Breaking News
Browsing Category

ଜାତୀୟ

ଭାରତରେ ହେବ ଲକ୍‌ଡାଉନ! HMPV ଆକ୍ରାନ୍ତ ଚିହ୍ନଟ ପରେ ବଢିଲା ଚିନ୍ତା

ନୂଆଦିଲ୍ଲୀ,୭।୧: କୋଭିଡ ମହାମାରୀ ପରେ ପୁଣି ଏକ ସଂକ୍ରାମକ ଭୂତାଣୁ ହ୍ୟୁମାନ ମେଟାନ୍ୟୁମୋଭାଇରସ(ଏଚଏମପିଭି)ଚିନ୍ତା ବଢାଇଛି। ଭାରତର ୪ ରାଜ୍ୟରେ ୬ ଆକ୍ରାନ୍ତ ଚିହ୍ନଟ ପରେ ଆଗକୁ ଲକ୍‌ଡାଉନ ଲାଗୁ ହେବ କି ବୋଲି ଆଶଙ୍କା ବଢିଛି। ସୋସିଆଲ ମିଡିଆରେ ହାଶଟ୍ୟାଗ ଲକଡାଉନ ଟ୍ରେଣ୍ଡ କରିବା ଆରମ୍ଭ…

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ରାୟପୁର,୭।୧: ଛତିିଶଗଡ଼ ବିଜାପୁର ଜିଲାରେ ସୋମବାର ଯବାନମାନଙ୍କୁ ନେଇ ଯାଉଥିବା ଏକ ଗାଡ଼ିକୁ ମାଓବାଦୀମାନେ ଆଇଇଡି ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ବିସ୍ଫୋରଣରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆର୍‌ଜି)ର ୮ ଯବାନ ଏବଂ ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଏନେଇ ସେନା ଶିବିରରେ ଶୋକର ଛାୟା…

ଡରେଇଲାଣି ଏଚ୍‌ଏମ୍‌ପିଭି : ୪ ରାଜ୍ୟରେ ୬ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୭।୧: କୋଭିଡ ମହାମାରୀର ପ୍ରାୟ ୫ ବର୍ଷ ପରେ ଚାଇନାରୁ ଆଉ ଏକ ସଂକ୍ରାମକ ଭୂତାଣୁ ହ୍ୟୁମାନ୍‌ ମେଟାନ୍ୟୁମୋଭାଇରସ୍‌ (ଏଚ୍‌ଏମ୍‌ପିଭି) ଏବେ ଭାରତରେ ପହଞ୍ଚତ୍ଛି। ଦେଶରେ ୬ ଏଚ୍‌ଏମ୍‌ପିଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କର୍ନାଟକରେ ୨ ଶିଶୁଙ୍କଠାରେ ଏଭଳି ଭୂତାଣୁ ଚିହ୍ନଟ ହେବା ପରେ…

ଡରାଇଲାଣି HMPV ଭାଇରସ, ୨ଜଣ ସଂକ୍ରମିତ

ନୂଆଦିଲ୍ଲୀ,୬।୧: ଚାଇନାରେ ଏଚଏମପିଭି ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସେହି ଭାଇରସ ଚାଇଡ଼ାରୁ ବ୍ୟାପୀ ୩ଟି ଦେଶରେ ପ୍ରଭାବ ବିସ୍ତାର ବରିଛି। ଚାଇନାରୁ ଆସିଥିବା ଏଚଏମପିଭ ଜୀବାଣୁ ବର୍ତ୍ତମାନ ଭାରତରେ ଏଣ୍ଟ୍ରି କରିଛି। ଭାରତରେ ଏକକାଳୀନ ଏଚଏମପିଭିର ଦୁଇଟି ମାମଲା…

ରାଗିଗଲେ ରାଜ୍ୟପାଳ: ଗୃହ ଛାଡି ପଳାଇଲେ

ଚେନ୍ନାଇ,୬।୧:ବିଧାନସଭା ଅଧିବେଶନରେ ଜାତୀୟ ସଂଗୀତକୁ ଅପମାନିତ ହେବା ଦେଖି ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି କ୍ରୋଧିତ ହୋଇ ବିଧାନସଭା ଅଧିବେଶନକୁ ସମ୍ବୋଧନ ନ କରି ଗୃହରୁ ବାହାରିଥିଲେ। ତାମିଲନାଡୁ ବିଧାନସଭାର ୨୦୨୫ ବର୍ଷର ପ୍ରଥମ ବିଧାନସଭା ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ନିୟମ…

ଗିରଫ ହେଲେ ପ୍ରଶାନ୍ତ କିଶୋର

ପାଟନା,୬।୧: ଜନ ସୁରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କୁ ପୋଲିସ ଗିରଫ କରିଛି। ପାଟନା ଜିଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତାଙ୍କୁ ଗିରଫ କରିବା ପୂର୍ବରୁ ପୋଲିସ ତାଙ୍କୁ ଅଟକ ରଖିଥିଲା।ଗିରଫ କରିବା ପୂର୍ବରୁ ପୋଲିସ ତାଙ୍କୁ ଅଟକ ରଖିଥିଲା। ସେ ଗାନ୍ଧୀ ମଇଦାନରେ ବାପୁ…

ଜଙ୍ଗଲରେ ସିଂହ ସହ ୫ ଦିନ ବିତାଇଲେ ୭ ବର୍ଷୀୟ ବାଳକ

ହରାରେ, ୬।୧: ଉତ୍ତର ଜିମ୍ବାଓ୍ବେର ମେଶୋନାଲେଣ୍ଡ ପଶ୍ଚିମ ପ୍ରଦେଶର ‘କରିବା ଗ୍ରାମୀଣ’ ଜିଲାଲ ୭ ବର୍ଷୀୟ ବାଳକ ଟିନୋଟେଡା ପୁଡୁଙ୍କ କାହାଣୀ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ସେ ୫ ଦିନ ସିଂହ ଅଭୟାରଣ୍ୟ ମଧ୍ୟରେ ଭୟଙ୍କର ବନ୍ୟଜନ୍ତୁଙ୍କ ସହ ବିତାଇ ଜୀବିତ ଉଦ୍ଧାର ହୋଇଛନ୍ତି। ଏହାକୁ…

କୃଷ୍ଣସାର ମୃଗକୁ ମାରିଲା କଲରାପତରିଆ

ଗାନ୍ଧୀନଗର,୬।୧: ଗୁଜରାଟର ଷ୍ଟାଚ୍ୟୁ ଅଫ୍‌ ୟୁନିଟି ନିକଟରେ ଥିବା ଜଙ୍ଗଲ ସଫାରିରେ ଏକ କଲରାପତରିଆ ବାଘ ପ୍ରବେଶ କରି ଗୋଟିଏ କୃଷ୍ଣସାର ମୃଗକୁ ମାରିବା ପରେ ଭୟରେ ଆଉ ୭ଟି ମୃଗଙ୍କ ମୃତ୍ୟୁ ଘଟିଛି। ଜାନୁଆରୀ ୧ ତାରିଖ ଭୋର ସମୟରେ ଏହି ଘଟଣା ଘଟିଥିବାବେଳେ ସ୍ଥାନୀୟ ବନବିଭାଗ ଏହାର ତଦନ୍ତ…

ଚାଇନାରେ ଦ୍ରୁତ ଗତିରେ ବ୍ୟାପୁଛି ନୂଆ ଭାଇରସ୍ ‘ହ୍ୟୁମାନ ମେଟାନ୍ୟୁମୋଭାଇରସ’, ଭାରତ ପାଇଁ ଚିନ୍ତାର…

ନୂଆଦିଲ୍ଲୀ, ୪।୧: ଏବେ ସମ୍ଭାବ୍ୟ ମହାମାରୀ ଆଶଙ୍କାରେ ସାରା ବିଶ୍ୱ । କରୋନା ଭଳି ଚାଇନାରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ନୂଆ ଭାଇରସ୍ 'ହ୍ୟୁମାନ ମେଟାନ୍ୟୁମୋଭାଇରସ' । ଏପଟେ ଭାରତରେ କିନ୍ତୁ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଶ୍ୱାସଜନିତ କୌଣସି…

ଦିଲ୍ଲୀ ବିଧାନସଭ ନିର୍ବାଚନ: ବିଜେପିର ୨୯ ଜଣିଆ ପ୍ରାର୍ଥୀ ତାଲିକା ଜାରି,କେଜ୍ରିଓ୍ବାଲଙ୍କ ବିରୋଧରେ ପ୍ରବେଶ ଓ ଏବଂ…

ନୂଆଦିଲ୍ଲୀ,୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ ଆପ୍‌ ମଧ୍ୟରେ ବଳ କଷାକଷି। କିଏ ଜିତିବ ଦିଲ୍ଲୀ। ଏବେଠାରୁ ଦୁଇ ଦଳର ଚାଲିଛି ଜୋରଦାର ପ୍ରସ୍ତୁତି। ଏହା ଭିତରେ ଶନିବାର ବିଜେପି ଜାରି କରିଛି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ଏଥିରେ ରହିଛି ୨୯ ଜଣଙ୍କ ନାଁ। ଆପ୍…