Breaking News

ଭକ୍ତଙ୍କୁ ମିଳିବ ସ୍ୱତନ୍ତ୍ର ଅନୁଭୂତି, ଫୁଲ ଚନ୍ଦନ ସହ କରାଯିବ ସ୍ୱାଗତ

ପୁରୀ: ଭକ୍ତ ନିବାସକୁ ଆସୁଥିବା ଅତିଥି ଓ ଭକ୍ତଙ୍କୁ ମିଳିବ ସ୍ବତନ୍ତ୍ର ଅନୁଭୂତି। ଏଥିପାଇଁ ପ୍ରୟାସ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏଣିକି ଭକ୍ତ ନିବାସକୁ ରହିବା ପାଇଁ ଆସୁଥିବା ଭକ୍ତଙ୍କୁ ଫୁଲ ଚନ୍ଦନ ସହ ସ୍ୱାଗତ କରାଯିବ। ବିଦାୟ ସମୟରେ ଭକ୍ତଙ୍କୁ ରଥକାଠ, ଦଉଡି, ରଥକନା ସମ୍ବଳିତ…

ପ୍ରେମିକା ପାଇଁ ଗଲା ପ୍ରେମିକର ଜୀବନ! ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବାଣପୁର: ପ୍ରେମିକା ପାଇଁ ଗଲା ପ୍ରେମିକର ଜୀବନ। ୧୫ ଦିନ ପରେ ଗାଁକୁ ଆସିଲା ମର ଶରୀର। ପୁଅକୁ ପ୍ରେମିକା ଓ ତାଙ୍କ ବଡ଼ ଭଉଣୀ ମାରିଦେଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦାମିଆଁ ବରବରା ପଞ୍ଚାୟତ ବାଲିକଣିଆ ଗାଁରେ ଘଟିଛି ଘଟଣା। ଗାଁର…

ବିଶ୍ୱ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ହେଲେ ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ତଥା ଓଡ଼ିଆ ପୁଅ ଡ. ମୃତ୍ୟୁଞ୍ଜୟ ମହାମାପାତ୍ରକୁ ମିଳିଛି ବଡ଼ ଦାୟିତ୍ୱ। ସେ ବିଶ୍ୱ ପାଣିପାଗ ସଂଗଠନ (WMO)ର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସଂଗଠନର ତୃତୀୟ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା। ଏଥିରେ ମୃତ୍ୟୁଞ୍ଜୟ…

ତାତିରୁ ମିଳିବ ଆଶ୍ୱସ୍ତି , ଆଉ ୫ ଦିନ କାଳବୈଶାଖୀ

ଭୁବନେଶ୍ବର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା । ଏ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ଭିତରେ ଗଜପତି, ଗଂଜାମ, କନ୍ଧମାଳ, ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଏଥିସହ ଗଜପତି, ଗଂଜାମ,…

ମଲାଇକା ଅରୋରା ଲୁଚଉଛନ୍ତି କି ବୟସ…ପ୍ରକୃତ ବୟସ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ମଲାଇକା ଅରୋରା ନିଜ ଚେହେରା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ଫିଟ୍‌ନେସ୍‌କୁ ନେଇ ମଧ୍ୟ ଅନେକ ଆଲୋଚନା ହୁଏ। ଏହା ବ୍ୟତୀତ ସେ ତାଙ୍କ ପ୍ରେମିକ ଅର୍ଜୁନ କପୁରଙ୍କ ସହ ଥିବା ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ମଲାଇକାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ…

କୃତୀ ଛାତ୍ରଛାତ୍ରୀଙ୍କ କାହାଣୀ; ବସ୍ତିରେ ରହି ବିଜେବି ଟପ୍ପର

ଭୁବନେଶ୍ବର:ସଫଳତାର ଚାରି କାହାଣୀ । ପରୀକ୍ଷା ଆଉ ପରିସ୍ଥିତିର । କିଏ ବସ୍ତିର ପ୍ରତିକୂଳ ପରିସ୍ଥିତିରେ ଯୁକ୍ତ ଦୁଇରେ ସଫଳତା ପାଇଛି ତ ଆଉ କିଏ ଚଷା ବାପର ସମ୍ମାନକୁ ବଢାଇଛି । ଏମିତିକି ଦେହରେ ଦୁରାରୋଗ୍ୟ ବ୍ୟାଧିକୁ ନେଇ କ୍ୟାରିୟର ପ୍ରଥମ ବୋର୍ଡ ପରୀକ୍ଷା ଦେଇଛନ୍ତି । ଆଉ କୃତିତ୍ୱ ହାସଲ…

ଶିମିଳିପାଳ ଅଭୟାରଣ୍ୟରେ ପୁଣି ଫୁଟିଲା ଗୁଳି, ଜଙ୍ଗଲ ଭିତରକୁ ଯାଇଥିବାବେଳେ ଗୁଳିମାଡରେ ଯୁବକଙ୍କ ମୃତ୍ୟୁ ।

ମୟୁରଭଞ୍ଜ : ଶିମିଳିପାଳରେ ପୁଣି ଫୁଟିଲା ଗୁଳି । ଅଭୟାରଣ୍ୟରେ ଗୁଳିମାଡରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ବାଙ୍ଗିରିପୋଷି ଥାନା ତାଳବନ୍ଧ ରେଞ୍ଜରେ ଏହି ଘଟଣା ଘଟିଛି । ମୃତ ଯୁବକ ହେଉଛନ୍ତି ବୁରୁଡି ଗାଁର ଜଗନ୍ନାଥ ହେମ୍ବ୍ରମ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତେଜନା ପ୍ରକାଶ ପାଇଛି ।…

ରାଜଧାନୀରେ ରହିପାରିବେନି ନିଶା ବେପାରୀ, ନିଶା ବିକ୍ରି କଲେ ୬ ମାସ ପାଇଁ ହେବେ ତଡ଼ିପାର

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି ନିଶା ବେପାରୀଙ୍କ ସଂଖ୍ୟା । କିନ୍ତୁ ଏଣିକି ଆଉ ରାଜଧାନୀରେ ରହିପାରିବେନି ନିଶା ବେପାରୀ । ନିଶା କାରବାର ବିରୋଧରେ କମିଶନରେଟ୍ ପୋଲିସର ଜିରୋ ଟଲରାନ୍ସ ନୀତି ଆପଣାଇଛି । ନିଶା ବିକ୍ରି କଲେ ୬ ମାସ ପାଇଁ ତଡ଼ିପାର ହେବେ । ଏପରିକି ନିଶା…

ଜୀ-ସାର୍ଥକ ସଂସାରର ସବୁ ଧାରାବାହିକରେ ସବୁଠାରୁ ବଡ଼ଦିନ, ଗୋଟିଏ ପରେ ଗୋଟିଏ ଧାରାବାହିକର ସସପେନ୍ସ ଉପରୁ ହଟିବ ପରଦା

ଭୁବନେଶ୍ବର: ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ସେଥିପାଇଁ ମଇ ୨୯,  ଜୀ-ସାର୍ଥକ କରୁଛି, ଜୀ-ସାର୍ଥକ ସଂସାରର ସବୁଠାରୁ ବଡ଼ଦିନ । ଜୀ-ସାର୍ଥକ ସହିତ ଜଡ଼ିତ ରୁହନ୍ତୁ କାରଣ…

୮୩ ଟଙ୍କା କମିଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ, କିନ୍ତୁ କେବେ କମିବ ଘରୋଇ ସିଲିଣ୍ଡର ମୂଲ୍ୟ ?

ନୂଆଦିଲ୍ଲୀ : ଜୁନ ୧ରୁ ଦେଶରେ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ ୮୩ ଟଙ୍କା ହ୍ରାସ ପାଇଛି । ଏହାଫଳରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ସିଲିଣ୍ଡର ଦରରୁ ସରକାର ଆଶ୍ୱସ୍ତି ଦେଇଛନ୍ତି। ତେବେ ଏହି ଆଶ୍ବସ୍ତି ସାଧାରଣ ଲୋକଙ୍କୁ ନୁହେଁ ବରଂ କ୍ଷୁଦ୍ର ଦୋକାନୀ ଓ ହୋଟେଲ ମାଲିକଙ୍କୁ ଦିଆଯାଇଛି ।…