ଜୀବନଚର୍ଯ୍ୟା
-
Eat Ginger: ଗୋଟେ ମାସ ପ୍ରତିଦିନ ଅଦା ଖାଇଲେ ଶରୀରରେ କ’ଣ ବଦଳେ?
ଭୁବନେଶ୍ୱର: ଭାରତୀୟ ରୋଷେଇଘରରେ ଅଦା ଏକ ପରିଚିତ ମସଲା। ଚା’, ତରକାରୀ କିମ୍ବା ଘରୋଇ ଉପଚାର ବିଭିନ୍ନ ଭାବରେ ଏହାକୁ ବ୍ୟବହାର କରାଯାଏ। ଅଦାରେ ଥିବା ଜିଞ୍ଜେରଲ୍ ଭଳି ଜୈବ…
Read More » -
Blood Expiry: ଜାଣନ୍ତୁ, ରକ୍ତର ‘ଏକ୍ସପାଏରୀ ସମୟ’
ନୂଆଦିଲ୍ଲୀ: ରକ୍ତଦାନ ମହାନ ଦାନ। ଆପଣ ହୁଏତ ନିଜେ ରକ୍ତଦାନ କରିଥିବେ କିମ୍ବା ରକ୍ତଦାନ କରୁଥିବା ଲୋକଙ୍କୁ ଦେଖିଥିବେ। କିନ୍ତୁ ଦାନ କରାଯାଇଥିବା ରକ୍ତ ସବୁଦିନ ପାଇଁ ସୁରକ୍ଷିତ ରହେ ନାହିଁ।…
Read More » -
Natural Sugar: ଚିନିର ବିକଳ୍ପରେ ବ୍ୟବହାର କରନ୍ତୁ ଏହି ମିଠା
ଭୁବନେଶ୍ବର: ଚା’ ହେଉ କି କଫି, ମିଠା ଖାଦ୍ୟ ହେଉ କି ଘରୋଇ ପାନୀୟ ଚିନିର ବ୍ୟବହାର ପ୍ରାୟ ସବୁଠି ହୋଇଥାଏ। ତେବେ ଅଧିକ ଚିନି ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ…
Read More » -
Masked hypertension: ମାସ୍କ୍ଡ ହାଇପର୍ଟେନ୍ସନ୍
ଏବେ ଅଫିସ୍ଗୁଡ଼ିକର କାର୍ଯ୍ୟ ସଂସ୍କୃତି କର୍ମଚାରୀଙ୍କ କାମରେ ଅନେକ ପରିବର୍ତ୍ତନ ଆଣିଛି। ଦାୟିତ୍ବ ବଢ଼ିଛି। କାମର ଚାପ ଶରୀରକୁ ପ୍ରଭାବିତ କରୁଛି। ଏହାର ଲକ୍ଷଣଗୁଡ଼ିକ ମଧ୍ୟରେ ଉଚ୍ଚ ରକ୍ତଚାପକୁ…
Read More » -
Coconut water: ପଇଡ଼ ପାଣି ବନାମ ଓଆର୍ଏସ୍
ଅଧିକ ମାତ୍ରାରେ ଇଲେକ୍ଟ୍ରୋଲାଇଟ୍ସ ଥିବାରୁ ପଇଡ଼ ପାଣି ପ୍ରାକୃତିକ ହାଇଡ୍ରେସନ୍ ଡ୍ରିଙ୍କ୍ ଭାବେ ପରିଚିତ। ତେବେ ପଇଡ଼ ପାଣି କ’ଣ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା ଅନୁମୋଦିତ ଓରାଲ୍ ରିହାଇଡ୍ରେସନ୍…
Read More » -
Healthy people: ସୁସ୍ଥ ବ୍ୟକ୍ତିଙ୍କୁ ବି ହୋଇପାରେ ହୃଦ୍ରୋଗ
ଜଣେ ବ୍ୟକ୍ତି ସୁସ୍ଥ ଦେଖାଯାଇ ପାରନ୍ତି, ଏପରିକି ତାଙ୍କ ଓଜନ ବି ସାଧାରଣ ଥାଇପାରେ ଓ ସେ ନିୟମିତ ବ୍ୟାୟାମ ଆଦି କରୁଥାଇ ପାରନ୍ତି, ତଥାପି ତାଙ୍କର…
Read More » -
Painkiller: ପେନ୍ କିଲର୍ ଉପଶମ କରେ କେମିତି?
ଯେତେବେଳେ ଶରୀରରେ କୌଣସି ଅଂଶରେ ଆଘାତ ଲାଗେ, ଫୁଲା ହୁଏ ବା ଅନ୍ୟ କୌଣସି ସମସ୍ୟା ଦେଖାଦିଏ, ସେଠାରେ ଥିବା ସ୍ନାୟୁଗୁଡ଼ିକ ଯନ୍ତ୍ରଣା ସମ୍ବନ୍ଧୀୟ ସଙ୍କେତ ବା…
Read More » -
Ayurvedic: ଏକାଠି ଆୟୁର୍ବେଦିକ୍ ଓ ଏଲୋପାଥିକ୍ ଔଷଧ!
ବହୁ ଲୋକଙ୍କର ଧାରଣା ଥାଏ, ପ୍ରାକୃତିକ କିମ୍ବା ହର୍ବାଲ୍ ଦ୍ରବ୍ୟଗୁଡ଼ିକ ସୁରକ୍ଷିତ ଓ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। କିନ୍ତୁ ଡାକ୍ତରଙ୍କ ପରାମର୍ଶ ବିନା ଏଲୋପାଥିକ୍ ଔଷଧ ସହ…
Read More » -
Handishaal Vaidya: ହାଣ୍ଡିଶାଳ ବୈଦ୍ୟ: ପାନମଧୁରୀର ଉପକାରିତା
ପାନମଧୁରୀ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ। ଏଥିରେ ଅନେକ ଔଷଧୀୟ ଗୁଣ ରହିଛି। ଆଚାରଠାରୁ ଆରମ୍ଭ କରି ମାଉଥ୍ ଫ୍ରେସନର୍ ପର୍ଯ୍ୟନ୍ତ, ସବୁଥିରେ ପାନମଧୁରୀ ବ୍ୟବହାର ହୋଇଥାଏ। ଏହା ପାଟିର…
Read More » -
ICMR: ଭାରତରେ ଫ୍ଲୁ ଆକ୍ରାନ୍ତଙ୍କ ୯୮% ମାମଲା, ଏଚ୍୧ଏନ୍୧-ଜନିତ ଭୟର କାରଣ ନ ଥିବା କହିଲା ଆଇସିଏମ୍ଆର୍
ନୂଆଦିଲ୍ଲୀ: ଦେଶରେ ଇନ୍ଫ୍ଲୁଏଞ୍ଜା ଆକ୍ରାନ୍ତଙ୍କ ମଧ୍ୟରେ ଏଚ୍୧ଏନ୍୧ ଭୂତାଣୁ ପ୍ରମୁଖ ଭାବେ ଦେଖାଯାଉଛି। ଭାରତରେ ପରୀକ୍ଷାକରାଯାଉଥିବା ଇନ୍ଫ୍ଲୁଏଞ୍ଜା ମାମଲାର ପ୍ରାୟ ୯୮ ପ୍ରତିଶତ ଏଚ୍୧ଏନ୍୧ ଭୂତାଣୁ-ଜନିତ ବୋଲି ଭାରତୀୟ…
Read More »