Breaking News
Browsing Category

ଜିଲ୍ଲା

ଜିଲ୍ଲା

ଘର ଆଗରେ ଯୁବକଙ୍କୁ ଦଳିଦେଲା ଦନ୍ତା, ହାତୀ ସ୍କ୍ବାଡ୍‌ ସଦସ୍ୟଙ୍କୁ ଗୋଡ଼ାଇ ପିଟିଲେ ଗ୍ରାମବାସୀ

ବଣାଇଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନାଞ୍ଚଳ ଅନ୍ତର୍ଗତ ଜକୈକଳା ଗ୍ରାମରେ ରବିବାର ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଗ୍ରାମର ଧରଣୀ ପାତ୍ର(୪୦)। ଗତ ୧୦ ଦିନ ମଧ୍ୟରେ ଏହା ହେଉଛି ହାତୀ ଆକ୍ରମଣରେ ୪ର୍ଥ ମୃତ୍ୟୁ ଘଟଣା। ଏଥିରେ ଉତ୍ତ୍ୟକ୍ତ ଗ୍ରାମବାସୀ ହାତୀ ସ୍କ୍ବାଡ୍‌ର…

ନୂଆବର୍ଷରୁ ମାଲକାନଗିରିରୁ ବିଶାଖାପାଟନମ୍‌କୁ ଉଡ଼ିବ ବିମାନ!

ମାଲକାନଗିରି: ଓଡ଼ିଶାର ପୂର୍ବ ଘାଟ ଉପରେ ବିଶାଖାପାଟନମ୍ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ମାଲକାନଗିରି ମଧ୍ୟରେ ଏକ ବିମାନ ସେବା ଆରମ୍ଭ ନେଇ ସବୁଜ ସଂକେତ ମିଳିଛି। ସଂପ୍ରତି ଅପରେଟର ଇଣ୍ଡିଆ ଵାନରୁ ଏକ ନଅ ସିଟ୍ ବିଶିଷ୍ଟ ଜେଟ୍ ଚଳାଇବା ପାଇଁ ପ୍ରି-ଅପରେସନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି।…

ନୂଆ ରୂପ ପାଇଲା ଯାଜପୁରର ଏନ୍‌ସି ସ୍ୱୟଂଶାସିତ କଲେଜ୍‌ର ବିଜ୍ଞାନ ବିଭାଗ

ଯାଜପୁର: ଛାତ୍ରଛାତ୍ରୀମାନଙ୍କ କ୍ୟାରିୟରକୁ ଏକ ନୂଆ ମୋଡ଼ ଦେବାରେ କଲେଜ ଶିକ୍ଷାର ଏକ ବଡ଼ ଭୂମିକା ରହିଛି। ଏଥିପାଇଁ ବିଭିନ୍ନ କଲେଜର ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଯାଜପୁରର ନରସିଂହ ଚୌଧୁରୀ (ଏନ୍‌ସି) ସ୍ୱୟଂଶାସିତ ମହାବିଦ୍ୟାଳୟର…

ଝରିଗାଁ ବ୍ଲକର ସମସ୍ତ ଧାନମଣ୍ଡିରେ ଅଚଳାବସ୍ଥା ଜାରି

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଡିସେମ୍ବର ୧୦ ତାରିଖ ଠାରୁ ପର୍ଯ୍ୟାୟ କ୍ରମେ ପ୍ରଶାସନ ପକ୍ଷରୁ ଧାନ ମଣ୍ଡି ଖଲା ଯାଇଥିଲା। ତେବେ ଧାନର ଏଫଏକ୍ୟୁ ମାନକୁ ନେଇ ବିବାଦ ଲାଗି ରହିଥିବା ବେଳେ କୌଣସି ମଣ୍ଡିରେ ଚାଷୀଙ୍କ ଠାରୁ ଧାନ କିଣା ଆରମ୍ଭ ହୋଇ ନଥିବା ବେଳେ…

ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ

ସୁବର୍ଣ୍ଣପୁର,୨୧/୧୨: ଚୋରଙ୍କ ଟାର୍ଗେଟରେ ଦେବାଳୟ । ମନ୍ଦିରର ତାଲା କାଟି ନାଗ ମୂର୍ତ୍ତି ସହ ଅନ୍ୟାନ୍ୟ ୭ଟି ମୂର୍ତ୍ତି ଚୋରି କରିନେଲେ ଦୁର୍ବୃତ୍ତ । ସୁବର୍ଣ୍ଣପୁର ଜିଲ୍ଲାର ଏକ ପ୍ରସିଦ୍ଧ ଶୈବ ପୀଠ ଭାବରେ ପରିଚିତ ଗୋଧନେଶ୍ୱର ମନ୍ଦିରରୁ ଶୁକ୍ରବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି…

ପାର୍କିଂରେ ହୁତୁହୁତୁ ହୋଇ ଜଳିଗଲା ବସ୍, କାରଣ ଅସ୍ପଷ୍ଟ

ବାଲିଗୁଡ଼ା, ୨୧/୧୨ : ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍। ବାଲିଗୁଡା ଥାନା ନିକଟରେ ଥିବା ଗଳିରେ ପାର୍କିଂ ହୋଇଥିବା କ୍ରିଷ୍ଣା ନାମକ ଏକ ଘରୋଇ ବସ୍‌ରେ ନିଆଁ ଲାଗିଯାଇଛି। ବାଲିଗୁଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।…

ଟ୍ରଲର ଡ୍ରାଇଭର, ମତ୍ସ୍ୟଜୀବୀଙ୍କ ଘରୁ ହଟୁନି ଭିଏଚ୍‌ଏଫ୍‌ ଟାୱାର

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥାରେ ଅଲିଭ ରିଡ୍‌ଲେ କଇଁଛଙ୍କ ପାଇଁ ସାମୁଦ୍ରିକ ଅଭୟାରଣ୍ୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। କଇଁଛଙ୍କ ପାଇଁ ୨୦୨୪ ନଭେମ୍ବର ୧ରୁ ୨୦୨୫ ମେ ପର୍ଯ୍ୟନ୍ତ ଟ୍ରଲର, ଡଙ୍ଗା, ବୋଟରେ ମାଛଧରା…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଣ୍ଡା ଜନଜାତିଙ୍କୁ ଅଧିକ ୫୦ ହଜାର

ମାଲକାନଗିରି/ଖଇରପୁଟ, ୨୧।୧୨ (ଦୁର୍ଯ୍ୟୋଧନ ପାତ୍ର/ ଜଗନ୍ନାଥ ମାଝୀ): ବଣ୍ଡା ଜନଜାତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଶୁକ୍ରବାର ମାଲକାନଗିିରି ଗସ୍ତରେ ଯାଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ସମସ୍ତ ବଣ୍ଡା ମହିଳା…

ଚାଷ ଜମିରୁ ଉଦ୍ଧାର ହେଲା ବିଶାଳ ଅଜଗର । ସାପର ମୁଣ୍ଡରେ ଲାଗିଛି ଆଘାତ ।

ଉଦ୍ଧାର ହେଲା ବିରାଟ କାୟ ଅଜଗର । କେନ୍ଦ୍ରାପଡ଼ା ଭିତରକନିକା ଅନ୍ତର୍ଗତ ରାଜେନ୍ଦ୍ର ନାରାୟଣପୁର ଗାଁ ବାଇଶିଘେରି ଚାଷ ଜମିରୁ ଏକ ୧୯ ଫୁଟର ବିଶାଳ ଅଜଗର ଉଦ୍ଧାର ହୋଇଛି। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ରଖାଯାଇଛି । ଅଜଗର ସାପଟିର ମୁଣ୍ଡରେ ସାମାନ୍ୟ ଆଘାତ ଥିବାରୁ ଡ଼ିଏଫଓ ଙ୍କ ନିର୍ଦେଶ…

ରେଲ ଲାଇନ୍ ପାର୍ କରୁଥିଲେ: ଟ୍ରେନ୍ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ନରସିଂହଗଡ଼ ରେଳ ଷ୍ଟେସନ୍ ନିକଟରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ଜଣେ ମହିଳା ରେଳ ଧାରଣା ପାର ହୋଇ ନିଜ ବିଲକୁ ଯାଉଥିବା ବେଳେ ଏକ ଟ୍ରେନ୍ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।…