Breaking News
Browsing Category

ଓଡିଶା

ସୃଷ୍ଟି ହେଲା ଅବପାତ: ଆସନ୍ତାକାଲି ସୁଦ୍ଧା ବାତ୍ୟାର ରୂପ ନେବ

ଭୁବନେଶ୍ବର: ସୃଷ୍ଟି ହେଲା ଅବପାତ। ପାରାଦୀପରୁ ୭୩୦ କିମି ଦୂରରେ ଏବେ ରହିଛି ଅବପାତ। ଆସନ୍ତାକାଲି ସୁଦ୍ଧା ଏହା ବାତ୍ୟାର ରୂପ ନେବ। ୨୪ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ଛୁଇଁବ। ଏହା ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦ୍ବୀପ ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିବ। ଗତକାଲିର…

ଅକ୍ଟୋବର ୨୩ରେ ଓଡ଼ିଶା ଗସ୍ତରେ ଆସିବେନି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୩ ତାରିଖରେ ଓଡ଼ିଶା ଆସିବେ ନାହିଁ। ବର୍ତ୍ତମାନ ପରିପ୍ରେକ୍ଷୀରେ ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡ଼ିଶା ଗ୍ରସ୍ତ ସ୍ଥଗିତ ରଖା ଯାଇଛି। ଏନେଇ ମୟୂରଭଂଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ…

ବାବୁ ମାୟା ଲଗେଇ ଭୁଲିଗଲେ: ସ୍କୁଲକୁ ପୋଷ୍ୟ ଗ୍ରହଣ କରିଥିଲେ, ପଚାରିଲେନି

ବିଶ୍ବଜିତ ଦାଶ ଭୁବନେଶ୍ବର: ଆର୍‌. ବାଲକ୍ରିଷ୍ଣନ୍। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ପରାମର୍ଶଦାତା ଥିଲେ। ବିଜେଡି ଶାସନରେ ତାଙ୍କର ଅଖଣ୍ଡ କ୍ଷମତା ଥିଲା। ହେଲେ ‘ମୋ ସ୍କୁଲ ଅଭିଯାନ’ରେ ସେ ପୋଷ୍ୟ ଗ୍ରହଣ କରିଥିବା ତିନିଟି ସ୍କୁଲରୁ ଗୋଟିଏ ବି ସ୍କୁଲର ବିକାଶ…

ଇଏସ୍‌ଆଇ ମଡେଲ ହସ୍ପିଟାଲ: ଡାକ୍ତରଙ୍କୁ ଚାହିଁଚାହିଁ ଫେରୁଛନ୍ତି ରୋଗୀ

ରାଉର‌କେଲା: ବାସନ୍ତୀକଲୋନିର ଭୂବନାନନ୍ଦ ପ୍ରଧାନ। ଅସ୍ତ୍ରୋପଚାର ପାଇଁ ପରିବାରଲୋକ ତାଙ୍କୁ ଇଏସ୍‌ଆଇ ମଡେଲ ହସ୍ପିଟାଲ ଭର୍ତ୍ତିକଲେ। ପ୍ରାୟ ୨ ଘଣ୍ଟା ପୂର୍ବରୁ ତାଙ୍କୁ ଅସ୍ତ୍ରୋପଚାର ପୋଷାକ ପିନ୍ଧାଇ ଦିଆଯାଇଥିଲା। ୫/୬ ଘଣ୍ଟା ବେଡ୍‌ରେ ଅପେକ୍ଷା କରିଥିଲେ ହେଁ ଅସ୍ତ୍ରୋପଚାର ନ କରି…

ବନ୍ଧାହେଲା ବ୍ଲାକ୍‌ମେଲର୍‌ ପ୍ରେମିକ ଲକ୍ଷେ ନେଇଥିଲା, ଆଉ ୭୦ ହଜାର ମାଗୁଥିଲା

ଭୁବନେଶ୍ବର: ୧୭ ତାରିଖ ରାତିରେ ନୂଆପଲ୍ଲୀ ଗଡ଼ସାହିସ୍ଥିତ ଏକ ଭଡ଼ାଘରୁ ଜଗତସିଂହପୁର କୁରଟାଲ ଗାଁର ରଶ୍ମିତା ଦାସଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଥିଲା। ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। କିନ୍ତୁ ତାଙ୍କ ଆତ୍ମହତ୍ୟା ପଛରେ ଥିଲା ଧୋକାବାଜ ପ୍ରେମିକ ଅଜିତ ଦାସର ବ୍ଲାକ୍‌ମେଲିଂ। ନୂଆପଲ୍ଲୀ…

ଦୁଇ ନାବାଳିକାଙ୍କୁ ଘୋଷାଡ଼ିନେଲା ଟ୍ରେଲର୍‌, ୧ ମୃତ

ରାଉରକେଲା: ରାସ୍ତା ଠାରୁ ଢେର୍‌ ଦୂରରେ ଛିଡ଼ା ହୋଇଥିଲେ ଦୁଇ ନାବାଳିକା। ମାତ୍ରାଧିକ ବେଗରେ ଆସୁଥିବା ଟ୍ରଲର୍‌ ଉଭୟଙ୍କୁ ଧକ୍କା ଦେବାସହ ଘୋଷାଡ଼ି ନେଇଥିଲା। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ନାବାଳିକାଙ୍କ ଅକାଳ ବିୟୋଗ ଘଟିଛି। ମୃତକ ହେଉଛନ୍ତି…

ପାଟପୁର ବାଲିଘାଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର: ଯାଜପୁର ବୈତରଣୀ ନଦୀର ପାଟପୁର ବାଲିଘାଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳର ମଟକା ମୁଣ୍ଡା(୩୦)। ସେ ନିଜ ସମ୍ପର୍କୀୟଙ୍କ ପାଖରେ ରହି ମୁଲ ମଜୁରୀ କରୁଥିଲେ। ସୂଚନା ଅନୁଯାୟୀ ଆଜି ସକାଳେ ବୈତରଣୀ ନଦୀର ପାଟପୁର…

କ୍ୟାପିଟାଲ ହସ୍ପିଟାଲ: ରୋଗୀ ସେବାରେ ବାଧକ କର୍ମଚାରୀ ଅଭାବ

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲରେ କର୍ମଚାରୀ ଅଭାବ ଚରମ ସ୍ଥିତିରେ ପହଞ୍ଚିଛି। କର୍ମଚ‌ାରୀ ଅଭାବରୁ ରୋଗୀଙ୍କ ସମେତ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ହଇରାଣ ହେଉଛନ୍ତି। ଲମ୍ବା ଧାଡ଼ି ଯୋଗୁଁ ରୋଗୀ ଚିକିତ୍ସାରେ ବିଳମ୍ବ ସହ କ୍ୟାବିନ ମଧ୍ୟ ବନ୍ଦ…

ଡିଜିଟାଲ୍‌ ପ୍ରଦୂଷଣ

ଆଜିର ଅତ୍ୟାଧୁନିକ ଯୁଗରେ ସଭିଏଁ ଇଣ୍ଟର୍‌ନେଟ୍‌, ସାମାଜିକ ଗଣମାଧ୍ୟମ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଏକପ୍ରକାରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଅଧୁନା ଡିଜିଟାଲ୍‌ ବିଶ୍ବ ଶୈଶବର ଖେଳସାଥୀ, କୈଶୋରର ଫ୍ୟାସନ୍‌ ଷ୍ଟୋର୍‌, ଯୁବକମାନଙ୍କର ବୃତ୍ତିଗତ  ଆବଶ୍ୟକତା, ପ୍ରୌଢ଼ତାର ସମ୍ପର୍କର ଡୋର…

ଦାନା ବାନ୍ଧୁଛି ‘ଦାନା’: ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର: ଉତ୍ତର କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ, ଦକ୍ଷିଣପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି। ପ୍ରଭାବରେ ସୋମବାର ସକାଳ ସୁଦ୍ଧା ପୂର୍ବକେନ୍ଦ୍ରୀୟ…