Breaking News
Browsing Category

ଓଡିଶା

ପମ୍ପ୍‌ଡ ଷ୍ଟୋରେଜ୍‌ ବିଦ୍ୟୁତ୍‌ ପ୍ରକଳ୍ପକୁ ମଞ୍ଜୁରି: ଅଭାବ ମେଣ୍ଟାଇବ ଖଡ଼ିକାଯୋଡ଼ି ପ୍ରକଳ୍ପ

ମାଲକାନଗିରି: ବିଦ୍ୟୁତ୍‌ ଅଭାବକୁ ମେଣ୍ଟାଇବା ସହ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଯାଉଛି ନୂଆ ପ୍ରକଳ୍ପ। କେନ୍ଦ୍ର ସରକାର ଏବଂ ଓଡ଼ିଶା ନବୀକରଣ ଯୋଗ୍ୟ ଶକ୍ତି ନୀତି-୨୦୨୨ ଅନୁସାରେ କେନ୍ଦ୍ର ସରକାରଙ୍କ ପମ୍ପଡ୍‌ ଷ୍ଟୋରେଜ୍‌…

ବଦଳୁଛି ପିଲାଙ୍କ କ୍ୟାରିୟର୍‌ ପସନ୍ଦ: ଇଞ୍ଜିନିୟରିଂ ଛାଡ଼ି ସିଭିଲ୍‌ ସର୍ଭିସ୍‌ ମୁହାଁ

କେଶବ ପାଣି ଭୁବନେଶ୍ୱର: ଗୋଟିଏ ସମୟ ଥିଲା ଯୁକ୍ତ୨ ପାଠପଢ଼ା ଶେଷ କରିବା କ୍ଷଣି ମେଧାବୀ ପିଲାମାନେ ଇଞ୍ଜିନିୟରିଂରେ କ୍ୟାରିୟର୍‌ କରୁଥିଲେ। ମେକାନିକାଲ୍‌ ଇଞ୍ଜିନିୟରିଂ, ସିଭିଲ୍‌ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପରି ପାଠ୍ୟକ୍ରମରେ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ…

ବାଲିଯାତ୍ରା ଉଦ୍‌ଘାଟନ କରିପାରନ୍ତି ମୋଦୀ

କଟକ: ଐତିହାସିକ କଟକ ବାଲିଯାତ୍ରା ଉଦ୍‌ଘାଟନୀ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରାଶାସନିକ ସ୍ତରରେ ବି ଏଥିପାଇଁ ଏକପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଥିବା ଶୁଣିବାକୁ ମିଳୁଛି। ନଭେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ରାଉରକେଲା ଗସ୍ତରେ ଆସୁଥିବାରୁ…

ହେଲିକପ୍ଟର୍‌ରେ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ: ‘ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦିଅ’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ହେଲିକପ୍ଟରରେ ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ ସଂଧ୍ୟାରେ ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟରେ ସ୍ଥିତି ସମୀକ୍ଷା କରିଛନ୍ତି। ଏହାସହ ସମସ୍ତ ଜିଲ୍ଲାପାଳଙ୍କୁ ନଭେମ୍ବର ୨ ତାରିଖ ସୁଦ୍ଧା କ୍ଷୟକ୍ଷତି…

ଖଲ୍ଲିକୋଟରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା କମଳାପଦର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଠାରେ ନିଆଁ ଲାଗି ୩ ପରିବାରର ୧୨ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ଆକଳନ କରାଯାଇଛି। ସର୍ଟସର୍କିଟରୁ ନିଆଁ ଲାଗିଥିଵା ସନ୍ଦେହ ହେଉଛି। ଏହି…

ରାଜକନିକା ବ୍ଲକ ଖୁଣ୍ଟା ଗାଁରେ ଭୟାବହ ଅଗ୍ନିକାଣ୍ଡ: ସର୍ବସ୍ବାନ୍ତ ହୋଇଗଲା ପରିବାର

ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଖୁଣ୍ଟା ଗାଁର ବିଶ୍ୱମ୍ବର ଜେନାଙ୍କ ପରିବାର ଛେଳି କୁକୁଡ଼ା ଓ ଗାଈ ରଖି ଦୁଖେ କଷ୍ଟେ ଚାଲୁଥିଲାl ହେଲେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨୯ଟି ଛେଳି, ୧୫ଟି କୁକୁଡ଼ା ଓ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି l ଏବେ କାନ୍ଦ…

ଆଜି ପୁଣି ସାମୁଦ୍ରିକ ବାତ୍ୟା ‘ଦାନା’ ପ୍ରଭାବିତ ଅଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ମଧ୍ୟାହ୍ଣ ୧୨ଟାରେ ପୁଣି ସାମୁଦ୍ରିକ ବାତ୍ୟା ‘ଦାନା’ର ପ୍ରଭାବରେ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯିବେ। ସେ ଭୁବନେଶ୍ଵର ବିମାନବନ୍ଦରରୁ ହେଲିକପ୍ଟର ଯୋଗେ  ଯାଇ ବାତ୍ୟା ପ୍ରଭାବିତ…

ରାଜ୍ୟର ୧୬% ଆୟକରଦାତା ମହିଳା, ଜାତୀୟ ସ୍ତରଠୁ ଅଧିକ

ଭୁବନେଶ୍ବର: ଶ୍ରମଶକ୍ତିରେ ମହିଳାମାନଙ୍କ ଯୋଗଦାନ ବଢ଼ିବା ସହିତ ବ୍ୟକ୍ତିଗତ ଆୟକରଦାତା ବର୍ଗରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସର୍ବଭାରତୀୟ ସ୍ତରରେ ଏହି ଧାରା ଦେଖାଦେଇଥିବା ବେଳେ ଓଡ଼ିଶା ସେଥିରେ ପଛରେ ନାହିଁ। ଦେଶର ପ୍ରାୟ ୧୫ ପ୍ରତିଶତ ଆୟକରଦାତା ମହିଳା ହୋଇଥିବା ବେଳେ…

ଜାତୀୟ ରାଜପଥରେ ବୃକ୍ଷ ଧରାଶାୟୀ, ମାତ୍ର ୩୦ମିନିଟରେ ଅବରୋଧ ହଟାଇଲେ ବନବିଭାଗ ଓ ପୁଲିସ

ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ବୈଶିଙ୍ଗା ବଜାର ଠାରୁ ଯୁଗଳ ଛକ ପର୍ଯ୍ୟନ୍ତ ଏକାଧିକ ବିଶାଳକାୟ ବୃକ୍ଷ ରାଜପଥ ଉପରେ ପଡି ରାସ୍ତା ଅବରୋଧ ହୋଇଥିବାବେଳେ ବନବିଭାଗ ଓ ପୁଲିସ ମିଶି ତୁରନ୍ତ ୩୦ମିନିଟରେ ଗଛ ସବୁକୁ କାଟି ହଟାଇଲେ ଅବରୋଧ l ସୂଚନା ଅନୁଯାୟୀ,…

ବାଣ ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ଗୁରୁତର

ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଗୋଳାପୋଖରୀ ପଞ୍ଚାୟତ ଅଧୀନ ତରବାଲୋ ଗ୍ରାମରେ ବେଆଇନ ଭାବରେ ବାଣ ପ୍ରସ୍ତୁତ କରୁଥିବାବେଳେ ବିସ୍ପୋରଣ ହେବା ସହିତ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ ଉକ୍ତ ଗ୍ରାମର ଧନେଶ୍ୱର ଦଳେଇ। ଆସନ୍ତା ଦୀପାବଳିକୁ ଆଖି ଆଗରେ…