Breaking News
Browsing Category

ଓଡିଶା

ଚିରନିଦ୍ରାରେ ଓଡ଼ିଶା ବିଧାନସଭାର ପ୍ରଥମ ବିଧାୟକ ମକରଧ୍ୱଜ ପ୍ରଧାନ

ବ୍ରଜରାଜନଗର: ଓଡ଼ିଶା ବିଧାନସଭାର ପ୍ରଥମ ବିଧାୟକ ମକରଧ୍ୱଜ ପ୍ରଧାନଙ୍କର ଆଜି ଝାରସୁଗୁଡ଼ା ଜିଲ୍ଲା ବାଘମୁଣ୍ଡାସ୍ଥିତ ନିଜ ବାସଭବନରେ ପରଲୋକ ହୋଇଛି। ତାଙ୍କୁ ୧୦୨ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ କାରଣରୁ ସେ ଗତ ୨ମାସ ହେଲା ଶଯ୍ୟାଶାୟୀ ଥିଲେ। ଗାଁ ଶ୍ମଶାନରେ…

ବାତ୍ୟା ‘ଦାନା’ରେ ଏହି ୩ ଜିଲ୍ଲାର ଅଧିକାଶଂ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି

ଭୁବନେଶ୍ବର: ବାତ୍ୟା ‘ଦାନା’ର ଲ୍ୟାଣ୍ଡ୍‌ଫଲ୍‌ ପ୍ରକ୍ରିୟା ସକାଳ ୧୦ଟାରେ ଶେଷ ହୋଇଯାଇଛି। ଅଧ ରାତିର ସେହି ପ୍ରଳୟର ପ୍ରଭାବରେ ତିନି ଜିଲ୍ଲାରେ ବ୍ୟପକ କ୍ଷୟକ୍ଷତି ହୋଇଛି । ଦାନାର ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଜିଲ୍ଲାର ଅଧିକାଶଂ ସ୍ଥାନରେ…

ପୁରୁଷବନ୍ଧୁଙ୍କ ହାତଗୋଡ଼ ବାନ୍ଧି ଯୁବତୀଙ୍କୁ ଗଣଦୁଷ୍କର୍ମ

ନୟାଗଡ଼/ଭାପୁର: ପୁରୁଷବନ୍ଧୁଙ୍କ ହାତଗୋଡ଼ ବାନ୍ଧି ତାଙ୍କ ସମ୍ମୁଖରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି ଦୁର୍ବୃତ୍ତ। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ପୀଠାଖାଇ ଗାଁ’ ନିକଟ ସଂରକ୍ଷିତ ଶାଳ ଜଙ୍ଗଲ ଘଟିଛି ଏହି ଅଭାବନୀୟ ଘଟଣା। ଜଙ୍ଗଲକୁ ଟେକି ନେଇ ତିନି ଜଣ ଯୁବକ ସେମାନଙ୍କ…

ଆଉ ୩ ଦିନ ବନ୍ଦ ରହିବ ଶିମିଳିପାଳ: ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା

ବାରିପଦା: ବାତ୍ୟା ଯୋଗୁଁ ମୟୂରଭଞ୍ଜରେ ପ୍ରବଳ ବର୍ଷା ଜାରି ରହିଥିବାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ଆଉ ୩ ଦିନ ବନ୍ଦ ରହିବ। ପୂର୍ବରୁ ଅକ୍ଟୋବର ୨୩ରୁ ୨୫ତାରିଖ ପର୍ଯ୍ୟନ୍ତ ଅଭୟାରଣ୍ୟ ବନ୍ଦ ଥିବାବେଳେ ଏବେ ଏହାକୁ ୨୮ ତାରିଖ ଯାଏ ବଢ଼ାଇ ଦିଆଯାଇଛି।…

ବାତ୍ୟା ପରେ ଧାମରା ସ୍ଥିତି ବେହାଲ: ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ

ଧାମରା: ଭିତରକନିକାରୁ ଧାମରା ମଧ୍ୟରେ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଥିଲା। ତେବେ, ଗତକାଲି ମଧ୍ୟରାତ୍ରିରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ତାଳଚୁଆ ଓ ଧାମରା ମୁହାଣ ଅତିକ୍ରମ କରିବା ସମୟରେ ବାତ୍ୟା ତାଣ୍ଡବ ରଚିଥିଲା। ଏହାର…

ଆଶା ଦିଦି ଶିବାନୀ ମଣ୍ଡଲଙ୍କ ଭଲ କାମକୁ ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଟେଲିଫୋନ୍ ଯୋଗେ କଥାହୋଇ ବାତ୍ୟା ସମୟରେ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବାରୁ ତାଙ୍କୁ…

ବାତ୍ୟା ଯୋଗୁଁ ୧,୭୫,୦୦୦ ଏକର ଫସଲ କ୍ଷୟକ୍ଷତି ହୋଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ‘ଦାନା’ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି। କୃଷିକ୍ଷେତ୍ରକୁ ବାତ୍ୟା ପ୍ରଭାବିତ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ପ୍ରାଥମିକ ଆକଳନ ଅନୁସାରେ ବାତ୍ୟା ଯୋଗୁଁ ୧,୭୫,୦୦୦ ଏକର ଫସଲ କ୍ଷୟକ୍ଷତି ହୋଇଛି। ସଂପୂର୍ଣ୍ଣ ତଥ୍ୟ…

ଶୂନମୃତ୍ୟୁ ଲକ୍ଷ୍ୟ ହାସଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସକାଳୁ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ପରିସ୍ଥିତିର ସମୀକ୍ଷା କରିବା ସହିତ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।…

ଦୃଷ୍ଟିହୀନ ତିନି ଝିଅଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତାକୁ ଅପେକ୍ଷା କଲେ ଦଂପତି

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁପୁଗାଁ ପଞ୍ଚାୟତ ଅନ୍ତର୍ଗତ ବିରୀଗୁଡା ଗ୍ରାମର ଗୋଟିଏ ପରିବାରର ତିନି ଝିଅ ଦୃଷ୍ଟିହୀନ ଥିବା ବେଳେ ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି। ସେହିପରି ପ୍ରଶାସନ ପକ୍ଷରୁ ମାଗଣା ଚିକିତ୍ସା କରିବା ପାଇଁ ଦାବି ହୋଇଛି। ଫୁପୁଗାଁ…

ଫୁଲୁଛି କାଂଶବାଂଶ : ବାତ୍ୟା ପ୍ରଭାବରେ ରାସ୍ତା ଘାଟ ବନ୍ଦ, ନଈକୂଳିଆ ଲୋକେ ଛାନିଆ

ସୋର: ଗୋଟିଏ ପଟେ ବାତ୍ୟା ଦାନାର ପ୍ରଭାବରେ ରାସ୍ତାଘାଟ ବନ୍ଦ ରହିବା ସହିତ ଅନେକ ଲୋକଙ୍କ ଘରେ ପାଣି ପଶିଯାଇଛି। କାହା ଘର ଉପରେ ଗଛ ପଡ଼ି ଘର ଭାଙ୍ଗିଛି ତ ଆଉ କେଉଁଠି ରାସ୍ତା ଉପରେ ଗଛ ଓ ବିଦ୍ୟୁତ ଖୁଣ୍ଟ ପଡ଼ି ରାସ୍ତା ଅବରୋଧ ହୋଇଛି। ଏପରିସ୍ଥିତିରେ ଆଉ ଏକ ବିପଦ ସ୍ଥାନୀୟ ନଈକୂଳିଆ ଲୋକଙ୍କ…