Breaking News
Browsing Category

ଜିଲ୍ଲା

ଜିଲ୍ଲା

ଝରିଗାଁ ବ୍ଲକର ସମସ୍ତ ଧାନମଣ୍ଡିରେ ଅଚଳାବସ୍ଥା ଜାରି

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଡିସେମ୍ବର ୧୦ ତାରିଖ ଠାରୁ ପର୍ଯ୍ୟାୟ କ୍ରମେ ପ୍ରଶାସନ ପକ୍ଷରୁ ଧାନ ମଣ୍ଡି ଖଲା ଯାଇଥିଲା। ତେବେ ଧାନର ଏଫଏକ୍ୟୁ ମାନକୁ ନେଇ ବିବାଦ ଲାଗି ରହିଥିବା ବେଳେ କୌଣସି ମଣ୍ଡିରେ ଚାଷୀଙ୍କ ଠାରୁ ଧାନ କିଣା ଆରମ୍ଭ ହୋଇ ନଥିବା ବେଳେ…

ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ

ସୁବର୍ଣ୍ଣପୁର,୨୧/୧୨: ଚୋରଙ୍କ ଟାର୍ଗେଟରେ ଦେବାଳୟ । ମନ୍ଦିରର ତାଲା କାଟି ନାଗ ମୂର୍ତ୍ତି ସହ ଅନ୍ୟାନ୍ୟ ୭ଟି ମୂର୍ତ୍ତି ଚୋରି କରିନେଲେ ଦୁର୍ବୃତ୍ତ । ସୁବର୍ଣ୍ଣପୁର ଜିଲ୍ଲାର ଏକ ପ୍ରସିଦ୍ଧ ଶୈବ ପୀଠ ଭାବରେ ପରିଚିତ ଗୋଧନେଶ୍ୱର ମନ୍ଦିରରୁ ଶୁକ୍ରବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି…

ପାର୍କିଂରେ ହୁତୁହୁତୁ ହୋଇ ଜଳିଗଲା ବସ୍, କାରଣ ଅସ୍ପଷ୍ଟ

ବାଲିଗୁଡ଼ା, ୨୧/୧୨ : ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍। ବାଲିଗୁଡା ଥାନା ନିକଟରେ ଥିବା ଗଳିରେ ପାର୍କିଂ ହୋଇଥିବା କ୍ରିଷ୍ଣା ନାମକ ଏକ ଘରୋଇ ବସ୍‌ରେ ନିଆଁ ଲାଗିଯାଇଛି। ବାଲିଗୁଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।…

ଟ୍ରଲର ଡ୍ରାଇଭର, ମତ୍ସ୍ୟଜୀବୀଙ୍କ ଘରୁ ହଟୁନି ଭିଏଚ୍‌ଏଫ୍‌ ଟାୱାର

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥାରେ ଅଲିଭ ରିଡ୍‌ଲେ କଇଁଛଙ୍କ ପାଇଁ ସାମୁଦ୍ରିକ ଅଭୟାରଣ୍ୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। କଇଁଛଙ୍କ ପାଇଁ ୨୦୨୪ ନଭେମ୍ବର ୧ରୁ ୨୦୨୫ ମେ ପର୍ଯ୍ୟନ୍ତ ଟ୍ରଲର, ଡଙ୍ଗା, ବୋଟରେ ମାଛଧରା…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଣ୍ଡା ଜନଜାତିଙ୍କୁ ଅଧିକ ୫୦ ହଜାର

ମାଲକାନଗିରି/ଖଇରପୁଟ, ୨୧।୧୨ (ଦୁର୍ଯ୍ୟୋଧନ ପାତ୍ର/ ଜଗନ୍ନାଥ ମାଝୀ): ବଣ୍ଡା ଜନଜାତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଶୁକ୍ରବାର ମାଲକାନଗିିରି ଗସ୍ତରେ ଯାଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ସମସ୍ତ ବଣ୍ଡା ମହିଳା…

ଚାଷ ଜମିରୁ ଉଦ୍ଧାର ହେଲା ବିଶାଳ ଅଜଗର । ସାପର ମୁଣ୍ଡରେ ଲାଗିଛି ଆଘାତ ।

ଉଦ୍ଧାର ହେଲା ବିରାଟ କାୟ ଅଜଗର । କେନ୍ଦ୍ରାପଡ଼ା ଭିତରକନିକା ଅନ୍ତର୍ଗତ ରାଜେନ୍ଦ୍ର ନାରାୟଣପୁର ଗାଁ ବାଇଶିଘେରି ଚାଷ ଜମିରୁ ଏକ ୧୯ ଫୁଟର ବିଶାଳ ଅଜଗର ଉଦ୍ଧାର ହୋଇଛି। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ରଖାଯାଇଛି । ଅଜଗର ସାପଟିର ମୁଣ୍ଡରେ ସାମାନ୍ୟ ଆଘାତ ଥିବାରୁ ଡ଼ିଏଫଓ ଙ୍କ ନିର୍ଦେଶ…

ରେଲ ଲାଇନ୍ ପାର୍ କରୁଥିଲେ: ଟ୍ରେନ୍ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ନରସିଂହଗଡ଼ ରେଳ ଷ୍ଟେସନ୍ ନିକଟରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ଜଣେ ମହିଳା ରେଳ ଧାରଣା ପାର ହୋଇ ନିଜ ବିଲକୁ ଯାଉଥିବା ବେଳେ ଏକ ଟ୍ରେନ୍ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।…

ସୁରକ୍ଷାକର୍ମୀଙ୍କୁ ଛୁରି ଭୁସି ହତ୍ୟା: ରାସ୍ତାକଡ଼ରୁ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା/କୋଲାବିରା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଭାଲୁପତ୍ରା ରାସ୍ତାର ପୁଡ଼ିଡିହି ନିକଟରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ମୃତକ ହେଲେ ସ୍ଥାନୀୟ ନୂଆଡ଼ିହି ଗ୍ରାମର ସନ୍ତୋଷ ନାୟକ(୩୭)। କୋଲାବିରା ପୁଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳ‌ରେ ପହଞ୍ଚି ତଦନ୍ତ…

୧୪ବର୍ଷ ପୁରିଲା: ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାହାନ୍ତି କର୍ମଚାରୀ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ଦୀର୍ଘ ବର୍ଷ ହେଲେ ମଧ୍ୟ ଅଞ୍ଚଳବାସୀଙ୍କ ଦାବିକୁ ରାଜ୍ୟ ସରକାର ଅଣଦେଖା କରିଚାଲିଛନ୍ତି। ତତ୍କାଳୀନ ରାଜ୍ୟ ସରକାର ୨୦୧୦ ମସିହାରେ ଏହାକୁ ହୃଦୟଙ୍ଗମ କରି ଘୁ.ଉଦୟଗିରି ଠାରେ ଏକ ଅତିରିକ୍ତ ଉପଜିଲ୍ଲାପାଳ କାର୍ଯ୍ୟାଳୟ…

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ

ପାଟଣା, ୨୦/୧୨: ଧାନ ବିଡା ଖାଲି କରି ଆସୁଥିବା ସମୟରେ ଅଘଟଣ । ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଟ୍ରାକ୍ଟର । ଦୁର୍ଘଟଣାରେ ଟାଲିଗଲା ଡ୍ରାଇଭରଙ୍କ ଜୀବନ । ମୃତକ ବଡ଼ବାଲିପଶି ଗ୍ରାମର ସଞ୍ଜିବ କୁମାର ମହାନ୍ତ ବୋଲି ଜଣାପଡ଼ିଛି । କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।…