Breaking News
Browsing Category

ଜାତୀୟ

ୟୁପିର ହାଥରସରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ମ୍ୟାଜିକ୍କୁ ଧକ୍କା ଦେଲା ଟ୍ୟାଙ୍କର, ୭ ମୃତ, ୧୩ ଆହତ…

ନୂଆଦିଲ୍ଲୀ : ୟୁପିର ହାଥରସ୍ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ଅନିୟନ୍ତ୍ରିତ ଟ୍ରକ ଏକ ଯାତ୍ରାବାହୀ ଟାଟା ମ୍ୟାଜିକ୍‌କୁ ଧକ୍କା ଦେଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଖେଳିଯାଇଛି । ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବାହାରକୁ…

୧୭୫ ବର୍ଷ ପୂର୍ବେ ସନଣ୍ଡେକୁ ହଲିଡେ ଘୋଷଣା ହୋଇଥିଲା, ଜାଣନ୍ତୁ ଇତିହାସ

ନୂଆଦିଲ୍ଲୀ,୧୦/୧୨: ସନଣ୍ଡେକୁ ସମସ୍ତେ ଚାତକ ପରି ଚାହିଁଥାନ୍ତି । ବିଶେଷ କରି ଚାକିରିଆଙ୍କୁ ଏହି ଦିନର ଅଧିକ ଅପେକ୍ଷା ଥାଏ । କେଉଁଦିନ ସନଣ୍ଡେ ଆସିବ ଆଉ ଟିକେ ଛୁଟି ମିଳିବ ସେହି ଅପେକ୍ଷାରେ ରହିଥାନ୍ତି । କାରଣ ସନଣ୍ଡେ ବା ରବିବାର ଏକ ସପ୍ତାହିକ ଛୁଟି ଦିନ । ରବିବାର ଆସିବା କ୍ଷଣି ଆମେ…

ହିମାଚ଼ଳରେ ଅଘଟଣ; ୨୦୦ ଫୁଟ୍ ତଳକୁ ଖସିଲା ବସ୍, ଡ଼୍ରାଇଭର ମୃତ ଓ ଏକାଧିକ ଆହତ

ନୂଆଦିଲ୍ଲୀ,୧୦/୧୨: ହିମାଚ଼ଳରେ ଅଘଟଣ । ଖାଇକୁ ଖସିଲା ବସ୍ । ଫଳରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ତେବେ ହିମାଚ଼ଳର କୁଲ୍ଲୁ ସ୍ଥିତ ସକେଲଗଡ଼ ନିକଟରେ ଏହି ଦୁର୍ଘଟଣା ଘଟିଛି । ତେବେ ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦା ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ…

ସଂସଦରେ‘ମୋଦି-ଆଦାନି ଭାଇ-ଭାଇ’ ଲେଖାଥିବା ବ୍ୟାଗ୍ ଧରି ପହଞ୍ଚିଲେ ପ୍ରିୟଙ୍କା, ରାହୁଲ କହିଲେ ଖୁବ ସୁନ୍ଦର…

ନୂଆଦିଲ୍ଲୀ,୧୦/୧୨:ସଂସଦର ଶୀତକାଳୀନ ଅଧିବେଶନରେ ଆଦାନୀ ପ୍ରସଙ୍ଗକୁ ନେଇ ଥମୁନି ବିରୋଧୀଙ୍କ ହଙ୍ଗାମା । ଏହାରି ମଧ୍ୟରେ ‘ମୋଦି-ଆଦାନି ଭାଇ-ଭାଇ’ ଲେଖାଥିବା ବ୍ୟାଗ ନେଇ ସଂସଦରେ ପହଞ୍ଚିଛନ୍ତି ପ୍ରିୟଙ୍କା ଗାନ୍ଧି। ଆଉ ତାଙ୍କର ଏହି ବ୍ୟାଗକୁ ପ୍ରଶଂସା କରି ବ୍ୟାଗଟି ବେଶ୍ ଭଲ ହୋଇଥିବା…

ସରିବାକୁ ଯାଉଛି ଡିସେମ୍ବର, ୧୫ ସୁଦ୍ଧା କରିନିଅନ୍ତୁ ଆଧାରଠୁ ନେଇ ଆଇଟିର ଅପଡେଟ୍

ନୂଆଦିଲ୍ଲୀ,୧୦/୧୨: ଚଳିତ ବର୍ଷ ଶେଷ ହେବାକୁ ଆଉ କିଛି ଦିନ ବାକି ରହିଛି । ବର୍ଷର ଶେଷ ମାସ ଡିସେମ୍ବର ସରିବାକୁ ମାତ୍ର ୨୧ ଦିନ ରହିଛି । ଡିସେମ୍ବର ୧୫ ଯାଏ କିଛି କାମ କରିବା ଜରୁରୀ ହୋଇଛି । କିଛି ଆର୍ଥିକ କାମ ଅଛି ଯାହା ପୁରଣ କରିବାର ସମୟସୀମା ଶେଷ ହେବାକୁ ଯାଉଛି । ଏଥିରେ ଆଇଟିଆର…

ଇଣ୍ଡୋନେସିଆର ଜାଭା ଦ୍ବୀପରେ ପ୍ରକୃତିକର ତାଣ୍ଡବ; ଭୂ-ସ୍ଖଳନ ଯୋଗୁଁ ୧୦ ମୃତ , ୨ ନିଖୋଜ

ନୂଆଦିଲ୍ଲୀ,୧୦/୧୨:ଇଣ୍ଡୋନେସିଆରେ ପ୍ରକୃତିକର ତାଣ୍ଡବ । ଜାଭା ଦ୍ବୀପରେ ଭୂ-ସ୍ଖଳନ ଯୋଗୁଁ ୧୦ ମୃତ । ଏଥିସହ ୨ ଜଣ ନିଖୋଜ ଥିବା ଜଣାପଡିଛି। ସେହିପରି ଏଥିରେ ଅନେକ ଅଞ୍ଚଳ ପ୍ରଭାବିତ ହୋଇଥିବା ବେଳେ ସେଠାକାର ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ଦିଆଯାଇଛି ନିର୍ଦ୍ଦେଶ । ସେପଟେ ଉଦ୍ଧାରକାରୀ…

ଏଲ୍‌ଆଇସି ବୀମା ସଖୀ ଯୋଜନା ଆରମ୍ଭ କଲେ ମୋଦି,ଦଶମ ପାସ୍‌ ମହିଳାଙ୍କୁ ମାସକୁ ମିଳିବ ୭ ହଜାର

ନୂଆଦିଲ୍ଲୀ,୧୦/୧୨: ଏଲ୍‌ଆଇସି ବୀମା ସଖୀ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୋଜନା ଅଧୀନରେ ଚୟନ ହୋଇଥିବା ଦଶମ ପାସ୍‌ ମହିଳାଙ୍କୁ ମାସିକ ୭ ହଜାର ଟଙ୍କା ଦରମା ସହିତ ମିଳିବ କମିଶନ । ଏଥିସହ ସେମାନଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଦିଆଯିବ ବୀମା ଏଜେଣ୍ଟ୍‌ ତାଲିମ ।…

ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କୁ ହତ୍ୟା ଧମକ: ରୁଜୁହେଲା ମାମଲା

ଅମରାବତୀ,୧୦।୧୨: ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ତଥା ଅଭିନେତା ପୱନ କଲ୍ୟାଣଙ୍କୁ ହତ୍ୟା ଧମକ ମିଳିଛି। ଏନେଇ ଜନସେନା ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଯୋଗ୍ୟ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ଅଜଣା ନମ୍ବରରେ ଧମକପୂର୍ଣ୍ଣ କଲ୍‌ ଆସିଥିଲା। ଅଜ୍ଞାତ ବ୍ୟକ୍ତି ଜଣକ ପୱନ…

କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଏମ କ୍ରିଷ୍ଣଙ୍କ ପରଲୋକ

ବେଙ୍ଗାଲୁରୁ,୧୦।୧୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସଏମ କ୍ରିଷ୍ଣାଙ୍କ ଦେହାନ୍ତ ହୋଇଛି। ସେ ୯୨ବର୍ଷ ବୟସରେ, ଡିସେମ୍ବର ୧୦ ମଙ୍ଗଳବାର ବେଙ୍ଗାଲୁରୁର ସାଦାଶିଭନଗରରେ ଥିବା ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବୟସ ସମ୍ବନ୍ଧୀୟ…

୧୮ ବିଧାୟକଙ୍କ କଟିଲା ଟିକେଟ

ନୂଆଦିଲ୍ଲୀ, ୧୦।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ୨୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପର୍ଯ୍ୟାୟରେ ଦଳ ୧୮ ଜଣ ବିଧାୟକଙ୍କ ଟିକେଟ କାଟିଥିବାବେଳେ ୨ ବିଧାୟକଙ୍କର ଆସନ ବଦଳାଇଛି। ଏହି ତାଲିକାରେ ଦିଲ୍ଲୀର…