Breaking News
Browsing Category

ଓଡିଶା

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ, ପୁଲିସର ତଦନ୍ତ ଜାରି

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଜିଲ୍ଲା ଜହ୍ନlପଙ୍କ ଫାଣ୍ଡି ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ବିବାହିତା ମହିଳାଙ୍କ ମୃତ୍ୟୁକୁ ବାପ ଘର ଲୋକେ ସୁପରିକଳ୍ପିତ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି। ଘଟଣାରୁ ପ୍ରକାଶ ଯେ ସୁବର୍ଣ୍ଣପୁର ଜିଲ୍ଲା…

ଝାଡ଼ଖଣ୍ଡରେ ନିର୍ବାଚନ, ମୟୂରଭଞ୍ଜରେ ଉତ୍ସାହ: ଡେରା ପକାଇବାକୁ ପ୍ରସ୍ତୁତ ହେଲେଣି ନେତା

ବାରିପଦା: ଝାଡ଼ଖଣ୍ଡରେ ନିର୍ବାଚନ, ହେଲେ ମୟୂରଭଞ୍ଜ ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ବିଶେଷ କରି, ଏହି ପଡ଼ୋଶୀ ରାଜ୍ୟର ନିର୍ବାଚନକୁ ନେଇ ବିଜେପି ଏବଂ ଜେଏମ୍‌ଏମ୍‌ର ନେତା ଅଧିକ ତତ୍ପର ଓ ଉତ୍ସାହିତ ହୋଇପଡ଼ିଛନ୍ତି। ଓଡ଼ିଆ ଭୋଟର୍‌ଙ୍କୁ ନିଜ ଦଳ ସପକ୍ଷରେ ଆଣିବା ପାଇଁ ଖୁବ୍‌ଶୀଘ୍ର ବିଜେପି…

ଭରତପୁର ଥାନା ଘଟଣା: ୪ ପୁଲିସ କର୍ମଚାରୀଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା

କଟକ: ଭରତପୁର ଥାନା ଘଟଣାରେ ନିଲମ୍ବିତ ପୁଲିସ ସବ୍‌ଇନ୍‌ସପେକ୍ଟର ବୈଶାଳିନୀ ପଣ୍ଡା, ଏଏସ୍‌ଆଇ ସାଗରିକା ରଥ ଓ ସଲୀଳାମୟୀ ସାହୁ, କନଷ୍ଟେବଳ ବଳରାମ ହାଁସଦାଙ୍କ ଅଡ଼ୁଆ ବଢ଼ିଛି। ଜଷ୍ଟିସ୍‌ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠରେ ଏହି ଚାରି ପୁଲିସ କର୍ମଚାରୀଙ୍କ ତରଫରୁ…

ଯୁବକଯୁବତୀଙ୍କୁ ଠକିବା ଓ ବନ୍ଧକ ରଖୁଥିବା ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ଉଠାଇନେଲା ବନ୍ଧମୁଣ୍ଡା ପୁଲିସ

ରାଉରକେଲା: ବିଭିନ୍ନ ଘରୋଇ ସଂସ୍ଥାରେ ଚାକିରି ଦେବା ଆଳରେ ବେକାର ଯୁବକଯୁବତୀଙ୍କୁ ଠକିବା ଓ ବନ୍ଧକ ରଖୁଥିବା ଏକ ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ବନ୍ଧମୁଣ୍ଡା ପୁଲିସ ଉଠାଇନେଇଛି। ଗୋଟିଏ ଘରେ ବନ୍ଧକ ଥିବା ପ୍ରାୟ ୩୦ରୁ ଅଧିକ ଯୁବକଯୁବତୀଙ୍କୁ ପୁଲିସ ଉଦ୍ଧାର କରିଥିବା ଜଣାପଡ଼ିଛି। ସ୍ଥାନୀୟ ଅଞ୍ଚଳର…

ଗୌରୀକୁଣ୍ଡ

ସମୁଦ୍ରପତ୍ତନଠାରୁ ପ୍ରାୟ ୬୫୦୨ ଫୁଟ ଉଚ୍ଚରେ ରୁଦ୍ରପ୍ରୟାଗ ଜିଲାର ତୁଷାରାବୃତ ପର୍ବତଶ୍ରେଣୀ ମଧ୍ୟରେ ଏକ ଉଷ୍ମ ଜଳଧାରା ସଂପନ୍ନ କୁଣ୍ଡ ବା ସରୋବର ଅବସ୍ଥିତ। ତାହାକୁ ପାର୍ବତ୍ୟ ସରୋବର ବା ଗୌରୀକୁଣ୍ଡ କୁହାଯାଏ। ଭାରତର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଅନ୍ୟତମ ଜ୍ୟୋତିର୍ଲିଙ୍ଗ…

ସୁଭାଷିତ: ‘ଏ ସଂସାରର ସବୁ ନାରୀ ଦେବୀଙ୍କର ସ୍ୱରୂପା’

ବିଦ୍ୟାଃ ସମସ୍ତାସ୍ତବ ଦେବି ଭେଦାଃ ସ୍ତ୍ରିୟଃ ସମସ୍ତାଃ ସକଳା ଜଗତ୍‌ସୁ। -ଶ୍ରୀଦୁର୍ଗାସପ୍ତଶତୀ, ୧୧/୬ ମହିଷାସୁରର ନିଧନ ପରେ ଦେବଗଣ ଓ ଋଷିଗଣ ଯେପରି ଭାବରେ ଦେବୀଦୁର୍ଗାଙ୍କୁ ବହୁଭାବରେ ସ୍ତୁତି କରିଥିଲେ, ଧୂମ୍ରଲୋଚନ, ଚଣ୍ଡ ଓ ମୁଣ୍ଡ, ରକ୍ତବୀଜ ଏବଂ ଶୁମ୍ଭ ଓ ନିଶୁମ୍ଭଙ୍କ ବଧ ପରେ…

ସ୍ବାଭିମାନ ଅଞ୍ଚଳରେ ଗୁଜରାଣ ମେଣ୍ଟାଇବାକୁ କଷ୍ଟ ଭୋଗୁଛନ୍ତି ମତ୍ସ୍ୟଜୀବୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ୯ଟି ପଞ୍ଚାୟତକୁ ଘେରି ରହିଛି ବାଲିମେଳା ଜଳଭଣ୍ଡାର। ପ୍ରାୟ ୩୬୦ ହେକ୍ଟରରୁ ଅଧିକ ଅଞ୍ଚଳ ଜଳାଶୟ। ଜଳଭଣ୍ଡାରର ଆର ପାରିରେ ରହିଥିବା ସ୍ବାଭିମାନ ଅଂଚଳର ବାସିନ୍ଦାଙ୍କ ପାଇଁ ତତ୍କାଳୀନ ସରକାର ୨୦୧୮ ମସିହାରେ ଗୁରୁପ୍ରିୟା ସେତୁ…

ଉଜୁଡୁଛି ଧାନ ଫସଲ, ଚିନ୍ତାରେ ଚାଷୀ

ଝରିଗାଁ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ସ୍ୱଳ୍ପ ବୃଷ୍ଟିପାତ ହୋଇଛି। ଫସଲକୁ ନୂଆ ରୋଗ ଗ୍ରାସ କରୁଛି। ଚଳିତ ବର୍ଷ ଧାନଚାଷ ଉପରେ ସିଧାସଳଖ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି। ନବରଂଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଜଳସେଚନ ସୁବିଧା ନଥିବା ବେଳେ ଚଳିତ ବର୍ଷ ଚାଷୀ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ…

ସଙ୍କଟରେ କଟକ ବିଜେଡି: ଆରମ୍ଭ ହେଲାଣି ଭୁଶୁଡ଼ିବା ପ୍ରକ୍ରିୟା!

କଟକ: ବରିଷ୍ଠ ନେତାଙ୍କ ଭିତରେ ଅସନ୍ତୋଷ, ଦଳୀୟ ଅନ୍ତଃକନ୍ଦଳ, ପରସ୍ପର ପ୍ରତି ଅବିଶ୍ବାସକୁ ନେଇ କଟକ ବିଜେଡିର ସଙ୍କଟ ବଢ଼ିବାରେ ଲାଗିଛି। ନିକଟରେ ଦଳର ସଦସ୍ୟ ସଂଗ୍ରହ ସମାବେଶରେ ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ ଦଳକୁ ଚଳାଉଥିବା ଦୁଇ ନେତାଙ୍କୁ ସିଧାସଳଖ ଆକ୍ଷେପ କରି ତାଙ୍କୁ ପଛରୁ…

୬ ସାଇବର୍ ଠକଙ୍କୁ ୩ ଦିନିଆ ରିମାଣ୍ଡରେ ନେବ ପୁଲିସ

ଭୁବନେଶ୍ବର: ରାଜଧାନୀରେ ଫେକ୍ କଲ୍ ସେଣ୍ଟର ଠାବ ହେବା ପରେ ୩ ଦିନିଆ ରିମାଣ୍ଡରେ ଯିବେ ୬ ସାଇବର୍ ଠକ। ଏମାନେ ରାଜଧାନୀରେ ବଡ଼ ଧରଣର ସାଇବର ଠକେଇ ପାଇଁ ପ୍ରି ପ୍ଲାନ କରୁଥିବା ବେଳେ ଚଢ଼ାଉ କରିଥିଲା କମିଶନରେଟ ପୁଲିସର ସାଇବର ଟିମ। ସୁନ୍ଦରପଦାର କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଚଢ଼ାଉ କରି …