Breaking News
Browsing Category

ଅର୍ଥନୀତି

ସଂସଦରେ ଆଗତ ହେଲା ସଂଶୋଧିତ ଆୟକର ବିଲ୍ ୨୦୨୫

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକସଭାରେ ସଂଶୋଧିତ ଆୟକର ବିଲ ଉପସ୍ଥାପନ କରିଛନ୍ତି। ଏହି ନୂତନ ବିଲରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟିର ଅଧିକାଂଶ ସୁପାରିଶ ଅନ୍ତର୍ଭୁକ୍ତ ରହିଛି। ଗତ ସପ୍ତାହରେ ସରକାର ଆୟକର ବିଲ,…

ଆଲୁମିନିୟମ୍ ଶିଳ୍ପ ପ୍ରଭାବିତ ହେବ: ଆଶଙ୍କାରେ ରାଜ୍ୟର ୩.୫ ଲକ୍ଷ କୋଟି ରପ୍ତାନି ଲକ୍ଷ୍ୟ

ଭୁବନେଶ୍ବର: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଦୁଇ ପର୍ଯ୍ୟାୟରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ତାହା ରାଜ୍ୟର କେବଳ ଚିଙ୍ଗୁଡ଼ି ରପ୍ତାନି ନୁହେଁ, ଧାତବ, ଖଣିଜ ପଦାର୍ଥ, ରସାୟନ, କୃଷିଜାତ ସାମଗ୍ରୀ ଓ ସ‌ଫ୍ଟୱେର୍‌ ରପ୍ତାନିକୁ ମଧ୍ୟ ପ୍ରଭାବିତ କରିବ। ଓଡ଼ିଶା…

ତୃତୀୟ ବୃହତ୍ ଅର୍ଥନୀତି ଦିଗରେ ବଢ଼ୁଛି ଭାରତ:ମୋଦୀ

ବେଙ୍ଗାଲୁରୁ: ଭାରତକୁ ‘ମୃତ ଅର୍ଥନୀତି’ ବୋଲି ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ମନ୍ତବ୍ୟର କଡ଼ା ସମାଲୋଚନା ଆଜି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି। ସିଧାସଳଖ ଟ୍ରମ୍ପଙ୍କ ନାଁ ନେଇ ନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଭାରତ ବିଶ୍ବର ତୃତୀୟ…

ଆମେରିକା ଉପରେ ଜବାବୀ ଟିକସ ଲଗାଇବ ଭାରତ

ନୂଆଦିଲ୍ଲୀ: ଭାରତର ଇସ୍ପାତ, ଆଲୁମିନିୟମ୍ ଓ ଅନ୍ୟାନ୍ୟ ଉତ୍ପାଦ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଆମେରିକା ଉପରେ ପାଲଟା ଶୁଳ୍କ ଲଗାଇବାକୁ ଭାରତ ବିଚାର କରୁଛି। ଭାରତ ଓ ଆମେରିକା ଭିତରେ ସମ୍ପର୍କ ଖରାପ ହେବା ପରେ ପ୍ରଥମ ଥର ପାଇଁ ଭାରତ ଏଭଳି ପଦକ୍ଷେପ ନେବାକୁ ଯାଉଛି ଯାହା…

କିଏ ବାହାର କରିଥିଲା ପେନଡ୍ରାଇଭ?

ନୂଆଦିଲ୍ଲୀ: ଆପଣ ତ ନିଶ୍ଚିତ ଭାବେ ପେନଡ୍ରାଇଭ ଦେଖିଥିବେ | ତେବେ କେବେ ଭାବିଛନ୍ତି କି ପେନଡ୍ରାଇଭ କିଏ ଉଦ୍ଭାବନ କରିଥିଲେ? ଆଜି ଆମେ ଆପଣଙ୍କୁ ସେବାବଦରେ ସୂଚନା ଦେବୁ | ସାଧାରଣତଃ ଏକ ପେନ୍ ଡ୍ରାଇଭ୍‌ର ଓଜନ ପ୍ରାୟ ୩୦ ଗ୍ରାମ। ୨୦୦୦ ଦଶକର ପ୍ରାରମ୍ଭରେ ପ୍ରଥମ ପେନ୍ ଡ୍ରାଇଭ୍ ବଜାରକୁ…

ସୁନା କିଣିବାର ଯୋଜନା କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ଗତ ସପ୍ତାହର ଦର…

ନୂଆଦିଲ୍ଲୀ: ଆଜିକାଲିକା ସମୟରେ ସୁନା ହେଉଛି ସବୁଠାରୁ ମୂଲ୍ୟବାନ ସଂପତ୍ତି। ସୁନାର ମୂଲ୍ୟ ଯେତେ ଅଧିକ ବଢ଼ି ବଢ଼ି ଚାଲିଛି ଲୋକ ସେତେ ଅଧିକ କିଣି କିଣି ଚ‌ାଲୁଛନ୍ତି। ଯଦି ଆପଣ ବି ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ପ୍ରଥମେ ଆପଣଙ୍କୁ ଗତ ଗୋଟିଏ…

୧୫ ଦିନରେ ସମାଧାନ ହେବ ମୃତବ୍ୟକ୍ତିଙ୍କ ବ୍ୟାଙ୍କ ଖାତା ସଂପର୍କିତ ଦାବି, ରିଜର୍ଭ ବ୍ୟାଙ୍କର ନୂଆ ନିୟମ

ମୁମ୍ବାଇ : ମୃତ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ଲକର ସହିତ ଜଡିତ ଦାବିଗୁଡ଼ିକୁ ୧୫ ଦିନ ମଧ୍ୟରେ ସମାଧାନ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ସ୍ୱତନ୍ତ୍ର ପଦକ୍ଷେପ ନେଇଛି। ଏଥିପାଇଁ ଏକ ଚିଠା ସର୍କୁଲାର ଜାରି କରାଯାଇଛି । ମୃତ ବ୍ୟାଙ୍କ…

ଟ୍ରମ୍ପ୍ ସରକାର ବିଫଳ!: ଆମେରିକାର ଋଣ ୩୭ ଟ୍ରିଲିୟନ ଡଲାର ଟପିଲା

ୱାଶିଂଟନ:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଅର୍ଥନୀତି ବିଷୟରେ ବଡ଼ ବଡ଼ ଦାବି କରୁଛନ୍ତି କିନ୍ତୁ ଦେଶର ବୃଦ୍ଧି ପାଉଥିବା ଋଣକୁ ରୋକିବାରେ ସେ ବିଫଳ ହୋଇଛନ୍ତି। ପ୍ରଥମ ଥର ପାଇଁ ଆମେରିକାର ଋଣ ଆନୁଷ୍ଠାନିକ ଭାବରେ ୩୭ ଟ୍ରିଲିୟନ ଡଲାର ଅତିକ୍ରମ କରିଛି।…

ଟ୍ରମ୍ପଙ୍କ ଶୁଳ୍କ ମାଡ଼: କପଡ଼ା ଉତ୍ପାଦନ କମିଲା, ବିପଦରେ ୬୦୦୦ କୋଟିର ରପ୍ତାନି

ଚେନ୍ନାଇ: ତାମିଲନାଡ଼ୁର ତିରୁପୁର ‌ଦେଶର ଏକ ପ୍ରମୁଖ କପଡ଼ା ଉତ୍ପାଦନ କେନ୍ଦ୍ର। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦% ଶୁଳ୍କ ଲଗାଇବା ପରେ ଏଠାରେ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ବିଶେଷକରି ଆମେରିକାକୁ କପଡ଼ା ରପ୍ତାନି କରୁଥିବା ଅଧିକାଂଶ ନିର୍ମାତା ସେମାନଙ୍କ…

ରେଳବାଇର ‘ରାଉଣ୍ଡ୍‌ ଟ୍ରିପ୍‌ ପ୍ୟାକେଜ୍‌’: ରିଟର୍ଣ୍ଣ ଟିକଟ୍‌ରେ ୨୦% ରିହାତି

ନୂଆଦିଲ୍ଲୀ: ପାର୍ବଣ ସମୟରେ ଟ୍ରେନ ଯାତ୍ରାରେ ହେଉଥିବା ଭିଡ଼କୁ ବ୍ୟବସ୍ଥିତ କରିବା ପାଇଁ ରେଳବାଇ ପକ୍ଷରୁ ଆଜି ‘ରାଉଣ୍ଡ୍‌ ଟ୍ରିପ୍‌ ପ୍ୟାକେଜ୍‌’ ନାମରେ ଏକ ସ୍ବତନ୍ତ୍ର ସ୍କିମ୍‌ ପରୀକ୍ଷାମୂଳକ ଭାବେ ଆରମ୍ଭ ନେଇ ଘୋଷଣା କରାଯାଇଛି। ଅକ୍ଟୋବର ୧୩ରୁ ୨୬ ମଧ୍ୟରେ ଯାତ୍ରା କରିବା ଏବଂ…