Breaking News

ଦ୍ବିତୀୟ ସ୍ତ୍ରୀର ଗର୍ଭ ପରୀକ୍ଷା କରିବାକୁ ଆସିଥିବା ବେଳେ ପ୍ରଥମ ସ୍ତ୍ରୀ ହାତରେ ଧରାପଡ଼ିଲେ ସ୍ବାମୀ

ନୂଆଦିଲ୍ଲୀ: ଜଣେ ସ୍ବାମୀ ପାଇଁ ଦୁଇଜଣ ସ୍ତ୍ରୀଙ୍କ ଝଗଡ଼ାର ଏକ ଭିଡିଓ ଭାଇରାଲ ହେଉଛି। ନାଳନ୍ଦା ଜିଲ୍ଲାରେ ଦୁଇଟି ବିବାହ କରିଥିବା ପ୍ରେମଜିତ ସାବଙ୍କୁ ମହଙ୍ଗା ପଡ଼ିଛି। ଦୁଇଟି ବିବାହ କରିବା ଆଶାରେ ବିହାରର ସରିଫ ସଦର ହସ୍ପିଟାଲ ନିକଟରେ ପ୍ରେମଜିତ ସାବଙ୍କୁ ଅପମାନର ଶିକାର ହେବାକୁ ପଡ଼ିଛି।…

କନ୍ଧମାଳ ଜିଲାରେ ବ୍ୟାରେଜ ନିର୍ମାଣ କରାଗଲେ ବୃଦ୍ଧି ପାଇବ ଭୂପୃଷ୍ଠ ଜଳସ୍ତର, କୃଷି ପାଇଁ ଜଳସେଚନ ଓ ପାନୀୟ ଜଳ ଯୋଗାଣ…

ଫୁଲବାଣୀ : କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସିଥିବାରୁ ମିଳିତ ନାଗରିକ କମିଟି ପକ୍ଷରୁ ଜିଲାରେ ଜଳ ସମସ୍ୟା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସମୁଦ୍ର ପତ୍ତନଠାରୁ ପ୍ରାୟ ୧୫୦୦ମିଟର ଉଚ୍ଚତାରେ ଥିବା୭୪%…

ମନୁଷ୍ୟ ଓ ପଣୁପକ୍ଷୀଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ଓ ସୁସଙ୍ଗତ ସହାବସ୍ଥାନ ଉପରେ ଗୁରୁତ୍ୱ, ମାନବୀୟ ଢଙ୍ଗରେ ବୁଲା…

ଭୁବନେଶ୍ୱର: ରାଜ୍ୟରେ ମାନବୀୟ ଢଙ୍ଗରେ ବୁଲା ଶ୍ୱାନଙ୍କ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ କରାଯାଉଛି । ଏହା ରାଜ୍ୟର ୧୨ଟି ସହରାଞ୍ଚଳରେ କାର୍ଯ୍ୟକାରୀ କରାଯାଉଛି । ତାଲିମପ୍ରାପ୍ତ ପ୍ରାଣୀ ଚିକିତ୍ସକ ଏବଂ ଆଧୁନିକ ଚିକିତ୍ସା ସୁବିଧା ସହିତ ଏହି ପଦକ୍ଷେପ ମାଧ୍ୟମରେ ସାରା ରାଜ୍ୟରେ ଜନ୍ମ…

ଏନ୍‌ଆଇଆରଏଫ୍‌ ତାଲିକା ପ୍ରକାଶ: ‘ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ’ ବର୍ଗରେ ଓଡ଼ିଶାରୁ ୩ଟି ବିଶ୍ବବିଦ୍ୟାଳୟ

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆଜି ପ୍ରକାଶ ପାଇଥିବା ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍‌ ରାଙ୍କିଙ୍ଗ୍‌ ଫ୍ରେମଓ୍ୱାର୍କ(ଏନ୍‌ଆଇଆରଏଫ୍‌) ତାଲିକାରେ ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ପୁଣିଥରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ମୋଟ ୧୩ଟି ବର୍ଗକୁ ନେଇ ହୋଇଥିବା…

ରେଳ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଅତ୍ୟନ୍ତ ପ୍ରଶଂସନୀୟ: ମୁଖ୍ୟ ଶାସନ ସଚିବ

ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମିକୁ ଆହୁରି ସୁଦୃଢ କରାଯିବ ଚିକିତ୍ସିତଙ୍କ ଚିକିତ୍ସା ଓ ମୃତକଙ୍କ ଚିହ୍ନଟକରଣକୁ ପ୍ରାଥମିକତା ଓଡିଶା ସରକାରଙ୍କ ଖର୍ଚ୍ଚରେ ମୃତଦେହଗୁଡିକୁ ପହଞ୍ଚାଇବାର ବ୍ୟବସ୍ଥା ସୂଚନାଓ ଅନୁସନ୍ଧାନ ପାଇଁ www.osdma.org,www.srcodisha.nic.in,…

ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ପଟ୍ଟଚିତ୍ର କଳାକୃତିରେ ସ୍ଥାନିତ କରିବାକୁ ରାଜ୍ୟପାଳଙ୍କ ପରାମର୍ଶ

ଭୁବନେଶ୍ବର: ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ତଥା ମହିଳା ଶିଳ୍ପଦ୍ୟୋଗୀ କୃଷ୍ଣପ୍ରିୟା ଆଚାର୍ଯ୍ୟ ଆଜି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ନିଜ ହସ୍ତନିର୍ମିତ ଏକ କଳାକୃତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସେ ଭେଟି…

ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ ପାଇଁ ଆମ ସରକାର ‘ଦ୍ୱିତୀୟ ରାଜ୍ୟ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟ ଯୋଜନା’…

ପରିବେଶ ସଂପର୍କିତ ସମସ୍ୟାର ମୁକାବିଲା ପାଇଁ କାର୍ଯ୍ୟ କରିବା ଆଜି ସମୟର ଆହ୍ୱାନ : ଭୁବନେଶ୍ୱର: ଲୋକସେବା ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ-୨୦୨୩ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ…

ଓଡ଼ିଶାରୁ କୋଲକାତାକୁ ମାଗଣାରେ ବସ୍‌ ସେବା, ଏହି ବସ୍‌ରେ ଗଲେ ଯାତ୍ରୀଙ୍କୁ ଦେବାକୁ ପଡ଼ିବନି ଭଡ଼ା

ଭୁବନେଶ୍ବର: ଓଡ଼ିଶାରୁ ପଶ୍ଚିମବଙ୍ଗକୁ ମାଗଣାରେ ବସ୍‌ ସେବା ଆରମ୍ଭ ହୋଇଛି। ଏହି ମାଗଣା ବସ୍‌ ସେବା ପୁରୀ, ଭୁବନେଶ୍ବର ଓ କଟକରୁ କୋଲକାତା ପର୍ଯ୍ୟନ୍ତ ଉପଲବ୍ଧ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଏହି ଘୋଷଣା କରିଛନ୍ତି। ବାଲେଶ୍ବର ଜିଲ୍ଲା ବାହାନଗା ରେଳ‌ଷ୍ଟେସନ ନିକଟରେ…

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଓଡ଼ିଶାରେ ଫସି ରହିଥିବା ଲୋକଙ୍କ ପାଇଁ ଏହି ରୁଟ୍‌ରେ ହାୱଡା ଯିବ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର: ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତ ହୋଇ ରାଜ୍ୟର ବିଭିନ୍ନ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ପୀଡିତ ଏବଂ ସେମାନଙ୍କର ସଂପର୍କୀୟମାନଙ୍କ ପାଇଁ ଭାରତୀୟ ରେଳବାଇ ସ୍ବତନ୍ତ୍ର ଟ୍ରେନ୍‌ ସେବା ଯୋଗାଇବ। ଓଡ଼ିଶାରୁ ୩ଟି ସ୍ବତନ୍ତ୍ର ଟ୍ରେନ୍‌ ହାୱଡା ଅଭିମୁଖେ ଗଡ଼ିବ।…