Breaking News
Browsing Category

ଓଡିଶା

ଦୀପାବଳିରୁ ଥଣ୍ଡା

ଭୁବନେଶ୍ବର: ରାଜ୍ୟରେ ଜାରି ରହିଥିବା ଆଂଶିକ ମେଘୁଆ ପାଗ ସହ କାଁ ଭାଁ ହାଲୁକାରୁ ସ୍ବଳ୍ପ ବର୍ଷା ଲାଗିରହିଛି। ନଭେମ୍ବର ୨ ପର୍ଯ୍ୟନ୍ତ ଏଭଳି ସ୍ଥିତି ଚାଲିବ। ତେବେ ଆସନ୍ତା ୩୧ ତାରିଖରୁ ଉତ୍ତର ଭରତରୁ ଥଣ୍ଡା ପବନ ବହିବାକୁ ଥିବାରୁ ଭୁବନେଶ୍ବର ସମେତ ଉପକୂଳ ଜିଲ୍ଲାଗୁଡ଼ିକରେ ନଭେମ୍ବର ୧ରେ…

ଜନ୍ମମାଟିରେ କାଳୀ ପୂଜା ଓ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦୁଝରକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଦିନରେ  ନିଜ ଗାଁ ରାଇକଳାରେ କାଳୀ ପୂଜା ଓ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ କାଳୀ ପୂଜା ଓ ଦୀପାବଳି ଉତ୍ସବ ଏବଂ ଏହାକୁ ସେ ନିଜ ଗାଁରେ…

ମୋହନା ପୁଲିସକୁ ବଡ଼ ସଫଳତା: ଅଧକିଲୋ ସୁନା, ୩ କିଲୋ ରୁପା ଅଳଙ୍କାର ଜବତ

ମୋହନା: ଗଜପତି ଜ଼ିଲ୍ଲା ମୋହନା ମୁଖ୍ୟ ବଜାରସ୍ଥିତ ଶ୍ରୀହରି ଜୁଏଲର୍ସରୁ ଗତ ମାସ ୨୬ ରାତି ପ୍ରାୟ ସାଢେ ୯ଟାରେ କୋଟିଏ ଟଙ୍କାର ସୁନା ଓ ରୁପା ଅଳଙ୍କାର ଏବଂ ନଗଦ ଲୁଟି ଦୁର୍ବୁତ୍ତମାନେ ଫେରାର ହୋଇ ଯାଇଥିଲେ। ତେବେ‌, ମୋହନା ଓ ରା.ଉଦୟଗିରି ପୁଲିସର ମିଳିତ କାର୍ଯ୍ୟାନୁଷ୍ଠାନର ପ୍ରାୟ ମାସକ…

ମହାନଦୀ ଜଳବିବାଦ: ଆପୋସ ସମାଧାନ କେବେ?

ଝାରସୁଗୁଡ଼ା: ଚଳିତବର୍ଷ ଅଣମୌସୁମୀ ଋତୁର ମାସେ ନପୂରୁଣୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସାଢ଼େ ୩ ଫୁଟରୁ ଅଧିକ ଖସି ସାରିଲାଣି। ଆଗକୁ ବଡ଼ ବର୍ଷା ନହେଲେ ଜଳଭଣ୍ଡାରର ଜଳସ୍ତର ସାଂଘାତିକ ଭାବେ ହ୍ରାସ ପାଇବ। ଫଳରେ ହୀରାକୁଦରୁ ଜଳ ବିଦ୍ୟୁତ୍‌ ଉତ୍ପାଦନ, ଜଳସେଚନ ଠପ୍‌ ହୋଇଯିବାର…

ରାଇରଙ୍ଗପୁର ପୌରପାଳିକାର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ

ରାଇରଙ୍ଗପୁର:ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ମିସ ଆଶନି ଏ.ଏଲ୍. ରାଇରଙ୍ଗପୁର ପୌରପାଳିକାର ନୂତନ କାର୍ଯ୍ୟନିବାହୀ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ସେ ମୟୁରଭଞ୍ଜ ଜିଲ୍ଲାରେ ଆଇଏଏସ ପ୍ରବେଶନାରୀ ଅଧିକାରୀ ଭାବେ ଯୋଗଦେଇ ପରବର୍ତ୍ତୀ ସମୟରେ ଯଶିପୁର ଗୋଷ୍ଠୀ…

ବିକାଶ ଆଳରେ ବିନାଶ: ୧୦ ବର୍ଷରେ କଟିଲାଣି ୫୦ ହଜାର ଗଛ

କଟକ ସହରର ବିକାଶ ନାମରେ ଚାଲିଛି ବିନାଶ। ଉନ୍ନତୀକରଣ ଆଳରେ କଟା ଚାଲିଛି ବଡ଼ ବଡ଼ ପୁରୁଣା ଗଛ। ଗଲା ୧୦ ବର୍ଷ ମଧ୍ୟରେ କଟକ ସହରରେ ୫୦ ହଜାରରୁ ଅଧିକ ଗଛ କଟାଗଲାଣି। ପ୍ରଥମ ପର୍ଯ୍ୟାୟରେ ବେଲ୍‌ଭିୟୁ ଛକରୁ ନରାଜ ପୋଲ ପର୍ଯ୍ୟନ୍ତ ଶତାଧିକ ଗଛ କଟାଯାଇଥିଲା। ପରେ ମହାନଦୀର ସିସୋର୍‌ ପଠା,…

ପରିତ୍ୟକ୍ତ କୂଅରେ ଖସିପଡ଼ିଲେ ୨୬ ବାର୍‌ହା, ଗୋଟିଏ ମୃତ

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଜୁଙ୍ଗା ପଞ୍ଚାୟତ ଭଗାମୁଣ୍ଡା ଗ୍ରାମ କିଷାନସାହିର ଏକ ପରିତ୍ୟକ୍ତ କୂଅରେ ଖସିପଡ଼ିଲେ ୨୬ ବାର୍‌ହା। ସେଥିରୁ ୨୫ଟି ବାର୍‌ହାକୁ ବନ ବିଭାଗ ପକ୍ଷରୁ  ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଗୋଟିଏ ବାର୍‌ହାର ମୃତ୍ୟୁ ଘଟିଛି। ହାତୀ ଓ…

ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ବିଜେସ୍ଥଳୀ ଛାତ ଅସୁରକ୍ଷିତ: ଛାତରେ ଫାଟ, କାନ୍ଥ ଦୁର୍ବଳ

ପୁରୀ: ସୁଧୁରୁନି ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନର ଭାଗ୍ୟ। ଅସୁରକ୍ଷିତ ହୋଇପଡ଼ିଛି ମହାପ୍ରଭୁଙ୍କ ବିଜେସ୍ଥଳୀ। ଜଗନ୍ନାଥବଲ୍ଲଭ ମଠ ବିଜେସ୍ଥଳୀକୁ ସାହାରା ଦେଇଥିବା କଡ଼ିବରଗା ଛାତ ଦୁର୍ବଳ ହୋଇଗଲାଣି। ଛାତରେ ଫାଟ ସୃଷ୍ଟି ହୋଇଥିବାରୁ ବର୍ଷା ପାଣି ଗଳୁଛି। ଛାତରୁ ପାଣି ଜକେଇ କାନ୍ଥ ମଧ୍ୟ…

ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ରାଜଧାନୀରେ ‘ରନ୍ ଫର୍ ୟୁନିଟି’ ମାରାଥନ୍

ଭୁବନେଶ୍ବର: ରାଷ୍ଟ୍ରୀୟ ଏକତା ଦିବସ ପାଳନ ପାଇଁ  ରାଜଧାନୀ ଭୁବନେଶ୍ବରରେ ‘ରନ୍ ଫର୍ ୟୁନିଟି’ ମାରାଥନ୍ ଆୟୋଜିତ ହୋଇଛି।କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଉଦଘାଟନ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଏହାକୁ…

ବୁଦ୍ଧି ଶିଖାଇଲା ଭରତପୁର ଥାନା ମାମଲା: ଏଣିକି ପୋଷାକରେ ବଡି କ୍ୟାମେରା

ଭୁବନେଶ୍ବର: ଏଣିକି ପୁଲିସ ପୋଷାକରେ ଲାଗିବ ବଡି କ୍ୟାମେରା। ଥାନାକୁ ଆସିଥିବା ଅଭିଯୋଗକାରୀ ଓ ଅଭିଯୋଗ ଗ୍ରହଣ କରୁଥିବା ପୁଲିସ ଅଧିକାରୀଙ୍କ କଥୋପକଥନକୁ ଏହି ବଡି କ୍ୟାମେରା କଏଦ କରିବ। ତେଣୁ ପରବର୍ତ୍ତୀ ସମୟରେ ଅଭିଯୋଗ ଗ୍ରହଣକୁ ନେଇ ଉପୁଜୁଥିବା ବିବାଦରେ ମିଛ କହିବାକୁ କୌଣସି…