Breaking News
Browsing Category

ଜାତୀୟ

ପିଥମ୍‌ପୁରରେ ୨ ଜଣଙ୍କ ଆତ୍ମାହୁତି ଉଦ୍ୟମ

ଧର୍‌,୪ା୧: ମଧ୍ୟପ୍ରଦେଶର ଭୋପାଳସ୍ଥିତ ୟୁନିୟନ କାର୍ବାଇଡ୍‌ ଇଣ୍ଡିଆ ଲିଃ (ୟୁସିଆଇଆଇ) କୀଟନାଶକ ପ୍ଲାଣ୍ଟରୁ ବର୍ଜ୍ୟକୁ ୧୨ଟି କଣ୍ଟେନର ଟ୍ରକ୍‌ରେ ସିଲ୍‌ କରି ୨୫୦ କି.ମି. ଦୂର ଧର୍‌ ଜିଲା ପିଥମ୍‌ପୁର ଶିଳ୍ପଞ୍ଚଳକୁ ନିଆଯିବାକୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରିଛନ୍ତି। ୩୩୭ ଟନ୍‌…

ବିବାଦ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଭାରତ-ବାଂଲାଦେଶ, ଜଣେ ଅନ୍ୟଦେଶକୁ…

ଢାକା/ନୂଆଦିଲ୍ଲୀ,୩।୧: ଭାରତ ଗୁରୁବାର ୯୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି ଯେ ଭାରତ ୯୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ଏହି ପଦକ୍ଷେପ…

ନୀତୀଶଙ୍କୁ ବଡ଼ ଅଫର୍‌ ଦେଲେ ଲାଲୁ: କହିଲେ, ତୁମ ପାଇଁ ଆମ…

ପାଟନା,୩ା୧:୨୦୨୫ ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ପଲ୍‌ଟୁରାମ ନାମରେ ପରିଚିତ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନ୍‌ଡିଏ ଛାଡ଼ି ମହାମେଣ୍ଟକୁ ଫେରିବା ନେଇ କଳ୍ପନାଜଳ୍ପନା ସୃଷ୍ଟି କଲାଭଳି ମନ୍ତବ୍ୟ ଦେଇଛନ୍ତି ଆର୍‌ଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ। ଲାଲୁ ବୁଧବାର…

୨୦୨୬ରେ ଭାଙ୍ଗିଯିବ ମୋଦି ସରକାର, ମହାରାଷ୍ଟ୍ରରେ ଦେଖାଯିବ ଏହାର ପ୍ରଭାବ: ସଞ୍ଜୟ ରାଉତ

ମୁମ୍ବାଇ,୨।୧: ଶିବସେନା ୟୁବିଟି ଏମପି ସଞ୍ଜୟ ରାଉତ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏନଡିଏ ସରକାର ଦୀର୍ଘସ୍ଥାୟୀ ହେବା ନେଇ ରାଉତ ସନ୍ଦେହ ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ୨୦୨୬ପରେ କେନ୍ଦ୍ର ସରକାର ତିଷ୍ଠି ରହିବେ କି ନାହିଁ ତାଙ୍କ ମନରେ ସନ୍ଦେହ…

୮ଜଣ ପାକିସ୍ତାନୀଙ୍କୁ ୨୦ ବର୍ଷର ଜେଲଦଣ୍ଡ ଶୁଣାଇଲେ ମୁମ୍ବାଇ କୋର୍ଟ

ମୁମ୍ବାଇ,୨।୧: ୨୦୧୫ରେ ଗୁଜୁରାଟ ଉପକୂଳରେ ଅଟକି ରହିଥିବା ଏକ ଡଙ୍ଗାରେ ୨୩୨କିଲୋଗ୍ରାମ ହେରୋଇନ ରଖିବା ଏବଂ ପରିବହନ ଅଭିଯୋଗରେ ଏକ ସ୍ବତନ୍ତ୍ର ଏନଡିପିଏସ କୋର୍ଟ ୮ ଜଣ ପାକିସ୍ତାନୀ ନାଗରିକଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲା ଅତ୍ୟନ୍ତ ଗମ୍ଭୀର ଥିଲା, କାରଣ ଏହା ଡ୍ରଗ୍ସ…

‘ଓ୍ବାନ୍‌ ନେଶନ୍‌ ଓ୍ବାନ୍‌ ସବ୍‌ସ୍କ୍ରିପ୍‌ଶନ’ର ପ୍ରଥମ ପର୍ଯ୍ୟାୟ ଆରମ୍ଭ

ନୂଆଦିଲ୍ଲୀ,୨ା୧:ଗତବର୍ଷ ନଭେମ୍ବରରେ କେନ୍ଦ୍ର ସରକାର ଅନୁମୋଦନ କରିଥିବା ‘ଓ୍ବାନ୍‌ ନେଶନ୍‌ ଓ୍ବାନ୍‌ ସବ୍‌ସ୍କ୍ରିପ୍‌ଶନ’ (ଓଏନ୍‌ଓଏସ୍‌) ଯୋଜନାର ପ୍ରଥମ ପର୍ଯ୍ୟାୟ ବୁଧବାର ନବବର୍ଷରେ ଆରମ୍ଭ ହୋଇଛି। ମୋଟ ୬,୦୦୦ କୋଟି ଟଙ୍କା ଆବଣ୍ଟନରେ କରାଯାଇଥିବା ଏହି ଯୋଜନାରୁ ୧.୮ କୋଟି ଛାତ୍ରୀଛାତ୍ର,…

ପୁଣି ବିବାଦରେ ଦିଲଜିତ୍‌ ଦୋସାଞ୍ଜ

ଲୁଧିଆନା, ୨।୧:ଲୋକପ୍ରିୟ ଗାୟକ ଏବଂ ଅଭିନେତା ଦିଲଜିତ୍‌ ଦୋସାଞ୍ଜ ପୁଣି ବିବାଦରେ ଫସିଛନ୍ତି। ଜିରୋନାଇଟ ଉପଲକ୍ଷେ ମଙ୍ଗଳବାର ରାତିରେ ପଞ୍ଜାବ ଏଗ୍ରିକଲ୍ଚର ୟୁନିଭର୍ସିଟିରେ ହେଉଥିବା ଲୁଧିଆନା କନ୍‌ସର୍ଟରେ ଦୋସାଞ୍ଜ ଗାଇଥିବା କେତେକ ଗୀତରେ ଆପତ୍ତି ଦର୍ଶାଇ ଚଣ୍ଡିଗଡ଼ର ଜଣେ ଆସିଷ୍ଟାଣ୍ଟ…

୨୩ ବର୍ଷର ଲଢ଼େଇ ପରେ ମିଳିଲା ଦାଉଦଙ୍କ ଦୋକାନର ମାଲିକାନା

ମୁମ୍ବାଇ, ୨।୧:ଦୀର୍ଘ ୨୩ ବର୍ଷର ଲଢ଼େଇ ପରେ ଉତ୍ତରପ୍ରଦେଶର ଫିରୋଜାବାଦ ନିବାସୀ ହେମନ୍ତ ଜୈନ(୭୦)ଙ୍କୁ ମୁମ୍ବାଇର ନାଗପଡ଼ା ଥାନା ଜାୟରାଜଭାଇ ଷ୍ଟ୍ରିଟ୍‌ସ୍ଥିତ ୧୪୪ ବର୍ଗ ଫୁଟ ବିଶିଷ୍ଟ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମଙ୍କ ଏକ ଦୋକାନର ମାଲିକାନା ଅଧିକାର ମିଳିଛି। ଜାୟରାଜଭାଇ ଷ୍ଟ୍ରିଟ୍‌ରେ…

ସମୁଦ୍ରରେ ଖୋଲିଲା ଭାରତର ପ୍ରଥମ କାଚ ସେତୁ

କନ୍ୟାକୁମାରୀ, ୩୧ା୧୨:ତାମିଲନାଡ଼ୁର କନ୍ୟାକୁମାରୀରେ ବିବେକାନନ୍ଦ ରକ୍‌ ମେମୋରିଆଲ ଓ ପ୍ରଖ୍ୟାତ ତାମିଲ କବି ଏବଂ ଦାର୍ଶନିକ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତିକୁ ସଂଯୋଗ କରୁଥିବା ବହୁ ପ୍ରତୀକ୍ଷିତ କାଚ ସେତୁକୁ ସୋମବାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ…

ପୂଜାରୀଙ୍କୁ ପ୍ରତି ମାସରେ ମିଳିବ ୧୮ ହଜାର ଟଙ୍କା

ନୂଆଦିଲ୍ଲୀ,୩୦।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣାରେ ସେ ଦିଲ୍ଲୀର ପୁରୋହିତ ଏବଂ ଗୁରୁଦ୍ୱାରରେ ଥିବା ମନ୍ଦିରଗୁଡ଼ିକର ଯତ୍ନ ନେଉଥିବା ବ୍ୟକ୍ତିଙ୍କୁ ତାଙ୍କ ସମ୍ମାନାର୍ଥେ ପ୍ରତି…