Breaking News
Browsing Category

ଖେଳ

ଭୁବନେଶ୍ବରରୁ ଆରମ୍ଭ ହେବ ଯୁବରାଜ ସିଂହ ସେଣ୍ଟର ଅଫ ଏକ୍ସଲେନ୍ସ ଓ ମର୍ଲିନ ଗ୍ରୁପ୍‌ କ୍ରିକେଟ୍‌ ପ୍ରତିଭା ଅନ୍ବେଷଣ

ଭୁବନେଶ୍ୱର: ଯୁବରାଜ ସିଂହ ସେଣ୍ଟର ଅଫ ଏକ୍ସଲେନ୍ସ (ୱାଇଏସ୍‌ସିଇ) ଓ ମର୍ଲିନ ଗ୍ରୁପ୍‌ର କ୍ରୀଡ଼ା ବିଭାଗ କ୍ଲବ୍‌ର ପ୍ୟାଭିଲିଅନ ସହଯୋଗିତାରେ ପୂର୍ବ ଭାରତରେ ସ୍ୱତନ୍ତ୍ର କ୍ରିକେଟ୍‌ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ଆୟୋଜନ କରୁଛି। ଏହା ଚଳିତ ମାସ ୯ ତାରିଖରୁ ଭୁବନେଶ୍ବରରୁ ଆରମ୍ଭ ହେବ।…

ନର୍ଥଇଷ୍ଟ୍‌ ୟୁନାଇଟେଡ୍‌ଠୁ ହାରିଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ବର: ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଏଫସି ତୃତୀୟ ପରାଜୟ ବରଣ କରିଛି। ରବିବାର ଗୁଆହାଟୀସ୍ଥିତ ଇନ୍ଦିରା ଗାନ୍ଧି ଆଥ୍‌ଲେଟିକ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସିକୁ ୨-୩ ଗୋଲ୍‌ରେ ହରାଇଛି ଘରୋଇ ଦଳ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି।…

ଆଇଟିଏଫ୍‌ ଏମ୍‌୨୫ ଆରମ୍ଭ: ଦେବାଶିଷ, ଆଦିତ୍ୟ ବିଦା

ଭୁବନେଶ୍ବର: ପ୍ରଥମ ଥର ପାଇଁ ଓଡ଼ିଶା ଟେନିସ୍ ସଂଘ (ଓଟିଏ) ପକ୍ଷରୁ ଆଇଟିଏଫ୍‌ ବିଶ୍ବ ଟେନିସ୍‌ ଟୁର୍‌ ମେନ୍ସ ୨୫,୦୦୦ ଡଲାର୍ ପୁରସ୍କାର ରାଶି ବିଶିଷ୍ଟ ପ୍ରତିଯୋଗିତା ରବିବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯାଇଥିଲା…

ବାରବାଟୀ ଟି‌େକଟ ଆକାଶ ଛୁଆଁ: ଖେଳାଳି ରିହାତି ବ୍ୟବସ୍ଥା ଉଚ୍ଛେଦ

କଟକ: ଆସନ୍ତା ଫେବ୍ରୁଆରି ୯ ତାରିଖରେ ବାରବାଟୀରେ ଅନୁଷ୍ଠିତ ହେବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌। ଏହାର ସଫଳ ଆୟୋଜନ ପାଇଁ ରବିବାର ମଧ୍ୟାହ୍ନରେ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ପକ୍ଷରୁ ଏକ ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକ ଓସିଏ ସମ୍ମିଳନୀ ‌କକ୍ଷରେ ଅନୁଷ୍ଠିତ ହୋଇଛି। ବୈଠକରେ ଆଗାମୀ…

ଅଲୋଡ଼ା ଇତିହାସ

ମୁମ୍ବାଇ: ନ୍ୟୁଜିଲାଣ୍ଡ୍‌-ଭାରତ ଟେଷ୍ଟ୍ ଶୃଙ୍ଖଳା ଉଭୟ ଦଳ ପାଇଁ ଐତିହାସିକ ମୁହୂର୍ତ ଆଣି ଦେଇଛି। ପ୍ରଥମ ଥର ପାଇଁ ଭାରତ ୩ କିମ୍ବା ତଦୁର୍ଦ୍ଧ ଏକ ଘରୋଇ ଟେଷ୍ଟ୍ ଶୃଙ୍ଖଳାରେ ମୂଳପୋଛ ଭାବେ ହାରିଛି। ଶେଷ ଥର ପାଇଁ ୨୦୦୦ରେ ଦକ୍ଷିଣ ଆଫ୍ରିକା ୨-୦ରେ ଏବଂ ୧୯୮୦ରେ ଇଂଲଣ୍ଡ ୧-୦ରେ ଜିତିଥିଲା।…

ପ୍ୟାରିସ୍‌ ଅଲିମ୍ପିକ୍ସରେ ୪୮% ‌କ୍ରୀଡ଼ାବିତ୍‌ଙ୍କୁ ଶୋଷଣ

ନୂଆଦିଲ୍ଲୀ: ପ୍ୟାରିସ୍‌ ଅଲିମ୍ପିକ୍ସରେ ଟ୍ରାକ୍‌ ଓ ଫିଲ୍ଡ କ୍ରୀଡ଼ାବିତ୍‌ମାନେ ଜାତିଆଣ ଭେଦଭାବ କିମ୍ବା ଯୌନ ଶୋଷଣର ଶିକାର ହୋଇଛନ୍ତି। ବିଶ୍ବ ଦୌଡ଼କୁଦ ମହାସଂଘ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ୧୯୦୦ରୁ ଅଧିକ ଆକାଉଣ୍ଟର ଅନୁଶୀଳନ କରିବା ପରେ ଏହି ରିପୋର୍ଟ ପ୍ରକାଶ କରିଛି। ମୋଟ୍‌…

ଧୋନିଙ୍କୁ ୪ କୋଟିରେ ରଖିଲା ସିଏସ୍‌କେ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ୍‌ ଲାଗି ବଡ଼ ନିଲାମ ପୂର୍ବରୁ ଫ୍ରାଞ୍ଚାଇଜ୍‌ଗୁଡ଼ିକ ‌‌ଖେଳାଳି ରିଟେନ୍‌ସନ୍‌ (ଦଳରେ ବଜାୟ ରଖିବା‌) ଘୋଷଣା କରିଛନ୍ତି। ରିଟେନ୍‌ ଖେଳାଳି ଆସନ୍ତା ବର୍ଷ ସେହି ଫ୍ରାଞ୍ଚାଇଜ୍‌ ପାଇଁ ଖେଳିବେ। ଦକ୍ଷିଣ ଆଫ୍ରିକାର ହେନରିକ୍‌ କ୍ଲାସେଁ ସବୁଠୁ…

ସ୍ପିନର୍‌ ଦେଲେ ସୁଯୋଗ, ବ୍ୟାଟର୍‌ କ‌ଲେ ହାତଛଡ଼ା

ମୁମ୍ବାଇ: ଆଲୋକର ପର୍ବ ଦୀପାବଳି ବି ଭାରତୀୟ କ୍ରିକେଟ୍‌ର ପଥକୁ ଆଲୋକିତ କରିପାରିନାହିଁ। ଅପ୍ରତ୍ୟାଶିତ ଭାବେ ଭାରତୀୟ ଟେଷ୍ଟ୍‌ ଦଳ ଘରୋଇ ମାଟିରେ ଶୃଙ୍ଖଳା ପରାଜୟ ପରେ ମୂଳପୋଛ ଲଜ୍ଜାକୁ ଏଡ଼ାଇବା ବଦଳରେ ତୃତୀୟ ଟେଷ୍ଟ୍‌ ପ୍ରଥମ ଦିନରୁ ସଂଘର୍ଷ କରିଛି। ମୁମ୍ବାଇର ୱାଙ୍ଖ୍‌ଡେ…

ନ୍ୟୁଜିଲାଣ୍ଡ୍‌ କରୁଛି ବ୍ୟାଟିଂ: ଦ୍ବିତୀୟ ୱିକେଟ୍‌ର ଟାର୍ଗେଟ୍‌ରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ଏବଂ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ତିନିଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ସିରିଜ୍‌ର ଶେଷ ମୁକାବିଲା ଆଜି। ମୁମ୍ବାଇର ୱାନ୍‌ଖେଡେ ଷ୍ଟାଡିୟମ୍‌ରେ ଆଜି ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ନ୍ୟୁଜ୍‌ଲାଣ୍ଡ୍‌ ଟିମ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି…

ରଣଜୀ ଟ୍ରଫି: ଓଡ଼ିଶାର ପାଳି ପରାଜୟ

ଭୁବନେଶ୍ବର: ଚଳିତ ରଣଜୀ ଟ୍ରଫି ଋତୁରେ ରବିବାର ଓଡ଼ିଶା ପ୍ରଥମ ପରାଜୟର ସାମ୍ନା କରିଛି। ବଡ଼ୋଦରାର କୋଟାମ୍ବି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ବରୋଦାଠୁ ଏକ ପାଳି ଓ ୯୮ ରନ୍‌ରେ ଓଡ଼ିଶା ଲଜ୍ଜାଜନକ ଭାବେ ହାରିଯାଇଛି। ଫଳରେ ବରୋଦା ବିପକ୍ଷରେ ଓଡ଼ିଶା ଖାତା ଖୋଲିବାରେ…