା ଘଟିଛି। ଖଣିରେ ବିସ୍ଫୋରଣ ନିମନ୍ତେ…

ହରିଆଣାରେ ବଦଳିଲା ଟ୍ରେଣ୍ଡ୍‌: କଂଗ୍ରେସକୁ ପଛରେ ପକାଇ ଆଗେଇ ଗଲା ବିଜେପି

ନୂଆଦିଲ୍ଲୀ: ସକାଳୁ ହରିଆଣାରେ କଂଗ୍ରେସ ଆଗରେ ରହିଥିବା ବେଳେ ଏବେ ଟ୍ରେଣ୍ଡ୍‌ ପରିବର୍ତ୍ତନ ହୋଇଛି। କଂଗ୍ରେସ ତୁଳନାରେ ବିଜେପି ରାଜ୍ୟରେ ଅଧିକ ଆସନରେ ଆଗୁଆ ରହିଛି। ସକାଳ ୯.୪୬ ସୁଦ୍ଧା ରାଜ୍ୟର ୯୦ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୪୪ଟି ଟିରେ ବିଜେପି ଆଗରେ ଥିବାବେଳେ କଂଗ୍ରେସ…