Breaking News

ରାଜ୍ୟସ୍ତରୀୟ କର୍ମଶାଳାରେ ମତ: ଉନ୍ନତ ଶିକ୍ଷାଦାନ ପାଇଁ ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି ଜରୁରୀ, ଜାତୀୟ ଢ଼ାଞ୍ଚାରେ…

ଭୁବନେଶ୍ୱର: ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ପାଠ ପଢ଼ାଇବା ନିମନ୍ତେ ଦକ୍ଷ ଓ ତାଲିମପ୍ରାପ୍ତ ଶିକ୍ଷକଙ୍କ ଆବଶ୍ୟକତା ଜାରୁରୀ। ଶିକ୍ଷକ ନୂଆ ଜ୍ଞାନକୌଶଳ ବିଷୟରେ ଅବଗତ ହେବା ସହିତ ଉନ୍ନତ ମାନର ତାଲିମ ନନେଲେ ପିଲାଙ୍କୁ ସୃଜନଶୀଳ ଶିକ୍ଷାପ୍ରଦାନ ସମ୍ଭବ ନୁହେଁ। ତେବେ…

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ବାହନାଗା ହାଇସ୍କୁଲର ନବୀକରଣ କରାଯିବ, ଏକ ମଡେଲ…

ଭୁବନେଶ୍ୱର : ‍ବାଲେଶ୍ୱର ଜିଲାର ବାହନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଓ ଏଲିମେଣ୍ଟାରି ସ୍କୁଲ ଗୃହ 5-T ରୂପାନ୍ତରଣ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ନବୀକରଣ କରାଯିବ। ସ୍କୁଲ ପରିସରର ପୁନଃନିର୍ମାଣ କରି ଏହାକୁ ଆଦର୍ଶ ସ୍କୁଲ ଭାବରେ ଗଢିବାକୁ ମୁଖ୍ୟମନ୍ତ୍ରୀ ନବୀନ…

ପୁଣି ଅଘଟଣ: କୋଇଲା ବୋଝେଇ ମାଲ୍‌ଗାଡ଼ିରେ ନିଆଁ

ଖୋର୍ଦ୍ଧା/ବାଲୁଗାଁ :ବାହାନଗା ରେଳ ଦୁର୍ଘଟଣାର ବିଭୀଷିକା ଥମିକ ନଥିବା ବେଳେ ଖୋର୍ଦ୍ଧା ରୋଡ୍‌ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଷ୍ଟେସନ୍‌ରେ ଶୁକ୍ରବାର ସନ୍ଧ୍ୟାରେ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏମ୍‌ବିକେଏଲ ନମ୍ବର ବିଶିଷ୍ଟ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ ୨ ନମ୍ବର ପ୍ଲାଟଫର୍ମରେ…

ପୁଲିସ ପୋଷାକରେ ଆସି ପୁଲିସ ପରିଚୟ ଦେଇ ଡକାୟତି: ୮ ଡକାୟତ ଗିରଫ, ୪ ଦେଶୀ ବନ୍ଧୁକ ସହ ପୁଲିସ ପୋଷାକ ଜବତ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ଗତ ୬ ତାରିଖରେ ବାଲିଗଟା ଅଞ୍ଚଳରେ ୮ ଡକାୟତ ପୁଲିସ ପୋଷାକରେ ଆସି ପୁଲିସ ପରିଚୟ ଦେଇ ରାତି ୧୧ ଟା ବେଳେ ଡକାୟତି କରୁଥିବା ବେଳେ ଗାଁ ଲୋକଙ୍କ ଦ୍ୱାରା ଧରା ପଡିଥିଲେ ଏବଂ ନିର୍ଧୁମ ଛେଚା ଖାଇଥିଲେ। ଏହାପରେ ସକାଳେ ଫିରିଙ୍ଗିଆ ଥାନାକୁ ଗାଁ ଲୋକେ…

ସାରା ଦେଶରେ ଓଡିଶା ପୁଲିସର ସ୍ପେଶାଲ ଅପରେସନ ଗ୍ରୁପ ସର୍ବଶ୍ରେଷ୍ଠ ମାଓ ବିରୋଧୀ ବାହିନୀ – ଡିଜିପି

ଭୁବନେଶ୍ବର: ଆଜି ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ ଠାରେ ପ୍ରଥମ ବ୍ୟାଚ କ୍ୟାଡେଟ୍ ସବ୍-ଇନ୍ସପେକ୍ଟର(ସଶସ୍ତ୍ର)ଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି କ୍ଷ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ସୁନୀଲ କୁମାର ବଂଶଲ ଯୋଗ ଦେଇ ସମସ୍ତଙ୍କୁ ସ୍ବାଗତ…

ଡଙ୍ଗରିଆ କନ୍ଧଙ୍କ ଦ୍ୱାରା ପ୍ରସ୍ତୁତ କପଡାଗୁଣ୍ଡ ସାଲର ବିଶେଷ ଆଦର ରହିଥିବାରୁ ସାଲ ତିଆରିରେ ଅଧିକରୁ ଅଧିକ…

ଭୁବନେଶ୍ୱର : ରାୟଗଡା ଜିଲା ଗସ୍ତର ଦ୍ୱୀତିୟ ଦିନରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଆଜି କାଶିପୁର, ପଦ୍ମପୁର, ବିଷମକଟକ ଓ ଗୁଣୁପୁର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିକାଶ କାମର ସମୀକ୍ଷା କରିବା ସହିତ ବିଭିନ୍ନ ଧାର୍ମିକ ପୀଠ ପରିଦର୍ଶନ କରିଥିଲେ ଏବଂ ସ୍ଥାନୀୟ ଲୋକଙ୍କ ସହିତ…

ପିଛାଛାଡ଼ୁନି ଦୁର୍ଘଟଣା: ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ନିଆଁ, ୱାଗନ୍ ଛାଡ଼ି ପଳାଇଲା ମାଲଗାଡ଼ି

ନୂଆପଡ଼ା : ପିଛା ଛାଡ଼ୁନି ଟ୍ରେନ ଦୁର୍ଘଟଣା। ଗତ ୨ ତାରିଖରେ ବାଲେଶ୍ବର ନିକଟ ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣାରେ ୨୮୮ ଲୋକ ପ୍ରାଣ ହରାଇଥିଲେ। ଏହାକୁ ନେଇ ପରିବେଶ ଶୋକାକୁଳ ଥିବା ବେଳେ ଆଉ ଦୁଇଟି ଟ୍ରେନ ଦୁର୍ଘଟଣା ଯାତ୍ରୀମାନଙ୍କୁ ଆତଙ୍କିତ କରି ପକାଇଛି। ବୁଧବାର ଦିନ ଯାଜପୁର ରୋଡରେ…

ଯୁକ୍ତ-୨ କଳାରେ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି ୨୪ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ, ଧନ୍ଦାମୂଳକ ଶିକ୍ଷାରେ…

ଚଳିତ ବର୍ଷର ପାସହାର ୭୮.୮୮% ବାଲେଶ୍ୱର ଜିଲ୍ଲାରେ ପାସହାର ସର୍ବାଧିକ ୮୪.୯୭ ପ୍ରତିଶତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ଗଣଶିକ୍ଷା ମନ୍ତ୍ରୀ ପରୀକ୍ଷାର୍ଥୀମାନେ ସାମସ୍‌ ଇ-ସ୍ପେସ୍‌ରୁ ପରୀକ୍ଷା ଫଳ ଜାଣିପାରିବେ ଭୁବନେଶ୍ୱର: ଆଜି ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ…

ଶୁଭମନଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ମଧ୍ୟରେ କ୍ରିକେଟରଙ୍କୁ ବିବାହ କରିବା ନେଇ ଏଭଳି କହିଲେ ସାରା

ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି କ୍ରିକେଟ୍ ଏବଂ ବଲିଉଡ ମଧ୍ୟରେ ସମ୍ପର୍କ ସ୍ୱତନ୍ତ୍ର ରହିଛି। ପ୍ରାୟତଃ ଦେଖାଯାଇଛି ଯେ କ୍ରିକେଟ୍ ଜଗତର ତାରକାମାନେ ବଲିଉଡ ଅଭିନେତ୍ରୀମାନଙ୍କ ସହ ବନ୍ଧୁତା କରନ୍ତି ଏବଂ ପରେ ସେମାନଙ୍କ ସମ୍ପର୍କ ବିବାହର ରୂପ ନିଏ। ବଲିଉଡ ଅଭିନେତ୍ରୀ ଶର୍ମିଲା ଟାଗୋର ଏବଂ…

କେରଳରେ ପ୍ରବେଶ କଲା ମୌସୁମୀ ବାୟୁ; ଏଥର ବିଳମ୍ବରେ ଓଡ଼ିଶାକୁ ଆସିବ

ନୂଆଦିଲ୍ଲୀ: ଆଜି ମୌସୁମୀ ବାୟୁ କେରଳରେ ପ୍ରବେଶ କରିସାଛି, କିନ୍ତୁ ଏହା ଓଡ଼ିଶାକୁ ପ୍ରବେଶ କରିବାରେ ବିଳମ୍ବ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଟେଲିଫୋନ୍‌ରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଆଜି ମୌସୁମୀ ବାୟୁ…