Breaking News
Browsing Category

ଓଡିଶା

ପଶୁପାଳନ ମାଧ୍ୟମରେ କୃଷକମାନେ ସ୍ବାବଲମ୍ବୀ ହୋଇପାରିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆମର ଅଧିକାଂଶ ଚାଷୀ କ୍ଷୁଦ୍ର, ମଧ୍ୟମ ଅଥବା ଭୂମିହୀନ ବର୍ଗର। କୃଷକମାନଙ୍କ ରୋଜଗାର ବୃଦ୍ଧି ପାଇଁ ସେମାନଙ୍କ ଆର୍ଥିକ ସ୍ବଚ୍ଛଳତା ଦୃଷ୍ଟିରୁ ପଶୁପାଳନ ସବୁଠାରୁ ପ୍ରକୃଷ୍ଟ ମାଧ୍ୟମ। କୃଷି ସହିତ ଗାଈ, ଛେଳି, ମେଣ୍ଢା ଓ ମାଛଚାଷ ଆଦିରେ ସମ୍ପୃକ୍ତ ରହିଲେ କୃଷକମାନେ…

ଦୁଇ ଦିନ ପାଇଁ ୭ ଜିଲ୍ଲାକୁ ବର୍ଷା ପାଇଁ ସତର୍କ ସୂଚନା

ଭୁବନେଶ୍ୱର: ଆସନ୍ତା ଦୁଇଦିନ ଧରି ରାଜ୍ୟର କେତେକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଗୁରୁବାର ଓ ଶୁକ୍ରବାର ପୁରୀ, ଗଞ୍ଜାମ,ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ଓ ନୟାଗଡରେ ସ୍ବଳ୍ପରୁ ମଧ୍ୟମ ଧରଣର…

ଇସ୍କନ ସଂକୀର୍ତ୍ତନ ଯାତ୍ରାରେ ବାହରିବେନି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା । ଶ୍ରୀଶ୍ରୀ କୃଷ୍ଣବଳରାମ ଓ ଶ୍ରୀଶ୍ରୀ ଗୌର…

 ଗଜପତିଙ୍କ ଚେତାବନୀ ପରେ ଚେତିଲା ଇସ୍କନ । ରଥଯାତ୍ରା କରି ଚଳାଇଥିବା ପ୍ରସ୍ତୁତିର କଲା ପରିବର୍ତ୍ତନ । ଗଜପତିଙ୍କ ଚେତାବନୀ ଓ ଚାରିଆଡୁ ବିରୋଧ ପରେ ନୂଆ ଡ୍ରାମା ଆରମ୍ଭ କରିଛି ଇସ୍କନ । ଏବେ ମହାପ୍ରଭୁଙ୍କ ରଥଯାତ୍ରା ପରିବର୍ତ୍ତେ ଶ୍ରୀଶ୍ରୀ ନିତାଇ ଗୌର ଓ ଶ୍ରୀଶ୍ରୀ କୃଷ୍ଣବଳରାମଙ୍କୁ ରଥରେ…

ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା: ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଏହି ଘଟଣାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ସହ ଗିରଫ ଦାବି କରିଛି ବିଜେଡି।…

ବିଜେପି ସଙ୍ଗଠନ ପର୍ବ କର୍ମଶାଳାରେ ସାରଦା-ସୁମନ୍ତ କଳି: ବୈଠକରେ ନଥିଲେ ସାରଦା କି ସୁମନ୍ତ

କଟକ/ବାରଙ୍ଗ: କଟକ ଜିଲ୍ଲା ବିଜେପି ସଙ୍ଗଠନ ପର୍ବ କର୍ମଶାଳାରେ ଦେଖିବାକୁ ମିଳିଛି ସାରଦା ଓ ସୁମନ୍ତଙ୍କ ସମର୍ଥକଙ୍କ ମଧ୍ୟରେ କଳି। ମାହାଙ୍ଗା ବିଜେପିର ନେତା କିଏ ? କ’ଣ ପାଇଁ ବ୍ୟାନରରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନଙ୍କ ଫଟୋ ରଖାଯାଇଛି ବୋଲି ପ୍ରଶ୍ନକୁ ନେଇ ସଭାସ୍ଥଳରେ ହଟ୍ଟଗୋଳ,…

ତାରାତାରିଣୀ ମନ୍ଦିରରୁ ବିପୁଳ ପରିମାଣର ସୁନା, ରୁପା ଅଳଙ୍କାର ଓ ଟଙ୍କା ଲୁଟ୍

ବ୍ରହ୍ମପୁର: ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ମନ୍ଦିରରୁ ବିପୁଳ ପରିମାଣର ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି। ମନ୍ଦିରରେ ପଶି ମାଆଙ୍କ ସୁନା, ରୁପା ଅଳଙ୍କାର ସମେତ ଟଙ୍କା ଲୁଟି ନେଇଛନ୍ତି। ଦାନ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। …

ତିନିଦିନିଆ ବିଦେଶ ଗସ୍ତରେ ରହିବେ ମୁଖ୍ୟମନ୍ତ୍ରୀ; କରିବେ ରୋଡ୍ ସୋ’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ହେଲା ପରେ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିବାକୁ ଯାଉଛନ୍ତି। ତାଙ୍କର ଏହି ଗସ୍ତ ସିଙ୍ଗାପୁରକୁ ହେବ। ଏହି ଗସ୍ତକାଳରେ ସେ ଓଡ଼ିଶାରେ ବ୍ୟବସାୟିକ ସଂପ୍ରସାରଣ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା କରିବେ। ଶ୍ରୀ ମାଝୀ ଆସନ୍ତା ୧୮ ତାରିଖ…

ଆବାସ ଯୋଜନା ସାତସପନ, ଭଙ୍ଗା-ଦଦରା ଘରେ ବିତୁଛି ଜୀବନ

ଘୁ. ଉଦୟଗିରି: ଥିଲା ବାଲାକୁ ମିଳୁଛି ସରକାରୀ ଯୋଜନା। ନଥିଲାବାଲା ଭାଗ୍ୟକୁ ଆଦରି ଭଙ୍ଗା ଦଦରା ଘରେ ଜୀବନ କାଟିବାକୁ ପଡୁଛି। ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗ୍ରାମରେ। ସ୍ତ୍ରୀ ଭାଗ୍ୟବତୀ ବେହେରା ଏବଂ…

ଗଜପତି ଓ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ସମର୍ଥନ କରିବେ ରାଜ୍ୟ ସରକାର

ଭୁବନେଶ୍ବର: ଅଦିନିଆ ରଥଯାତ୍ରାକୁ ନେଇ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗଜପତି ମହାରାଜା ଓ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ସମର୍ଥନ କରିବେ ରାଜ୍ୟ ସରକାର। ଆମେ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ ହେବାକୁ ଦେବୁ ନାହିଁ। ଶ୍ରୀ…

ଅଦିନିଆ ରଥଯାତ୍ରା ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ: ଗଜପତି ଦିବ୍ୟସିଂହ ଦେବ

ଭୁବନେଶ୍ବର: ବିଦେଶରେ ଇସ୍କନର ଅଦିନିଆ ରଥଯାତ୍ରାର ଆୟୋଜନ ନେଇ ଗଜପତି ଦିବ୍ୟସିଂହ ଦେବ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ଏନେଇ ସେ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଅନ୍ୟ ଧର୍ମରେ ଏଭଳି କରାଯାଇଥିଲେ, ତାକୁ ସହ୍ୟ କରାଯାଇନଥାନ୍ତା। ଯଦି ବୈଠକରେ ଅଦିନିଆ ରଥଯାତ୍ରାର…