Breaking News
Browsing Category

ଓଡିଶା

ମା’ ହେଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା: ହାତବାନ୍ଧି ବସିଛି ପୁଲିସ

କିଶନନଗର: ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିବା କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ପ୍ରହରାଜପୁର ଅଞ୍ଚଳର ଦଶମ ଶ୍ରେଣୀ ଛାତ୍ରୀ ଇତିମଧ୍ୟରେ ମା’ ହୋଇଛନ୍ତି। ଶନିବାର ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଦୁଇଦିନ ଡାକ୍ତରଖାନାରେ ରହିବା…

୫କୋଟିରେ ହେଉ ଦେଓମାଳିର ପର୍ଯ୍ୟଟନ ବିକାଶ

ଭୁବନେଶ୍ବର: ଦେଓମାଳିରେ ପର୍ଯ୍ୟଟନ ବିକାଶ ପାଇଁ ବର୍ଷେ ତଳେ ରାଜ୍ୟ ସରକାର ୧୬କୋଟି ଟଙ୍କା ବ୍ୟୟ ଅଟକଳର ନିଷ୍ପତ୍ତି ନେଇଥିଲେ। ମାତ୍ର ଏହାକୁ ୫କୋଟିକୁ କମାଇ ସର୍ବନିମ୍ନ ଭିତ୍ତିଭୂମି ସଜାଡ଼ିବା ସହ, ସ୍ଥାନୀୟ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଗଲେ ହଜାରରୁ ଅଧିକ ଯୁବକ…

ବଦଳି ସୁପାରିସକୁ ନେଇ ବୟାନବାଜି

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ନେଇ ବାହ୍ୟ ଚାପ ନପକାଇବାକୁ ଗତକାଲି ମୁଖ୍ୟ ଶାସନ ସଚିବ ସତର୍କ କରାଇ ଦେଇଥିଲେ। ଏପରି କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଥିଲେ। ଏହି ପ୍ରସଙ୍ଗଟି ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଶାସକ ଦଳ…

କନ୍ଧମାଳରେ ଡିଜିପିଙ୍କ ମାଓଦମନ ସମୀକ୍ଷା: ୫ ଜିଲ୍ଲାର ଏସ୍‌ପି, ଜିଲ୍ଲାପାଳ ଓ ଡିଏଫ୍‌ଓ ଉପସ୍ଥିତ

ଫୁଲବାଣୀ: ରାଜ୍ୟ ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ମାଓ ବିରୋଧୀ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ଫୁଲବାଣୀସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ରୁଦ୍ଧଦ୍ବାର ସମୀକ୍ଷା ବୈଠକରେ ଯୋଗ ଦେଇ ଡିଜିପି ଶ୍ରୀ ଖୁରାନିଆ କନ୍ଧମାଳ ଜିଲ୍ଲା…

ଗାଁରେ ଦରଦାମ୍‌ ଯନ୍ତ୍ରଣା ଅସହ୍ୟ: ଓଡ଼ିଶାର ଗ୍ରାମୀଣ ମୁଦ୍ରାସ୍ଫୀତି ୮.୨୩%

ଭୁବନେଶ୍ବର: ଗତ ମାସ ଥିଲା ପାର୍ବଣର ସମୟ। ହସ, ଖୁସି, ମଉଜ କରିବାର ସମୟ। କିନ୍ତୁ ବାସ୍ତବ ଚିତ୍ର ଓଲଟା ଥିଲା। ଲୋକଙ୍କ ମୁହଁରୁ ଖୁସି ଛଡ଼ାଇ ନେଇଥିଲା ଦରଦାମ୍। ବିଭିନ୍ନ ସାମଗ୍ରୀଗୁଡ଼ିକର ଦାମ୍ ଏତେ ବଢ଼ିଯାଇଥିଲା ଯେ ତାହା କିଣି ପରିବାର ଲୋକଙ୍କୁ ଖୁସି କରିବା କଷ୍ଟକର ହୋଇପଡ଼ିଥିଲା।…

ଜଂଗଲ ଜମି ଜବରଦଖଲ ଘଟଣା: ମାମଲା ରୁଜୁ କଲା ଏନ୍‌ଜିଟି

ମାଲକାନଗିରି: ନିଖିଳ ଓଡ଼ିଶା ମାଲକାନଗିରି ଜିଲ୍ଲା ମୋଟୁ ଠାରେ ୧୦୦ରୁ ଉର୍ଦ୍ଧ୍ବ ଏକର ଜମି ଜବରଦଖଲ ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବୁନାଲ। ଏନେଇ ନିଜ ଆଡୁ ମାମଲା ରୁଜୁ କରିବା ସହ ପିସିସିଏଫ ଓ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷବର୍ଷ ଧରି ଏହି…

୪ର୍ଥ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ବର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବିଶେଷ କମିବ ନାହିଁ। ବରଂ ୧୭ ଓ ୧୮ ତାରିଖ ବେଳକୁ ଉତ୍ତରା ପବନ ହେବାକୁ ଥିବାରୁ ଭୁବନେଶ୍ବର ସହ ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ୧ରୁ ୨ ଡିଗ୍ରି କମିପାରେ। ନଭେମ୍ବର ୪ର୍ଥ ସପ୍ତାହରେ ଦକ୍ଷିଣ…

ନିଜ ପାଇଁ ଏସ୍‌ଓପି ଜାରି କଲା ପୁଲିସ: କେନ୍ଦ୍ର ଅନୁମତି ବିନା ସେନା ଅଧିକାରୀଙ୍କୁ ବାନ୍ଧି ପାରିବେନି

କଟକ: ଥାନାକୁ ଅଭିଯୋଗ ନେଇ ଆସୁଥିବା ସେନା ଅଧିକାରୀ ଓ କର୍ମଚାରୀଙ୍କୁ ପୁଲିସ ସୌଜନ୍ୟ ରକ୍ଷା କରି ସମ୍ମାନ ପୂର୍ବକ ବ୍ୟବହାର ପ୍ରଦର୍ଶନ କରିବ। ସେନା ଅଧିକାରୀଙ୍କ ସମସ୍ୟା ଓ ଅଭି‌ଯୋଗ ପ୍ରତି ପୁଲିସ ଅଧିକାରୀ ତୁରନ୍ତ ଧ୍ୟାନ ଦେବା ସହିତ ଆବଶ୍ୟକ ସହାୟତା ଯୋଗାଇ ଦେବେ। ଡ୍ୟୁଟିରେ ଥିବା…

ଗ୍ରାଉଣ୍ଡ ଜିରୋରେ ‘ସମ୍ବାଦ’ ଟିମ୍‌: ଏବେ ବି ଖାଉଛନ୍ତି ଆମ୍ବଟାକୁଆ ଜାଉ

ରାୟଗଡ଼ା/କାଶୀପୁର: କନ୍ଧମାଳ ମାଣ୍ଡିପଙ୍କାରେ ଆମ୍ବଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଏହି ଘଟଣା ପରେ ଭୋକର ଭୂଗୋଳ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ରେ ପହଞ୍ଚି ସ୍ଥିତି ପରିଖିଛି ‘ସମ୍ବାଦ’ ଟିମ୍‌। ପିତାଯୋଡ଼ି ଗ୍ରାମର ଦିବାକର ମାଝୀ…

ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା: ଏନ୍‌ ଭାସ୍କର ରାଓଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ ଜାରି

ରାୟଗଡ଼ା: ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟା ମାମଲା ନେଇ ରାୟଗଡ଼ା ଏସ୍‌ଡିଜେଏମ୍‌ କୋର୍ଟ ମଙ୍ଗଳବାର ବଡ଼ ଶୁଣାଣି କରୁଛନ୍ତି। ଏହି ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ଏନ୍‌ ଭାସ୍କରଙ୍କ ସମେତ ମୋଟ ୬ ଜଣଙ୍କ ନାଁରେ ଗିରଫ ପରୱାନା…