Breaking News

ଭକ୍ତି ସଂଗୀତରେ ଶରଧାବାଲି ମୁଖରିତ: ଶ୍ରଦ୍ଧାଳୁ ବିମୋହିତ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ତିନିରଥ ଗୁଣ୍ଡିଚା ଦ୍ୱାରରେ ପହଞ୍ଚିବା ପରେ ଚଳଚଞ୍ଚଳ ହୋଇଛି ଶରଧାବାଲି । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ନବଦିନାତ୍ମକ ଯାତ୍ରା ଅବସରରେ ଗୁଣ୍ଡିଚାବାଡ଼ି ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହୋଇଛି ଓଡ଼ିଶାର…

ପ୍ରଧାନମନ୍ତ୍ରୀ ବିଶ୍ୱରେ ଏକ ନୂଆ କୀର୍ତ୍ତି ସ୍ଥାପନ କରିଛନ୍ତି, ବିଶ୍ୱରେ ୧୪୦ କୋଟି ଭାରତୀୟଙ୍କ ମାନ ସମ୍ମାନ…

କଳାହାଣ୍ଡି: ରାଜ୍ୟରେ ଦୀର୍ଘ ୨୩ ବର୍ଷର ଦୁର୍ନୀତିଗ୍ରସ୍ତ, ସମ୍ବେଦନହୀନ, ସ୍ଥାଣୁ ସରକାର କାରଣରୁ ମାଆ ମାଣିକେଶ୍ୱରୀ ଓ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ପବିତ୍ର ଭୂମି କଳାହାଣ୍ଡି ସମେତ ଓଡ଼ିଶାରେ ବିକାଶ ହୋଇପାରୁନାହିଁ । ପ୍ରଧାନମନ୍ତ୍ରୀ ବିଭିନ୍ନ ଗରିବ କଲ୍ୟାଣ ଯୋଜନାରେ…

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି  କରାଯିବ – ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର:  ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ସୁରକ୍ଷା ବ୍ୟବସ୍ଥାକୁ  କଡ଼ାକଡ଼ି କରିବା ପାଇଁ ସୁଦୃଢ ରଣନୀତି ଓ ପଦକ୍ଷେପ ନିଆଯିବା ସଂପର୍କରେ  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ  ଲୋକସେବା ଭବନ କାର୍ୟ୍ୟାଳୟଠାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେଏକ…

ଉତ୍କଳର ଉତ୍କର୍ଷ ଅଭିଷେକ, ମିଳିଛି ‘ଶ୍ରେଷ୍ଠ ନବପ୍ରବର୍ତ୍ତନ’ ପୁରସ୍କାର 

ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟର ବ୍ୟବସାୟିକ ପରିଚାଳନା ବିଭାଗ ଅନ୍ତର୍ଗତ କୃଷି ପରିଚାଳନା ବିଭାଗର ଦ୍ଵିତୀୟ ବର୍ଷର ଛାତ୍ର  ଅଭିଷେକ ମହାପାତ୍ର  'ଶ୍ରେଷ୍ଠ ନବପ୍ରବର୍ତ୍ତନ' ପୁରସ୍କାର  ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ଵାରା ପ୍ରାପ୍ତ ହୋଇଛନ୍ତି। ଅଭିଷେକଙ୍କୁ ଏହି ପୁରସ୍କାର ତାଙ୍କର…

ଗୃହପ୍ରବେଶ ପାଇଁ ମିଳିଲା ନାହିଁ ଛୁଟି, ଇସ୍ତଫା ଦେଲେ ଡେପୁଟି କଲେକ୍ଟର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛତରପୁର ଜିଲ୍ଲା ଲବକୁସନଗରରେ ବସବାସ କରୁଥିବା ଜଣେ ମହିଳା ଡେପୁଟି କଲେକ୍ଟରଙ୍କୁ ଛୁଟି ନମିଳିବାରୁ ସେ ଚାକିରିରୁ ଇସ୍ତଫା ଦେଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଏସଡିଏମ ପଦରେ ନିୟୋଜିତ ଥିବା ନିଶା ବାଙ୍ଗରେ ବେତୁଲ ଜିଲ୍ଲାର ଆମଲାରେ ଜୁନ ୨୫ରେ…

ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ଓ କ୍ଷୀରଚୋରା ଗୋପୀନାଥ ମନ୍ଦିର ହେବ କାୟା ପରିବର୍ତ୍ତନ

ବାହାନଗା ହେବ ଦେଶର ମଡେଲ ପଞ୍ଚାୟତ ବାହାନଗା ହାଇସ୍କୁଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨.୫୦ କୋଟି ଟଙ୍କା ମଂଜୁର ବାଲେଶ୍ବର ଜିଲ୍ଲାର 128ଟି ଉଚ୍ଚ ମାଧ୍ୟମିକ ସ୍କୁଲ ଓ କଲେଜର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ 128 କୋଟି ଟଙ୍କା 5T ରୂପାନ୍ତରରେ ବାହାନଗା ପ୍ରାଥମିକ…

ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀବିଗ୍ରହ

ପୁରୀ: ଶ୍ରୀଜିଉଙ୍କ ଆଡ଼ପ ବିଜେ । ଜନ୍ମବେଦୀରେ ଚାଲିବ ଲୀଳାଖେଳା । ରଥଯାତ୍ରାର ଆଜି ତୃତୀୟ ଦିନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀବିଗ୍ରହ । ପରମ୍ପରା ଅନୁସାରେ ସନ୍ଧ୍ୟା ଧୂପ ପରେ ରଥରୁ ଘୋଡା ଖୋଲାଯାଇ ଚାରମାଳ ବନ୍ଧାଯାଇଥିଲା । ଏହାପରେ ପୁଷ୍ପାଞ୍ଜଳି…

ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ସାରା ଓଡିଶାକୁ ଅଗ୍ରସର ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୪ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ୧୬ ଜିଲାରେ ପ୍ରବଳ ବର୍ଷା ୬ ଜିଲାରେ କାଳବୈଖାଖୀ ସମ୍ଭାବନା, ୟେଲୋୱାର୍ଣ୍ଣିଂ ଜାରି ଭୁବନେଶ୍ୱର: ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି (୨୨ ଜୁନ୍‌, ଗୁରୁବାର) ରାଜ୍ୟକୁ ଅଗ୍ରସର ହୋଇଛି ଦକ୍ଷିଣ ପଶ୍ଚିମ-ମୌସୁମୀ…

ବାଣୀକ୍ଷେତ୍ରରେ ଘୋଷଯାତ୍ରା: ଛେରା ପହଁରା କଲେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ

ଭୁବନେଶ୍ବର: ଆଜି ଆଷାଢ଼ ଶୁକ୍ଲ ପକ୍ଷ ଦ୍ବିତୀୟା ତିଥିରେ ବାଣୀକ୍ଷେତ୍ରରେ ଭଗବାନ-ଭକ୍ତ-ରଥ-ପଥର ମହାମିଳନ ପର୍ବ ଅନୁଷ୍ଠିତ ହୋଇଛି। ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନବ ଦିନାତ୍ମକ ଯାତ୍ରା। ଭାଇଭଉଣୀଙ୍କ ସହିତ ଭଗବାନ ଶ୍ରୀଜଗନ୍ନାଥ ଘୋଷଯାତ୍ରାରେ ବାହାରି ମାଉସୀମା’ ମନ୍ଦିରରେ ପହଞ୍ଚିଛନ୍ତି।…