Breaking News

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଏମ୍‌ସ ଭୁବନେଶ୍ବରରେ ପହଞ୍ଚିଲା ୧୨୦ ମୃତଦେହ, ୧୫ ଆମ୍ବୁଲାନ୍ସରେ ପୁଣି ଆସିବ ୩୦ ମରଶରୀର

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀମାନଙ୍କର ୧୨୦ଟି ମୃତଦେହ ଭୁବନେଶ୍ବର ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍‌ସ)ରେ ପହଞ୍ଚି ସାରିଛି। ଏହି ମୃତଦେହଗୁଡ଼ିକ ଏବେ ଏଠାକାର ଶବାଗାରରେ ରଖାଯାଇଛି। ଏମ୍‌ସ ପକ୍ଷରୁ ଗଣମାଧ୍ୟମକୁ ଏହି…

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା: ସ୍ନାନ ମଣ୍ଡପରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀଜିଉଙ୍କ ସ୍ନାନଯାତ୍ରା। ଦେବସ୍ନାନ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇଉଠିଛି  ଶ୍ରୀକ୍ଷେତ୍ର। ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଦେବସ୍ନାନ ନୀତି। ରାତି ସାଢ଼େ ୩ଟାରେ ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ଭୋରରୁ ରତ୍ନବେଦୀ ଛାଡି ଧାଡି ପହଣ୍ଡିରେ…

ସ୍ନାନଯାତ୍ରା: ଭିଡ଼ ଅସମ୍ଭାଳ

ପୁରୀ: ରାତି ପାହିଲେ ସ୍ନାନଯାତ୍ରା। ସ୍ନାନବେଦିରୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଭାବ ବିନୋଦିଆ। ଏଥିପାଇଁ ଆଜିଠୁ ପୁରୀ ସହରେ ସ୍ନାନଯାତ୍ରାର ଭିଡ଼ ଦେଖିବାକୁ ମିଳିଛି। ହଜାର ହଜାର ସଂଖ୍ୟାରେ ଭକ୍ତ ଆଜି ବଡ଼ଦାଣ୍ଡ ବାରିକେଡ୍‌ ଦେଇ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏତେ ଭିଡ଼…

ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା :୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ, ସ୍ନାନ ବେଦୀକୁ ବିଜେ କରୁଛନ୍ତି…

ଭୁବନେଶ୍ବର :ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା । ଆଜି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧା ମୂରତି । ଏଥିପାଇଁ ରତ୍ନବେଦୀରୁ ସ୍ନାନ ବେଦୀକୁ ବିଜେ କରୁଛନ୍ତି  ଚତୁର୍ଦ୍ଧା ମୂରତି । ପ୍ରଥମେ ବଡଠାକୁରଙ୍କୁ ବିଜେ କରିନେବା ପରେ ବିଜେ କରିସାରିଲେଣି ସୁଦର୍ଶନ ।   ଆଗେ ଆଗେ…

ଆଉ କ’ଣ ବଡ଼ ପରଦାରେ ନଜର ଆସିବେନି ବାବୁସାନ୍-ଝିଲିକ୍ ସୁପରହିଟ୍ ଯୋଡ଼ି?

ଭୁବନେଶ୍ବର: ଓଲିଉଡର ଏକ ସୁପରହିଟ୍  ଯୋଡ଼ି ହେଲେ ବାବୁସାନ୍-ଝିଲିକ୍। ଏହି ଯୋଡ଼ି ଏଯାଏଁ ୪ଟି ଓଡ଼ିଆ ଛବିରେ ନଜର ଆସିଛନ୍ତି।  ଏଥିମଧ୍ୟରୁ ୩ଟା ସୁପରହିଟ୍ ଛବି। ବାବୁସାନ୍-ଝିଲିକ୍ ଯୋଡ଼ିର ପ୍ରଥମ ଫିଲ୍ମ ହେଲା ‘ଆଖିରେ ଆଖିରେ’। ୨୦୧୪ରେ ଏହା ମୁକ୍ତିଲାଭ କରିଥିଲା। ‘ଆଖିରେ ଆଖିରେ’ ବକ୍ସ…

ବାହନଗା ଟ୍ରେନ୍‌ ଦୁର୍ଘଟଣା: ଦିନିକିଆ ଶୋକ ପାଳନ କଲା ଓଡ଼ିଶା

ଭୁବନେଶ୍ବର : ବାହନଗାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାର ପ୍ରାଥମିକ ରିପୋ‌ର୍ଟ ଏସ୍‌ଆର୍‌ସି (ସ୍ବତନ୍ତ୍ର ରିଲିଫ କମିସନର) ଜାରି କରିଛନ୍ତି। ଏସ୍‌ଆର୍‌ସି ସତ୍ୟବ୍ରତ ସାହୁ କ୍ଷେତ୍ର ପରିଦର୍ଶନ କରିବା ପରେ ଦେଇଥିବା ରିପୋର୍ଟ ଅନୁଯାୟୀ, ସାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌, ଏମ୍‌…

ଦିନ ୨ଟା ସୁଦ୍ଧା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି, ରେଳବିଭାଗ ପକ୍ଷରୁ ଦିଆଗଲା ସୂଚନା

ଭୁବନେଶ୍ବର : କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି । ସେହିଭଳି ୭୪୭ ଜଣ ଆହତଙ୍କ ଡାକ୍ତରଖାନାରେ ଚାଲିଛି ଚିକିତ୍ସା । ଏବେ ମଧ୍ୟ ୫୬ ଜଣ ଗୁରୁତରଙ୍କର ଚାଲିଛି ଚିକିତ୍ସା । ଦିନ ୨ଟା ସୁଦ୍ଧା ଏହି ତଥ୍ୟ ଆସିଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…

ମଲରୁ ମଲ୍ ବୁଲି ଲୁଟ୍ କରୁଛନ୍ତି ମହିଳା ଲୁଟେରା, ଶାଢି ଭିତରେ ଚୋରି ଜିନିଷ ଲୁଚାଇ ହୋଇଯାଉଥିଲେ ଫେରାର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଲୁଟପାତ୍‌‌ କରୁଥିଲେ ମହିଳା ଗ୍ୟାଙ୍ଗ। ଏହି ଘଟଣାରେ ୮ ଜଣ ମହିଳାଙ୍କୁ ଶୁକ୍ରବାର ନୟାପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଏମାନେ ବିଭିନ୍ନ ସପିଂ ମଲ୍‌‌କୁ ଟାର୍ଗେଟ କରି ଲୁଟ୍‌‌ କରୁଥିଲେ। ଦାମୀ ସାମଗ୍ରୀ ମଧ୍ୟ ଲୁଟ କରିଥିଲେ। ଗିରଫ ସମସ୍ତ ମହିଳା…

ପ୍ରକାଶ ପାଇଲା OJEE ପରୀକ୍ଷା ଫଳ, ୨୩ଟି ବିଭାଗରେ ଆସିଲା ଟପ୍ପରଙ୍କ ତାଲିକା

ଭୁବନେଶ୍ବର:ପ୍ରକାଶ ପାଇଛି ଓଡି଼ଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ ବା ଓଜେଇଇ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡାଇ ଫଳାଫଳ ଘୋଷଣା କରିବା ସହ ଫଳାଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି । ଏହି ସମୟରେ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ, ଅତିରିକ୍ତ ଶାସନ…

କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା : ମୃତ୍ୟସଂଖ୍ୟା ୫୦ ଛୁଇଁଲା, ଆହତଙ୍କ ସଂଖ୍ୟା ୩୫୦ ଟପିଲା; ସାରା ରାତି ଜାରି ରହିବ…

ଭୁବନେଶ୍ବର/ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବାହାନଗା ‌ରେଳ ଷ୍ଟେସନ ନିକଟରେ ଆଜି ଘଟିଯାଇଛି ଏକ ଛାତିଥରା ରେଳ ଦୁର୍ଘଟଣା। ଦୁଇଟି ଏକ୍ସପ୍ରେସ ଟ୍ରେନର ବଗି ପରସ୍ପର ସହ ପିଟି ହେବା ଫଳରେ ବହୁ ଯାତ୍ରୀ ଶୋଚନୀୟ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ଓ  ଶତାଧିକ ଆହତ ହୋଇଛନ୍ତି। ଜାତୀୟ ଗଣମାଧ୍ୟମ…