Breaking News

ଗୁଜରାଟ ଛୁଇଁଛି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ବିପର୍ଯ୍ୟୟ’, ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ହୋଇଛି ସାଇକ୍ଲୋନର ଲ୍ୟାଣ୍ଡଫଲ…

ଗୁଜରାଟ : ଗୁଜରାଟ ଛୁଇଁଛି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ବିପର୍ଯ୍ୟୟ’ । ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ହୋଇଛି ସାଇକ୍ଲୋନର ଲ୍ୟାଣ୍ଡଫଲ ପ୍ରକ୍ରିୟା । ବାତ୍ୟାର କେନ୍ଦ୍ରସ୍ଥଳ ବା ଆଖି ଜଖୌ ପୋର୍ଟର ଯେତେ ଯେତେ ନିକଟତର ହେଉଛି, ସେତେ ପ୍ରବଳରୁ ପ୍ରବଳତର ହେବାରେ ଲାଗିଛି ବିପର୍ଯ୍ୟୟ ଭୟାବହତା ।…

ମାଣ୍ଡିଆ ଦେଉଛି ରୋଜଗାର, ମେସିନରେ ପ୍ରସ୍ତୁତ କରି ସ୍ବାବଲମ୍ବୀ ହେଉଛନ୍ତି SHG ମାଆ

ଜୟପୁର: ମାଣ୍ଡିଆ ଉତ୍ପତ୍ତିସ୍ଥଳ କୋରାପୁଟ ଜିଲ୍ଲା । ଏଠାରେ ପ୍ରାୟ ୭୦ ଭାଗ ମାଣ୍ଡିଆ ଚାଷ କରାଯାଇଥାଏ । ପୂର୍ବରୁ ଆଦିବାସୀଙ୍କ ଏହା ପ୍ରମୁଖ ଖାଦ୍ୟ ଥିଲା । କିନ୍ତୁ ଏବେ ମାଣ୍ଡିଆର ମୂଲ୍ୟ ବୃଦ୍ଧି କରି ଏଥିରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଇପାରୁଛି । ମାଣ୍ଡିଆ ଚା’ , ବିସ୍କୁଟ,…

ବରଷକେ ଥରେ ଆସିଛି ରଜ, ଘେନି ନୂଆ ସଜବାଜ

ଭୁବନେଶ୍ବର: ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ।  ହଁ.. ରଜ ଆସିଛି । ଏଥର ରଜ ଆସିଛି ଦୋଳିରେ, ରଜ ଆସିଛି ମିଠାରେ ଆଉ ଏଥର ରଜ ଆସିଛି ସୁଆଦିଆ ପାନ ଆଉ ପୋଡ ପିଠାରେ । ଆମେ ଓଡିଆ ବର୍ଷକ ବାରମାସରେ ପାଳୁ ତେର ପର୍ବ । ହେଲେ ରଜ କିନ୍ତୁ ତା ଭିତରୁ ଟିକେ ନିଆରା…

ଓଡିଶାର ଭାଷା,ସାହିତ୍ୟ ସଂସ୍କୃତି ଓ ପରମ୍ପରା ସହ ରାଜ୍ୟର ଲୋକକଳା ଓତଃପ୍ରୋତ ଭାବେ ଜଡିତ

ଭୁବନେଶ୍ବର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ତପ ଠାରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଘାଟିତ ହୋଇଛି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ  ଅଶ୍ବିନୀ କୁମାର ପାତ୍ର ଏହାକୁ ଉଦଘାଟନ କରିବା ସହ…

ଆଜି ସନ୍ଧ୍ୟା ସୁଦ୍ଧା ଲ୍ୟାଣ୍ଡଫଲ କରିବ ବାତ୍ୟା ‘ବିପର୍ଯ୍ୟୟ’ : ସ୍ଥଳଭାଗ ଛୁଇଁବା ବେଳେ ୧୩୫ କିଲୋମିଟର ବେଗରେ…

ଗୁଜରାଟ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଆଜି ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ । ଗୁଜରାଟରେ ଜଖଉ ପୋର୍ଟ ଆଖପାଖରେ ବାତ୍ୟା ‘ବିପର୍ଯ୍ୟୟ’ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ସ୍ଥଳଭାଗ ଛୁଇଁବା ବେଳେ ଘଣ୍ଟା ପ୍ରତି ପବନର ବେଗ ୧୨୫ରୁ ୧୩୫…

ପୁରୀ ରଥଖଳା ଚଳଚଞ୍ଚଳ: ରଥରେ ଲାଗିଲା ଦୁଆର ବେଢ଼ା

ପୁରୀ : ଆଜି ତିନି ରଥରେ ଋଷି ପଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ ହୋଇଛି। ପୋଟଳ ନିମ୍ନ ଭାଗରୁ ତୃତୀୟ ଭୂଇଁ ସେଣି ଚାରି ପାର୍ଶ୍ୱରେ ଦୁଇଟି ଲେଖାଏଁ ୮ଟି ଋଷି ପଟା ବାଡ଼ିଆ ଯାଇଛି। ତିନିରଥର ୪ଟି ଲେଖାଏଁ ‘ଦୁଆର ବେଢ଼ା’ ରଥ ଚାରି ପାର୍ଶ୍ୱରେ ଲାଗିଛି। ଭୋଇ ସର୍ଦାରଙ୍କ ତତ୍ୱାବଧାନରେ ତିନି ରଥର…

ରଥଯାତ୍ରା ସ୍ବତନ୍ତ୍ର ସମୀକ୍ଷା ବୈଠକ: ସେବା ଓ ସମର୍ପଣ ଭାବ ନେଇ କାମ କର: ମୁଖ୍ୟମନ୍ତ୍ରୀ

ପୁରୀ: ମହାପ୍ରଭୁ ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ। ମହାପ୍ରଭୁଙ୍କ ରଥଯାତ୍ରାକୁ ସାରାବିଶ୍ୱ ଅପେକ୍ଷା କରିଥାଏ। ଏଣୁ ରଥଯାତ୍ରା ସୁରୁଖୁରୁରେ ଶେଷ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଠିକ୍ ସମୟରେ ମହାପ୍ରଭୁଙ୍କ ନୀତି ପାଳନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଥିସହ ପୁରୀକୁ ଆସୁଥିବା ଭକ୍ତମାନଙ୍କ…

ଆଜି ପହିଲି ରଜ: ଦାେଳି ଓ ପିଠାପଣାରେ ମାହୋଲ ସରଗରମ୍, ମାଂସ ଦୋକାନରେ ଅସମ୍ଭାଳ ଭିଡ଼

ଭୁବନେଶ୍ବର: ଆଜି ପହିଲି ରଜ। ରାଜ୍ୟର ବିଭିନ୍ନ ସ୍ଥାନରେ ରଜ ପର୍ବ ଧୂମଧାମରେ ପାଳନ କରାଯାଉଛି। ଉପକୂଳ ଓଡ଼ିଶାରେ ଆଜି ରଜ ପାଗ ହୋଇଥିବାରୁ ଏହା ମାହୋଲକୁ ଅଧିକ ସରସ କରିବ ବୋଲି କୁହାଯାଉଛି। ଗତକାଲି ରାତିରେ ଓ ସକାଳେ ଅଳ୍ପ ପରିମାଣର ବର୍ଷା ହୋଇଥିବା ହେତୁ ଗରମ କମ୍ ରହିଛି। ବିଭିନ୍ନ…

ସାହସୀ ଯୁବତୀ ଦେବକୀ ଦିଗାଲ୍: ଯୌତୁକରେ ବାଇକ୍ ମାଗିବାରୁ ଫେରି ଆସିଲେ ବାପଘର

ବାଲିଗୁଡା : ବାଇକ୍ ମାଗିଲା ବର, କନ୍ୟା ଫେରି ଆସିଲା ବାପ ଘର। କହିଲା ଯାହାର ବାଇକ୍ ଦରକାର, ସିଏ ମତେ ବାହାହେବାକୁ ଯୋଗ୍ୟ ନୁହେଁ। ଆଉ ଯଦି ମତେ ବାହା ହେବେ ତାହାଲେ ଆମ ଗାଁକୁ ଆସି ସଭା ମଝିରେ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ । ଏମିତି ରୋକଠୋକ୍ ଯବାବ ଦେଇ ବାହାଘରର ଦିନକ ପରେ…

ଶିକ୍ଷକ ପ୍ରଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ, ଓଏସ୍‌ଏସ୍‌ସି ଦ୍ୱାରା ୧୦୮ ପ୍ରଶିକ୍ଷକ ଚୟନ

ଭୁବନେଶ୍ୱର : ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଶିକ୍ଷକ ପ୍ରଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ୧୦୮ ଜଣ ଶିକ୍ଷକ ପ୍ରଶିକ୍ଷକଙ୍କୁ ଉପଯୁକ୍ତ ଚୟନ ପ୍ରକ୍ରିୟା ଆଧାରରେ ଚୟନ କରାଯାଇଛି । ସେମାନଙ୍କୁ…