-
ଖେଳ
Hockey: ହକି ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ: ସେମିରେ ଭାରତ
ହାଇଦ୍ରାବାଦ: ଏଠାରେ ଚାଲିଥିବା ହକି ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟର ସେମିଫାଇନାଲ୍ରେ ଭାରତ ପ୍ରବେଶ କରିଛି। ବୁଧବାର ଗ୍ରୁପ୍-ବି’ର ଶେଷ ଲିଗ୍ ମ୍ୟାଚ୍ରେ ଭାରତ ୩-୧ ଗୋଲ୍ରେ ୱେଲ୍ସକୁ ପରାସ୍ତ କରିଛି।…
Read More » -
ଓଡିଶା
Kalahandi Cup: ସୁନ୍ଦରଗଡ଼ ବିଜେତା, କଟକ-ଏ’ ଉପବିଜେତା
କଟକ: ଓସିଏ ଆନୁକୂଲ୍ୟରେ ଆୟୋଜିତ ବରିଷ୍ଠ ପୁୁରୁଷ ଅନ୍ତଃଜିଲ୍ଲା କ୍ରିକେଟ୍ ପ୍ରତିଯୋଗିତା ‘କଳାହାଣ୍ଡି କପ୍’ରେ ସୁନ୍ଦରଗଡ଼ ବିଜେତା ହେବାର ସୌଭାଗ୍ୟ ଅର୍ଜନ କରିଛି। କଟକ-ଏ’କୁ ୨ ୱିକେଟ୍ରେ ହରାଇ…
Read More » -
ଖେଳ
IPL-2026: ଉଦ୍ଘାଟନୀ ମୁକାବିଲାରେ ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ୍
ନୂଆଦିଲ୍ଲୀ: ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍ର ପ୍ରଥମ ୨୦ ମ୍ୟାଚ୍ ଲାଗି ସୂଚୀ ବୁଧବାର ଘୋଷିତ ହୋଇଛି। ମେ’ ୩୧ ତାରିଖ ପର୍ଯ୍ୟନ୍ତ…
Read More » -
ଓଡିଶା
S.K. Nayudu Trophy: ତାମିଲନାଡ଼ୁ ଜିତିଲା ସିକେ ନାୟୁଡ଼ୁ ଟ୍ରଫି
ଦିଣ୍ଡିଗୁଲ (ତାମିଲନାଡ଼ୁ): ତାମିଲନାଡ଼ୁ ପ୍ରଥମ ଥର ସିକେ ନାୟୁଡ଼ୁ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି। ଏଠାରେ ଚାଲିଥିବା ଫାଇନାଲ୍ରେ ଘରୋଇ ଦଳ ୭ ୱିକେଟ୍ରେ ମହାରାଷ୍ଟ୍ରକୁ…
Read More » -
ଓଡିଶା
Throwball: ଅର୍ଥାଭାବରୁ ଜାତୀୟ ପ୍ରତିଯୋଗିତାରୁ ବଞ୍ଚିତ ହେଲା ଓଡ଼ିଶା ମହିଳା ଥ୍ରୋବଲ୍ ଦଳ
ଭୁବନେଶ୍ବର: ଅର୍ଥାଭାବରୁ ଓଡ଼ିଶା ମହିଳା ଥ୍ରୋବଲ୍ ଦଳ ୩୪ତମ ଜାତୀୟ ବରିଷ୍ଠ ଫେଡେରେସନ୍ କପ୍ ଥ୍ରୋବଲ୍ ପ୍ରତିଯୋଗିତା ଖେଳିବାରୁ ବଞ୍ଚିତ ହୋଇଛି। ଗତବର୍ଷ ଜାତୀୟ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତି ରାଜ୍ୟ…
Read More » -
ଖେଳ
Indian Well Quarters: ଇଣ୍ଡିଆନ୍ ୱେଲ୍ସ: କ୍ବାର୍ଟରରେ ଭାମ୍ବ୍ରି ଇଣ୍ଡିଆନ ୱେଲ୍ଓ
(କାଲିଫର୍ଣ୍ଣିୟା, ଆମେରିକା): ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି ଏବଂ ତାଙ୍କ ସ୍ବିଡିସ୍ ସାଥୀ ଗୋରାନ ଗୋରାନସନ୍ ଏଠାରେ ଚାଲିଥିବା ଇଣ୍ଡିଆନ ୱେଲ୍ସ ମାଷ୍ଟର୍ସ ପ୍ରତିଯୋଗିତାର କ୍ବାର୍ଟର…
Read More » -
ଖେଳ
Kirti Azad Responds: କୀର୍ତ୍ତି ଆଜାଦଙ୍କୁ ଗମ୍ଭୀରଙ୍କ ଭର୍ତ୍ସନା
ନୂଆଦିଲ୍ଲୀ: ବିଶ୍ବକପ୍ ଜିତିବା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ୍ ଦଳ ଅହମଦାବାଦସ୍ଥିତ ମହାବଳୀ ହନୁମାନଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ଓ ଦର୍ଶନ କରିଥିଲେ।…
Read More » -
ଖେଳ
Ishan Kishan Threatens: ବରୁଣଙ୍କୁ ହଟାଇ ରସିଦ ୧ ନଂ
ଦୁବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ପ୍ରଭାବହୀନ ବୋଲିଂ କରିବା ପରେ ଭାରତୀୟ କ୍ରିକେଟ୍ ଦଳର ବିସ୍ମୟ ସ୍ପିନର୍ ବରୁଣ ଚକ୍ରବର୍ତ୍ତୀ ଆଇସିସି ମାନ୍ୟତାର ଏକ ନମ୍ବର ସ୍ଥାନ ହରାଇଛନ୍ତି।…
Read More » -
ଖେଳ
South Africa Team: ବୁଧବାର ରାତିରେ ଫେରିବେ ଦକ୍ଷିଣ ଆଫ୍ରିକା ଖେଳାଳି: ଆଇସିସି
ମୁମ୍ବାଇ: ଓ୍ବେଷ୍ଟଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳର ସ୍ବଦେଶ ବାହୁଡ଼ା ନେଇ ନିଜର ପ୍ରତିକ୍ରିୟା ରଖିଛି ଆଇସିସି। ଏ ନେଇ ପାତରଅନ୍ତର କରାଯାଉଥିବା ଅଭିଯୋଗକୁ ଦୃଢଭାବେ ଅସ୍ବୀକାର କରି…
Read More » -
ଖେଳ
Sri Lanka-Afghanistan series cancelled: ଯୁଦ୍ଧ ପାଇଁ ଶ୍ରୀଲଙ୍କା-ଆଫଗାନିସ୍ତାନ ଶୃଙ୍ଖଳା ବାତିଲ
କାବୁଲ: ଯୁଦ୍ଧ ଯୋଗୁଁ ଚଳିତ ମାସରେ ୟୁଏଇରେ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ସ୍ଥଗିତ ରଖାଯାଇଛି। ଏ ନେଇ ଆଫଗାନ କ୍ରିକେଟ୍ ବୋର୍ଡ…
Read More »