Breaking News
Browsing Category

ଓଡିଶା

୧୮ବର୍ଷ ହେଲା କମୁନି ଗୁଣିଗାରେଡ଼ି ରାଗ: ପୁଲିସ ସାମ୍ନାରେ ବାନ୍ଧି ପିଟିଲେ

କଳାବାଡ଼ିଆ: ଗୁଣିଗାରେଡ଼ି ସନ୍ଦେହରେ ୧୮ ବର୍ଷ ଧରି ଏକ ପରିବାରକୁ ସାମାଜିକ ବାସନ୍ଦ କଲେ ଗ୍ରାମବାସୀ। ଗତ ମାସ ୨୩ ତାରିଖରେ ଉକ୍ତ ପରିବାରର ଜଣେ ମହିଳାଙ୍କ ମୃତ୍ୟୁ ପରେ ଶେଷକୃତ୍ୟ ବି କରାଇବାକୁ ଦେଲେନି। ଫଳରେ ୨୮ ଘଣ୍ଟା ଧରି ଶବ ପଡ଼ି ରହିଥିଲା। ପୁଲିସ ହସ୍ତ‌କ୍ଷେପ ପରେ ଶେଷରେ ରାତିଅଧରେ…

ଅପରାହ୍ନ ସାଢ଼େ ୩ଟାରୁ ୪ଟା ମଧ୍ୟରେ ବନ୍ଧା ହେବ ପତିତପାବନ ବାନା

ପୁରୀ: କାର୍ତ୍ତିକ ମାସରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଯୋଗୁଁ ସପ୍ତାହେ ପର୍ଯ୍ୟନ୍ତ ଧ୍ଵଜା ବନ୍ଧା ନୀତି ସନ୍ଧ୍ୟା ବଦଳରେ ଅପରାହ୍ନରେ କରାଯିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ। ଆଜିଠାରୁ ଅପରାହ୍ନ ସାଢ଼େ ୩ଟାରୁ ୪ଟା ମଧ୍ୟରେ…

ଅନାସ୍ଥା ଭୟ! ବିଷ ପିଇଦେଲେ ମହିଳା ସରପଞ୍ଚ

ଗାଈସିଲାଟ: ଅନାସ୍ଥା ଭୟରେ ବରଗଡ଼ ଜିଲ୍ଲା ଗାଈସିଲାଟ ବ୍ଲକ୍‌ ତାଲପାଲି ସରପଞ୍ଚ ଉର୍ମିଳା ସେଠ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ରବିବାର ପୂର୍ବାହ୍ନ ୧୧ଟା ସମୟରେ ସେ ବିଷ ପିଇଥିବା ଜଣାପଡ଼ିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଷ ବୋତଲ ଜବତ କରିବା ସହ ସରପଞ୍ଚ ଶ୍ରୀମତୀ ସେଠଙ୍କୁ ଆମ୍ବୁଲାନ୍ସ…

ପାରିବାରିକ ବିବାଦର କରୁଣ ପରିଣତି: ଡମ୍ପର୍‌ ଚଢ଼ାଇ ୨ ସମ୍ପର୍କୀୟଙ୍କୁ ହତ୍ୟା

ଆନନ୍ଦପୁର/ଘସିପୁରା: ଦୁଇ ପରିବାର ମଧ୍ୟରେ ବିବାଦ ଯୋଗୁଁ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବଳରାମପୁର ପଞ୍ଚାୟତ ନଦୁଆଁ ଗାଁରେ ବଡ଼ବାପା ଓ ସମ୍ପର୍କୀୟ ଖୁଡ଼ୀଙ୍କୁ ଡମ୍ପର୍‌ ଚଢ଼ାଇ ହତ୍ୟା କରିଛି ପୁତୁରା। ମୃତକମାନେ ହେଲେ ସେହି ଗାଁର ପାଣୁ ପୃଷ୍ଟି (୭୦) ଓ ସଞ୍ଜୁଲତା ପଲେଇ (୪୦)। ଏହି…

ସରକାରଙ୍କ ପାଉଁଶ ଚିନ୍ତା: ଏଣିକି ପୁଲିସ ନିୟନ୍ତ୍ରଣରେ ପାଉଁଶ ପରିବହନ

ସମ୍ବଲପୁର: କାରଖାନା ପାଉଁଶ (ଫ୍ଲାଏ ଆସ୍)ର ଉପଯୁକ୍ତ ପରିଚାଳନା ନିମନ୍ତେ ଆଜି ଗୁରୁତ୍ବପୂର୍ଣ୍ଣ ନି‌ଷ୍ପତ୍ତି ନିଆଯାଇଛି। ଯେଉଁ ଅଞ୍ଚଳରେ ପାଉଁଶ ପକାଯାଉଛି, ସେଠାକାର ଜନଜୀବନ ପ୍ରତି ଯେପରି କୌଣସି ପ୍ରକାରର ବିପଦ ସୃଷ୍ଟି ନହୁଏ, ସେଥିପାଇଁ ଥିବା ନିୟମାବଳୀର ଅନୁସରଣ କରିବାକୁ…

କଟକ ଗଣଦୁଷ୍କର୍ମ ଘଟଣା: ସପ୍ତମ ଅଭିଯୁକ୍ତ ପିଛାରେ ପୁଲିସ

କଟକ: କଟକର ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସପ୍ତମ ଅଭିଯୁକ୍ତର ପତ୍ତା ମିଳୁନାହିଁ। ଏହି ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଅନ୍ୟପଟେ ଗିରଫ ୬ ଅଭିଯୁକ୍ତଙ୍କ ଠାରୁ ଜବତ ୬ଟି ମୋବାଇଲ୍ ଫୋନ୍ ସୋମବାର ରାଜ୍ୟ ଫରେନସିକ୍ ସାଇନ୍ସ…

ଖୋଲୁନି ଦେୟମୁକ୍ତ ଶୌଚାଳୟର ତାଲା: ଜନତା-ଯାତ୍ରୀ ହନ୍ତସନ୍ତ

ଝରିଗାଁ: ଆଜିକୁ ପ୍ରାୟ ତିନି ବର୍ଷ ତଳେ ନବରଂଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦରସ୍ଥିତ ବସଷ୍ଟାଣ୍ଡ ଛକ ଠାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ୨ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ଜନ ସାଧାରଣଙ୍କ ପାଇଁ ଦେୟମୁକ୍ତ ଶୌଚାଳୟ ନିର୍ମାଣ ହୋଇଥିଲା। ପୂର୍ବରୁ ଯାତ୍ରା ବିଶ୍ରାମ ଗୃହ ନିର୍ମାଣ…

ଅନାହାରରେ ସାତଭାୟାର ୮୦୦ ଗୋରୁ: ଚାରିଆଡ଼େ ଲୁଣିପାଣି, ଖାଇବାକୁ ଖାଦ୍ୟ ନାହିଁ

ରାଜନଗର: ବଙ୍ଗୋପସାଗର କୂଳ ସାତଭାୟାର ପୁରୁଣା ଜନବସତି ଅଞ୍ଚଳରେ ପଶୁଙ୍କ ପାଇଁ ଭୟଙ୍କର ଖାଦ୍ୟାଭାବ ଦେଖାଦେଇଛି। ସେଠାରେ ୮୦୦ରୁ ଅଧିକ ଗାଈ, ବାଛୁରୀ ଓ ଷଣ୍ଢ ଅନାହାରରେ ଅଛନ୍ତି। ନା’ ଖାଇବାକୁ ପାଉଛନ୍ତି ନା’ ପିଇବାକୁ ପାଣି ମିଳୁଛି। ସବୁଆଡ଼େ ଖାଲି ଲୁଣି ପାଣି। ବାତ୍ୟା ‘ଦାନା’ ପରେ ଏହି…

ଅନୁଗୁଳ ବିଜେଡିକୁ ଅନାସ୍ଥା ଅଡ଼ୁଆ: ସରକାର ବଦଳିବା ପରେ ଟଳମଳ ଅଧ୍ୟକ୍ଷଙ୍କ ଆସନ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ସମସ୍ତ ୮ଟି ଯାକ ପଞ୍ଚାୟତ ସମିତିରେ ଅଛନ୍ତି ବିଜେଡି ସମର୍ଥିତ ଅଧ୍ୟକ୍ଷ। ଗୋଟେ, ଦୁଇଟି ବ୍ଲକ୍‌କୁ ଛାଡ଼ିଦେଲେ ଆଉ ସବୁଠି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ବିଜେଡି। ହେଲେ ରାଜ୍ୟରେ ସରକାର ବଦଳିବା ପରେ ଅଧିକାଂଶ ଅଧ୍ୟକ୍ଷ ଆସନ ଟଳମଳ। ପଡ଼ୋଶୀ…

କୋଣାର୍କ-କାକଟପୁର ରାସ୍ତା ପାର୍ଶ୍ବ ଘରୁ ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

କୋଣାର୍କ: କୋଣାର୍କ-କାକଟପୁର ମୁଖ୍ୟ ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲିଥିବା ଘରୁ ଏକ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ କୋଣାର୍କ ଥାନା ଅଧୀନସ୍ଥ କୋଣାର୍କ-କାକଟପୁର ମୁଖ୍ୟ ରାସ୍ତା ରାଉଳପାଟଣା ଛକ ନିକଟସ୍ଥ ଏକ ନିର୍ମାଣାଧୀନ କାର୍ଯ୍ୟ ଚାଲିଥିବା ଛାତରୁ…