Breaking News
Browsing Category

ଅର୍ଥନୀତି

ଟ୍ରେନ ଟିକେଟ୍ ଉପରେ ଏବେ ମିଳିବ ୨୦% ରିହାତି, ରେଳବାଇଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ ୯।୮: ରେଳବାଇ ଯାତ୍ରୀଙ୍କ ନିମନ୍ତେ ଏକ ବଡ଼ ଯୋଜନା ଲଞ୍ଚ କରିଛନ୍ତି। ଏହି ଯୋଜନା ଅନୁସାରେ ଏବେ ଟିକେଟ୍ ବୁକିଂ ଉପରେ ୨୦% ରିହାତି ମିଳିପାରିବ। ୮ ଅଗଷ୍ଟରେ ଜାରି ଏକ ଆଦେଶରେ ରେଳବାଇ ଏହି ସୂଚନା ଦେଇଛନ୍ତି। ଏହି ଯୋଜନାକୁ ‘ରାଉଣ୍ଡ ଟ୍ରିପ ପ୍ୟାକେଜ’ ନାମ ଦିଆଯାଇଛି। ଏହି…

ବଦଳିବ Air India ବିମାନ ରୂପ ରଙ୍ଗ, ଏହି ବଡ଼ କାମ କରିବାକୁ ଯାଉଛି ଏୟାରଲାଇନ କମ୍ପାନୀ

ନୂଆଦିଲ୍ଲୀ ୧୦।୮: ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏୟାରଲାଇନ୍ସ ଙ୍କ ରକ୍ଷଣାବେକ୍ଷଣାକୁ ନେଇ ସରକାର ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏଭିଏସନ କମ୍ପାନୀଙ୍କୁ ଅନେକ କଡ଼ା ଆଦେଶ ଦେଇଛନ୍ତି। ଏଥି ମଧ୍ୟରେ ଏୟାର ଇଣ୍ଡିଆ…

ସେପ୍ଟେମ୍ୱର ୧ରୁ ଦିଲ୍ଲୀ-ୱାଶିଂଟନ ମଧ୍ୟରେ ବିମାନ ଚାଳଚଳ ଅସ୍ଥାୟୀ ଭାବେ ବନ୍ଦ, ଏୟାର ଇଣ୍ଡିଆର ନିଷ୍ପତ୍ତି

ନୂଆଦିଲ୍ଲୀ: ଅସନ୍ତା ସେପ୍ଟେମ୍ୱର ୧ରୁ ଦିଲ୍ଲୀ ଓ ୱାଶିଂଟନ ମଧ୍ୟରେ ଉଡାଣକୁ ଅସ୍ଥାୟୀ ଭାବେ ବନ୍ଦ କରିଛି ଏୟାର ଇଣ୍ଡିଆ । ସୋମବାର ଏନେଇ ବିମାନ ପରିଚାଳନା କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି । ଏହି ନିଷ୍ପତ୍ତି ଅନେକ ପରିଚାଳନାଗତ କାରଣ ଯୋଗୁ ନିଆଯାଇଛି ।…

ଆଦାନୀଙ୍କ ହାତକୁ ଆସିଲା ଏହି କମ୍ପାନୀ , ୧୦୦ % ସେୟାର କିଣିବାକୁ କଲେ ଘୋଷଣା

ନୂଆଦିଲ୍ଲୀ : ଆଦାନୀ ଗ୍ରୁପ୍‌ର କମ୍ପାନୀ ଏକ ବଡ଼ ଡିଲ୍ କରିଛି। ଆଦାନୀ ଡିଫେନ୍ସ ସିଷ୍ଟମ୍ସ ଆଣ୍ଡ ଟେକ୍ନୋଲଜିଜ୍ ଲିମିଟେଡ୍‌ (ଏଡିଏସଟିଏଲ) ପ୍ରାଇମ୍‌ ଏୟରୋ ସହ ମିଶି ଏହି ପାର୍ଟନରସିପ୍‌ କରିଛି। ଉଭୟ କମ୍ପାନୀ ମିଶି ଭାରତର ପ୍ରମୁଖ ପ୍ରାଇଭେଟ୍‌ ସେକ୍ଟରର ରକ୍ଷଣାବେକ୍ଷଣ , ମରାମତି ଓ…

ଜିଓ-ଫାଇନାନ୍ସ ଆପ୍‌ର ନୂଆ ଫିଚର, ମାତ୍ର ୨୪ ଟଙ୍କାରେ କରିହେବ ଟ୍ୟାକ୍ସ ଫାଇଲିଂ

ମୁମ୍ବାଇ: ଭାରତରେ ଟିକସଦାତାଙ୍କ ପାଇଁ ଟିକସ ଦାଖଲ ଏବଂ ଆର୍ଥିକ ପ୍ଲାନ ପ୍ରସ୍ତୁତି ଏବେ ବହୁତ ସହଜ ହେବାକୁ ଯାଉଛି। ଜିଓ-ଫାଇନାନ୍ସ ଆପ୍ ଟିକସ ଦାଖଲ ଏବଂ ଟିକସ ପରିଚାଳନା ଫିଚର ସମ୍ପନ୍ନ ଏକ ମଡ୍ୟୁଲ୍ ଶୁଭାରମ୍ଭ କରିଛି। ମାତ୍ର ୨୪ ଟଙ୍କାରୁ ଆରମ୍ଭ ହେଉଥିବା ଏହି ମଡ୍ୟୁଲ୍ସ ଜିଓଫାଇନାନ୍ସ…

ICICର ନୂଆ ଗାଇଡଲାଇନ୍‌: RBI କହିଲା, ସର୍ବନିମ୍ନ ଜମା ରାଶି ନିର୍ଦ୍ଧାରଣ କରିବା ବ୍ୟାଙ୍କର ଅଧିକାର

ନୂଆଦିଲ୍ଲୀ: ନିକଟରେ ଆଇସିଆଇସିଆଇ ବ୍ୟାଙ୍କ ସର୍ବନିମ୍ନ ଜମା ରାଶିକୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରିଛି। ଅର୍ଥାତ୍ ସେଭିଂ ଆକାଉଣ୍ଟ ଧାରି ନିଜ ଖାତରେ ୫୦ ହଜାର ଟଙ୍କା ତଳକୁ ରଖିପାରିବେ ନାହିଁ। ବ୍ୟାଙ୍କର ଏଭଳି ନିର୍ଦ୍ଦେଶ ପରେ ଗ୍ରାହକଙ୍କ ମଧ୍ୟରେ ଚିନ୍ତା ବଢ଼ି ଯାଇଛି। ଏନେଇ ରିଜର୍ଭ…

ଶିଳ୍ପରେ ୧୧ଟି ଜିଲ୍ଲା ପଛୁଆ: ଗଜପତିରେ ସର୍ବନିମ୍ନ ୧୮୦୦୦ ଏମ୍ଏସ୍‌ଏମ୍ଇ

ଭୁବନେଶ୍ବର: ଶିଳ୍ପାୟନକୁ ରାଜ୍ୟର ପ୍ରତିଟି ଜିଲ୍ଲାରେ ପହଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଉଦ୍ୟମ କରୁଥିବା କହୁଛନ୍ତି। ସଂସଦରୁ ମିଳିଥିବା ତଥ୍ୟ ଅନୁସାରେ ଏବେବି ରାଜ୍ୟରେ ୧୧ଟି ଜିଲ୍ଲା ଶିଳ୍ପ ଅନୁସାରେ ପଛୁଆ ଭାବେ ଗଣା ହେଉଛନ୍ତି। ସେହି ଜିଲ୍ଲାଗୁଡ଼ିକ…

୫୦ ଦେଶ ସହ ରପ୍ତାନି ବଢ଼ାଇବ ଭାରତ: ପ୍ରସ୍ତୁତ ହେଉଛି ସ୍ବତନ୍ତ୍ର ରଣନୀତି

ନୂଆଦିଲ୍ଲୀ: ଆମେରିକା ରାଷ୍ଟପ୍ରତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ପାଲଟା ଶୁଳ୍କ ଲଗାଇବା ପରେ ଦେଶର ରପ୍ତାନି ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଏଭଳି ସମୟରେ ରପ୍ତାନିରେ ସୁଧାର ଆଣିବା ଲାଗି ସରକାର ଏକ ରଣନୀତି ଉପରେ କାମ କରୁଛନ୍ତି। ୫୦ଟି ଦେଶକୁ ଚିହ୍ନଟ କରାଯାଇଛି…

ଅନୁଗୁଳ-ସୁକିନ୍ଦା ରେଳ ପ୍ରକଳ୍ପ ପାଇଁ ୨୫୩୯ କୋଟିର ରିଫାଇନାନ୍ସ ଚୁକ୍ତି

ଭୁବନେଶ୍ବର: ଅନୁଗୁଳ-ସୁକିନ୍ଦା ରେଳ ପ୍ରକଳ୍ପ ଲାଗି ଭାରତୀୟ ରେଳ ଫାଇନାନ୍ସ କର୍ପୋରେସନ୍ (ଆଇଆର୍‌ଏଫ୍‌ସି) ସହିତ ୨୫୩୯ କୋଟି ଟଙ୍କାର ରିଫାଇନାନ୍ସ ଚୁକ୍ତି ସ୍ବାକ୍ଷର ହୋଇଛି। ପ୍ରକଳ୍ପର ପରିଚାଳନା ନିର୍ଦେଶକ ଦିଲ୍ଲୀପ କୁମାର ସାମନ୍ତରାୟ ଓ ଆଇଆର୍‌ଏଫ୍‌ସିର ଇଡି ଦୀପା କୋଟ୍‌ନିସ୍‌…

ସରଳ ହେଲା ଆୟକର ବ୍ୟବସ୍ଥା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ‌ ‌ସୋମବାର ଉପସ୍ଥାପନ କରିଥିବା ଆୟକର ବିଲ୍‌ (ସଂଖ୍ୟା.୨) ଲୋକସଭାରେ ବାଚନିକ ଭୋଟ୍‌ରେ ଗୃହୀତ ହୋଇଛି। ଏଥର ନିୟମକୁ ଆହୁରି ସରଳ ଓ ସ୍ପଷ୍ଟ କରାଯାଇଛି। ପୂର୍ବରୁ ରହିଥିବା ସମସ୍ତ ଦ୍ବନ୍ଦ୍ବକୁ ଦୂର କରାଯାଇଛି। ବିଳମ୍ବିତ ରିଟର୍ଣ୍ଣ…