-
ମହାନଗର
AI Impact Conference: ସମ୍ପୂର୍ଣ୍ଣ ନବସୃଜନ ଇକୋସିଷ୍ଟମ ସୃଷ୍ଟି କରିବା ଉପରେ ଆମେ ଧ୍ୟାନ ଦେଉଛୁ: ମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତାକାଲିଠାରୁ ଡିସେମ୍ବର ୨୦ ପର୍ଯ୍ୟନ୍ତ ଭୁବନେଶ୍ୱରେ ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ଐତିହାସିକ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା…
Read More » -
ଓଡିଶା
Orissa HC: ହାଇକୋର୍ଟରେ ନର୍ଲା ନିର୍ବାଚନୀ ମୋକଦ୍ଦମା: ଭକ୍ତ ଚରଣ ଦାସଙ୍କ ସାକ୍ଷ୍ୟ ଗ୍ରହଣ ଶେଷ
କଟକ: କଳାହାଣ୍ଡିଜିଲ୍ଲାନର୍ଲା ବିଧାନସଭା ଆସନ ନିର୍ବାଚନ ଫଳାଫଳକୁ ଚାଲେଞ୍ଜ କରି ଦାୟର ମାମଲାରେ ଆବେଦନକାରୀ ଭକ୍ତ ଚରଣ ଦାସଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। ଡିସେମ୍ବର ୫ରେ ଶ୍ରୀ ଦାସଙ୍କ ଜେରା…
Read More » -
ଓଡିଶା
Maoists Surrender: ମୁଖ୍ୟଧାରାରେ ଯୋଡ଼ିହେଲେ ୩୪ ନକ୍ସଲ, ମୁଣ୍ଡରେ ଥିଲା ୮୪ ଲକ୍ଷ ଟଙ୍କାର ପୁରସ୍କାର
ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା):ମାଲକାନଗିରିଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ପୁଲିସ ନିକଟରେ ୩୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ହିଂସା ଓ ଜଂଗଲ ଛାଡି ମୁଖ୍ୟ ଧାରାରେ ଯୋଡି ହୋଇଛନ୍ତି। ସରକାର…
Read More » -
ଅପରାଧ
Loot: ସ୍ବାମୀ-ସ୍ତ୍ରୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା-ସୁନା ଗହଣା ଲୁଟିଲେ ଡକାୟତ
ରାଇଙ୍ଗପୁର/ତିରିଂ: ଘରେ ପଶି ସ୍ବାମୀ ସ୍ତ୍ରୀଙ୍କୁ ଆକ୍ରମଣ କରି ୫ ଜଣ ଡକାୟତ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟିନେଇଛନ୍ତି। ମୟୂରଭଞ୍ଜଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବଡସିଆଜଙ୍ଗ (ଗୁମୁଦିଘୁଟୁ)…
Read More » -
ଓଡିଶା
Kanakunda: କନାକୁଣ୍ଡ ନେଲା ଆଉ ଏକ ମୁଣ୍ଡ: ୫ବର୍ଷରେ ୯ ଜଣଙ୍କ ମୃତ୍ୟୁ
ବାଲିଶଙ୍କରା (ପ୍ରଦୀପ କୁମାର ନନ୍ଦ):ସୁନ୍ଦରଗଡ଼ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା ବ୍ଲକ ଘୋଘର କନାକୁଣ୍ଡରେ ନିଖୋଜ ହୋଇଥିବା ରାଉରକେଲା ଏନଆଇଟି ଛାତ୍ର ଦୀପେଶ ପ୍ରଧାନଙ୍କ ମୃତଦେହ ୮୬ ଘଣ୍ଟା…
Read More » -
ରାଶିଫଳ
ଡିସେମ୍ବର ୧୮ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
ମେଷ- କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ ଏବଂ ଅଟକି ରହିଥିବା କାର୍ଯ୍ୟ ସଫଳତାର ସହ ଶେଷ ହେବ। ପରିବାରରେ ହସଖୁସିର ପରିବେଶ ରହିବ ଏବଂ ଜୀବନସାଥୀଙ୍କ ସହିତ…
Read More » -
ଦେଶ ବିଦେଶ
Anant Ambani Gifts Lionel Messi: ଚର୍ଚ୍ଚାରେ ମେସିଙ୍କୁ ଅନନ୍ତ ଦେଇଥିବା ୧୦କୋଟିର ଘଣ୍ଟା
ଜାମନଗର: ଭାରତ ଗସ୍ତ ବେଳେ ମେସିଙ୍କୁ ମିଳିଲା ଦାମୀ ଉପହାର। ୧୦.୯ କୋଟିର ଘଣ୍ଟା ଦେଲେ ଅନନ୍ତ ଅମ୍ବାନୀ।ଫୁଟବଲ କିଂବଦନ୍ତି ଲିଓନେଲ ମେସି ଭାରତ ଗସ୍ତରେ ଆସିଥିବା ବେଳେ ଅନନ୍ତ ଅମ୍ବାନୀଙ୍କ…
Read More » -
ବାଣିଜ୍ୟ
Costly Recharge Plan: ନୂଆବର୍ଷରୁ ମହଙ୍ଗା ହୋଇପାରେ ରିଚାର୍ଜ ପ୍ଲାନ
ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ ମୋବାଇଲ୍ ଉପଭୋକ୍ତାଙ୍କ ପାଇଁ ନୂଆବର୍ଷରୁ ଝଟକା ଲାଗିପାରେ | କାରଣ ଇଣ୍ଟରନେଟ୍ ଏବଂ କଲ୍ କରିବାରେ ପ୍ରତି ମାସରେ ଶହ ଶହ…
Read More » -
ଦେଶ ବିଦେଶ
US Travel Ban: ୩୯ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ ! ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନେଲା ଆମେରିକା
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ସୁରକ୍ଷା ଏବଂ ସାର୍ବଜନୀକ ସୁରକ୍ଷାକୁ ନଜରରେ ରଖି ପ୍ରବାସ ନୀତିକୁ ଆହୁରି କଠୋର କରିଛନ୍ତି। ମଙ୍ଗଳବାର ଟ୍ରମ୍ପ ପ୍ରଶାସନ ଆହୁରି ୭ଟି ଦେଶ…
Read More » -
ଭାଷା ଓ ସାହିତ୍ୟ
Poem: ତ୍ରିନାଥ ସିଂଙ୍କ କବିତା ପବନରେ ବଂଶୀ
ପବନରେ ବଂଶୀ ତ୍ରିନାଥ ସିଂହ ତାରାମାନେ ଲିଭେଇ ଦେଇ ସାରିଲେଣି ସବୁ ଆଲୁଅ। କିଛି ବି ଦିଶୁନଥିବା ରାତିର କୋଉ ନହକା ଡାଳରେ ବସି ପବନ ବଜଉଛି ବଂଶୀ ବଇଁଶୀର…
Read More »