Breaking News

ଭାରତଠୁ ୬ ୱିକେଟ୍‌ରେ ହାରିଲା ପାକିସ୍ତାନ: ଅରୁନ୍ଧତି, ଶ୍ରେୟଙ୍କା, ହର୍ମନପ୍ରୀତ୍ ଜିତାଇଲେ

ଦୁବାଇ: ଚଳିତ ଆଇସିସି ମହିଳା‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ୍‌ଠାରୁ ନିଜ ପ୍ରଥମ ମ୍ୟାଚ୍‌ରେ ହାରିବା ପରେ ହର୍ମନପ୍ରୀତ୍ କୌରଙ୍କ ଭାରତୀୟ ଦଳ ରବିବାର ପାକିସ୍ତାନକୁ ୬ ୱିକେଟ୍‌ରେ ମାତ୍ ଦେଇ ବିଜୟଧାରାକୁ ଫେରିଛି। ଅରୁନ୍ଧତି ରେଡ୍ଡୀ, ଶ୍ରେୟଙ୍କା ପାଟିଲ୍‌ଙ୍କ ଚମତ୍କାର ବୋଲିଂ…

୩ ଦିନିଆ ଭାରତ ଗସ୍ତରେ ମାଳଦ୍ବୀପ ରାଷ୍ଟ୍ରପତି: ତିକ୍ତ ସଂପର୍କରେ ସୁଧାର ଆଣିବାକୁ ପ୍ରୟାସ

ନୂଆଦିଲ୍ଲୀ: ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ତିନି ଦିନିଆ ଭାରତ ଗସ୍ତରେ ଆସି ରବିବାର ନୂଆଦିଲ୍ଲୀ ପହଞ୍ଚିଛନ୍ତି। ଦୁଇ ଦକ୍ଷିଣ ଏସୀୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ  ସୁଧାରିବା ଉଦ୍ଦେଶ୍ୟରେ ମୁଇଜୁଙ୍କ ଏହି ଗସ୍ତକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି। ଏହି ଗସ୍ତ…

ବିଜେପି ମିଛ କହୁଥିବା ନେଇ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟର ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ବିଜେପି ମିଛ କହୁଥିବା ନେଇ କିଛି ଦିନ ତଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟିପ୍ପଣୀ କରିଥିଲେ। ଆଜି ଏହାଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ରାଜନୀତିରେ ଜୟ ପରାଜୟ ଲାଗି ରହେ। ଜୟରେ ବହୁତ ଉନ୍ମାଦିତ…

ହାଇୱା ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଠାକୁରମୁଣ୍ଡା: ଚୈଧୁରୀ ସୁଦର୍ଶନ ତ୍ରିପାଠୀ (୯୭) ସାଇକେଲ ଯୋଗେ  ଭୋର ସକାଳ ୫ଟା ସମୟରେ ଠାକୁରମୁଣ୍ଡାରୁ ନିଜ ଘର ହାଣ୍ଡିଫୁଟାକୁ ଯାଉଥିଲେ। ଠାକୁରମୁଣ୍ଡା ବଜାର ଠାରୁ ୫ କିମି ଦୂର ହାଣ୍ଡିଫୁଟା ଛକରେ ବାମ କଡ଼ରେ ବୁଲି ଘରକୁ ଯାଉଥିବା ବେଳେ  ଚଢେଇଧରାରୁ ଚିପ୍ସ ଧରି ଡ୍ରାଇଭର ଫୋନରେ କଥା ହୋଇ…

ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ଲାଗି ତାରିଖ  ଘୋଷିତ ହୋଇଛି। ଏହି ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ହେବ ବୋଲି ସୂଚନା ଦେଇଛନ୍ତି ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା। ତାଙ୍କର ସୂଚନା ମୁତାବକ, ଆସନ୍ତା ଡିସେମ୍ବର ୨୬ ରୁ ୩୦ ଯାଏଁ ଇଣ୍ଟରନାଲ ପରୀକ୍ଷା ହେବ।…

ଆମେଥୀ ଗଣହତ୍ୟା: ପରକୀୟା ପ୍ରୀତି ପାଇଁ ବଳିପଡ଼ିଲା ୪ ଜୀବନ

ଆମେଥୀ: ଉତ୍ତର ପ୍ରଦେଶର ଆମେଥୀର ଗଣହତ୍ୟାକାଣ୍ଡକୁ ନେଇ ଏକ ରୋଚକ ତଥ୍ୟ ହସ୍ତଗତ ହୋଇଛି। ଆମେଥୀରେ ଜଣେ ଶିକ୍ଷକ, ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କର ଶିକ୍ଷକଙ୍କ ପତ୍ନୀଙ୍କ ସହ ପରକୀୟା ପ୍ରୀତି ରହିଥିଲା ବୋଲି ପୁଲିସ୍‌ ସୂଚନା ‌ଦେଇଛି। ଆମେଥୀ…

ଖଜୁରୀପଡା ଥାନା ଅଧିକାରୀଙ୍କ ବିରୁଦ୍ଧରେ ଏତଲା ଦାୟର

ଫୁଲବାଣୀ / ଖଜୁରୀପଡା : କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନାର ଭାରପ୍ରାପ୍ତ ଅଧିକାରୀ ଚାପଧାରୀ ପ୍ରଧାନଙ୍କ ବିରୁଦ୍ଧରେ ଥାନାରେ ଆଦିବାସୀମାନଙ୍କୁ ମାର ପିଟ ଓ ଦୁର୍ବ୍ଯବହାର କରିଥିବା ଘଟଣାକୁ ନେଇ ଏକ ମକଦ୍ଦମା ରୁଜୁ ହୋଇଛି। ଏତେଲା ନଂ ୧୨୭. ଅନୁଯାୟୀ ଗତ ୨୦/୮/୨୦୨୪ ଆନୁଯାୟୀ ରୁଜୁ ହୋଇଥିବା…

ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଏମପି କମିଟି ବୈଠକ

ପୂର୍ବତଟର ରେଳପଥର ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପରିସୀମା ମଧ୍ୟରେ ଥିବା ସଂସଦୀୟ କ୍ଷେତ୍ରର ଏମ୍ ପି ମାନଙ୍କ ବିଭାଗୀୟ କମିଟି ବୈଠକ ଶୁକ୍ରବାର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି | ବୈଠକରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ଏମପି ମାନେ ଉପସ୍ଥିତ ରହି ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର…

ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା

ସାରଳା, ୩/୧୦: ଗୁରୁବାରଠାରୁ ଆରମ୍ଭ ହୋଇଥିବା ମହିଳା ଟ୍ୱେନଟି -୨୦ ବିଶ୍ୱକପ ନବମ ସଂସ୍କରଣରେ ଶୁକ୍ରବାର ଭାରତୀୟ ଦଳ ଅଭିଯାନ ଆରମ୍ଭ କରିବ | ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜ ପ୍ରଥମ ମ୍ୟାଚ ଖେଳିବ | ଦଳ -'ଏ ' ର ଏହି ମ୍ୟାଚ ରାତି ୭ଟା ୩୦ରୁ ଆରମ୍ଭ ହେବ | ଗତଥରର ସେମିଫାଇନାଲିଷ୍ଟ…

୪ରେ ଲଘୁଚାପ ସମ୍ଭାବନା : ବାତ୍ୟା ଆଶଙ୍କା ନାହିଁ

ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଏହା ନିକଟବର୍ତ୍ତୀ ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି | ଏହାର ପ୍ରଭାବରେ ଆସନ୍ତା ୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଓ ଓଡିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି | ଏହାର ପ୍ରଭାବରେ ଆସନ୍ତା ୭ ତାରିଖରୁ…