Breaking News

ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ନୂତନସ୍ଥାୟୀ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି

ଭୁବନେଶ୍ବର : ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ନୂତନସ୍ଥାୟୀ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶେଷସ୍ପର୍ଶ ଦିଆଯିବା ପରେ ଏହା ସର୍ବସାଧାରଣଙ୍କ ଗମନାଗମନ ନିମନ୍ତେ ଉନ୍ମୁକ୍ତ ରହିବ । ପୂର୍ଣ୍ଣାଙ୍ଗ ସ୍ଥିତି ପରଖିଲେ ପ୍ରମୁଖ ଶାସନ ସଚିବ । ଏଣିକି ସ୍ଥଳପଥ ଦେଇ…

ବ୍ରାହ୍ମଣୀ ନଦୀରୁ ଧରାପଡିଲା  ୪୦ କିଲୋଗ୍ରାମରୁ ଉର୍ଦ୍ଧ  ଏକ ବିରଳ ସାରଣ୍ଡ ମାଛ

ଯାଜପୁର  : ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନ ବ୍ରହ୍ମପୁର ପାର୍ଶ୍ବ ଦେଇ ବହିଯାଇ ଥିବା ବ୍ରାହ୍ମଣୀ ନଦୀରୁ ଧରାପଡିଲା  ୪୦ କିଲୋଗ୍ରାମରୁ ଉର୍ଦ୍ଧ  ଏକ ବିରଳ ସାରଣ୍ଡ ମାଛ ।  ସୂଚନା ମୁତାବକ  ଆଜି ଦିନ ୧୧ ଟା ସମୟରେ   ବ୍ରହ୍ମପୁର ଗ୍ରାମର  ବିଚିତ୍ର ଦଳେଇ  ଓ  ସୁଦର୍ଶନ ଦଳେଇ ମାଛ…

ପ୍ରାଣୀଧନର ବିକାଶରେ ରୂପାନ୍ତର ଆଣିବା ପାଇଁ ୫-ଟି ଉପକ୍ରମର ପ୍ରୟୋଗ ପାଇଁ ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ନିଯୁକ୍ତି ପର୍ବ: ୨୦୯ ଜଣ ଭେଟେରିନାରି ଆସିଷ୍ଟାଣ୍ଟ ସର୍ଜନ ନିଯୁକ୍ତ ପ୍ରତ୍ୟେକ ପରିବାରକୁ ୧୫,୦୦୦ ଟଙ୍କା ଲେଖାଏଁ ସହାୟତା ଅଲିଭ୍‌ ରିଡ୍‌ଲେ କଇଁଚର ସୁରକ୍ଷା ପାଇଁ ସହାୟତା ମୁଖ୍ୟମନ୍ତ୍ରୀ ଆମ ଦୁଃଖ ବୁଝିଛନ୍ତି ଆମ ପରିବାର ମୁହଁରେ ମୁଖ୍ୟମନ୍ତ୍ରୀ ହସ ଫୁଟାଇଛନ୍ତି – ମତ୍ସଜୀବୀ…

ଶେଷ ହେଲା ଘୋଷଯାତ୍ରା, ଶ୍ରୀମନ୍ଦିରର ରତ୍ନସିଂହାସନକୁ ବାହୁଡ଼ିଲେ ତିନି ଠାକୁର

ଭୁବନେଶ୍ବର: ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ସମ୍ପନ୍ନ ହୋଇଛି। ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନୀଳାଦ୍ରି ପହଣ୍ଡି ଶେଷ ହେବା ପରେ ନୀଳାଚଳକୁ ବାହୁଡ଼ିଛନ୍ତି ନୀଳାଦ୍ରିନାଥ। ଶ୍ରୀକ୍ଷେତ୍ରରେ ଶେଷ ହେଲା ଘୋଷଯାତ୍ରା। ଗୁଣ୍ଡିଚା ଯାତ୍ରାରୁ ଆରମ୍ଭ ହୋଇଥିବାବେଳେ ନୀଳାଦ୍ରି ବିଜେରେ ଶେଷ…

ବାହାନଗା ଟ୍ରେନ୍ ଟ୍ରାଜେଡି: ରିଲେ ରୁମ୍‌ ଷ୍ଟାଫ୍‌ଙ୍କ ତ୍ରୁଟି ଦୁର୍ଘଟଣାର ବଡ଼ କାରଣ!

ବାହାନଗା: ରିଲେ ରୁମରେ ତ୍ରୁଟି ପାଇଁ ଘଟିଥିଲା ବାହାନଗା ଟ୍ରେନ୍ ଟ୍ରାଜେଡି। ତଦନ୍ତ ପରେ କମିଶନ ଅଫ ରେଲୱେ ସେଫ୍ଟି ରେଳ ବିଭାଗରେ ଦାଖଲ କରିଥିବା ରିପୋର୍ଟରୁ ଏହା ଜଣା ପଡ଼ିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ବିଶେଷ କରି ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ଷ୍ଟାଫଙ୍କ…

ବୈଠକରେ ଯୋଗଦେବେ ବରିଷ୍ଠ ଅଧିକାରୀ,  ସିଆର୍‌ସିସି ନେବେ ପ୍ରମୁଖ ଭୂମିକା 

ଭୁବନେଶ୍ୱର : ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) କାର୍ଯ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ(ଏଫ୍‌ଏଲ୍‌ଏନ୍‌)ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଅଶ୍ୱଥୀ ଏସ୍‌ ଯୋଗଦେଇ ଏଫ୍‌ଏଲ୍‌ଏନର…

ନୀଳାଦ୍ରିନାଥଙ୍କ ନୀଳାଦ୍ରିବିଜେ ଆଜି, ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ମହାପ୍ରଭୁ

https://www.youtube.com/live/SP7hzCUgJ6k?feature=share ପୁରୀ : ସରିଛି ନବଦିନାତ୍ମକ ଘୋଷଯାତ୍ରା ।୧୨ ଦିନର ମାନବୀୟ ଲୀଳାଖେଳା ଶେଷ ପରେ ଶନିବାର ସିଂହଦ୍ବାରରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରକୁ ବିଜେ କରିବେ। ରଥାରୂଢ଼ ଠାକୁରେ ଗୋଟି ପହଣ୍ଡିରେ ରତ୍ନସିଂହାସନକୁ ଫେରିବେ। ଏତେ…

ଶ୍ରୀବିଗ୍ରହଙ୍କୁ ଲାଗିହେଲା ଅଧରପଣା

ପୁରୀ : ରତ୍ନସିଂହାସନ ଛାଡ଼ି ବଡ଼ଦାଣ୍ଡରେ ରଥରେ ଅବତରଣ ପରେ ମହାପ୍ରଭୁଙ୍କ ଦର୍ଶନ ସହ ମୁକ୍ତି ପାଇଁ ଚଣ୍ଡୀଚାମୁଣ୍ଡା, ଅଶରୀରୀମାନେ ଘୂରି ବୁଲୁଥାନ୍ତି। ଏହି ଚଣ୍ଡୀଚାମୁଣ୍ଡା, ଅଶରୀରୀମାନଙ୍କୁ ତୃପ୍ତ କରିବା ପାଇଁ ଆଜି ଆଷାଢ଼ ଶୁକ୍ଳ ଦ୍ବାଦଶୀ ତିଥିରେ ରଥ ଉପରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ…

ଫ୍ରାନ୍ସରେ ହିଂସା: ୮୭୫ଜଣ ଗିରଫ, ଉପଦ୍ରବକାରୀଙ୍କ ମଧ୍ୟରେ ୧୪ବର୍ଷିୟ ନାବାଳକ ସାମିଲ୍‌

ପ୍ୟାରିସ୍‌:ତିନ ଦିନ ଧରି ଫ୍ରାନ୍ସରେ ହିଂସା ଲାଗି ରହିଛି। ୧୭ବର୍ଷିୟ ନାବାଳକକୁ ପୋଲିସ ଗୁଳିକରି ହତ୍ୟାକୁ ନେଇ ଫ୍ରାନ୍ସର ଶହ ଶହ ଲୋକ ବିରୋଧ ପ୍ରଦର୍ଶନ କରୁଛନ୍ତି। ବିକ୍ଷୋଭକାରୀମାନେ ଗାଡି, ଦୋକାନ, ବିଦ୍ୟାଳୟ ଏବଂ ସର୍ବସାଧାରଣ ଲାଇବ୍ରେରୀରେ ନିଆଁ ଲଗାଇଦେଇଛନ୍ତି। ସୂଚନାଯୋଗ୍ୟ,…

ଛତିଶଗଡ ଖୋଲିଦେଲା କଲମାର ୬୬ଟି ଗେଟ୍, ହୀରାକୁଦରେ ବୃଦ୍ଧି ପାଉଛି ଜଳସ୍ତର

ଛତିଶଗଡ ଖୋଲିଦେଲା କଲମା ବ୍ୟାରେଜ । କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲିଦେଲା ଛତିଶଗଡ । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ସମସ୍ତ ଗେଟ୍ ଖୋଲାଯାଇଛି । ଯାହାଫଳରେ ହୀରାକୁଦରେ ବର୍ଷା ପାଣି ପଶିବା ଆରମ୍ଭ ହୋଇଛି । କଲମା ଗେଟ୍ ଖୋଲିବା ଫଳରେ ହୀରାକୁଦର ଜଳସ୍ତର ବୃଦ୍ଧି ପାଉଛି । ଦିନ…