Breaking News

ଆଦିବାସୀ ବହୁଳ ଗୋଡିବାରୀ ଗାଁରେ ନିଆରା ରଜ ମହୋତ୍ସବ

ଭୁବନେଶ୍ୱର: ପୁରପଲ୍ଲୀ ସବୁଠି ପରମ୍ପରା ମଣ୍ଡିତ ରଜ ମହୋତ୍ସବ। ରଜସ୍ୱଳା, ପ୍ରକୃତିର ଅନବଦ୍ୟ ସୃଷ୍ଟି ସଂରଚନାର ସଂକେତ। ପ୍ରକୃତି ସ୍ଵରୂପିଣୀ ନାରୀ ସମ୍ମାନରେ ଆୟୋଜିତ ହୋଇଥାଏ ଏହି ଗଣପର୍ବ। ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଦିବାସୀ ବହୁଳ ଗୋଡିବାରି ଗାଁ ବାଦ୍ ପଡିନି ଏଥିରୁ। ଏହି…

ପ୍ରାଣବାୟୁ ଉଡିବା ପୂର୍ବରୁ ପ୍ରେମିକାକୁ ଆକୁଳ ନିବେଦନ କରିଥିଲେ ପ୍ରେମିକ ଡିଜେ ଆଜେକ୍ସ

ଭୁବନେଶ୍ୱର: ଭୁବନେଶ୍ବରରେ ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା । ସାମ୍ନାକୁ ଆସିଲା ଆଜେକ୍ସଙ୍କ ମୃତ୍ୟୁ ପୂର୍ବରୁ ଶେଷ ଭିଡ଼ିଓ । ପ୍ରାଣବାୟୁ ଉଡିବା ପୂର୍ବରୁ ପ୍ରେମିକାକୁ ଆକୁଳ ନିବେଦନ । ଛାତି ଫଟାଇ ଚିତ୍କାର କରି କାନ୍ଦିଥିଲେ ଆଜେକ୍ସ । ମୋ ଜୀବନ ଫେରେଇ ଦିଅ । ତମେ ଉପହାର ଦେଇଥିବା ବ୍ଳାକ…

ବଢ଼ିଲା ଗ୍ରୀଷ୍ମ ଛୁଟି: ଜୁନ ୧୯ ନୁହେଁ ୨୧ରେ ଖୋଲିବ ବିଦ୍ୟାଳୟ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଖରା ଛୁଟି ଅବଧିକୁ ବୃଦ୍ଧି କରାଯାଇଛି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ଯୋଗୁଁ ଗ୍ରୀଷ୍ମ ଛୁଟିକୁ ୨ ଦିନ ବଢ଼ାଇ ଦିଆଯାଇଛି। ଜୁନ ୧୯ ପରିବର୍ତ୍ତୋ ଜୁନ ୨୧ରେ ଖୋଲିବ…

ନକଲି ମହାପ୍ରସାଦ ପ୍ରସ୍ତୁତ-ଭକ୍ତଙ୍କ ବିଶ୍ୱାସ ସହିତ ସାଂଘାତିକ ଖେଳ

ପୁରୀ: ମହାପ୍ରସାଦ ନାଁରେ ଭକ୍ତଙ୍କ ଭାବାବେଗ ସହ ଖେଳ । ଅଣସର ଘରେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଏହି ସମୟରେ ପୁରୀ ପର୍ବତୀପୁର ପାଇକ ସାହିରୁ ଆସିଛି ବେଆଇନ ଭାବେ ଅବଢ଼ା ପ୍ରସ୍ତୁତି ଓ ବିକ୍ରି ଅଭିଯୋଗ । ଖବର ପାଇ ଗଣମାଧ୍ୟମ ସେଠାରେ ପହଞ୍ଚିଥିବା ବେଳେ ସାମ୍ବାଦିକଙ୍କୁ ଦେଖି ପ୍ରସ୍ତୁତକାରୀ…

ଉନ୍ନତିକରଣ ହେବ ବରାଳଦେବୀ ମନ୍ଦିର, ସ୍କୁଲ ଓ କଲେଜର ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

କନ୍ଧମାଳବାସୀଙ୍କ ଦୁଃଖ ଏବଂ ସମସ୍ୟା ବୁଝିବା ଲାଗି ପଠାଇଛନ୍ତି ମୁଖ୍ୟମନ୍ତ୍ରୀ :୫ଟି ସଚିବ ଖୁବଶୀଘ୍ର ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ମେଡିକାଲ କଲେଜ ମିଶନ ଶକ୍ତିର ଉନ୍ନତିରେ ଓଡ଼ିଶାର ଉନ୍ନତି ଏସଏଚଜିକୁ ଏସଏମଇରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ଓଡ଼ିଆ IPS ରାଜେଶ ଦାସଙ୍କୁ ତିନି ବର୍ଷ ଜେଲ, ଥିଲେ ତାମିଲନାଡୁର ସ୍ପେଶାଲ ଡିଜିପି

ନୂଆଦିଲ୍ଲୀ :  ଯୌନ ଶୋଷଣ ମାମଲାରେ ତାମିଳନାଡୁ କ୍ୟାଡର ଓଡ଼ିଆ IPS ରାଜେଶ ଦାସଙ୍କୁ ତିନି ବର୍ଷ ଜେଲ । ତାମିଲନାଡୁର ପୂର୍ବତନ ସ୍ପେଶାଲ ଡିଜିପିଙ୍କୁ ତିନି ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ଭିଲ୍ଲୁପୁରମ କୋର୍ଟ । ରାଜେଶ ଦାସ ୧୯୮୯ ବ୍ୟାଚ IPS ଅଫିସର । ମହିଳା IPS ଅଫିସରଙ୍କୁ ଯୌନ…

ମିଜୋରାମରେ ଭୂସ୍ଖଳନ, ଧସିଯାଇଛି ରାସ୍ତା

ଆଇଜଲ: ପ୍ରବଳ ବର୍ଷା ଯୋଗୁ ମିଜୋରାମରେ ଭୂସ୍ଖଳନ ଘଟିଛି। ଜାତୀୟ ରାଜପଥ-୬ରେ ଭୂସ୍ଖଳନ ହେବାରୁ ରାସ୍ତା ଧସିଯାଇଛି। ଉକ୍ତ ରାସ୍ତାଟି ମିଜୋରାମକୁ ଦେଶର ଅନ୍ୟ ଦେଶ ସହିତ ସଂଯୋଗ କରିଥାଏ ବୋଲି ଅଧିକାରୀମାନେ ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି। ଆଇଜଲର ପଶ୍ଚିମ ସୀମାରେ ଥିବା ହଣ୍ଟାର ଅଞ୍ଚଳରେ…

ଧରାପଡ଼ିଗଲା ସ୍ତ୍ରୀର ପରକୀୟା ପ୍ରୀତି, ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା

ଉତ୍ତରପ୍ରଦେଶ : ଅନ୍ୟ ଜଣେ ପୁରୁଷଙ୍କ ସହ ସ୍ତ୍ରୀର ଚାଲିଥିଲା ପରକୀୟା ପ୍ରୀତି। ଏହି ଲୁଚାଛପା ପ୍ରେମ କିନ୍ତୁ ବେଶୀ ଦିନ ତିଷ୍ଠି ପାରିଲା ନାହିଁ। ସ୍ୱାମୀଙ୍କ ହାତରେ ଧରାପଡ଼ିଗଲା ସ୍ତ୍ରୀର ପରକୀୟା ପ୍ରୀତି। ଏହାପରେ ସ୍ୱାମୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ପ୍ରେମିକ ସହ ମିଶି…

ବଡ଼ହେବା ସ୍ବପ୍ନ ହେଲା ଚୂର୍‌ମାର୍‌ ଧରାପଡ଼ିଲା ଛାତ୍ରଙ୍କ ଡକାୟତ ଗ୍ୟାଙ୍ଗ୍‌

ସୋରଡ଼ା : ଯୁକ୍ତତିନି ଡିଗ୍ରୀ ପାସ୍ କରିବାପରେ ରାତାରାତି ବଡ଼ଲୋକ ହେବାର ନିଶା ତାଙ୍କ ମନରେ ଘାରିଥିଲା। ଲୁଟ୍ ଦ୍ବାରା ତାଙ୍କର ଏହି ସ୍ବପ୍ନ ପୂରଣ ହେବ ବୋଲି ଭାବି ସୁରତରେ କାମ କରୁଥିବା ତାଙ୍କର ଜଣେ ସହଯୋଗୀ ଉମାଚରଣ ଗୌଡ଼ (୨୩) ଓ କେରଳରେ କାମ କରୁଥିବା ଓ ସନାତନ ଗୌଡ଼ (୨୩)ଙ୍କୁ ଗାଁକୁ…

ମହିମା ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର, ୧୧୨ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଢେଙ୍କାନାଳ ଜିଲା ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର। କାୟାକଳ୍ପରେ ଆସିବ ପୁରା ପରିବର୍ତ୍ତନ। ଗତ ମେ ୨୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତ ମାନଙ୍କ ସହିତ ପୀଠର ସମ୍ପୂର୍ଣ୍ଣ…