Breaking News

ଘରୁ ମିଳିଲା ଯୁବକଙ୍କ ମୃତଦେହ: ଥାନାରେ ମହିଳା ଅଟକ

ଘଟଗାଁ/ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ବସଷ୍ଟାଣ୍ଡ ନିକଟ ପାତ୍ରସାହିରେ ଜଣେ ଯୁବକଙ୍କୁ ନୃଶଂସ ହତ୍ୟା କରାଯାଇଛି। ତାଙ୍କୁ ପନିକି ଓ ଟାଙ୍ଗିଆ ସହାୟତାରେ ହତ୍ୟା କରାଯାଇଛି। ମୃତ ଯୁବକ ହେଲେ ଖଣ୍ଟଘର ଗାଁର ଭାରତ ଭୂଷଣ ଉରଫ ଛବି ନାୟକ(୨୫)। ଆଜି ସକାଳେ ତାଙ୍କର ମୃତଦେହ ଉଦ୍ଧାର…

ଭବିଷ୍ୟତର ନେତୃତ୍ୱ ନେଉଥିବା ବିଦ୍ୟାର୍ଥୀ ସୃଷ୍ଟି କରୁଛି ଉତ୍କଳ:କୁଳପତି

ଭୁବନେଶ୍ବର: ପ୍ରଗତିଶୀଳ ଶିକ୍ଷା ନୀତି ସହିତ ଉତ୍କର୍ଷର ସମର୍ପଣ ଭାବ ହିଁ ଜ୍ଞାନର ବିକାଶ ଏବଂ ଶୈକ୍ଷିକ ପରିବର୍ତ୍ତନ ଧାରା ଜାରି ରଖିବାରେ ସହାୟକ ହେବ, ଯାହା ଭବିଷ୍ୟତର ଦୃଷ୍ଟିଭଙ୍ଗୀକୁ ସୁନିଶ୍ଚିତ କରିବ। ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ୮୧ ବର୍ଷରେ ପାଦ ଥାପି ଥିବାବେଳେ ଆଗାମୀ ୧୯ ବର୍ଷରେ…

ଆନ୍ତଃ ଜୋନ ପୁରୁଷ ଭଲିବଲ ଟୁର୍ନାମେଣ୍ଟ, ଜିସିପିଇ ରନର୍ସ ଅପ୍

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ପୋର୍ଟସ କାଉନସିଲ୍ ଦ୍ଵାରା ପ୍ରଯୋଜିତ ଇଣ୍ଟର ଜୋନାଲ୍ ପୁରୁଷ ଭଲିବଲ୍ ଟୁର୍ଣ୍ଣାମେଣ୍ଟ୍ ସାଲେପୁର ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ସଫଳତାର ସହ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ( ଜିସିପିଇ),…

ଆନ୍ତଃ ଜୋନ ମହିଳା ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ, ଜିସିପିଇ ଚାମ୍ପିୟନ

ଭୁବନେଶ୍ୱର: ପୋଷ୍ଟ ଗ୍ରାଜୁଏଟ୍ ଆଥଲେଟିକ କ୍ଲବ, ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଆନ୍ତଃ ଜୋନ ମହିଳା ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ ୨୩-୨୪ ବିଶ୍ଵବିଦ୍ୟାଳୟ ବିଜୁ ପଟ୍ଟନାୟକ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ପରିସରରେ ଉଦଯାପିତ ହୋଇଯାଇଅଛି। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ଯାଚରେ ସରକାରୀ…

କନ୍ଧମାଳ, ଅନୁଗୋଳ ଓ ଗଜପତି ଜିଲ୍ଲାରେ ’ଆମ ଓଡ଼ିଶା ନବୀନ ଓଡ଼ିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଅନୁଗୋଳର ୫ଟି ନିର୍ବାଚନ ମଣ୍ଡଳୀ ପାଇଁ ୧୧୨.୫୦ କୋଟି – ୨୭୯୬ ପ୍ରକଳ୍ପ ଗଜପତିର ୨ଟି ନିର୍ବାଚନ ମଣ୍ଡଳୀ ପାଇଁ ୭୪.୫୦ କୋଟି - ୧୬୬୨ ପ୍ରକଳ୍ପ ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ସଂସ୍କୃତି ଓ ଆଧୁନିକତାର ସମନ୍ଵୟ ହିଁ ବିକାଶର ଆଦର୍ଶ ମାର୍ଗ– ମୁଖ୍ୟମନ୍ତ୍ରୀ ନୂଆ ଓଡିଶାରେ…

ସାଇବର ଅପରାଧ ରୋକିବା ପାଇଁ ସଚେତନତା ଜରୁରୀ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଏବଂ କମିଶନେରେଟ ପୁଲିସର ମିଳିତ ସହଯୋଗରେ ସାଇବର ସୁରକ୍ଷା ଅଭିଯାନ ବାଣୀବିହାର ପିଜି କାଉନସିଲ ହଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସାଇବର ରଥ ଏବଂ ସାଇବର ସାଏରା-ସାଇବର ସୁରକ୍ଷା ଅଭିଯାନର ମାସ୍କଟ ବାଣୀବିହାର ପରିସର ଭ୍ରମଣ କରିଛି। ଆଜି ସାଇବର…

‘ସୂଚନା ଅଧିକାର ଆଇନ ଏବେ ଯୁବକ, କିନ୍ତୁ ତାହାର କାର୍ଯ୍ୟକାରିତାରେ ପରିପକ୍ବତା ଆସିନାହିଁ’

ଭୁବନେଶ୍ୱର: ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହେବା ୧୮ ବର୍ଷ ବିତିଲା ଏବଂ ଏହା ୧୯ ବର୍ଷରେ ପାଦ ଥାପିଲା। ସୂଚନା ଅଧିକାର ଆଇନ ଏବେ ଯୁବକ, କିନ୍ତୁ ତାହାର କାର୍ଯ୍ୟକାରିତାରେ ପରିପକ୍ବତା ଆସିନାହିଁ। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ବିଶେଷ କରି ଯୁବକମାନଙ୍କୁ ପ୍ରଶ୍ନ…

ଆଫଗାନିସ୍ତାନ ବିରୋଧରେ ଭାରତର ବଡ ବିଜୟ: ୮ ୱିକେଟରେ ଜିତିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ:  ରୋହିତ ଶର୍ମାଙ୍କ ଦମଦାର ଶତକ ବଳରେ ଭାରତ ବୁଧବାର ଦିନ ଆଫଗାନିସ୍ତାନ ବିପକ୍ଷରେ ବିରାଟ ବିଜୟ ହାସଲ କରିଛି । ଅତିଥି ଟିମକୁ ଆୟୋଜକ ଭାରତ ୮ ୱିକେଟରେ ପରାସ୍ତ କରିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ବିଶ୍ବକପ୍‌-୨୦୨୩ରେ ଆଫଗାନିସ୍ତାନ ପକ୍ଷରୁ…

ସ୍କୁଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୨ ଲକ୍ଷ ମିଶନ ଶକ୍ତି ମା’ ଓ ତୃଣମୂଳ ଷ୍ଟାଫ୍ ପାଇବେ ସ୍କୁଟର ଋଣ

ସୁଧ ଖର୍ଚ୍ଚ ସରକାର ବହନ କରିବେ ଆଜି ସ୍କୁଟର ପାଇଲେ ୧୫ ହଜାର ମା’ ଗତି ହିଁ ଶକ୍ତି ମା’ମାନେ ଆଣିଛନ୍ତି ଓଡିଶା ପାଇଁ ନୂଆ ଗତି, ଶକ୍ତି ଓ ପ୍ରଗତି- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି।…

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍‌କୋଡ: ଏବେ କରାଯିବ ସଚେତନ, ନୂଆବର୍ଷରୁ କଡ଼ାକଡ଼ି

ଶ୍ରୀମନ୍ଦିର ଏକ ଧାର୍ମିକ ସ୍ଥାନ, ଏହା କେଉଁ ପାର୍କ କି ସମୁଦ୍ର କୂଳ ନୁହେଁ ଗ୍ରହଣ ପାଇଁ କୁମାର ପୂର୍ଣ୍ଣିମାରେ ରାତି ୨ରୁ ନୀତି ରତ୍ନଭଣ୍ଡାର ସୁରକ୍ଷିତ : ମୁଖ୍ୟ ପ୍ରଶାସକ ପୁରୀ:‌ ଶ୍ରୀମନ୍ଦିରରେ ଭକ୍ତଙ୍କ ପୋଷାକ ପରିଧାନରେ ଆସିବ ଶାଳୀନତା। ଶ୍ରୀମନ୍ଦିରରେ ଅଶ୍ଳୀଳତାକୁ କୌଣସି…