Breaking News
Browsing Category

ଓଡିଶା

ସହରୀ ଯୋଜନା ବାଟବଣା: ବିନା ଟାଉନ୍‌ ପ୍ଲାନରରେ ଟାଉନ୍‌ ପ୍ଲାନିଂ ନିର୍ଦ୍ଦେଶାଳୟ

ବିଶ୍ବଜିତ ଦାଶ ଭୁବନେଶ୍ବର: ରାଜ୍ୟର ୧୧୫ଟି ପୌରାଞ୍ଚଳରେ ପ୍ରାୟ ୧କୋଟିରୁ ଅଧିକ ଲୋକ ବାସ କରୁଛନ୍ତି। ସହରବାସୀଙ୍କୁ ବିଭିନ୍ନ ସୁବିଧା ଯୋଗାଇବାକୁ ବର୍ଷକୁ ପ୍ରାୟ ୧୦ହଜାର କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ ହେଉଛି। ବିଡମ୍ବନାର ବିଷୟ କୌଣସି ଗୋଟିଏ ବି ସହର ଯୋଜନାବଦ୍ଧ ଭାବେ ବିକଶିତ…

ଖଜୁରୀପଡା ଥାନା ଅଧିକାରୀଙ୍କ ବିରୁଦ୍ଧରେ ଏତଲା ଦାୟର

ଫୁଲବାଣୀ / ଖଜୁରୀପଡା : କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନାର ଭାରପ୍ରାପ୍ତ ଅଧିକାରୀ ଚାପଧାରୀ ପ୍ରଧାନଙ୍କ ବିରୁଦ୍ଧରେ ଥାନାରେ ଆଦିବାସୀମାନଙ୍କୁ ମାର ପିଟ ଓ ଦୁର୍ବ୍ଯବହାର କରିଥିବା ଘଟଣାକୁ ନେଇ ଏକ ମକଦ୍ଦମା ରୁଜୁ ହୋଇଛି। ଏତେଲା ନଂ ୧୨୭. ଅନୁଯାୟୀ ଗତ ୨୦/୮/୨୦୨୪ ଆନୁଯାୟୀ ରୁଜୁ ହୋଇଥିବା…

ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଏମପି କମିଟି ବୈଠକ

ପୂର୍ବତଟର ରେଳପଥର ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପରିସୀମା ମଧ୍ୟରେ ଥିବା ସଂସଦୀୟ କ୍ଷେତ୍ରର ଏମ୍ ପି ମାନଙ୍କ ବିଭାଗୀୟ କମିଟି ବୈଠକ ଶୁକ୍ରବାର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି | ବୈଠକରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ଏମପି ମାନେ ଉପସ୍ଥିତ ରହି ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର…

୪ରେ ଲଘୁଚାପ ସମ୍ଭାବନା : ବାତ୍ୟା ଆଶଙ୍କା ନାହିଁ

ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଏହା ନିକଟବର୍ତ୍ତୀ ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି | ଏହାର ପ୍ରଭାବରେ ଆସନ୍ତା ୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଓ ଓଡିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି | ଏହାର ପ୍ରଭାବରେ ଆସନ୍ତା ୭ ତାରିଖରୁ…

ବନ୍ୟପ୍ରାଣୀ ସପ୍ତାହ ୨୦୨୪ ପାଳନ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଶାନ୍ତି ଓ ଅହିଂସାର ଉପାସକ ମହାତ୍ମା ଗାନ୍ଧୀଙ୍କର ପୁଣ୍ୟ ଜନ୍ମତିଥି ଅବସରରେ ଅକ୍ଟୋବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ବନ୍ୟପ୍ରାଣୀ ସପ୍ତାହ ସାରା ଦେଶରେ ପ୍ରତିବର୍ଷ ପାଳିତ ହୋଇଆସୁଅଛି |ବନ୍ୟପ୍ରାଣୀମାନଙ୍କୁ ସୁରକ୍ଷା ଦେବା ଏବଂ ସେମାନଙ୍କ ଆବାସସ୍ଥଳୀର ସୁରକ୍ଷା ଓ ସଂରକ୍ଷଣ ପାଇଁ…

ଲୋକସେବା ଭବନରେ ଶହୀଦ ଦିବସପାଳନ ପରିପ୍ରେକ୍ଷୀରେ ନୀରବ ପ୍ରାର୍ଥନା

ଭୁବନେଶ୍ୱର: ଲୋକସେବା ଭବନରେ ଶହୀଦ୍ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ତଥା ପର୍ଯ୍ୟଟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ…

ଆଜିର ରାଶିଫଳ-ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ-ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ । ବୃଷ-ବାପାମା’ଙ୍କ…

ବଡ ବଡ ଧନୀ ଲୋକ ମୋଦୀ, ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି କିନ୍ତୁ ଗରିବଙ୍କ ପାଇଁ କେବଳ କଂଗ୍ରେସ ଛିଡା ହୋଇଛି

କଂଗ୍ରେସର ଶକ୍ତି ପ୍ରଦର୍ଶନ ଖଡଗେ ବଜାଇଲେ ନିର୍ବାଚନୀ ବିଗୁଲ ଟାର୍ଗେଟରେ ବିଜେଡି-ବିଜେପି https://www.youtube.com/watch?v=q4SVhmRbIPY ଭୁବନେଶ୍ୱର: ୨୦୧୯ ପରେ, ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ରଣହୁଙ୍କାର ଦେଇଛି । ରାଜ୍ୟରେ ଦୁର୍ବଳ ହୋଇପଡୁଥିବା କଂଗ୍ରେସ, ଏଆଇସିସି…

ମା’ ଙ୍କ ମନ୍ଦିରର ଶୁଭ୍ର ଜ୍ୟୋସ୍ନାରେ ଭକ୍ତ ବିମୁଗ୍ଧ: ପୀଠରେ ସ୍ୱର୍ଗୀୟ ଓ ଦିବ୍ୟ ପରିବେଶ

ମା'ଙ୍କ ମନ୍ଦିରଠାରୁ ମହାନଦୀ ଘାଟ ଯାଏଁ ସବୁଠି ଦିବ୍ୟତା ଓ ଭବ୍ୟତାର ସ୍ପର୍ଶ, ମା'ଙ୍କ ପୀଠର ଭବ୍ୟ ରୂପାନ୍ତରଣ ଲୋକାର୍ପଣ ଉତ୍ସବରେ ସାମିଲ ହେବା ମୋର ପରମ ସୌଭାଗ୍ୟ--ମୁଖ୍ୟମନ୍ତ୍ରୀ ଆମ କଳା ଓ ସଂସ୍କୃତିର ସୌନ୍ଦର୍ଯ୍ୟରେ ମା'ଙ୍କ ପୀଠ ଝଲସି ଉଠିଛି, ଶହ ଶହ ବର୍ଷ ପର୍ଯ୍ୟନ୍ତ ଭକ୍ତଙ୍କ…

ରାଜ୍ୟର ସମସ୍ତ ପୌରାଞ୍ଚଳରେ ଓଡ଼ିଆ ଭାଷା ସମ୍ମିଳନୀ ପାଳନ କରାଯିବ 

ଭୁବନେଶ୍ବର  : ଦେଶରେ ଅନ୍ୟତମ ଶାସ୍ତ୍ରୀୟ ଭଷାର ମାନ୍ୟତା ଲାଭ କରିଥିବା ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରାଯାଉଛି। ଏହି ସମ୍ମିଳନୀ…