Breaking News
Browsing Category

ଜାତୀୟ

ଦେଢ଼ ଟଙ୍କା ଫେରାଇଲାନି ଗ୍ୟାସ୍‌ ଏଜେନ୍ସି, ୭ ବର୍ଷ କୋର୍ଟ ଲଢ଼େଇ ପରେ ଆସିଲା ରାୟ

ମଧ୍ୟପ୍ରଦେଶ ୦୪/୦୧: ଆଜିକାଲିର ମହଙ୍ଗା ଯୁଗରେ ଦେଢ଼ ଟଙ୍କା ଅନେକଙ୍କୁ ମହତ୍ୱହୀନ ଲାଗୁଥାଇପାରେ । କିନ୍ତୁ ମଧ୍ୟପ୍ରଦେଶ ସାଗର ଜିଲ୍ଲାର ଚକ୍ରେଶ ଜୈନ୍‌ ଏହି ମାମୁଲି ରାଶି ଲାଗି ଏକ ଗ୍ୟାସ୍‌ ଏଜେନ୍ସି ବିରୋଧରେ ମାମଲା ରୁଜୁ କରିଥିଲେ । ୭ ବର୍ଷ ଧରି କୋର୍ଟରେ ଲଢ଼େଇ ଜାରି ରହିଥିଲା । ତାଙ୍କର…

ଚାଲୁଥିବା କୃଷକ ଧାରଣା ଉପରେ ମନ୍ତବ୍ୟ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କହିଲେ ବିଗତ ୧୦ ବର୍ଷ ମଧ୍ୟରେ ଅନେକଥର…

ନୂଆଦିଲ୍ଲୀ: ପଞ୍ଜାବ ଓ ହରିୟାନାର କୃଷକ ମାନେ ସର୍ବନିମ୍ନ ସହାୟକ ମୁଲ୍ୟ(ଏମଏସପି)କୁ ବୃଦ୍ଧି କରିବାକୁ ନେଇ ଧାରଣାରେ ବସିଥିବା ବେଳେ ଏହା ଉପରେ ନିଜ ଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀରେ ହେଉଥିବା ଭାରତ ଗ୍ରାମୀଣ ମହୋତ୍ସବ ୨୦୨୫ରେ ଶନିବାର ଦିନ ଯୋଗଦେଇ ପିଏମ ମୋଦି,…

ଆମେରିକାର ସର୍ଜନ ଜେନେରାଲଙ୍କ ବଡ଼ ଚେତାବନୀ, ଗୋଟିଏ ବୁନ୍ଦା ମଦ ବି ମଣିଷ ଶରୀରରେ ସୃଷ୍ଟି କରିପାରେ ଏଭଳି ମାରାତ୍ମକ…

ନୂଆଦିଲ୍ଲୀ, ୪।୧: ମଦ୍ୟପାନରୁ ସ୍ୱାସ୍ଥ୍ୟ ଉପରେ ବଡ଼ ବିପଦ । ଏନେଇ ଆମେରିକାର ସର୍ଜନ ଜେନେରାଲ ବିବେକ ମୂର୍ତ୍ତି ଏକ ବଡ଼ ବିବୃତ୍ତି ଦେଇଛନ୍ତି । ମଦ ବୋତଲରେ ସିଗାରେଟ ଭଳି କ୍ୟାନ୍ସର ଚେତାବନୀ ଦିଆଯିବା ଦରକାର ବୋଲି ଦାବି କରିଛନ୍ତି ସର୍ଜନ । ଗୋଟିଏ ବୁନ୍ଦା ମଦ ବି ମଣିଷ ଶରୀରରେ…

ତାମିଲନାଡ଼ୁ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୬ ମୃତ

ନୂଆଦିଲ୍ଲୀ,୦୪/୦୧: ତାମିଲନାଡ଼ୁର ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ । ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି।  ତାମିଲନାଡ଼ୁର ବିରୁଧନଗର ଜିଲ୍ଲା ସତୁର ଅଞ୍ଚଳରେ ଏହି ଘଟଣା ଘଟିଛି। ତେବେ କେମିକାଲ୍ ମିଶ୍ରଣ ପ୍ରକ୍ରିୟା ସମୟରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି।  ଏନେଇ ଖବର ପାଇ ଘଟଣାସ୍ଥଳରେ…

ଡ୍ରାଗନର ପୁଣି ନୂଆ ଚାଲ୍‌ବାଜି: ଦୁଇ ନୂଆ ପ୍ରଦେଶ ଗଠନ କରିବାକୁ ଘୋଷଣା, କୂଟନୈତିକ ଚ୍ୟାନେଲରେ ପ୍ରତିବାଦ ଜଣାଇଲା…

ନୂଆଦିଲ୍ଲୀ,୦୪/୦୧: ଲଦାଖକୁ ନେଇ ଚୀନ୍‌ ପୁଣି ନୂଆ ଚାଲ୍‌ବାଜି ଆରମ୍ଭ କରିଛି । ହୋଟନ୍‌ ପ୍ରାନ୍ତରେ ଏହାର ଦୁଇ ନୂଆ ପ୍ରଦେଶ ଗଠନ କରିବାକୁ ଘୋଷଣା କରିଛି । ଏଥିରେ ଲଦାଖର କିଛି ଅଂଶକୁ ନିଜର ବୋଲି ଦର୍ଶାଇଛି । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଭାରତ । ଭାରତର ବିଦେଶ…

ବ୍ଲିଙ୍କିଟ୍ ର ୧୦ ମିନିଟରେ ଆମ୍ବୁଲାନ୍ସ ସେବାକୁ ପ୍ରଶଂସା କଲେ ପୀୟୁଷ ଗୋଏଲ; କହିଲେ ମାନିବାକୁ ପଡ଼ିବ ଦେଶର ଆଇନ…

ନୂଆଦିଲ୍ଲୀ: ନୂଆକରି ଲଞ୍ଚ ହୋଇଥିବା ବ୍ଲିଙ୍କିଟ୍ ର ୧୦ ମିନିଟରେ ଆମ୍ବୁଲାନ୍ସ ସେବାକୁ ପ୍ରଶଂସା କଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ। ଏନେଇ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶୁକ୍ରବାର ପୀୟୁଷ ଗୋଏଲ ଏହି ସେବାକୁ ପ୍ରଶଂସା କରିବା ସହ ଦେଶର ନିୟମ ମାନି କାମ କରିବାକୁ ପଡ଼ିବ…

”ଗାଁ ବିକାଶ ହେଲେ, ଦେଶର ବିକାଶ ହେବ”: ପ୍ରଧାନମନ୍ତ୍ରୀ

କଟକ,୩।୧: ପ୍ରଧାନମନ୍ତ୍ରୀ ଶନିବାର ଗ୍ରାମୀଣ ଭାରତ ମହୋତ୍ସବ ୨୦୨୫ ର ଉଦଘାଟନ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ସେୟାର କରିଥିବା ଏକ ପୋଷ୍ଟରେ ଲେଖିଛନ୍ତି ଯେ ଆମ ”ଗ୍ରାମ ଯେତେ ସମୃଦ୍ଧ, ଏକ ବିକଶିତ ଭାରତର ଦୂରଦୃଷ୍ଟି ହାସଲ କରିବାରେ ସେମାନଙ୍କର ଭୂମିକା ଅଧିକ…

ପାକିସ୍ତାନ ଦଶା ଭୋଗିବ ବାଂଲାଦେଶ: ଭାରତର ସାହାଯ୍ୟ ସତ୍ତ୍ୱେ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ସ୍ଥିତି

ନୂଆଦିଲ୍ଲୀ,୪।୧: ଭାରତ ସହିତ ଖରାପ ସମ୍ପର୍କ ବାଂଲାଦେଶକୁ ପ୍ରଭାବିତ କରିବା ଆରମ୍ଭ କରିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଖାଦ୍ୟ ଯୋଗାଣ ସଙ୍କଟ ଏବଂ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ଏହି ସମୟରେ ପଡୋଶୀ ଦେଶରେ ଗତ ତିନି ସପ୍ତାହ ମଧ୍ୟରେ…

୨୦ ହଜାର ଡଲାରର ହୀରା ଉପହାର

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୪ା୧: ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତବେଳେ ସେଠାକାର ରାଷ୍ଟ୍ରପତିଙ୍କ ସ୍ତ୍ରୀ ଜିଲ୍‌ ବାଇଡେନ୍‌ଙ୍କୁ ୨୦,୦୦୦ ଡଲାର (ପ୍ରାୟ ୧୭.୧୫ ଲକ୍ଷ ଟଙ୍କା) ମୂଲ୍ୟର ଏକ ହୀରା ଉପହାର ଦେଇଥିଲେ। ଲାବ୍‌ରେ ପ୍ରସ୍ତୁତ ତଥା ସୁରଟ୍‌ରେ ପଲିଶ୍‌…

ଦିଲ୍ଲୀରେ କୁହୁଡ଼ି: ୪୭୦ ବିମାନ ବିଳମ୍ବିତ

ନୂଆଦିଲ୍ଲୀ,୪।୧: ଉତ୍ତର ଭାରତ ସମେତ ଜାତୀୟ ରାଜଧାନୀରେ ପ୍ରବଳ ଶୀତ ଲହର ଜାରି ରହିଛି। ଏହା ସାଙ୍ଗକୁ ଘନ କୁହୁଡ଼ି ଯୋଗୁ ଶୁକ୍ରବାର ସକାଳେ ଦିଲ୍ଲୀ ବିମାନବନ୍ଦରରେ ୪୭୦ ବିମାନ ବିଳମ୍ବିତ ହୋଇଛି। ପ୍ରବଳ କୁହୁଡ଼ି ଯୋଗୁ ଦୂର ସ୍ଥାନ ଦୃଶ୍ୟ ହୋଇ ନ ଥିଲା। ଦିଲ୍ଲୀ ଏୟାରପୋର୍ଟରେ ସ୍ପାଇସ୍‌ଜେଟ,…