Breaking News

ମଧ୍ୟମ ଦୂରଗାମୀ ବାଲେଷ୍ଟିକ୍‌ ମିସାଇଲ ଅଗ୍ନି-୧ର ସଫଳ ପରୀକ୍ଷଣ

ବାଲେଶ୍ବର: ଚାନ୍ଦିପୁର ଡିଆର୍‌ଡିଓର ଧାମରା ସ୍ଥିତ ଏପିଜେ ଅବଦୁଲ କଲାମ ଦ୍ବୀପ(୪ନମ୍ବର ଲଞ୍ଚପ୍ୟାଡ୍‌)ରୁ ଆଜି ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ ମିସାଇଲ ଅଗ୍ନି-୧ର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ଦ୍ୱାରା କରାଯାଇଥିଲା। ଭୂପୃଷ୍ଠରୁ ଭୂପୃଷ୍ଠ ନିକ୍ଷେପ…

ମାଲକାନଗିରିରେ ନିର୍ମାଣାଧୀନ ଏୟାରଷ୍ଟ୍ରିପ୍‌ ପାଚେରୀ ଭୁଶୁଡ଼ିଲା; ମହିଳାଙ୍କ ସମେତ ୨ ଶ୍ରମିକ ମୃତ, ୩ ଗୁରୁତର

ମାଲକାନଗିରି: କାଳବୈଶାଖୀର ତାଣ୍ଡବ କାରଣରୁ ମାଲକାନଗିରିରେ ଏୟାରଷ୍ଟ୍ରିପ୍‌ରେ ନିର୍ମାଣାଧୀନ ପାଚେରୀ ଭୁଶୁଡ଼ିଛି। ଏହି ଘଟଣାରେ ଏଠାରେ କାର୍ଯ୍ୟରତ ଜଣେ ମହିଳାଙ୍କ ସମେତ ମୋଟ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ସେମାନେ ହେଲେ ମନୋଜ ହେମ୍ବ୍ରମ (୧୯) ଓ ତିଳୋତ୍ତମା ବେନିଆ (୪୦)। ସେହିପରି…

ମାତୃଭାଷାର ବିକାଶ ହେଉଛି ରାଷ୍ଟ୍ରର ବିକାଶ

ଭୁବନେଶ୍ଵର : କୁଇ ଓ ଦେଶିଆ ଭାଷାଭାଷୀ ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରାରମ୍ଭିକ ଶିକ୍ଷା ସ୍ତରରେ କହିବା, ପଢ଼ିବା, ବୁଝିବା ଓ ଲେଖିବାର ଉଦ୍ଦେଶ୍ୟ ନେଇ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବାକୁ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପରୀକ୍ଷଣ ପରିଷଦ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ , ଭୁବନେଶ୍ଵର…

ମାସିକ ଋତୁସ୍ରାବ ଉପରେ ପ୍ରତ୍ୟେକ ମହିଳା ଓ ଯୁବତୀ ସଚେତନ ହେବା ଜରୁରୀ

ଭୁବନେଶ୍ୱର :ଋତୁସ୍ରାବକୁ ନେଇ ଏବେ ବି ଅନ୍ଧବିଶ୍ୱାସ ଓ ବିଭିନ୍ନ ଗୁଜବ ରହିଛି । ବାସ୍ତବିକ ଦେଖିବାକୁ ଗଲେ ମାସିକ ଋତୁସ୍ରାବ ହେଉଛି ପ୍ରାକୃତିକ ପ୍ରକ୍ରିୟା । ମାସିକ ଋତୁସ୍ରାବ ସମୟରେ ପରିଷ୍କାର ଓ ପରିଚ୍ଛନ୍ନତା ପ୍ରତି ପ୍ରତ୍ୟେକ ମହିଳା ଓ ଯୁବତୀ ଧ୍ୟାନଦେବା ଦରକାର ବୋଲି ଋତୁସ୍ରାବ…

ସମାଜରେ ଏକ ବ୍ୟାଧିର ରୂପ ନେଇଛି ତମାଖୁ ସେବନ

ଭୁବନେଶ୍ଵର : ତମାଖୁ ସେବନ ଆଜିର ସମାଜରେ ଏକ ବ୍ୟାଧିର ରୂପ ନେଇଛି । ଏହାର ସେବନ ଯୋଗୁଁ ପ୍ରତିବର୍ଷ ଭାରତ ବର୍ଷରେ ୧.୩୫ ନିୟୁତ ଲୋକଙ୍କର ମୃତ୍ୟୁ ଘଟୁଛି ଏବଂ ଏଥିରୁ ନିର୍ଗତ ଧୂଆଁ ର ସେବନ ଯୋଗୁଁ ୧.୨ ନିୟୁତ ଲୋକଙ୍କର ମୃତ୍ୟୁ ଘଟୁଛି । ଭାରତରେ କ୍ୟାନସର ଜନିତ ମୃତ୍ୟୁର ୨୭% କେବଳ ତମାଖୁ…

ରାମାନନ୍ଦ ସାଗରଙ୍କ `ସୀତା’ ଓରଫ ଦୀପିକାଙ୍କର ୩୩ବର୍ଷ ପରେ କମ ବ୍ୟାକ

ନୂଆଦିଲ୍ଲୀ: ରାମାନନ୍ଦ ସାଗରଙ୍କର ଲୋକପିୟ ଧାରାବାହିକ `ରାମାୟଣ'ରେ ସୀତାଙ୍କ ଭୂମିକା କରି ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ହେଲେ ଦୀପିକା ଚିଖଲିୟା। ୩୩ବର୍ଷ ପରେ ସେ ଛୋଟ ପରଦାରେ କମବ୍ୟାକ କରିବାକୁ ଯାଉଛନ୍ତି। ସୀତା ଏବଂ ରାମଙ୍କ ଚରିତ୍ରକୁ ଏଯାଏ ଲୋକେ ଭୂଲିନାହାନ୍ତି। ତାଙ୍କୁ…

୫ ମନ୍ଦିରରୁ ଚୋରି, ଲୁଟି ନେଇଛନ୍ତି ସୁନାରୁପା ଅଳଙ୍କାର

ଚଣ୍ଡିଖୋଲ: ବଡ଼ଚଣା ଥାନା ଅନ୍ତର୍ଗତ ଦେଉଳକୁର ଗ୍ରାମର ୫ଟି ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଛି। ମନ୍ଦିରଗୁଡ଼ିକରୁ ଚୋରମାନେ ଦାନବାକ୍ସ ଅର୍ଥ ସହିତ ସୁନାରୁପା ଅଳଙ୍କାର ଲୁଟି ନେଇଛନ୍ତି। ଏହି ଗ୍ରାମର ମା’ ନାହାକାଣୀ ଠାକୁରାଣୀ ମନ୍ଦିର, ଗ୍ରହରାଜ ଶନିଶ୍ଚର ମନ୍ଦିର, ଗ୍ରାମଦେବତୀ ମା’…

ଇଲେକ୍ଟ୍ରିକ୍‌ ଭେଇକିଲ୍‌ ଉପରୁ କମିବ ସବସିଡି, ଜୁନ୍‌-୧ରୁ ମହଙ୍ଗା ହୋଇପାରେ ଇ-ସ୍କୁଟର

ନୂଆଦିଲ୍ଲୀ: ଜୁନ୍‌-୧ରୁ ମହଙ୍ଗା ହେବ ଇ-ସ୍କୁଟର ! ଦିନକୁ ଦିନ ବୈଦ୍ୟୁତିକ ଯାନର ଚାହିଦା ବଢ଼ିବାରେ ଲାଗିଛି । ପେଟ୍ରୋଲ୍‌-ଡିଜେଲ ଗାଡ଼ି ଉପରୁ ମୁହଁ ଫେରାଇ ଇ-ଭେଇକିଲ୍‌ କିଣିବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ସରକାର ମଧ୍ୟ ସେମାନଙ୍କ କର୍ମଚାରୀମାନଙ୍କ ପାଇଁ ଇ-ଭେଇକିଲ୍‌ କିଣିବାକୁ…

ଶେରଗଡରୁ-ପୁରୀକୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ, ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଜଗନ୍ନାଥ ଧାମ୍ ପୁରୀକୁ ଆଜି ଗଞ୍ଜାମ ର ଶେରଗଡ ରୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ. ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ  ଭିଡିଓ କନ୍‌ଫେରେନ୍‌ସ ଜରିଆରେ ଶେରଗଡ-ପୁରୀ ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଏସି ବସ ସେବା ଚଳାଚଳକୁ ପତକା ହଲାଇ ଶୁଭାରମ୍ଭ କରିଥିଲେ । OSRTC…

ରାଜଧାନୀ ଭୁବନେଶ୍ୱରରେ ବି ଅନ୍ଧବିଶ୍ୱାସ, ଦେବୀ ବେଶରେ ମହିଳାଙ୍କୁ ପୂଜା

ଭୁବନେଶ୍ୱର: ନୂଆ ଶାଢୀ, ମୁଣ୍ଡରେ ଲାଲ୍ ଓଢଣୀ ଆଉ ମୁକୁଟ ପିନ୍ଧି କାରରୁ ଓହ୍ଲାଇଲେ ମହିଳା । ଏହି ମହିଳାଙ୍କୁ ନେଇ ଜୋର ଚର୍ଚ୍ଚା । କୁହାଯାଉଛି ଏହି ମହିଳାଙ୍କ ଦେହରେ ସବାର ହୋଇଛନ୍ତି ସାକ୍ଷାତ୍ ଦେବୀ । ଏଥିପାଇଁ ମହିଳାଙ୍କୁ ଫୁଲ ମାଳ ପିନ୍ଧାଇବା ସହ ଧୂପ ଦୀପ ଦେଇ ପୂଜା କରୁଛନ୍ତି ଅନ୍ୟ…