Breaking News
Browsing Category

ଜାତୀୟ

ଇତିହାସ ରଚିବାକୁ ଯାଉଛି ଇସ୍ରୋ: ଆଜି ରାତିରେ ହେବ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୋମବାର ଆଜି ରାତିରେ ଦୁଇଟି ଉପଗ୍ରହ ଉତକ୍ଷେପଣ କରିବ। ଏହି ଉପଗ୍ରହଗୁଡିକର ଉଦ୍ଦେଶ୍ୟ ହେଉଛି ମହାକାଶରେ ଯୋଡିବା ଏବଂ ପୃଥକ କରିବା (ଡକିଂ ଏବଂ ଅନ୍‌ଡକିଂ) ପ୍ରଯୁକ୍ତିବିଦ୍ୟା ପରୀକ୍ଷା କରିବା । ଯଦି ଏଥିରେ ସଫଳ ହୁଏ ତେବେ ଭାରତ…

ବାଂଲାଦେଶର ସନ୍ଦେହ, କେବେବି ହାସିନାଙ୍କୁ ନ ଫେରାଇପାରେ ଭାରତ, ଜାଣନ୍ତୁ ଏହାର କାରଣ

ଢାକା/ନୂଆଦିଲ୍ଲୀ,୩୦।୧୨: ଅଗଷ୍ଟରେ ହୋଇଥିବା ବିକ୍ଷୋଭ ପରେ ଶେଖ ହସିନା ବାଂଲାଦେଶରେ କ୍ଷମତାରୁ ବହିଷ୍କୃତ ହୋଇଥିଲେ ଏବଂ ଏହା ପରେ ସେ ଭାରତକୁ ପଳାଇ ଆସିଥିଲେ। ବର୍ତ୍ତମାନ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ଦାବି କରିଛନ୍ତି ଯେ ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ ପାଇଁ…

ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତିଙ୍କର ଭାରତ ସହ ରହିଛି ସ୍ବତନ୍ତ୍ର ସମ୍ପର୍କ

ଓ୍ବାଶିଂଟନ,୩୦।୧୨: ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି ଜିମି କାର୍ଟରଙ୍କ ରବିବାର ରାତିରେ ମୃତ୍ୟୁ ଘଟିଛି। ସେ ଆମେରିକାର ୩୯ତମ ରାଷ୍ଟ୍ରପତି ଏବଂ ଭାରତ ଗସ୍ତରେ ଆସିଥିବା ତୃତୀୟ ଆମେରିକୀୟ ନେତା ଥିଲେ। ୧୦୦ ବର୍ଷୀୟ କାର୍ଟର ୧୯୭୭ରେ ଆର ଫୋର୍ଡଙ୍କୁ ପରାସ୍ତ କରି ରାଷ୍ଟ୍ରପତି ହୋଇଥିଲେ।…

BPSC Protest: ୨୧ ଜଣାଶୁଣା, ୭୦୦ ଅଜ୍ଞାତଙ୍କ ନାଁରେ FIR, ରହିଛି ପ୍ରଶାନ୍ତ କିଶୋରଙ୍କ ନାମ

ପାଟନା,୩୦।୧୨: ବିହାରର ରାଜଧାନୀ ପାଟନାରେ ରବିବାର ବିଳମ୍ବିତ ରାତିରେ ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରୀଛାତ୍ରଙ୍କ ଉପରେ ଲାଠି ଚାର୍ଜ ଏବଂ ପାଣି ତୋପ ବା ଓ୍ବାଟର କ୍ୟାନନ ବ୍ୟବହାରକୁ ନେଇ ଅନେକ ଅସନ୍ତୋଷ ଦେଖାଦେଇଛି। ଏହି ପ୍ରତିବାଦ ସମୟରେ ହଙ୍ଗାମା ସୃଷ୍ଟି ପାଇଁ ୭୦୦ ଜଣ ଅଜ୍ଞାତ…

ଚମକାଇବା ଭଳି ଦାବି କଲେ ଅଖିଳେଶ ଯାଦବ, କହିଲେ ମୁଖ୍ୟମନ୍ତ୍ରୀଙ୍କ ଘର ତଳେ ରହିଛି ଶିବଲିଙ୍ଗ!

ଲକ୍ଷ୍ନୌ,୩୦।୧୨: ଆଜିକାଲି ବିଭିନ୍ନ ସ୍ଥାନରେ ଖନନ ସମୟରେ ମନ୍ଦିର ଓ କୂଅ ମିଳିବା ନେଇ ଉତ୍ତରପ୍ରଦେଶର ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ସମ୍ଭଲରୁ ଆରମ୍ଭ ହୋଇଥିବା ଏହି ପ୍ରସଙ୍ଗ ପରେ ୟୁପିର ବିଭିନ୍ନ ସ୍ଥାନରେ ମନ୍ଦିର ଏବଂ ଶିବଲିଙ୍ଗା ଖୋଜିବା ଦାବି କରାଯାଉଛି। ନ୍ୟୁଜ ଏଜେନ୍ସି…

ରାହୁଲଙ୍କୁ ପ୍ରଶଂସା କଲେ ଗଡକରୀ, ଭାଇରାଲ ଭିଡିଓର ସତ୍ୟତା ଜାଣନ୍ତୁ

ନୂଆଦିଲ୍ଲୀ,୩୦।୧୨: କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ନ୍ୟୁଜ ଭିଡିଓ କ୍ଲିପ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁଳ ଭାବରେ ଶେୟାର କରାଯାଉଛି। ଭାଇରାଲ କ୍ଲିପରେ ଦାବି କରାଯାଇଛି ଯେ ଗଡକରୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜଣେ ବଡ ନେତା ବୋଲି ବର୍ଣ୍ଣନା କରିଛନ୍ତି।…

ଜାତୀୟ ସୁରକ୍ଷା ପ୍ରତି ବିପଦ! କେମିତି ଆସୁଛନ୍ତି ବାଂଲାଦେଶ ଅନୁପ୍ରବେଶକାରୀ, ରହୁଛନ୍ତି କେଉଁ ରାଜ୍ୟରେ ଜାଣନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଆସନ୍ତା ବର୍ଷ ଦେଶର ରାଜଧାନୀ ଦିଲ୍ଲୀରେ ନିର୍ବାଚନ ଅନୁଷ୍ଠିତ ହେବ। ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରସଙ୍ଗ କ୍ରମାଗତ ଭାବେ ଉଠିଛି। ଅଭିଯୋଗ ହେଉଛି ଯେ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଦିଲ୍ଲୀର ଭୋଟର ହୋଇଛନ୍ତି। ଏହି ପ୍ରସଙ୍ଗରେ…

୧୩ ବର୍ଷରେ ୧୮ ଲକ୍ଷ ଭାରତୀୟ ନାଗରିକତ୍ୱ ଛାଡ଼ିଛନ୍ତି

ନୂଆଦିଲ୍ଲୀ,୩୦ା୧୨: ଗତ ୧୩ ବର୍ଷ ମଧ୍ୟରେ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ସେମାନଙ୍କ ନାଗରିକତ୍ୱ ତ୍ୟାଗ କରି ୧୩୫ଟି ଦେଶର ନାଗରିକତ୍ୱ ଗ୍ରହଣ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ରାଜ୍ୟ ସଭାରେ ଉପସ୍ଥାପନ କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ବିକାଶ ଏବଂ ବୈଶ୍ୱିକ ପ୍ରଭାବରେ…

୭ ମହାଦେଶର ସର୍ବୋଚ୍ଚ ଶିଖରରେ ଚଢ଼ି ରେକର୍ଡ

ମୁମ୍ବାଇ, ୩୦।୧୨: ଭାରତର ୧୭ ବର୍ଷିୟା ପର୍ବତାରୋହୀ କାମ୍ୟା କାର୍ତ୍ତିକେୟନ ଇତିହାସ ରଚିଛନ୍ତି। ସେ ବିଶ୍ୱର ସର୍ବ କନିଷ୍ଠ ମହିଳା ଭାବେ ୭ ମହାଦେଶର ସର୍ବୋଚ୍ଚ ଶିଖରରେ ଚଢ଼ି ରେକର୍ଡ ସୃଷ୍ଟି କରିଛନ୍ତି। ଗତ ୨୪ରେ ଆଣ୍ଟାର୍କଟିକାର ମାଉଣ୍ଟ ଭିନ୍‌ସନ୍‌ ଶିଖରରେ ପହଞ୍ଚି କାମ୍ୟା ଏହି ସଫଳତା…

କାହିଁକି ଅର୍ଦ୍ଧନଗ୍ନ ହେଲେ ଭାଜପା ନେତା, ହଠାତ୍‌ ଶରୀରକୁ କଲେ ପ୍ରହାର

ଚେନ୍ନାଇ,୨୭।୧୨: ତାମିଲନାଡୁର ଆନ୍ନା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ ତୀବ୍ର ହେବାରେ ଲାଗିଛି। ଏହି ଘଟଣା ରାଜ୍ୟ ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଛି। ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଏଆଇଏଡିଏମକେ ଗୁରୁବାର (୨୬ ଡିସେମ୍ବର) ଏହି ପ୍ରସଙ୍ଗରେ ବିରୋଧ…