Breaking News
Browsing Category

ଜାତୀୟ

ବିଧାନସଭା ନିର୍ବାଚନ ପୂର୍ବରୁ ଏଏପିକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୧।୧୨: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରସ୍ତୁତି ଚରମ ସୀମାରେ ରହିଛି। ଏହି ସମୟ ମଧ୍ୟରେ, ଆଗାମୀ ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି (ଏଏପି) ଅଡିଆରେ ପଡିଛି। ଦୀର୍ଘ ଦିନ ଧରି ଗୁରୁଦ୍ୱାର ଶିଖ ପରିଚାଳନା କମିଟି ସହ ଜଡିତ ଥିବା ଏଏପି ନେତା ବଲବୀର…

ଭାରତକୁ ମିଳିବ ଏମିତି ‘ବ୍ରହ୍ମାସ୍ତ୍ର’, ଯାହା ଶତ୍ରୁଙ୍କୁ ପଠାଇଦେବ ପାତାଳଲୋକ!

ନୂଆଦିଲ୍ଲୀ,୨୧।୧୨: ଦେଶର ଉଚ୍ଚାଭିଳାଷୀ ପ୍ରୋଜେକ୍ଟ 75I କ୍ରମାଗତ ଭାବରେ ବିଳମ୍ବ ହେଉଛି। ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଏହାର ବୁଡ଼ାଜାହାଜକୁ ବୃଦ୍ଧି କରିବା, ଯାହାର ସବୁଠାରୁ ବଡ ସମସ୍ୟା ହେଉଛି ସଠିକଏୟାର ଇଣ୍ଡିପେଣ୍ଡେନ୍ସ ପ୍ରୋପଲ୍ଶନ (ଏଆଇପି) ସିଷ୍ଟମ ଚୟନ। ଭାରତୀୟ ନୌସେନାକୁ ଦୁଇ…

ବଡ଼ ଧରଣର ଭୂସ୍ଖଳନ, ରାଜପଥରେ ଅଟକି ରହିଛି ଶହ ଶହ ଯାନ, ଦେଖନ୍ତୁ ଭିଡିଓ

ଡେରାଡୁନ,୨୧।୧୨: ଉତ୍ତରାଖଣ୍ଡର ପିଥୋରାଗଡ଼ରେ ଏକ ଭୟଙ୍କର ଭୂସ୍ଖଳନ ଘଟିଛି। ଧାରଚୁଲା-ତାୱାଗାଟ ଏନଏଚ୍‌ରେ ଏହି ଭୂସ୍ଖଳନ ଘଟିଛି। ଫଳରେ ଅନେକ ଯାନ ଏଠାରେ ଅଟକି ରହିଛି । ଭୂସ୍ଖଳନ ଏତେ ଭୟଙ୍କର ଥିଲା ଯେ ଚାରିଆଡେ ଧୂଳିର ମେଘ ବ୍ୟାପିଯାଇଥିଲା। ଜୀବନ ବଞ୍ଚାଇବା ପାଇଁ ଶହ ଶହ ଲୋକ ଏଠାରୁ…

ସୁନୀତା ଓ୍ବିଲିୟମ୍ସଙ୍କୁ କେତେ ମିଳେ ଦରମା? ଏପରି ରିସ୍କ କଭର୍‌ ପାଇଁ ନାସା ଦିଏ ସ୍ପେଶାଲ…

ଓ୍ବାଶିଂଟନ୍‌,୨୧।୧୨: କୁହାଯାଏ କି ମହାକାଶଚାରୀମାନେ ଦୁନିଆର ସବୁଠାରୁ ସାହସୀ ଲୋକମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ପୃଥିବୀର ମାଧ୍ୟାକର୍ଷଣକୁ ଚ୍ୟାଲେଞ୍ଜ କରି ମହାକାଶକୁ ଯାତ୍ରା କରନ୍ତି। ଏହିପରି ଜଣେ ସାହାସୀ ମହାକାଶଚାରୀ ହେଲେ ସୁନୀତା ୱିଲିୟମ୍ସ। ସେ ଜଣେ ଭାରତୀୟ ମହାକାଶଚାରୀ। ସୁନୀତା…

ରାହୁଲଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ

ନୂଆଦିଲ୍ଲୀ,୨୧ା୧୨: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଇଣ୍ଡିଆ ବ୍ଲକ୍‌ ସ୍ବାଧିକାର ଭଙ୍ଗ ନୋଟିସ ଦେଇଥିବାବେଳେ ଭାଜପା ପକ୍ଷରୁ ଶୁକ୍ରବାର କଂଗ୍ରେସ ନେତା ରାହୁଲଙ୍କ ଗାନ୍ଧୀଙ୍କ ବିରୋଧରେ ଅନୁରୂପ ପଦକ୍ଷେପ ନିଆଯାଇଛି। ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଲୋକ ସଭାର ବିରୋଧୀ ଦଳ…

ରାମମନ୍ଦିର ନିର୍ମାଣ ଦ୍ୱାରା କେହି ହିନ୍ଦୁ ନେତା ହୋଇଯାଆନ୍ତି ନାହିଁ: ମୋହନ ଭାଗବତ

ପୁଣେ,୨୧ା୧୨: ରାମ ମନ୍ଦିର ନିର୍ମାଣ କରି କେହି ହିନ୍ଦୁ ନେତା ହୋଇଯାଆନ୍ତି ନାହିଁ ବୋଲି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଗୁରୁବାର ପୁଣେଠାରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି। ‘ବିଶ୍ୱଗୁରୁ ଭାରତ’ ଶୀର୍ଷକ ବକ୍ତୃତାମାଳାରେ ଉଦ୍‌ବୋଧନ…

Parliament Winter Session: ୮୪ କୋଟି ଟଙ୍କା ନଷ୍ଟ! ୨୦ଦିନରେ ଏତେ ହୋଇଛି କ୍ଷତି

ନୂଆଦିଲ୍ଲୀ,୨୧।୧୨: ସଂସଦର ଉଭୟ ଗୃହ, ଲୋକ ସଭା ଏବଂ ରାଜ୍ୟ ସଭାକୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ସଂସଦର ଚଳିତ ଶୀତକାଳୀନ ଅଧିବେଶନରେ ୨୦ଟି କାର୍ଯ୍ୟକାଳ ଥିଲା। ହୋ ହଲ୍ଲା ହଙ୍ଗାମା ଭିତରେ ସଂସଦର କାର୍ଯ୍ୟ ପ୍ରକ୍ରିୟା ଶେଷ ହୋଇଥିଲା। ଚଳିତ ଥର ସବୁଠୁ ଚର୍ଚ୍ଚାରେ ଥିଲା ସଂସଦ…

ଅଡୁଆରେ ପଡିଲେ ଅରବିନ୍ଦ କେଜ୍‌ରିୱାଲ, ଏହି ମାମଲାରେ…

ନୂଆଦିଲ୍ଲୀ,୨୧।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ଏକ୍ସାଇଜ ପଲିସି ମାମଲାରେ ଅରବିନ୍ଦ କେଜ୍‌ରିୱାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲେଫ୍ଟନାଣ୍ଟ ଗଭର୍ନର ଭି.କେ ସାକ୍ସେନା ଏନଫୋର୍ସମେଣ୍ଟ…

ଯୋଗୀ ଆଦିତ୍ୟନାଥଙ୍କ ଯିବ ମୁଖ୍ୟମନ୍ତ୍ରୀ ପଦ! କୋର୍ଟରେ ପହଞ୍ଚିଲା ମାମଲା

ଲକ୍ଷୌ,୨୧।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବି କରି ଆହ୍ଲାବାଦ ହାଇକୋର୍ଟରେ ଏକ ମାମଲା ଦାଖଲ ହୋଇଛି। ସିଭିଲ ଲିବର୍ଟିସ ପିପୁଲ୍ସ ୟୁନିଅନର ଉତ୍ତରପ୍ରଦେଶ ଶାଖା ପକ୍ଷରୁ ଏହି ମାମଲା ଦାଖଲ କରାଯାଇଛି। ଯେଉଁଥିରେ ସିଏମ ଯୋଗୀଙ୍କ ଇସ୍ତଫା ଦାବି କରାଯାଇଛି।…

ବୋହୂଙ୍କୁ ଉଲଗ୍ନ କରି ଲୁହା ରଡ୍‌ ଚେଙ୍କ ଦେବା ସହ ପ୍ରାଇଭେଟ୍‌ ପାର୍ଟରେ ଲଙ୍କାଗୁଣ୍ଡ ଭର୍ତ୍ତି କଲେ ଶାଶୁଘର ଲୋକେ

ଭୋପାଳ,୨୧ା୧୨: ଥମୁନି ବଧୂ ନିର୍ଯାତନା। ଜଣେ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକେ ଉଲଗ୍ନ କରି ନିର୍ଧୂମ ପିଟିବା ସହ ଲୁହା ରଡ୍‌ରେ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ, ବର୍ବରତାର ସବୁ ସୀମା ସରହଦ ଟପି ଯାଇଛନ୍ତି ନରରୂପୀ ରାକ୍ଷସମାନେ। ଏତେ ନିର୍ଯାତନା ଦେବା ପରେ ମନ…