Breaking News
Browsing Category

ଓଡିଶା

ରାଉରକେଲା: ଦୀପାବଳିରେ୨୦ କୋଟି ଟଙ୍କାର ବାଣ ବ୍ୟବସାୟ, ସରକାରୀ ନିୟମାବଳୀକୁ ଫୁ’

ରାଉରକେଲା: ଉତ୍ସାହ ଉଦ୍ଦୀପନାରସହ ଆଲୋକର ପର୍ବ ଦୀପାବଳି ପାଳନ କରିଛନ୍ତି ରାଉରକେଲାବାସୀ। ଏଠାରେ ଦିନବେଳୁ ଲୋକେ ବାଣ ଫୁଟାଇବା ଆରମ୍ଭ କରିଥିଲେ, କିନ୍ତୁ ସଂଧ୍ୟା ହେବାମାତ୍ରେ ଏହା ବହୁଗୁଣିତ ହୋଇଥିଲା। ବିଳମ୍ବିତ ରାତି ଯାଏ ସହରର ବିଭିନ୍ନ ଅଞ୍ଚଳରେ ଲୋକେ ମନଇଚ୍ଛା ବାଣ…

ଆଉ ଏକ ବାତ୍ୟା ଭୟ, ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ବର: ଆସନ୍ତା ୫ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଧୀରେ ଧୀରେ ଏହା ଅଧିକ ଘନୀଭୂତ ହୋଇ ୭ ତାରିଖ ବେଳକୁ ଅବପାତରେ ପରିଣତ ହେବ। ଅବପାତଟି ବାତ୍ୟାରେ ପରିଣତ ହେବାର ସମ୍ଭାବନା କମ୍‌ ରହିଥିବା ବେଳେ ପଶ୍ଚିମ ଦିଗକୁ ଗତି କରି ତାମିଲନାଡ଼ୁ…

ନିଶାଦେଇ ନାବାଳିକାଙ୍କୁ ହୋଟେଲରେ ଗଣଦୁଷ୍କର୍ମ: ସାଙ୍ଗ ହେଲା ସଇତାନ

ଭୁବନେଶ୍ବର: ଜଣେ ନାବାଳିକାକୁ ଗଣଦୁଷ୍କର୍ମ ମାମଲା ରାଜଧାନୀରେ ଆଲୋଡନ ସୃଷ୍ଟି ହୋଇଛି। ଦୁଇ ସପ୍ତାହ ତଳେ ଘଟିଥିବା ଏହି ଜଘନ୍ୟ କାଣ୍ଡ ସମ୍ପର୍କରେ ଗତକାଲି ଜଣାପଡ଼ିଛି। ସବୁଠାରୁ ସାଂଘାତିକ ଘଟଣା ହେଲା ଯେ ପୀଡ଼ିତାଙ୍କୁ ଫସାଇଥିବା ନାବାଳିକା ଜଣଙ୍କ ହେଲେ ତାଙ୍କ ବାନ୍ଧବୀ। ବାନ୍ଧବୀଙ୍କ…

ବାଲିଯାତ୍ରା ଆୟୋଜନ ଦ୍ବନ୍ଦ୍ବ: ତଳ ପଡ଼ିଆରେ ହେଲେ ଖିଲାପ ହେବ ଏନ୍‌ଜିଟି ନିର୍ଦ୍ଦେଶ

କଟକ: ନଭେମ୍ବର ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ଐତିହାସିକ କଟକ ବାଲିଯାତ୍ରା ଆୟୋଜନକୁ ନେଇ ଏବେ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ହାଇକୋର୍ଟରେ ସହର ସମସ୍ୟା ଶୁଣାଣି ବେଳେ ବାଲିଯାତ୍ରା ଆୟୋଜନକୁ ସଂପୂର୍ଣ୍ଣ ଭାବେ ତଳପଡ଼ିଆରେ କରିବା ପାଇଁ ପ୍ରସ୍ତାବ ଆସିବା ପରେ…

ହୀରାକୁଦ ପାଣି ସିଧାସଳଖ ବ୍ୟବହାରଯୋଗ୍ୟ ନୁହେଁ

ଝାରସୁଗୁଡ଼ା: ଏସିଆର ଦୀର୍ଘତମ ନଦୀବନ୍ଧ ଯୋଜନା ହୀରାକୁଦ ଡ୍ୟାମ୍‌ର ପାଣିକୁ ନେଇ ଆସିଛି ସାଂଘାତିକ ତଥ୍ୟ। ଅଣମୌସୁମୀ ଋତୁରେ ପାଣିରେ ଗନ୍ଧକର ମାତ୍ରା ସର୍ବାଧିକ ରହୁଥିବା ବେଳେ ମୌସୁମୀ ଋତୁରେ ନାଇଟ୍ରେଟ୍‌ର ପରିମାଣ ଆବଶ୍ୟକତାଠାରୁ ଅଧିକ ରହୁଛି। ଜଳଭଣ୍ଡାର ପାଣିରେ…

ଶ୍ରୀଲଙ୍କାରୁ ଓଡ଼ିଶା ଉପକୂଳମୁହାଁ ଅଲିଭ୍‌ ରିଡ୍‌ଲେ: ୨୭ଦିନିଆ ଯାତ୍ରା

ବ୍ରହ୍ମପୁର: ପ୍ରକୃତିର ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଶ୍ରୀଲଙ୍କା ଉପକୂଳରୁ ଓଡ଼ିଶା ଉପକୂଳମୁହାଁ ହୋଇଛନ୍ତି। ଗଞ୍ଜାମ ଉପକୂଳ ପ୍ରୟାଗୀ ଠାରୁ ସୁନାପୁର ପର୍ଯ୍ୟନ୍ତ ପ୍ରାୟ ୫୮ କିମି ବେଳାଭୂମି ରହିଥିବା ବେଳେ ଅଲିଭ୍‌ ରିଡ୍‌ଲେ କଇଁଛ ଋଷିକୁଲ୍ୟା ମୁହାଣ ବାଲୁକାଶଯ୍ୟାରେ ଅଣ୍ଡାଦାନ…

ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ବା ଗୁପ୍ତ କୋଠରୀ ନାହିଁ: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର: ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ନୂଆବର୍ଷରୁ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି। ସେ ଆହୁରି କହିଛନ୍ତି ଯେ ପ୍ରାଥମିକ ଆଲୋଚନାରୁ ଜଣାପଡ଼ିଛି ଯେ ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ବା ଗୁପ୍ତ କୋଠରୀ…

ପୁରୀରେ ବାଣ ବିସ୍ଫୋରଣ: ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ଆଖି ବୁଜିଲେ ଯୁବକ

ପୁରୀ: ପୁରୀ ସଦର ଥାନା ଅନ୍ତର୍ଗତ ବାଟ ଗାଁରେ ବାଣ ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକ ସ୍ଥାନୀୟ ଅଞ୍ଚଳର ଯୁବକ ସଞ୍ଜୟ ଜେନା ବୋଲି ଜଣା ପଡ଼ିଛି।…

ମାଛ ଚାଷ ପାଇଁ ୨ବର୍ଷରେ ୮୩କୋଟି ଖର୍ଚ୍ଚ: ତଥାଫି ଆନ୍ଧ୍ର ଉପରେ ନିର୍ଭର

କୋରାପୁଟ: କୋରାପୁଟ ଜିଲ୍ଲାର ଅମିଷ ବଜାରକୁ କବଜା କରିଛି ଆନ୍ଧ୍ର। ବ୍ରଏଲର କୁକୁଡା, ଅଣ୍ଡା ଠାରୁ ଆରମ୍ଭ କରି ମାଛ ବଜାରକୁ ବି ଅକ୍ତିଆର କରିଛି ଆନ୍ଧ୍ର। ତେବେ ଏହାକୁ ରୋକିବା ଦିଗରେ ଆମେ କେତେ ଦୁର ସଫଳ ତାହାକୁ‌ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି। ରାଜ୍ୟ ସରକାର…

ବିପଦସଂକୂଳ ଅବସ୍ଥାରେ ମାଲକାନଗିରି ଜିଲ୍ଲାର ଶତାଧିକ ବିଦ୍ୟାଳୟ ଗୃହ

ଶିକ୍ଷା ବିଭାଗର ବିକଳ ଚିତ୍ର: ବିଭାଗ କହୁଛି ୪୭ ଗୃହ ଜରାଜୀର୍ଣ୍ଣ ରହିଛି ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମା ସମେତ ଜିଲ୍ଲାର ସାତୋଟି ବ୍ଲକରେ ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା। କେଉଁଠି ବିଦ୍ୟାଳୟ ଅଛି ତ  ଛାତ୍ରଛାତ୍ରୀ ନାହାନ୍ତି ତ ଆଉ କେଉଁଠି ଭଙ୍ଗା ଦଦରା…