Breaking News
Browsing Category

ଓଡିଶା

ବାର୍‌ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର

ବ୍ରହ୍ମଗିରି: ବ୍ରହ୍ମଗିରି ଥାନା ଡାହାଣୀଗଡିଆ ଗାଁରେ ଗୁରୁବାର ୨ଟି ବାର୍‌ହା ହଠାତ୍ ଗାଁ ଭିତରେ ପଶି ୪ ଜଣକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଗୁରତର ହୋଇ ପୁରୀ ସଦର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଅନ୍ୟ ୩ ଜଣଙ୍କର ଗାଁରେ ପ୍ରାଥମିକ ଚିକିତ୍ସା…

ଶ୍ରୀରାମଙ୍କ ପଥ: ଆମର ତୀର୍ଥ: ରାବଣର ଛତ୍ରଭଙ୍ଗ

ରାମକଥାର ଏକ ମନୋରମ ଅଧ୍ୟାୟ ହେଉଛି, ରାମଙ୍କର ଏକ ଅଦୃଶ୍ୟ ବାଣରେ ରାବଣର ଛତ୍ରଭଙ୍ଗ। ତୁଳସୀଦାସଙ୍କ ‘ରାମଚରିତ ମାନସ’, ବିଶ୍ୱନାଥ ଖୁଣ୍ଟିଆଙ୍କ ‘ବିଚିତ୍ର ରାମାୟଣ’ ଏବଂ ଅନ୍ୟାନ୍ୟ ଦେଶୀୟ ରାମାୟଣରେ ଏହାର ବର୍ଣ୍ଣନା ଦେଖାଯାଏ। ସୁବେଳ ଓ ତ୍ରିକୂଟ ଲଙ୍କାର ସମୁଦ୍ରତଟରେ ଥିବା ଦୁଇଟି ପର୍ବତ।…

ପୁରୀ ବିମାନବନ୍ଦର ପାଇଁ ଖୁବ୍‌ ଶୀଘ୍ର ଜମି ଅଧିଗ୍ରହଣ

ଭୁବନେଶ୍ବର: ପୁରୀରେ ନିର୍ମାଣ ହେବାକୁ ଥିବା ‘ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର’ ପାଇଁ ଖୁବ୍‌ ଶୀଘ୍ର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ୧୨ଜଣିଆ କମିଟି ଗଠନ ହୋଇଛି। ଏହି କମିଟି ଜମି ଅଧିଗ୍ରହଣ କରିବା ସହ ଜମି…

ବିଜ୍ଞାପନ ନିର୍ବାଚନ ପ୍ରଚାର ପ୍ରସାରରେ କଂଗ୍ରେସ ନେତା ଟଙ୍କା ଖାଇଥିବା ଘଟଣା: ପ୍ରଭାରୀ-ଏଆଇସିସି ଟିମ୍ ଆଡ଼କୁ ଦୋଷ…

ଭୁବନେଶ୍ବର: ବିଜ୍ଞାପନ ନିର୍ବାଚନ ପ୍ରଚାର ପ୍ରସାର ନାଁରେ କଂଗ୍ରେସ ନେତା ଟଙ୍କା ଖାଇଥିବା ଘଟଣାରେ ପୂର୍ବତନ ପିସିସି ସଭାପତି ଶରତ ପଟନାୟକ ପ୍ରଭାରୀ ଏବଂ ଏଆଇସିସି ଟିମ୍ ଆଡ଼କୁ ଦୋଷ ଠେଲିଛନ୍ତି। ଭରତପୁର ଥାନାରେ ଏନେଇ ଅଭିଯୋଗ ହେବା ପରେ ପୂର୍ବତନ କଂଗ୍ରେସ ସଭାପତିଙ୍କ ପ୍ରଥମ…

୨୦ରେ ଉତ୍ତର ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ: ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ

ଭୁବନେଶ୍ବର: ଆସନ୍ତା ଅକ୍ଟୋବର ୨୦ରେ ଉତ୍ତର ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅକ୍ଟୋବର ୨୨ରେ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଲଘୁଚାପ ଉତ୍ତର…

ପୂର୍ବତନ ସାଂସଦ ପ୍ରଭାତ ସାମନ୍ତରାୟଙ୍କ ପରଲୋକ

ଭୁବନେଶ୍ବର: ‌କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ପ୍ରଭାତ କୁମାର ସାମନ୍ତରାୟଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ବାର୍ଦ୍ଧକ୍ୟ ଜନିତ କାରଣରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପ୍ରଭାତଙ୍କ ଦେହାନ୍ତ ସମ୍ପର୍କରେ ସାନ ପୁଅ…

ଚିଲିକାରେ ପକ୍ଷୀ ସୁରକ୍ଷା ପାଇଁ ଡ୍ରୋନ୍‌

ଚିଲିକା: ଚଳିତ ଅକ୍ଟୋବରରୁ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଥିବା ବେଳେ ପକ୍ଷୀ ଶିକାର ନେଇ ମଧ୍ୟ ଭୟ ବଢ଼ିଛି। ତେବେ ଶିକାରୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଏଥର ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ‘ଡ୍ରୋନ୍’କୁ ଅସ୍ତ୍ର କରିବାକୁ ନିଷ୍ପତ୍ତି ନେଇଛି। ପକ୍ଷୀଙ୍କ ଭଳି ଏହି…

କଟକ-ଭୁବନେଶ୍ବରକୁ ମିଳିବ ଦ୍ବୈତନଗରୀ ମାନ୍ୟତା: ମେଣ୍ଟ ସରକାର ସମୟରୁ ପ୍ରସ୍ତାବ ଅଟକିଛି

କଟକ: କଟକ-ଭୁବନେଶ୍ବରକୁ ବିଧିବଦ୍ଧ ଦ୍ବୈତନଗରୀ ଭାବେ ସ୍ବୀକୃତି ଦେବା ପ୍ରସଙ୍ଗ ପୁଣି ଥରେ ସାମନାକୁ ଆସିଛି। ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ପ୍ରସ୍ତାବକୁ ଗ୍ରହଣ କରି ଏ ପ୍ରସଙ୍ଗରେ ଆଗକୁ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ‌କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ। କଟକର…

ଆଜି ମେଲାଣି ନେବେ ମା’, କଟକଣା ଜାରି

ଭୁବନେଶ୍ୱର,୧୪ା୧୦: ଆଜି ମେଲାଣି ନେବେ ଜଗତ୍‌ଜନନୀ ମା’ ଦୁର୍ଗା। ପୁଣି ଆର ବରଷକୁ ଅପେକ୍ଷା କରିବେ ଭକ୍ତ। ମା’ଙ୍କ ଭସାଣି ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ବିଶେଷକରି ଟୁଇନ୍‌ ସିଟି ଭୁବନେଶ୍ବର-କଟକରେ ଭସାଣି ପାଇଁ କଟକଣା ଜାରି ହୋଇଛି। ଅପରାହ୍ନ ୩ଟାରୁ ଭସାଣି…

ରତନ ଟାଟାଙ୍କ ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ବିଜନେସ୍‌ ଟାଇକୁନ୍‌ ରତନ ଟାଟାଙ୍କ ପରଲୋକ ଘଟିଛି । ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରତନ ଟାଟାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ସେ ସୋସିଆଲ୍ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ  ସମବେଦନା ଜଣାଇଛନ୍ତି। ସେ ‘ଏକ୍ସ’ରେ କହିଛନ୍ତି, ରତନ ଟାଟାଙ୍କ…