-
Breaking
The fight against corruption: ଦୁର୍ନୀତି ବିରୋଧୀ ଲଢ଼େଇ ଅଧପନ୍ତରିଅା: ବର୍ଷାଧିକ କାଳ ଲୋକାୟୁକ୍ତ ଅଚଳ, ଗଡ଼ୁଛି ୮୭୬ ମାମଲା
କ୍ଷିତୀଶ ରାୟ ଭୁବନେଶ୍ବର: ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ। ବିଭିନ୍ନ ସଭାମଞ୍ଚରୁ ମୁଖ୍ୟମନ୍ତ୍ରୀ ଏଭଳି ଢଙ୍ଗରେ ସରକାରୀ କର୍ମଚାରୀଙ୍କୁ ତାଗିଦ କରୁଛନ୍ତି। ଏହା ସହ ନିର୍ବାଚନ ପୂର୍ବରୁ କ୍ଷମତାକୁ…
Read More » -
Breaking
Deoranjan Singh Development Commissioner: ଦେଓରଞ୍ଜନ ସିଂହ ଉନ୍ନୟନ କମିସନର: ସତ୍ୟବ୍ରତ ସାହୁ ରାଜସ୍ବ ପର୍ଷଦ ସଦସ୍ୟ
ଭୁବନେଶ୍ବର: ୧୯୯୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଦେଓରଞ୍ଜନ ସିଂହଙ୍କୁ ଉନ୍ନୟନ କମିସନର ଭାବେ ନିଯୁକ୍ତି ଦିଆଯାଇଛି। ସେ ଯୋଜନା ଓ ସଂଯୋଜନ ବିଭାଗ ସହ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ…
Read More » -
Breaking
Practical exam: ଆଜିଠୁ ଯୁକ୍ତ୨ ପ୍ରାକ୍ଟିକାଲ୍ ପରୀକ୍ଷା: ଭାଗନେବେ ୨ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ, ସିସିଟିଭି ନଜରରେ ରହିବ ପରୀକ୍ଷାକେନ୍ଦ୍ର
ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ୍ ପରୀକ୍ଷା ଶୁକ୍ରବାର(ଜାନୁଆରି ୨)ଠାରୁ ଆରମ୍ଭ ହେବାକୁ ଯାଉଛି। ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଦୂରନିରନ୍ତର…
Read More » -
uncategories
Fog expected for 5 days: ଘନକୁହୁଡ଼ିରେ ଅସ୍ତବ୍ୟସ୍ତ ଜନଜୀବନ: ୫ ଯାଏଁ କୁହୁଡ଼ି ଆଶଙ୍କା
ଭୁବନେଶ୍ବର: ରାଜ୍ୟବାସୀ ଶୀତରୁ ସାମାନ୍ୟ ଆଶ୍ବସ୍ତି ପାଇଥିବା ବେଳେ ଘନ କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଛି। ନୟାଗଡ଼, ଅନୁଗୁଳ, ସମ୍ବଲପୁର, ତାଳଚେର, ଢେଙ୍କାନାଳ ଓ ବୌଦ୍ଧରେ ଅତି ଘନକୁହୁଡ଼ି ଯୋଗୁଁ ମଧ୍ୟାହ୍ନ ୧୨ଟା…
Read More » -
Breaking
Odisha Civil Service Exam: ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା: ଏଥର ଓଏଏସ୍, ଓଏଫ୍ଏସ୍, ଓଆର୍ଏସ୍ ପଦବି ନାହିଁ
ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ମୋଟ୍ ୭ଟି ସେବାର ୩୧୪ଟି ପଦବି ପୂରଣ ପାଇଁ…
Read More » -
Breaking
Chief Minister: ମୁଖ୍ୟସଚିବଙ୍କୁ ଟାସ୍କ ଦେଲେ ମୁଖ୍ୟମନ୍ତ୍ରୀ: ଦୁର୍ନୀତିଗ୍ରସ୍ତ, ଅପାରଗଙ୍କୁ ବିଦା କର, ୧୫ ଦଫା ନିର୍ଦ୍ଦେଶାବଳୀ ଜାରି କଲେ
ଭୁବନେଶ୍ବର: ସରକାର ଦକ୍ଷ ଓ ପ୍ରଶିକ୍ଷିତ ଅଧିକାରୀଙ୍କ ସେବା ଉପରେ ଗୁରୁତ୍ବାରୋପ କରୁଛନ୍ତି। ଦୁର୍ନୀତିଗ୍ରସ୍ତ, ଅପାରଗ, ଦାୟିତ୍ୱହୀନ ଅଧିକାରୀ ଓ କର୍ମଚାରୀଙ୍କର ପ୍ରଶାସନରେ ସ୍ଥାନ ନାହିଁ। ସେମାନଙ୍କୁ ଚିହ୍ନଟ…
Read More » -
Breaking
New Year: ନୂଆବର୍ଷରେ ଖାଇଗଲେ କୋଟିଏ ଟଙ୍କାର ଅମିଷ
ନବରଙ୍ଗପୁର (ସୁରେଶ ନାଇଡୁ): ଜିରୋନାଇଟ୍ ସେଲିଭ୍ରେସନ୍ ଓ ନୂଆବର୍ଷକୁ ହର୍ଷଉଲ୍ଲାସର ସହ ପାଳନ କରିଛନ୍ତି ଜିଲ୍ଲାବାସୀ। ବୁଧବାର ଓ ଗୁରୁବାର ଜିଲ୍ଲାର ନବରଙ୍ଗପୁର, ଉମରକୋଟରେ ଥିବା କିଛି ହୋଟେଲ ପକ୍ଷରୁ ସ୍ବତନ୍ତ୍ର…
Read More » -
Breaking
New Year: ନୂଆବର୍ଷରେ ଧର୍ମପୀଠରେ ପ୍ରବଳ ଭିଡ଼
ଜି.ଉଦୟଗିରି: ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ସକାଳୁ ସକାଳୁ କନ୍ଧମାଳଜିଲ୍ଲା ଜି ଉଦୟଗିରି ଅଞ୍ଚଳର ସମସ୍ତ ମନ୍ଦିରଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ କରି ନୂତନ…
Read More » -
Breaking
Winter: ଶୀତରେ ଥରୁଛନ୍ତି ୫୨ହଜାର ଅନ୍ତେବାସୀ
ନବରଙ୍ଗପୁର (ସୁରେଶ ନାଇଡୁ): ପ୍ରବଳ ଶୀତରଲହରି ଓ ଥଣ୍ଡାରେ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ। ଘରେ ଥିବା ଲୋକେ ବିଭିନ୍ନ ଶୀତବସ୍ତ୍ର ପିନ୍ଧି ଶୀତରୁ ରକ୍ଷା ପାଇଯାଉଛନ୍ତି। ଜିଲ୍ଲାରେ ମଙ୍ଗଳବିଭାଗ, ଶିକ୍ଷାବିଭାଗ ଆଦି…
Read More » -
Breaking
Cold Wave: ନଗଡ଼ାରେ ହାଡ଼ଥରା ଜାଡ଼, କୁହୁଡ଼ି ଆସ୍ତରଣ
କାଳିଆପାଣି (ରବି ନାରାୟଣ କର): ସପ୍ତାହ ଧରି ଯାଜପୁରଜିଲ୍ଲା ନଗଡ଼ାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ହାଡ଼ଥରା ଜାଡ଼ ଓ କୁହୁଡ଼ିରେ କଲବଲ ହେଉଛି ସାଧାରଣ ଜୁଆଙ୍ଗ ଜୀବନ। ଦିନର ସର୍ବନିମ୍ନ…
Read More »