Breaking News
Browsing Category

ଅପରାଧ

ବିପର୍ଯ୍ୟୟ ଆଣିଲା ସୁଯୋଗ!: ଭୂକମ୍ପରେ କରାଚୀ ଜେଲ୍ କାନ୍ଥ ଫାଟିଲା, ପଳାଇଲେ କଏଦୀ

କରାଚୀ: ଭୂକମ୍ପ ଲୋକଙ୍କ ପାଇଁ ବିପର୍ଯ୍ୟୟ ଆଣିଥାଏ, ଅନେକ ଘର ଭୁଶୁଡ଼ି ପଡ଼ିଥାଏ ଏବଂ ସହରର ଭିତ୍ତିଭୂମିକୁ ବଡ଼ କ୍ଷତି ପହଞ୍ଚାଇଥାଏ। କିନ୍ତୁ ପାକିସ୍ତାନର କରାଚୀରେ ହୋଇଥିବା ଭୂକମ୍ପ କରାଚୀ ଜେଲ୍‌ରେ ବନ୍ଦୀ ଥିବା କିଛି କଏଦୀଙ୍କ ପାଇଁ ସୁଯୋଗ ଆଣିଦେଇଛି। ଅଧିକାରୀଙ୍କ…

ଶର୍ମିଷ୍ଠା ପାନୋଲିଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିବା ଅଭିଯୋଗକାରୀ ନିଖୋଜ

ଗୁୁରୁଗ୍ରାମ: ପହଲଗାମ୍‌ ଆକ୍ରମଣର ପ୍ରତିଶୋଧ ଭାବେ ଆରମ୍ଭ ହୋଇଥିବା ‘ଅପରେସନ୍‌ ସିନ୍ଦୂର’ ସଂପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ‌ହୋଇଥିଲେ ଆଇନ୍‌ ଛାତ୍ରୀ ଶର୍ମିଷ୍ଠା ପାନୋଲି। ପୁଣେର ଏହି ଆଇନ୍‌ ଛାତ୍ରୀ ଜଣଙ୍କୁ ଗୁରୁବାର ରାତିରେ କୋଲକାତା ପୁଲିସ୍‌ ଗିରଫ କରିଛି। ତେବେ ଏହି…

ଏସ୍‌ଟିଏଫ୍‌ ପଞ୍ଝାରେ ହାତୀ ଶିକାରୀ : ୫୦ ଲକ୍ଷ ଟଙ୍କାର ହାତୀଦାନ୍ତ ଜବତ

ଭୁବନେଶ୍ବର/ ବୌଦ୍ଧ: କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ଟିମ୍‌ ବୌଦ୍ଧ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳର ପ୍ରମୋଦ କୁମାର ପରିଡ଼ା(୪୫)କୁ ଗିରଫ କରି ଦୁଇଟି ହାତୀଦାନ୍ତ ଜବତ କରିଛି। ଜବତ ହାତୀଦାନ୍ତର ମୂଲ୍ୟ ୫୦ଲକ୍ଷ ଟଙ୍କାରୁ ଅଧିକ ହେବ। ତାକୁ କଣ୍ଟାମାଳ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇବା…

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅର୍ଥ ହେରଫେର୍‌: ଜିଲ୍ଲାପାଳଙ୍କୁ ଅଭିଯୋଗ

ଜହ୍ନାପଙ୍କ: ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚ‌ାୟତ ଅନ୍ତର୍ଗତ ଜହ୍ନାପଙ୍କ ଗନ୍ଧରାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏସ୍‌ସି ଓ ଏସ୍‌ଟି ଛାତ୍ରଛାତ୍ରୀ ଏବଂ ଏଜୁକେସନ ପ୍ରାକ୍ଟିକାଲ ପାଇଁ ବେଆଇନ ଅର୍ଥ ସଂଗ୍ରହ କରିଥିବା ଜଣେ ଶିକ୍ଷା ବିଭାଗ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଅଧ୍ୟକ୍ଷ…

୮ ରାଜ୍ୟରେ ୧୫ ପ୍ରଶାସନିକ ଅଧିକାରୀଙ୍କ ପ୍ରମାଣପତ୍ର ଯାଞ୍ଚ୍‌ ହେବ

ନୂଆଦିଲ୍ଲୀ: ନକଲି ପ୍ରମାଣପତ୍ର ଦେଇ ମାଳ ମାଳ ଲୋକ ସରକାରୀ ଚାକିରି କରିବାର ଉଦାହରଣ ପୂର୍ବରୁ ଆମ ନିକଟରେ ରହିଛି।ଏବେ ଏହି ନକଲି ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ନକଲି କିମ୍ବା ସନ୍ଦେହଜନକ ସଂରକ୍ଷଣ ପ୍ରମାଣପତ୍ର…

ମଦ ପାଇଁ ଟଙ୍କା ଦେଲେନି ବୋଲି… ଠେଙ୍ଗାରେ ପିଟି ମା’ଙ୍କୁ ହତ୍ୟା

ଛେଣ୍ଡିପଦା: ମଦ ପାଇଁ ମା’ ଟଙ୍କା ନ ଦେବାରୁ ରାକ୍ଷସ ପ‌ାଲଟିଗଲା ପୁଅ। ନିଜ ଜନ୍ମକଲା ମା’କୁ ଅତି ନୃଶଂସ ଭାବେ ଠେଙ୍ଗାରେ ପିଟି ମାରିଦେଲା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ପରା ଗାଁରେ। ରବିବାର ବିଳମ୍ବିତ ରାତିରେ ପୁଅର ଠେଙ୍ଗା ମାଡ଼ରେ…

ଜମ୍ମୁ-କଶ୍ମୀର: ଏନ୍‌କାଉଣ୍ଟ୍‌ରେ ୩ ଆତଙ୍କୀ ନିହତ

ଜମ୍ମୁ-କଶ୍ମୀର: ଗୁରୁବାର ସକାଳେ ଜମ୍ମୁ-କଶ୍ମୀରର କିସ୍ତୱାର ଜିଲ୍ଲାର ଚାତ୍ରୋ ସିଂହପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଯାଇଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସୁରକ୍ଷା ବାହିନୀ ଦ୍ୱାରା ତିନିରୁ ଚାରି ଜଣ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ…

ଦୁର୍ଦ୍ଦାନ୍ତ ବାସବରାଜୁ ସମେତ ୨୭ ନକ୍ସଲ ନିପାତ: ମୁଣ୍ଡ ଉପରେ ଥିଲା ଦେଢ଼ କୋଟିର ପୁରସ୍କାର, ଅପରେସନ୍‌ରେ ଜଣେ ଯବାନ…

ମାଲକାନଗିରି: ଲାଲ୍‌ ଆତଙ୍କ ଉପରେ ସୁରକ୍ଷାକର୍ମୀଙ୍କ ବଡ଼ ପ୍ରହାର। ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅବୁଝମଡ଼ ଜଙ୍ଗଲରେ ୨୭ ଜଣ ନକ୍ସଲ ନିପାତ ହୋଇଛନ୍ତି। ସଂଗଠନର ମହାସଚିବ ନାମ୍ବଲା କେଶବ ରାଓ ଓରଫ୍‌ ବାସବରାଜୁ ଓରଫ୍‌ ଗଗନ୍ନା ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବିପୁଳ ପରିମାଣର…

ରାଜ୍ୟରେ ଦୁର୍ନୀତିର ଅଲୋଡ଼ା ଚିତ୍ର: ୮ ବର୍ଷରେ ୧୩୭ କୋଟିର ସୁନା, ଟଙ୍କା ଜବତ

ଚିରଞ୍ଜୀବୀ କର କଟକ: ରାଜ୍ୟର ଦୁର୍ନୀତିଖୋର ସରକାରୀ ବାବୁଙ୍କ ଠାରୁ ଭିଜିଲାନ୍‌ସ ଗଲା ୮ ବର୍ଷ ଭିତରେ ୧୨୨୦୦୫. ୩୪୭ ଗ୍ରାମର (୧୨୨. ୦୦୫୩୪୭ କିଲୋ) ସୁନା ଅଳଙ୍କାର ଜବତ କରିଛି। ଏସବୁକୁ ବ୍ୟାଙ୍କରେ ଜମା କରାଯାଇଥିବା ବେଳେ ‌ଏ ସବୁର ଆନୁମାନିକ ବଜାର ମୂଲ୍ୟ ୧୦୯ କୋଟି…

ରାସ୍ତାକଡ଼ରୁ ଉଠାଇ ପାଳିଥିଲେ: ପ୍ରେମ ପାଇଁ ମା’କୁ ହତ୍ୟା କଲା ନାବାଳିକା ଝିଅ

ପାରଳାଖେମୁଣ୍ଡି: ଏକ ରହସ୍ୟ ରୋମାଞ୍ଚଭରା ଅପରାଧ ଘଟଣା ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଆଲୋଡ଼ନ ଖେଳାଇ ଦେଇଛି। ତେଲିଶୁଣ୍ଢି ସାହିରେ ଅନୈତିକ ପ୍ରେମ ସମ୍ପର୍କକୁ ବାରଣ କରିବାରୁ ପ୍ରେମିକ ସହ ମିଶି ମା’କୁ ହତ୍ୟା କରିଛି ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ପାଳିତା କନ୍ୟା।…