Breaking News

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଲା ତିନି ରଥ

ପୁରୀ: ଆସନ୍ତାକାଲି ପବିତ୍ର ଘୋଷଯାତ୍ରା । ଆଜି ତିନି ରଥଙ୍କୁ ଶ୍ରୀମନ୍ଦିର ସମ୍ମୁଖକୁ ଅଣାଯାଇଛି । ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ଆଜ୍ଞାମାଳ ଆସିବା ପରେ ତିନି ରଥରେ ବିଜେ କରାଯାଇଥିଲା । ପୂଜାପାଠ ଓ ରୀତିନୀତି ଶେଷ ହେବା ପରେ ରଥଖଳାରୁ ଶ୍ରୀମନ୍ଦିର ସମ୍ମୁଖକୁ ତିନି ରଥକୁ ଅଣାଯାଇଛି ।…

ଇଣ୍ଡିଗୋ ଏୟାରଲାଇନ୍ସର ସବୁଠୁ ବଡ଼ ବିମାନ ଅର୍ଡର, ଏୟାରବସ ଠାରୁ କିଣିବ ୫୦୦ ବିମାନ

ନୂଆଦିଲ୍ଲୀ : ଭାରତୀୟ ବିମାନ ଶିଳ୍ପ କ୍ଷେତ୍ରରେ ସବୁଠୁ ବଡ ଡିଲ୍ କରିଛି ଇଣ୍ଡିଗୋ ଏୟାରଲାଇନ୍ସ। ଇଣ୍ଡିଗୋ ଫ୍ରାନ୍ସ କମ୍ପାନି ଏୟାରବସଠାରୁ ୫୦୦ ନୂଆ ଏୟାରବସ୍ ଏ୩୨୦ ବିମାନ କିଣିବାକୁ ଅର୍ଡର ଦେଇଛି। ଖବର ଅନୁଯାୟୀ, ଇଣ୍ଡିଗୋ ବୋର୍ଡ ଦ୍ୱାରା ୫୦ ଅରବ ଡଲାର ମୂଲ୍ୟର ବିମାନ କିଣିବା ପାଇଁ…

ରଥଯାତ୍ରାରେ ବଦଳିବ ପାଗ, ବର୍ଷାରେ ଭିଜିବ ବଡଦାଣ୍ଡ!

ପୁରୀ: ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଦାରୁବ୍ରହ୍ମଙ୍କୁ ଅପେକ୍ଷା କରିଛନ୍ତି ତିନିରଥ। ଶ୍ରୀକ୍ଷେତ୍ରକୁ ଛୁଟିଛି ଭକ୍ତଙ୍କ ସୁଅ। ଆଜି ଅନୁଷ୍ଠିତ ହେବ ଶ୍ରୀଗୁଣ୍ଡିଚା ଯାତ୍ରା। ବଡ଼ଭାଇ ଶ୍ରୀ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ଘୋଷଯାତ୍ରାରେ ବାହାରିବେ ବିଶ୍ବବେଦନାର ବୈଦ୍ୟ ପ୍ରଭୁ…

ମହାପ୍ରଭୁ ଶ୍ରୀଜଗନ୍ନାଥ ଯିବେ ଗୁଣ୍ଡିଚାଘର, ଶ୍ରୀକ୍ଷେତ୍ରକୁ ଛୁଟିଛି ଭକ୍ତଙ୍କ ସୁଅ

ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବାହ୍ନ ସାଢ଼େ ୯ଟାରୁ ପହଣ୍ଡି ପହଣ୍ଡି କାର୍ଯ୍ୟକ୍ରମ ଦିନ ସାଢ଼େ ୧୨ଟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଅପରାହ୍ନ ୨.୩୦ରୁ ଛେରାପହଁରା ଅପରାହ୍ନ ୪ଟାରୁ ଗଡିବ ମହାପ୍ରଭୁଙ୍କ ରଥ  https://youtube.com/live/M7o3YfkXeAI ପୁରୀ: ଆଜି…

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ସୋର ସେକସନ୍‌ ସିଗନାଲ ଜେଇଙ୍କ ଠିକଣାରେ ‘ସିବିଆଇ’ର ଚଢ଼ଉ, ଘର ସିଲ୍‌

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ସିବିଆଇ ଆଜି ସୋର ସେକସନ ସିଗନାଲ ଜୁନିୟର ଇଂଜିନିୟର (ଜେଇ)ଙ୍କ ଭଡ଼ା ଘରେ ଚଢ଼ଉ କରିଛି। ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ କମରପୁରସ୍ଥିତ ସୋର ସେକସନ ସିଗନାଲ ଜେଇ ଅମୀର ଖାନଙ୍କ ଠିକଣାରେ ଆଜି ସିବିଆଇ ଚଢ଼ଉ ପରେ ଘର ସିଲ…

ନୂଆ ନିୟମ…ପରକୀୟା ପ୍ରୀତିରେ ଲିପ୍ତ କର୍ମଚାରୀ ଚାକିରିରୁ ବିଦା ହେବେ !

ବେଜିଂ : ଏଣିକି ଅଫିସ୍‌ରେ ପରକୀୟା ପ୍ରୀତି ରଖିଲେ ଚାକିରିରୁ ବିଦା ହେବେ । କାରଣ ଅଫିସ୍‌ରେ ପରକୀୟ ପ୍ରୀତି, ଅଫିସ୍‌ ବାତାବରଣକୁ ଖରାପ କରିଥାଏ । ଏହାସହ କାମ ମଧ୍ୟ ପ୍ରଭାବିତ ହୋଇଥାଏ । କର୍ମଚାରୀମାନେ କାମ କରିବା ପରିବର୍ତ୍ତେ ଅଯଥା ଆଲୋଚନା ବେଶି କରିଥାନ୍ତି । ଖାଲି ସେତିକି ନୁହେଁ,…

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌: ଭାରତ ବିଜେତା

ଭୁବନେଶ୍ବର : ଭାରତ ଦ୍ବିତୀୟ ଥର ଲାଗି ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ବିଜେତା ହୋଇଛି। ପ୍ରଥମ ଥର ଭୁବନେଶ୍ବରସ୍ଥିତ କଳିଙ୍ଗ ‌ଷ୍ଟାଡିୟମରେ ଖେଳାଯାଇଥିବା ଏହି ଚତୁଃରାଷ୍ଟ୍ରୀୟ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ୧୦୧ ମାନ୍ୟତାପ୍ରାପ୍ତ ଭାରତ ୨-୦ ଗୋଲ୍‌ରେ ନିଜଠୁ…

କୋର୍ଟରେ ହାଜର ହେଲେ ଅମିଷା; ମିଳିଲା ଆଶ୍ବସ୍ତି

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅମିଷା ପଟେଲ ସିନେମାରେ ତାଙ୍କ ଅଭିନୟ ଯାଦୁ ପାଇଁ ଏବେ ବି ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ପାଇ ପାରିଛନ୍ତି। ଅମିଷା କିଛିଦିନ ହେବ ଏକ ଠକେଇ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଯେଉଁ କାରଣରୁ ଦିନକୁ ଦିନ ତାଙ୍କ ଅସୁବିଧା ବଢିବାରେ ଲାଗିଛି । ଶନିବାର…

ଓଡ଼ିଶାକୁ ମିଳିଲା ଚତୁର୍ଥ ଜାତୀୟ ଜଳ ପୁରସ୍କାର, ଦେଶର ଶ୍ରେଷ୍ଠ ଜିଲା ଭାବେ ଗଞ୍ଜାମ ଜିଲା ପୁରସ୍କୃତ

ଭୁବନେଶ୍ବର: ଜଳସମ୍ପଦ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ଓଡ଼ିଶାକୁ ଆଜି ଦେଶର ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ସମ୍ମାନଜନକ ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨ ପ୍ରଦାନ କରାଯାଇଛି । ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ…

କନ୍ଧମାଳର ବିକାଶରେ ଆସିବ ବୈପ୍ଳବିକ ପରିବର୍ତ୍ତନ, ସ୍ୱାସ୍ଥ୍ୟ ସେବାରେ ବଡ ରୂପାନ୍ତର ଆଣିବ ମେଡିକାଲ କଲେଜ

ମେଡିକାଲ କଲେଜରେ ଆସନ୍ତା ବର୍ଷରୁ ପାଠ୍ୟକ୍ରମ ଆରମ୍ଭ ହେବ ମିଶନ ଶକ୍ତି କାଫେରେ ଖାଇଲେ ୫-ଟି ସଚିବ ମହାନଦୀରୁ ପାଣି ଆଣିବା ପାଇଁ ୫୦୦ କୋଟି ଟଙ୍କାର ଟେଣ୍ଡର ୭ ଦିନ ମଧ୍ୟରେ କସମ୍ ପାଇଁ ହେବ ରିଭଲଭିଂ ଫଣ୍ଡ ଦାରିଙ୍ଗବାଡ଼ିରେ ଆମ ହଷ୍ଟିଟାଲ ରୁପାନ୍ତରୀକରଣ ପାଇଁ ୨କୋଟି ୭୦ଲକ୍ଷ…