Breaking News
Browsing Category

ଓଡିଶା

ବାତ୍ୟା ‘ଦାନା’ର ଗତିପଥରେ ସମାନ୍ୟ ପରିବର୍ତ୍ତନ: ଭିତରକନିକା-ଧାମରା ମଝିରେ ସ୍ଥଳଭାଗ ନ ଛୁଇଁ ଅଳ୍ପ ଦୂରେଇବା ସମ୍ଭାବନା

ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ‘ଦାନା’ର ପ୍ରଭାବରେ ସାମୁଦ୍ରିକ ବାତ୍ୟା ‘ଦାନା’ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ ବଢ଼ିବାରେ…

ଭିତରକନିକା ଏବଂ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ‘ଦାନା’:ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ୫ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ

ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ‘ଦାନା’ର ପ୍ରଭାବରେ ସାମୁଦ୍ରିକ ବାତ୍ୟା ‘ଦାନା’ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ ବଢ଼ିବାରେ…

‘ଦାନା’ତାଣ୍ଡବରୁ ସୁରକ୍ଷା ପାଇଁ ଧାମରାଈ ମନ୍ଦିରରେ ସ୍ୱତନ୍ତ୍ର ପୂଜାପାଠ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇ ‘ଦାନା’ ସ୍ଥଳଭାଗକୁ ମାଡି ଆସୁଛି । ସମୁଦ୍ରରେ ଶକ୍ତିଶାଳୀ ହୋଇ ବାତ୍ୟା ଉପକୂଳ ମୁହାଁ ହୋଇଛି। ଆଜି ରାତିରେ ସ୍ଥଳଭାଗ ଛୁଇଁ ‘ଦାନା’ ତାଣ୍ଡବ ରଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାରାଦୀପଠାରୁ ୨୮୦ କିମି…

ସମ୍ବଲପୁରରେ ଚାଞ୍ଚଲ୍ୟ: ସର୍ବସାଧାରଣରେ ମହିଳାଙ୍କୁ ଛୁରି ଭୁସି ହତ୍ୟା

ସମ୍ବଲପୁର: ସମ୍ବଲପୁର ସହରରେ ମଙ୍ଗଳବାର ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡ ଘଟିଛି। ସ୍ଥାନୀୟ ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ଜନୈକ ମହିଳା ଲଳିତା ଦେହେରୀ (୩୫)ଙ୍କୁ ସର୍ବସମ୍ମୁଖରେ ଛାତିରେ ଛୁରି ଭୁସି ଅଭିଯୁକ୍ତ ପାନ ହରିପାଲ ଫେରାର ହୋଇଯାଇଛି। ମୃତକ ଲଳିତାଙ୍କ ନାମରେ ପୂର୍ବରୁ ମଦ…

କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା, ସମସ୍ତ ବନ୍ଦରକୁ ୨ ନମ୍ବର ବିପଦ ସଂକେତ

ଭୁବନ‌େଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ଦାନା। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ସକାଳ ସାଢେ ୫ଟାରେ ଗଭୀର ଅବପାତଟି ବାତ୍ୟାରେ ପରିଣତ ହୋଇଛି। ଉତ୍ତର ପଶ୍ଚିମ ଦିଗକୁ ଏହାର ଗତି…

ସମଲିଙ୍ଗୀ ସମ୍ପର୍କରେ ୨କଏଦୀ, ପ୍ରଘଟ ପରେ ସ୍ଥାନାନ୍ତର

ଭୁବନେଶ୍ବର: କଳାହାଣ୍ଡି ମ.ରାମପୁର ଉପକାରାଗାରରୁ ପଦାକୁ ଆସିଛି ଏକ ଅସ୍ବାଭାବିକ ଓ ଅଭାବନୀୟ ଘଟଣା। ୨ ବିଚାରାଧୀନ ପୁରୁଷ କଏଦୀ ସମଲିଙ୍ଗୀ ସମ୍ପର୍କରେ ଥିବା ଜଣାପଡ଼ିବା ପରେ ତନାଘନା ଆରମ୍ଭ ହୋଇଛି। ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶକ୍ରମେ ୨କଏଦୀଙ୍କୁ ଅଲଗା ଅଲଗା ଜେଲ୍‌କୁ ସ୍ଥାନାନ୍ତର…

ମାଡ଼ିଆସୁଛି ‘ଦାନା’: ଜିଲ୍ଲା ଜଗିବେ ମନ୍ତ୍ରୀ, ଅଫିସର

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ଦାନା’ର ପ୍ରଭାବ ପ୍ରାୟ ୯ଟି ଜିଲ୍ଲା ଉପରେ ପଡ଼ିବ ବୋଲି ଆକଳନ କରାଯାଇଛି। ଏହାକୁ ନଜରରେ ରଖି ୯ଟି ଜିଲ୍ଲାରେ ବାତ୍ୟା ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପଗୁଡ଼ିକର ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୯ଜଣ…

ବାତ୍ୟାର ମୁକାବିଲା ଲାଗି ସମସ୍ତଙ୍କ ସହଯୋଗ ଦରକାର: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ପର୍ଯ୍ୟାପ୍ତ ପରିଣାମରେ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି। ବାତ୍ୟା ‘ଦାନା’ର ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଏଭଳି ମନ୍ତବ୍ୟ ରଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଏଣୁ ଅଯଥା ଭୟଭୀତ ନହେବା ପାଇଁ…

ଡଲ୍‌ଫିନ୍‌ ଫୁସ୍‌ଫୁସ୍‌ରୁ ବାହାରୁଛି ଅଣୁପ୍ଲାଷ୍ଟିକ୍‌!

ସବୁଠାରୁ ନିରୀହ ତଥା ବିଶ୍ବସ୍ତ ସାମୁଦ୍ରିକ ପ୍ରାଣୀର ମାନ୍ୟତା ବହନ କରୁଥିବା ଡଲ୍‌ଫିନ୍‌ର ଫୁସ୍‌ଫୁସ୍‌ରେ ପ୍ରଥମ ଥର ପାଇଁ ଅଣୁପ୍ଲାଷ୍ଟିକ୍‌ ଠାବ ହୋଇଛି। ଆମେରିକାର ଦଳେ ଗବେଷକ ଫ୍ଳୋରିଡାର ସାରାସୋଟା ଉପସାଗର ପରି ସହରୀ ଇଲାକା ଓ ଲୁଇସିଆନାର ବାରାଟାରିଆ ଉପସାଗର ପରି ଗ୍ରାମୀଣ ଇଲାକାରେ…

ଦୁଇ ବିବାହିତା ମହିଳାଙ୍କୁ ୨ ପୃଥକ୍ ହତ୍ୟା ମାମଲା, ଉଭୟ ସ୍ବାମୀଙ୍କୁ ଦଣ୍ଡାଦେଶ

ନବରଙ୍ଗପୁର: ୨ ଜଣ ବିବାହିତା ମହିଳାଙ୍କୁ ନିର୍ଯାତନା ଦେଇ ପୃଥକ ପୃଥକ ହତ୍ୟା ମାମଲାରେ ୨ ଜଣ ସ୍ବାମୀଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଓ ଦୌରା  ଜଜ୍। ଜଣେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ଅନ୍ୟ ଜଣେ ସ୍ବାମୀଙ୍କୁ ୮ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ନବରଙ୍ଗପୁର…