Breaking News
Browsing Category

ଖେଳ

ସାଉଥଆଫ୍ରିକାଗସ୍ତ ପୂର୍ବରୁ ବଦଳିଲା ରିଙ୍କୁ ସିଂହଙ୍କ ଘରର ଠିକଣା

ନୂଆଦିଲ୍ଲୀ: କୋଲକାତା ନାଇଟ ରାଇଡର୍ସ (କେକେଆର)ର ମାଲିକ ଶାହାରୁଖ ଖାନ ରିଙ୍କୁ ସିଂହଙ୍କୁ ମାଲାମାଲ କରିଥିବା ଖବର ଚର୍ଚ୍ଚାରେ ରହିଛି। ଆଇପିଏଲ ୨୦୨୫ ପାଇଁ କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଶ୍ରେୟସ ଆୟରଙ୍କୁ ରିଲିଜ୍ କରିଥିବା ବେଳେ ଶାହାରୁଖ ରିଙ୍କୁଙ୍କ ଦରମା ୨୪ଗୁଣା ବୃଦ୍ଧି କରି ରିଟେନ…

୨୦୩୬ ଅଲିମ୍ପିକ୍ସ ଲାଗି ଭାରତର ଆବେଦନ: ଆଇଓସିକୁ ପଠାଇଲା ଆଗ୍ରହ ପତ୍ର

ନୂଆଦିଲ୍ଲୀ: ୨୦୩୬ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ଆୟୋଜନ ପାଇଁ ଆନ୍ତର୍ଜାତିକ ଅଲିମ୍ପିକ୍‌ ସମିତି (ଆଇଓସି) ନିକଟରେ ଭାରତ ଆଗ୍ରହପତ୍ର ଉପସ୍ଥାପନ କରିଛି। ଆଇଓସି ସହିତ ଅନୌପଚାରିକ ଭା‌ବେ ଅଲିମ୍ପିକ୍ସ ଆୟୋଜନ ପାଇଁ ଆଲୋଚନା କରିବାର କିଛି ମାସ ପରେ ଭାରତ ବିଧିବଦ୍ଧ ଆଗ୍ରହପତ୍ର…

ରଣଜୀ ଟ୍ରଫି: ମୁମ୍ବାଇଠୁ ଜିତିନି ଓଡ଼ିଶା

ଭୁବନେଶ୍ବର: ଚଳିତ ରଣଜୀ ଋତୁରେ ପ୍ରଥମ ପରାଜୟର ସାମ୍ନା କରିବା ପରେ ଓଡ଼ିଶା କ୍ରିକେଟ୍‌ ଦଳ ପୂର୍ବତନ ବିଜେତା ମୁମ୍ବାଇ ବିପକ୍ଷରେ ବୁଧବାରଠୁ ଚତୁର୍ଥ ପର୍ଯ୍ୟାୟ ମ୍ୟାଚ୍‌ ଖେଳିବାକୁ ଯାଉଛି। ମୁମ୍ବାଇର ଶରଦ ପାୱାର କ୍ରିକେଟ୍‌ ଏକାଡେମିରେ ଏହି ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ…

ଏସ୍‌ଜି ପାଇପର୍ସ-ଗୋନାସିକା ଉଦ୍‌ଘାଟନୀ ମୁକାବିଲା

ଭୁବନେଶ୍ବର: ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌ ବା ‘ହିଲ୍‌’)ର ଆଗାମୀ ୨୦୨୪-୨୫ ସଂସ୍କରଣ ଲାଗି ବୁଧବାର ୱେବ୍‌ସାଇଟ୍‌ ଉନ୍ମୋଚିତ ହେବା ସହ ସୂଚୀ ଘୋଷିତ ହୋଇଛି। ଡିସେମ୍ବର ୨୮ ତାରିଖରେ ଦିଲ୍ଲୀ ଏସ୍‌ଜି ପାଇପର୍ସ ଓ ଟିମ୍‌ ଗୋନାସିକା ମ୍ୟାଚ୍‌ରୁ ୭ ବର୍ଷ ପରେ ଫେରିଥିବା ଏହି…

ରଣଜୀ ଋତୁ ପରେ ରିଦ୍ଧିମାନଙ୍କ ଅବସର

ନୂଆଦିଲ୍ଲୀ: ଭାରତୀୟ ୱିକେଟ୍‌କିପର ବ୍ୟାଟର୍‌ ରିଦ୍ଧିମାନ ସାହା ସୋମବାର ସମସ୍ତ ଫର୍ମାଟ୍‌ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ସେ ଚଳିତ ରଣଜୀ ଋତୁ ପରେ କ୍ରିକେଟ୍‌ରୁ ଅବସର ନେବା ଲାଗି ନିଷ୍ପତ୍ତି ନେଇଛନ୍ତି। ସାମାଜିକ ଗଣମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି। ରିଦ୍ଧି ଲେଖିଛନ୍ତି…

ରାଜ୍ୟ ବିଦ୍ୟାଳୟ ସମୂହ ଅସିଚାଳନା: ବଲାଙ୍ଗୀର ବିଜେତା

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ଓ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସଂଗଠନ ମିଳିତ ଆନୁକୂଲ୍ୟରେ ବଲାଙ୍ଗୀରସ୍ଥିତ ପୃଥ୍ୱୀରାଜ ଉଚ୍ଚବିଦ୍ୟାଳୟଠାରେ ଆୟୋଜିତ ୬୮ତମ ରାଜ୍ୟ ବିଦ୍ୟାଳୟ ସମୂହ ଅସିଚାଳନା ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ଏଥିରେ ବଲାଙ୍ଗୀର ୬…

ହକି ଭଳି ଓଡ଼ିଶା ଅନ୍ୟ ଖେଳକୁ ବଦଳାଉ: ବିଷ୍ଣୁ ବର୍ଦ୍ଧନ

ଭୁବନେଶ୍ବର(ସୁରେଶ ସ୍ବାଇଁ): ଆଇଟିଏଫ୍‌ ବିଶ୍ବ ଟୁର୍‌ କାର୍ଯ୍ୟକ୍ରମର ଅନ୍ୟତମ ପ୍ରମୁଖ ପ୍ରତିଯୋଗିତା ମେନ୍ସ୨୫ ସମ୍ପ୍ରତି କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଛି। ଏଥିରେ ଅଂଶଗ୍ରହଣ କରିବାକୁ ଭାରତର ଏକାଧିକ ଅଗ୍ରଣୀ ଖେଳାଳି ଆସିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୪ ଥରର ଜାତୀୟ ଚାମ୍ପିଅନ୍ ତଥା…

ଟ୍ରାକ୍‌କୁ ଫେରିବେ ବୁଦ୍ଧିଆ ସିଂହ

ଭୁବନେଶ୍ବର: ମାତ୍ର ୪ ବର୍ଷ ବୟସରେ ପୁରୀରୁ ଭୁବନେଶ୍ବର ଦୌଡ଼ି ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଥିବା ବିସ୍ମୟ ଧାବକ ବୁଦ୍ଧିଆ ସିଂହ ଏବେ ପୁଣି ଥରେ ଟ୍ରାକ୍‌କୁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଓଡ଼ିଶା ଛାଡ଼ି ପ୍ରଥମେ ଦିଲ୍ଲୀ ଓ ବର୍ତ୍ତମାନ ରାଜସ୍ଥାନର ହନୁମାନଗଡ଼ରେ ରହି…

ଐତିହାସିକ ଲଜ୍ଜା ପରେ: ଗମ୍ଭୀରଙ୍କୁ ନେଇ ଗଭୀର ଚର୍ଚ୍ଚା

ମୁମ୍ବାଇ: ଯାହା ପୂର୍ବରୁ କେବେବି ହୋଇ ନଥିଲା, ନ୍ୟୁଜିଲାଣ୍ଡ ବିପକ୍ଷରେ ତାହା ହେଲା। ଘରୋଇ ପରିବେଶରେ ଗୋଟିଏ ପାଳିରେ ସବୁଠୁ କମ୍ ରନ୍ (୪୬) କରିବାର ଅଲୋଡ଼ା ରେକର୍ଡ ପରେ କାଗଜୀ ବାଘ ଭାରତୀୟ କ୍ରିକେଟ୍ ଦଳ ସ୍ବଦେଶରେ ଲଜ୍ଜାଜନକ ଭାବେ ୯୧ ବର୍ଷ ପରେ ୦-୩ରେ ଶୃଙ୍ଖଳା ମୂଳପୋଛ ହେଲା।…

ନିଜ ଘରେ ଚିତ୍‌ପଟାଙ୍ଗ: ପ୍ରଥମ ଥର ସ୍ବଦେଶରେ ଭାରତ ମୂଳପୋଛ ହେଲା

ମୁମ୍ବାଇ: ତିନିମାସ ତଳେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିଥିବା ଭାରତୀୟ କ୍ରିକେଟ୍ ଦଳ ଏବେ ଏକ ଅପ୍ରତ୍ୟାଶିତ ଘରୋଇ ଲଜ୍ଜା ବରଣ କରିଛି। ପ୍ରଥମ ଥର ଏକ ୩ ମ୍ୟାଚ୍‌ ଘରୋଇ ଟେଷ୍ଟ୍ ଶୃଙ୍ଖଳାରେ ମୂଳପୋଛ ହୋଇ ହାରିଛି। ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍ ଦଳ ଏହି ଅପଯଶ ଲଦିଛି ରୋହିତ ଶର୍ମାଙ୍କ ଦଳ…