Breaking News
Browsing Category

ଅର୍ଥନୀତି

ଟ୍ରମ୍ପଙ୍କ ଶୁଳ୍କ ଚଡ଼କ: ଓଡ଼ିଶା ଚିଙ୍ଗୁଡ଼ି ରପ୍ତାନି ୭୦% କମିବ

ଭୁବନେଶ୍ବର: ଓଡ଼ିଶା ଦେଶର ଅନ୍ୟତମ ପ୍ରମୁଖ ସାମୁଦ୍ରିକ ଖାଦ୍ୟ ରପ୍ତାନି ରାଜ୍ୟ। ଓଡ଼ିଶାର ମୋଟ ଚିଙ୍ଗୁଡ଼ି ଓ ସାମୁଦ୍ରିକ ଖାଦ୍ୟ ରପ୍ତାନିରୁ ପ୍ରାୟ ୭୦ ପ୍ରତିଶତ  ଯୁକ୍ତରାଷ୍ଟ୍ର ଆମେରିକାକୁ ହୋଇଥାଏ। ବର୍ଷକୁ ପ୍ରାୟ ୨୦୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟ…

ହୀରା ପରେ ଏବେ ସୁନା: ଜବଲପୁର ମାଟି ତଳେ ସୁନା ଭଣ୍ଡାର ସନ୍ଧାନ

ଜବଲପୁର: ମଧ୍ୟପ୍ରଦେଶ  କୃଷି କ୍ଷେତ୍ରରେ ଅଗ୍ରଣୀ ହେବା ସହିତ ଜୈବ ବିବିଧତା ଏବଂ ଖଣିଜ ସମ୍ପଦରେ ମଧ୍ୟ ସମୃଦ୍ଧ। ମଧ୍ୟପ୍ରଦେଶର ପାନ୍ନା ଖଣି ସାରା ବିଶ୍ୱରେ ଏହାର ସର୍ବୋତ୍ତମ ଗୁଣବତ୍ତା ହୀରା ପାଇଁ ପ୍ରସିଦ୍ଧ। ଏବେ  ମଧ୍ୟପ୍ରଦେଶର ଜବଲପୁରରେ ଏକ ସୁନା ଭଣ୍ଡାରର ସନ୍ଧାନ ମିଳିଛି।…

ଭାରତକୁ ଡବଲ ଝଟ୍‌କା ଦେଲେ ଟ୍ରମ୍ପ୍: ୨୫ ପ୍ରତିଶତ ବଦଳରେ ୫୦ ପ୍ରତିଶତ ଶୁଳ୍କ ଲଗାଇଲେ

ନୂଆଦିଲ୍ଲୀ/ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତକୁ ପୁଣି ଏକ ବଡ଼ ଝଟ୍‌କା ଦେଇଛନ୍ତି। ଟ୍ରମ୍ପ୍ ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ତାଙ୍କ ନିଷ୍ପତ୍ତି ପରେ, ଆମେରିକା ଦ୍ୱାରା ଭାରତ ଉପରେ ଲାଗୁ ହୋଇଥିବା ଶୁଳ୍କ ୨୫ ରୁ ୫୦…

ଟ୍ରମ୍ପ୍‌ଙ୍କ ଶୁଳ୍କ ବିରୁଦ୍ଧରେ ଭାରତ ସହିତ ଛିଡ଼ାହେଲେ ଏସବୁ ଦେଶ

ନୂଆଦିଲ୍ଲୀ/ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସମ୍ପ୍ରତି ତାଙ୍କ ଟାରିଫ୍ ନୀତି ଯୋଗୁ ବିଶ୍ୱ ବାଣିଜ୍ୟ ଜଗତରେ ଚହଳ ସୃଷ୍ଟି କରିଛନ୍ତି। ଏହି ନୀତି ଅନୁଯାୟୀ, ଆମେରିକା ନିଜର ବାଣିଜ୍ୟିକ ଅଂଶୀଦାରମାନଙ୍କ ଉପରେ ୧୦ ରୁ ୫୦% ପର୍ଯ୍ୟନ୍ତ ଟାରିଫ୍ ଲାଗୁ କରିଛି।…

‘ସମ୍ବାଦ ଭବନ’ରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଉପରେ ବୈଠକ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଉପରେ ଏକ ବୈଠକ ମଙ୍ଗଳବାର ଅପରାହ୍ନରେ ‘ସମ୍ବାଦ ଭବନ’ରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ଭୁବନେଶ୍ୱର କାର୍ଯ୍ୟାଳୟର ଆଞ୍ଚଳିକ ଭବିଷ୍ୟନିଧି ଓ…