Breaking News
Browsing Category

ଜିଲ୍ଲା

ଜିଲ୍ଲା

ଚାଷ ଜମିରୁ ଉଦ୍ଧାର ହେଲା ବିଶାଳ ଅଜଗର । ସାପର ମୁଣ୍ଡରେ ଲାଗିଛି ଆଘାତ ।

ଉଦ୍ଧାର ହେଲା ବିରାଟ କାୟ ଅଜଗର । କେନ୍ଦ୍ରାପଡ଼ା ଭିତରକନିକା ଅନ୍ତର୍ଗତ ରାଜେନ୍ଦ୍ର ନାରାୟଣପୁର ଗାଁ ବାଇଶିଘେରି ଚାଷ ଜମିରୁ ଏକ ୧୯ ଫୁଟର ବିଶାଳ ଅଜଗର ଉଦ୍ଧାର ହୋଇଛି। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ରଖାଯାଇଛି । ଅଜଗର ସାପଟିର ମୁଣ୍ଡରେ ସାମାନ୍ୟ ଆଘାତ ଥିବାରୁ ଡ଼ିଏଫଓ ଙ୍କ ନିର୍ଦେଶ…

ରେଲ ଲାଇନ୍ ପାର୍ କରୁଥିଲେ: ଟ୍ରେନ୍ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ନରସିଂହଗଡ଼ ରେଳ ଷ୍ଟେସନ୍ ନିକଟରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ଜଣେ ମହିଳା ରେଳ ଧାରଣା ପାର ହୋଇ ନିଜ ବିଲକୁ ଯାଉଥିବା ବେଳେ ଏକ ଟ୍ରେନ୍ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।…

ସୁରକ୍ଷାକର୍ମୀଙ୍କୁ ଛୁରି ଭୁସି ହତ୍ୟା: ରାସ୍ତାକଡ଼ରୁ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା/କୋଲାବିରା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଭାଲୁପତ୍ରା ରାସ୍ତାର ପୁଡ଼ିଡିହି ନିକଟରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ମୃତକ ହେଲେ ସ୍ଥାନୀୟ ନୂଆଡ଼ିହି ଗ୍ରାମର ସନ୍ତୋଷ ନାୟକ(୩୭)। କୋଲାବିରା ପୁଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳ‌ରେ ପହଞ୍ଚି ତଦନ୍ତ…

୧୪ବର୍ଷ ପୁରିଲା: ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାହାନ୍ତି କର୍ମଚାରୀ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ଦୀର୍ଘ ବର୍ଷ ହେଲେ ମଧ୍ୟ ଅଞ୍ଚଳବାସୀଙ୍କ ଦାବିକୁ ରାଜ୍ୟ ସରକାର ଅଣଦେଖା କରିଚାଲିଛନ୍ତି। ତତ୍କାଳୀନ ରାଜ୍ୟ ସରକାର ୨୦୧୦ ମସିହାରେ ଏହାକୁ ହୃଦୟଙ୍ଗମ କରି ଘୁ.ଉଦୟଗିରି ଠାରେ ଏକ ଅତିରିକ୍ତ ଉପଜିଲ୍ଲାପାଳ କାର୍ଯ୍ୟାଳୟ…

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ

ପାଟଣା, ୨୦/୧୨: ଧାନ ବିଡା ଖାଲି କରି ଆସୁଥିବା ସମୟରେ ଅଘଟଣ । ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଟ୍ରାକ୍ଟର । ଦୁର୍ଘଟଣାରେ ଟାଲିଗଲା ଡ୍ରାଇଭରଙ୍କ ଜୀବନ । ମୃତକ ବଡ଼ବାଲିପଶି ଗ୍ରାମର ସଞ୍ଜିବ କୁମାର ମହାନ୍ତ ବୋଲି ଜଣାପଡ଼ିଛି । କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।…

ଓଡ଼ିଶା ହାଇକୋର୍ଟଙ୍କ ଅନେକ ବଡ଼ ନିଷ୍ପତ୍ତି…

କଟକ ୨୦/୧୨(ଜଗନ୍ନାଥ ରାଉତ): ୨୦୨୪ ମସିହାରେ ରାଜ୍ୟର ଏକାଧିକ ଗୁରୁତ୍ୱପୂର୍ଣ୍ଣ  ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟଙ୍କୁ କରିବାକୁ ପଡ଼ିଥିଲା ହସ୍ତକ୍ଷେପ । ଅନେକ ବିବାଦରେ ଅଦାଲତଙ୍କ ରାୟ  ସମାଧାନର ବାଟ ଦେଖାଇଥିଲା, ପ୍ରଶାସନିକ  ମନ୍‌ମାନିକୁ ନିୟନ୍ତ୍ରଣ କରିଥିଲା । ଶିକ୍ଷା ବ୍ୟବସ୍ଥାଠାରୁ…

ଶୁଦ୍ଧିକ୍ରିୟାକୁ ଯାଇଥିଲା ପରିବାର, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ବାଲିପାଟଣା,୨୦/୧୨: ସମ୍ପର୍କୀୟଙ୍କୁ ଘର ଚାବି ଦେଇ ଶୁଦ୍ଧିକ୍ରିୟାରେ ଯାଇଥିଲେ ପରିବାର ଲୋକେ । ଘରକୁ ଫେରିଲା ବେଳକୁ ସବୁ ଲୁଟି ନେଇଛନ୍ତି ଲୁଟେରା । ବାଲିପାଟଣା ଥାନା ଅଠାନ୍ତର ମେଡିକାଲ ଛକରେ ଥିବା ମହିଳା ଆଡଭୋକେଟ ନମିତା ସାମନ୍ତସିଂହାରଙ୍କ ଘରେ କଳାକନା ବୁଲାଇଛନ୍ତି ଲୁଟେରା ।…

ଦାରିଙ୍ଗବାଡ଼ିରେ ଲଘୁଚାପର ପ୍ରଭାବ: ଝିପିଝିପି ବର୍ଷା ସହ କୋହଲା ପବନ, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୨୦ା୧୨(ଅରୁଣ ସାହୁ): ଲଘୁଚାପ ପ୍ରଭାବରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ପ୍ରଭାବିତ ହୋଇଛି। ଗୁରୁବାର ପାଗ ମେଘୁଆ ସହ କୋହଲା ପବନ ବୋହୁଥିଲା। ବିଳମ୍ବିତ ରାତିରୁ ବର୍ଷା ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ବର୍ଷା ଜାରିରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।…

ପର୍ଯ୍ୟଟକଙ୍କ ମନମହୁଛି ଖାଣ୍ଡିଆ ଜଳପ୍ରପାତ

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଆସିଛି ପିକନିକ୍ ସମୟ। ଜମୁଛି ବଣଭୋଜିର ମଜା। ପରିବାର ଓ ସାଙ୍ଗସାଥୀ ମେଳରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସହରରୁ ୫୦କିମି  ଓ ସଦର ମହକୁମା ବାରିପଦାଠାରୁ ୬୦କିମି ଦୂରରେ ଅବସ୍ଥିତ ଖଣ୍ଡିଆ…

କଣ୍ଟାବାଞ୍ଜିରେ କପାର ଅଭାବୀ ବିକ୍ରି

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ କପାର ଅଭାବୀ ବିକ୍ରି ଲାଗିରହିଛି। ତୁରେକେଲା ଅଞ୍ଚଳରେ ଚଳିତବର୍ଷ ପ୍ରଚୁର କପା ଚାଷ ହୋଇଛି। ଚାଷୀ ଭଲ ଅମଳ ପାଇଁ ଆଶାବାଦୀ। ସରକାରୀ ହିସାବରେ, ଚଳିତବର୍ଷ ତୁରେକେଲା ବ୍ଲକ୍‌ର ୧୯ଟି ପଞ୍ଚାୟତରେ ୯୧୧୨ ହେକ୍ଟର କପା ଚାଷ ହୋଇଛି।…