Breaking News
Browsing Category

ଖେଳ

ଜିମ୍ବାୱେ କଲା ସର୍ବୋଚ୍ଚ ଟ୍ବେଣ୍ଟି-୨୦ ସ୍କୋର୍‌

ନାଇରୋବି: ଟ୍ବେଣ୍ଟି-୨୦ରେ ସର୍ବୋଚ୍ଚ ଦଳଗତ ସ୍କୋର୍ କରିଛି ଜିମ୍ବାୱେ। ବୁଧବାର ଏଠାରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆଫ୍ରିକୀୟ ଯୋଗ୍ୟତା ପର୍ଯ୍ୟାୟର ଗାମ୍ବିୟା ବିପକ୍ଷ ମୁକାବିଲାରେ ୨୦ ଓଭରରୁ ୪ ୱିକେଟ୍ ବିନିମୟରେ ୩୪୪ ରନ୍ କରି ବିଶ୍ବ ରେକର୍ଡର ଅଧିକାରୀ ହୋଇଛି।…

ଆଇସିସି ଟେଷ୍ଟ୍‌ ମାନ୍ୟତା: କୋହଲିଙ୍କୁ ଟପିଲେ ପନ୍ତ

ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ୍‌ ମାନ୍ୟତାରେ ଭାରତୀୟ ୱିକେଟ୍‌ରକ୍ଷକ ବ୍ୟାଟର୍‌ ଋଷଭ ପନ୍ତ ଷଷ୍ଠ ସ୍ଥାନକୁ ଉଠିଛନ୍ତି। ଉପରକୁ ଯିବାରେ ସେ ଅନ୍ୟତମ ବ୍ୟାଟର୍‌ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ୯୯ ରନ୍‌ର ବ୍ୟାଟିଂ କରିବା ପରେ…

ଭାରତ ପାଇଁ ‘ପୁଣେ’ ପରୀକ୍ଷା: ରୋହିତ ବାହିନୀର ଲକ୍ଷ୍ୟ ‌ପ୍ରତ୍ୟାବର୍ତ୍ତନ

ପୁଣେ: କୌଣସି ଘରୋଇ ଶୃଙ୍ଖଳା‌ରେ ଭାରତୀୟ କ୍ରିକେଟ୍ ଦଳ ତିନି ବର୍ଷ ତଳେ ଅର୍ଥାତ୍ ୨୦୨୧ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ପଛୁଆ ରହିଥିଲା। ଏହା ପୂର୍ବରୁ ୨୦୧୭ ମସିହାରେ ଇଂଲଣ୍ଡ ବିପକ୍ଷରେ ଏଭଳି ସ୍ଥିତିରେ ଥିଲା। ଉଭୟ ଥର କିନ୍ତୁ ସଫଳ ପ୍ରତ୍ୟାବର୍ତ୍ତନ କରି ଶୃଙ୍ଖଳା ବିଜୟର ସ୍ବାଦ…

ଇଷ୍ଟ୍‌ ବେଙ୍ଗଲ୍‌କୁ ହରାଇଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ବର: ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଏଫ୍‌ସି ମଙ୍ଗଳବାର ଦ୍ବିତୀୟ ବିଜୟ ପାଇଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ଦଳ ୨-୧ ଗୋଲ୍‌ରେ ଇଷ୍ଟ୍‌ବେଙ୍ଗଲ ଏଫ୍‌ସିକୁ ପରାସ୍ତ କରିଛି। ମ୍ୟାଚ୍‌ର ୨୨ତମ ମିନିଟ୍‌ରେ ଇସାକ୍‌ ରାଲ୍‌ଟେଙ୍କ…

ମଉଳିଲା ଭାରତର ପଦକ ଆଶା: କମନ୍‌ୱେଲ୍‌ଥ ଗେମ୍ସରୁ ବାଦ୍‌ ପଡ଼ିଲା ଏହି ସବୁ କ୍ରୀଡ଼ା

ନୂଆଦିଲ୍ଲୀ: ଆଗାମୀ ୨୦୨୬ କମନ୍‌ୱେଲ୍‌ଥ ଗେମ୍ସରୁ ଅନେକ କ୍ରୀଡ଼‌ା ବାଦ୍‌ ପଡ଼ିଛି। ଯାହାକି ଭାରତର ପଦକ ଆଶାକୁ ଗୁରୁତର ଭାବରେ ପ୍ରଭାବିତ କରିପାରେ। ଜୁଲାଇ ୨୩ରୁ ଅଗ‌ଷ୍ଟ ୨ ତାରିଖ ମଧ୍ୟରେ ହେବାକୁ ଥିବା କମନ୍‌ୱେଲ୍‌ଥ ଗେମ୍ସର ୨୩ ତମ ସଂସ୍କରଣରେ କେବଳ ୧୦ଟି ଖେଳ ପ୍ରଦର୍ଶିତ ହେବ।…

ଜାତୀୟ ପାରା ସନ୍ତରଣ: ଦ୍ବିତୀୟ ଦିନରେ ଓଡ଼ିଶାକୁ ୬ ସ୍ବର୍ଣ୍ଣ ସହ ୧୩ ପଦକ

ଭୁବନେଶ୍ବର: ଗୋଆରେ ଚାଲିଥିବା ଜ‌ାତୀୟ ପାରା ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶା ‌ସନ୍ତରଣକାରୀଙ୍କ ଚମକ ଜାରି ରହିଛି। ପ୍ରଥମ ଦିନରେ ୩ (୧ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ, କାଂସ୍ୟ) ପଦକ ଜିତିଥିବା ଓଡ଼ିଶା ସୋମବାର ଏଥିରେ ୧୩ (୬ ସ୍ବର୍ଣ୍ଣ, ୬ ରୌପ୍ୟ, ୧ କାଂସ୍ୟ) ପଦକ ଜିତିଛି। ଫଳରେ ଏହି…

ହେନେରୀ-ୱିଲିୟମଙ୍କ ଘାତକ ବୋଲିଂ: ୪୬ ରନ୍‌ରେ ଟିମ୍ ଇଣ୍ଡିଆ ଅଲ୍ଆଉଟ୍

ବେଙ୍ଗାଲୁରୁ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଖେଳରେ ଟିମ୍ ଇଣ୍ଡିଆ ଧରାଶାୟୀ ହୋଇଛି। ନ୍ୟୁଜିଲ୍ୟାଣ୍ଡର ହେନେରୀ ଏବଂ ୱିଲିୟମଙ୍କ ଘାତକ ବୋଲିଂ ଆଗରେ ଟିମ୍ ଇଣ୍ହିଆର ୫ ଜଣ ବ୍ୟାଟ୍ସ ମ୍ୟାନ ଖାତା ନ ଖୋଲି ପାରି ପାଭିଲିୟନ ଫେରିଛନ୍ତି। ବର୍ଷା…

ବାଂଲାଦେଶ ଆଗରେ ୨୯୮ ରନ୍‌ର ବିଶାଳ ଟାର୍ଗେଟ୍‌: ସିରିଜ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ହାଇଦ୍ରାବାଦ,୧୨।୧୦: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ ହାଇଦ୍ରାବାଦରେ ଶନିବାର ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟି୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ସାମସନ୍‌ଙ୍କ ବିସ୍ଫୋରକ ଶତକ ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ…

ଇସ୍ରାଏଲ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ କଲା ହେଜବୋଲ୍ଲା, ୪ ସେନା ନିହତ, ୭୦ ଆହତ

ଜେରୁଜେଲମ,୧୪।୧୦: ଲେବାନନରେ ଇସ୍ରାଏଲ ଏବଂ ହେଜବୋଲ୍ଲା ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ହେଜବୋଲ୍ଲା ଇସ୍ରାଏଲ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ କରିଛି। କୁହାଯାଉଛି ଯେ ଏଥର ହେଜବୋଲ୍ଲା ଇସ୍ରାଏଲର ସାମରିକ ବେସକୁ ଟାର୍ଗେଟ କରିଛି। ଯେଉଁଥିରେ ୪ଜଣ ଇସ୍ରାଏଲ ସେନାଙ୍କର ମୃତ୍ୟୁ…

ଦ୍ବିତୀୟ ଟ୍ବେଣ୍ଟି-୨୦ରେ ବାଂଲାଦେଶ ୮୬ ରନ୍‌ରେ ପରାସ୍ତ: ଭାରତ ଶୃଙ୍ଖଳା ଜିତିଲା

ନୂଆଦିଲ୍ଲୀ: ଦ୍ବିତୀୟ ଟ୍ବେଣ୍ଟି-୨୦ରେ ବାଂଲାଦେଶକୁ ୮୬ ରନ୍‌ରେ ପରାସ୍ତ କରି ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୨-୦ରେ ଆଗୁଆ ଜିତିନେଇଛି। ଭାରତର ୨୨୧/୯ ସ୍କୋରକୁ ପିଛା କରି ବାଂଲାଦେଶ ନିମୟିତ ଅନ୍ତରାଳରେ ୱିକେଟ୍‌ ହରାଇବା ସହ ୯ ୱିକେଟ୍ ବିନିମୟରେ ୧୩୫ ରନ୍‌ରେ ଅଟକି ଯାଇଥିଲା।…