ଜୀବନଚର୍ଯ୍ୟା
-
Music: ତାଙ୍କ ପ୍ରେରଣା ହେଉଛି ମୋ ସଂଗୀତର ଘୋଷାପଦ
ସୁଗମସଙ୍ଗୀତରେ ରାଜ୍ୟର ମର୍ଯ୍ୟାଦାଜନକ ‘ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର’ ଗ୍ରହଣ କରିବାର ଉଲ୍ଲସିତ ମୁହୂର୍ତ୍ତରେ ମୁଁ ସେହିମାନଙ୍କୁ ସ୍ମରଣ କରୁଛି, ଯେଉଁମାନଙ୍କ ପ୍ରେରଣା ମତେ ସଙ୍ଗୀତ ସାଧନାରେ ବ୍ରତୀ…
Read More » -
Kamalesh Kumari: ସାହସ ଓ ବୀରତ୍ବର ପ୍ରତୀକ: କମଳେଶ କୁମାରୀ
ଉପସ୍ଥାପନା: ପ୍ରଦୀପ କୁମାର ରାୟ ୨୦୦୧ ମସିହା, ଡିସେମ୍ବର ମାସ ୧୩ ତାରିଖ, ଭାରତ ତାହାର ସବୁଠାରୁ ମର୍ମାନ୍ତିକ ଓ ବିପଜ୍ଜନକ ଆକ୍ରମଣର ସାକ୍ଷୀ ହୁଏ, ଯେତେବେଳେ ୫ଜଣ ଭାରୀ…
Read More » -
Gender: ଭାଙ୍ଗୁଛି ଲିଙ୍ଗଭିତ୍ତିକ ପେସାର ଧାରଣା
ଭାରତର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଏକ ନିରବ ବିପ୍ଳବ ଚାଲିଛି। କେବଳ ନାରୀ ବା ପୁରୁଷ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାର କାର୍ଯ୍ୟ କରିପାରିବେ ବୋଲି ରହିଥିବା ବଦ୍ଧମୂଳ ଧାରଣାକୁ ନୂଆ…
Read More » -
Atta Kurkure: ଛୋଟ ଓ ବଡ଼ ସମସ୍ତଙ୍କ ପାଇଁ ଘରେ ତିଆରି କରନ୍ତୁ ଗହମ ଅଟାରେ ସ୍ବାଦିଷ୍ଟ କୁରକୁରେ
ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ସ୍ନାକ୍ସ ଖାଦ୍ୟ ମିଳିଲାଣି। ଏସବୁ ସ୍ନାକ୍ସରେ ମଇଦା ସହିତ ବିଭିନ୍ନ ପ୍ରକାରର ରାସାୟନିକ ପ୍ରଦାର୍ଥ ମିଶ୍ରଣ ହେଉଥିବା ଅନେକ ରିପୋର୍ଟରୁ ଆମେମାନେ…
Read More » -
Lakshmi Puja: ଲକ୍ଷ୍ମୀପୂଜା: ଲକ୍ଷ୍ମୀନାରାୟଣ ପୂଜା
ଯେକୌଣସି ମାସର ଲକ୍ଷ୍ମୀପୂଜା, ବିଶେଷକରି ମାର୍ଗଶିର ମାସର ଲକ୍ଷ୍ମୀପୂଜା କେବଳ ଦେବୀଲକ୍ଷ୍ମୀଙ୍କର ପୂଜା ବୋଲି ସାଧାରଣରେ ଗୋଟିଏ ଧାରଣା ଅଛି। ବିଶେଷକରି ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ କାହାଣୀ…
Read More » -
Subhashita: ସୁଭାଷିତ: ହେ ଲକ୍ଷ୍ମୀ! ମୋ ଗୃହରୁ ଅଲକ୍ଷ୍ମୀ ନାଶ କରନ୍ତୁ!
କ୍ଷୁତ୍ପିପାସାମଲାଂ ଜ୍ୟେଷ୍ଠାମଲକ୍ଷ୍ମୀଂ ନାଶୟାମ୍ୟହମ୍। ଅଭୂତିମ ସମୃଦ୍ଧିଂ ଚ ସର୍ବାଂ ନିର୍ଣୁଦ ମେ ଗୃହାତ୍। -‘ଋଗ୍ବେଦ’, ଶ୍ରୀସୂକ୍ତ, ୮ ‘ଋଗ୍ବେଦ’ର ପଞ୍ଚମ ମଣ୍ଡଳ ଅନ୍ତର୍ଗତ ‘ଶ୍ରୀସୂକ୍ତ’ ଦେବୀ ଲକ୍ଷ୍ମୀଙ୍କର…
Read More » -
The Path of Shri Ram: ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ମଧ୍ୟପ୍ରଦେଶ କାହ୍ନା ଜାତୀୟ ଉଦ୍ୟାନ
ମଧ୍ୟପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନ ବ୍ୟାଘ୍ର ପ୍ରକଳ୍ପପାଇଁ ପ୍ରସିଦ୍ଧ ହେଲେ ମଧ୍ୟ, ଏହା ରାମଙ୍କ ସହିତ ଜଡ଼ିତ। ଏହି ସ୍ଥାନ ଦୁଇଟି ବିସଦୃଶ ଘଟଣା ନିମିତ୍ତ ପ୍ରସିଦ୍ଧ।…
Read More » -
Marriage traditions: ବଦଳୁଛି ବିବାହ ପରମ୍ପରା
ଭୁବନେଶ୍ବର: ବିବାହ ଆସିଲେ ଆଉ ମନେପଡ଼ୁନି ଖାଣ୍ଟି ଓଡ଼ିଆ ଘରର ଗୁଆ ନିମନ୍ତ୍ରଣ, ଜାଇ ରଗଡ଼ା, ବଡ଼ି ଅନୁକୂଳ କି ବାଡ଼ୁଅ ପାଣି ଗାଧୁଆ ଭଳି ପରମ୍ପରା…
Read More » -
Hydra Facial: ଚେହେରା ହୈ ୟା ଚାନ୍ଦ୍ ଖିଲା ହୈ… ରୁକ୍ଷ ଚର୍ମ ପାଇଁ ‘ହାଇଡ୍ରା ଫେସିଆଲ୍’
‘ଚେହେରା ହୈ ୟା ଚାନ୍ଦ୍ ଖିଲା ହୈଁ…’ ଗୀତଟି ଆଜି ବି ଚିର ସବୁଜ ହୋଇ ରହିଛି। ମୁହଁ ବା ଚେହେରାକୁ ନେଇ କାବ୍ୟ କବିତାରୁ ଆରମ୍ଭ…
Read More » -
Cough Syrup: ଡାକ୍ତର ନଲେଖିଲେ କିଣି ହେବନି କଫ ସିରପ: ୫୦ ଟଙ୍କାର ଔଷଧ ପାଇଁ ଦେବାକୁ ପଡ଼ିବ ଡାକ୍ତରଙ୍କୁ ଫିସ୍
ନୂଆଦିଲ୍ଲୀ:ମଧ୍ୟପ୍ରଦେଶରେ କଫ ସିରପ ଯୋଗୁ ଅନେକ ପିଲାଙ୍କ ମୃତ୍ୟୁର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଥିଲା। ଏପରି ଘଟଣାକୁ ରୋକିବା ପାଇଁ, ସରକାର କହିଛନ୍ତି ଯେ, ଖୁବ୍ ଶୀଘ୍ର ଏକ…
Read More »