Breaking News
Browsing Category

ଖେଳ

‘ରୋହିତଙ୍କୁ ଟି ୨୦ ମାନସିକତା ଛାଡିବାକୁ ପଡିବ’

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତକୁ ୧୧୩ ରନରେ ପରାସ୍ତ କରିଛି। ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଏହା 0-୨ ର ଅଗ୍ରଣୀ ହାସଲ କରିଛି | ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୁଣେରେ ଖେଳାଯାଇଥିଲା। ଏହି ମ୍ୟାଚରେ ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ମଞ୍ଜରେକର…

ରଣଜୀ ଟ୍ରଫି: ଓଡ଼ିଶା ବିପକ୍ଷରେ ବରୋଦା ବଡ଼ ଅଗ୍ରଣୀ ମୁହାଁ

ଭୁବନେଶ୍ବର: ଓଡ଼ିଶା ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ଘରୋଇ ବରୋଦା ଦଳ ବଡ଼ ସ୍କୋର୍‌ ଓ ଅଗ୍ରଣୀ ଦିଗରେ ଅଗ୍ରସର ହୋଇଛି। ଓଡ଼ିଶାର ୧୯୩ ରନ୍‌ ଜବାବରେ ଘରୋଇ ବରୋଦା ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ୬ ୱିକେଟ୍‌ ହରାଇ ୩୫୪ ରନ୍‌ କରିଛି। ଅନ୍ତର୍ଜାତୀୟ ତାରକା କ୍ରୁନାଲ  ୮୮* ରନ୍‌ରେ…

ୟଙ୍ଗଷ୍ଟର୍ ପ୍ରିମିୟର୍ ଲିଗ୍ ‘ଲୋଗୋ’ ଉନ୍ମୋଚିତ

ଭୁବନେଶ୍ବର: ସ୍ଥାନୀୟ ଲୟେଲା ସ୍କୁଲ୍‌ରୁ ପରିଚାଳିତ ଏବଂ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍‌ ୟୁସୁଫ୍ ଓ ଇର୍ଫାନ୍ ପଠାନଙ୍କ ପରିକଳ୍ପିତ ‘କ୍ରିକେଟ୍ ଏକାଡେମି ଅଫ୍ ପଠାନ୍ସ’ ବା କାପ୍, ଭୁବନେଶ୍ବର ଅନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଥିବା ୟଙ୍ଗଷ୍ଟର୍ ପ୍ରିମିୟର୍ ଲିଗ୍‌ (ୱାପିଏଲ୍‌)ର…

କଠିନ ପରୀକ୍ଷାରେ ଗମ୍ଭୀର, ଚାରି ବରିଷ୍ଠଙ୍କୁ ନେଇ ବଢ଼ୁଛି ଚିନ୍ତା

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳ ଏବେ ପରିବର୍ତ୍ତନ କାଳ ଦେଇ ଗତି କରୁଛି। ଅନ୍ୟୂନ ଚାରିଜଣ ବରିଷ୍ଠ ନିଜନିଜ ଖେଳ ଜୀବନର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ସଫଳତାର ସହ ସେମାନଙ୍କ ସ୍ଥାନ ପୂରଣ କରିବା ନୂଆ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପାଇଁ କାଠିକର ପାଠ ହେବାକୁ ଯାଉଛି। ଅନ୍ତତଃ…

ରଣଜୀ ଟ୍ରଫି: ବରୋଦାକୁ ଆଦୌ ହରାଇନି ଓଡ଼ିଶା

ଭୁବନେଶ୍ବର: ରଣଜୀ ଟ୍ରଫିର ଗତ ମୁକାବିଲାରେ ଜମ୍ମୁ କଶ୍ମୀରଠୁ କଳେ ବଳେ ୩ ପଏଣ୍ଟ ପାଇଥିବା ଓଡ଼ିଶା ଏବେ ପୂର୍ଣ୍ଣ ପଏଣ୍ଟ୍‌ ସନ୍ଧାନରେ ରହିଛି। ଗୋବିନ୍ଦ ପୋଦ୍ଦାରଙ୍କ ନେତୃତ୍ବାଧୀନ ଦଳ ବର୍ତ୍ତମାନ ବଡ଼ୋଦରାର ମୋତିବାଗ୍‌ ସିଂହ ଷ୍ଟାଡିୟମ୍‌ରେ ବରୋଦା ସହିତ ଶନିବାରଠାରୁ ତୃତୀୟ ମ୍ୟାଚ୍‌…

ଟେଷ୍ଟ୍‌ ପୂର୍ବରୁ କୋହଲି ‌ଘରୋଇ କ୍ରିକେଟ୍‌ ଖେଳିବା ଉଚିତ: କୁମ୍ବଲେ

ପୁଣେ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ପ୍ରଶିକ୍ଷକ ଅନୀଲ କୁମ୍ବଲେ ପୁଣେ ଟେଷ୍ଟ୍‌ରେ ବିରାଟ କୋହଲିଙ୍କ ସଟ୍‌ ଚୟନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାରମ୍ବାର ଖରାପ ପ୍ରଦର୍ଶନ ଦେଇ ଗତି କରୁଥିବାରୁ ଡବ୍‌ଲ୍ୟୁଟିସି ଫାଇନାଲ୍‌ ପୂର୍ବରୁ ଭାରତ ଖେଳିବାକୁ ଥିବା ୧୦ ଟେଷ୍ଟ୍‌ ପୂର୍ବରୁ…

ତନ୍‌ଭୀଙ୍କୁ ଜାତୀୟ ଦ୍ବିମୁକଟ

ଭୁବନେଶ୍ବର: ଚେନ୍ନାଇରେ ଆୟୋଜିତ ୩୬ତମ ଉପକନିଷ୍ଠ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଆ ଝିଅ ତନ୍‌ଭୀ ପତ୍ରୀ ଦ୍ବିମୁକୁଟ କରାୟତ୍ତ କରିଛନ୍ତି। ସେ ଉଭୟ ୧୫ ଓ ୧୭ ବର୍ଷରୁ କମ୍‌ ବାଳିକା ବର୍ଗରେ ବିଜୟିନୀ ହୋଇଥିଲେ। ଶୁକ୍ରବାର ଏସୀୟ ବିଜୟିନୀ ତନ୍‌ଭୀ ୧୫ ବର୍ଷରୁ କମ୍‌ ବର୍ଗ ଏକକ…

ନ୍ୟୁଜିଲାଣ୍ଡ୍‌ ନିୟନ୍ତ୍ରଣରେ ପୁଣେ ଟେଷ୍ଟ୍‌: ନୂଆ ଇତିହାସ ସୃଷ୍ଟି ଦିଗରେ ଟମ୍ ଲଥ‌ାମ ସେନା ଅଗ୍ରସର

ପୁଣେ: ଶ୍ରୀଲଙ୍କାରେ ମୂଳପୋଛ ଭାବେ ଟେଷ୍ଟ୍ ଶୃଙ୍ଖଳା ହାରି ଭାରତ ଆସିଥିବା ନ୍ୟୁଜିଲାଣ୍ଡ୍‌ ଏବେ ନୂଆ ଇତିହାସ ରଚିବା ଦିଗରେ ଅଗ୍ରସର ହୋଇଛି। ଭାରତ ମାଟିରେ ପ୍ରଥମ ଥର ଟେଷ୍ଟ୍ ଶୃଙ୍ଖଳା ଜିତିବା ଏକ ପ୍ରକାର ନିଶ୍ଚିତ କରିଛି। ଅନ୍ୟପକ୍ଷରେ ଭାରତ ୧୨ ବର୍ଷ ପରେ ନିଜ ପ୍ରଥମ ଘରୋଇ ଟେଷ୍ଟ୍…

ବର୍ଡର-ଗାଭାସ୍କର ଟ୍ରଫି: ଭାରତୀୟ ଦଳରେ ୩ ନୂଆ ମୁହଁ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ନଭେମ୍ବର ୨୨ ତାରିଖରୁ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ୍ ଶୃଙ୍ଖଳା ଲାଗି ଭାରତୀୟ ଦଳ ଶୁକ୍ରବାର ରାତିରେ ଘୋଷିତ ହୋଇଛି। ରୋହିତ ଶର୍ମାଙ୍କ ଦଳରେ ଏଥର ୩ ନୂଆ ମୁହଁ ନଜରକୁ ଆସିଛନ୍ତି। ବ୍ୟାଟର୍ ଅଭିମନ୍ୟୁ ଈଶ୍ବରନ୍, ହର୍ଷିତ ରାଣା ଓ…

ରାଜମାତା ଜୀଜାବାଈ ଟ୍ରଫି ଫୁଟ୍‌ବଲ୍‌: ଫାଇନାଲ ରାଉଣ୍ଡରେ ଓଡ଼ିଶା

କଟକ: ବରିଷ୍ଠ ମହିଳା ଜାତୀୟ ଫୁଟ୍‌ବଲ ଚାମ୍ପିଅନସିପ୍ ‘ରାଜମାତା ଜୀଜାବାଈ ଟ୍ରଫି’ର ବୁଧବାର ଖେଳାଯାଇଥିବା ତୃତୀୟ ଲିଗ୍‌ ମ୍ୟାଚ୍‌ରେ ଓଡ଼ିଶା ମହିଳା ଦଳ ବୃହତ୍‌ ବିଜୟ ହାସଲ କରିବା ସହିତ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଛି। ଆନ୍ଧ୍ରପ୍ରଦେଶର ଅନନ୍ତପୁର ଆର୍‌ଡିଟି ଷ୍ଟାଡିୟମରେ ଖେଳାଯାଇଥିବା…